Home Left

ଫାଇନାଲରେ ଜୋକୋଭିଚ୍‌

ଲଣ୍ଡନ, ୧୫।୭: ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଏହି ୨ ନମ୍ବର ଖେଳାଳି ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ୮ମ ସିଡ୍‌ ଇଟାଲିର ଜାନିକ ସିନରଙ୍କୁ ୬-୩, ୬-୪,…

ସିସୋର୍‌ ଚିଟ୍‌ଫଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କ ଆବେଦନ ଖାରଜ

କଟକ,୧୫।୭ (କାର୍ତ୍ତିକ ସାହୁ): ସିସୋର୍‌ ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ପ୍ରଶାନ୍ତଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଥିବା ୧୯ଟି ମାମଲା ସିବିଆଇ ଅଦାଲତରେ ଶୁଣାଣି ପାଇଁ ପ୍ରଶାନ୍ତ ହାଇକୋର୍ଟରେ ଏକ ମାମଲା…

ଟାଟା ଷ୍ଟିଲ୍‌ର ସ୍ପ୍ରିଣ୍ଟ୍‌ ଟୁ ଜିରୋ ଚ୍ୟାଲେଞ୍ଜ ଅଭିଯାନ

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଟାଟା ଷ୍ଟିଲ୍‌-ସ୍ପ୍ରିଣ୍ଟ ଟୁ ଜିରୋ-୨୦୨୩ ଚ୍ୟାଲେଞ୍ଜ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଶିଳ୍ପ କ୍ଷେତ୍ରର ନିରନ୍ତର ଭବିଷ୍ୟତ ଲାଗି ଗ୍ରୀନ୍‌ ହାଇଡ୍ରୋଜେନ୍‌ ପ୍ରଯୁକ୍ତିର ମୁକାବିଲା ପାଇଁ…

ବଜାରରେ କିଆ ଇଣ୍ଡିଆର ଦି ନ୍ୟୁ ସେଲ୍‌ଟସ୍‌

ଭୁବନେଶ୍ୱର,୧୫।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମିଡ ସାଇଜ ଏସୟୁଭି ‘ଦି ନ୍ୟୁ କିଆ ସେଲଟସ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସେଣ୍ଟ୍ରାଲ କିଆ ଭୁବନେଶ୍ୱର ପକ୍ଷରୁ…

ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍‌’

ଭୁବନେଶ୍ୱର,୧୫।୭: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ‘ଡିଜିଟାଲ ଇଣ୍ଡିଆ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ସବୁଠାରୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍‌ର ପ୍ରଥମ ପର୍ଯ୍ୟାୟ ୨୦୨୩ ଜୁଲାଇ ୧୪ରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅଗ୍ରଣୀ କ୍ରେଡିଟ୍‌ ଏବଂ ଡେବିଟ୍‌…

ସରକାରୀ ଯୋଜନା ଅପବ୍ୟବହାରକୁ କଂଗ୍ରେସର ବିରୋଧ

କେନ୍ଦ୍ରାପଡ଼ା, ୧୫ା୭ (ଜଗନ୍ନାଥ ଧଳ): ସରକାରୀ ଯୋଜନାର ଅପବ୍ୟବହାର ହେଉଛି। ରାଜନୈତିକ ବାଛବିଚାର ଚାଲିଛି। ଯୋଜନାରେ ବହୁ ଅନିୟମିତା ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିକୁ ନିଆ ଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ସାଧାରଣ ଲୋକ ସୁଫଳ ପାଇବା…

ଚେତକ ଏକ୍ସପେରିଏନ୍ସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ବଜାଜ ଅଟୋର ପ୍ରିମିୟମ ବ୍ରାଣ୍ଡ୍‌ ଚେତକର ଏକ୍ସପେରିଏନ୍ସ ସେଣ୍ଟର ଶୁକ୍ରବାର ଭୁବନେଶ୍ୱର ରସୁଲଗଡ଼ ଛକ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ବଜାଜ ଅଟୋର ସ୍ବୀକୃତିପ୍ରାପ୍ତ ଚେତକ ଡିଲର ସନ୍ଥାଲିଆ ମୋର୍ଟସ ଆନୁକୂଲ୍ୟରେ ଉଭୟ…

ଆଜିଠାରୁ ତନିସ୍କରେ ‘ଫେଷ୍ଟିଭାଲ ଅଫ୍‌ ଚେନ୍ସ’

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ଚେନ୍‌ କଲେକ୍ସନ ‘ଫେଷ୍ଟିଭାଲ ଅଫ୍‌ ଚେନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଶନିବାରଠାରୁ ତନିସ୍କରେ ଆକର୍ଷଣୀୟ ଓ ଡିଜାଇନ ଚେନ୍‌ର ବ୍ୟାପକ ସମ୍ଭାର ପ୍ରଦର୍ଶନ ହେଉଛି। ଅପରପକ୍ଷରେ…

ବଢ଼ୁଛି ବର୍ଷାଦିନିଆ ଛତୁର ଚାହିଦା

କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବର୍ଷାଋତୁ ଆସିଲେ ବଣ ଜଙ୍ଗଲରେ ଛତୁ ଫୁଟେ। ବନବାସୀମାନେ ଛତୁ ସଂଗ୍ରହକରି ହାଟବଜାରରେ ବିକ୍ରିକରିଥାନ୍ତି। ବିଶେଷକରି ଶ୍ରାବଣ ମାସରେ ବଜାରରେ ବିଭିନ୍ନ ରଙ୍ଗବେରଙ୍ଗ ଓ ଅନେକ କିସମର ଛତୁ ଦେଖିବାକୁ ମିଳୁଛି। ଯଦିଓ ଆଜିକାଲି କୃତ୍ରିମ ଉପାୟରେ…

ଆଇଜିଆଇଟି ସରାଙ୍ଗ ସହ ଟାଟା ପାଓ୍ବାରର ବୁଝାମଣା

ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ପାଓ୍ବାର ଏବଂ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଜିଆଇଟି), ସରାଙ୍ଗ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି ଶିକ୍ଷା ଓ ନିଯୁକ୍ତି ହାସଲ କ୍ଷମତା…

ସାଂସଦ ପାଣ୍ଠିରେ ବିଲକୁ ରାସ୍ତା ନିର୍ମାଣ

କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ୧୧ ନଂ. ୱାର୍ଡରେ ଏକ ରାସ୍ତା ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ସରକାରୀ କଲୋନୀ ମଝିରେ ଘରୋଇ ଲୋକଙ୍କ ଜମିକୁ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାରୁ ଅସନ୍ତୋଷ ଦେଖାଦେଇଛି। ରାସ୍ତାଟି ଆଇଟିଡିଏ ପକ୍ଷରୁ ସାଂସଦ…

ଦେଶ ବିକାଶରେ ଯୁବ ଦକ୍ଷତା

ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବେ ବିକାଶଶୀଳ ରାଷ୍ଟ୍ରର ମୁଖ୍ୟ ଅସ୍ତ୍ର । ଏଥିପାଇଁ ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ଜ୍ଞାନକୌଶଳରୁ ପ୍ରସ୍ତୁତ ଉପକରଣରେ ଜଟିଳ କାର୍ଯ୍ୟକୁ ସରଳ ଓ ସୁବିଧାରେ କରିହେଉଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri