ପ୍ରଧାନମନ୍ତ୍ରୀ ମୋଦି, ବାଲ ଠାକରେଙ୍କୁ ଧୋକା ଦେଇଛନ୍ତି ଉଦ୍ଧବ: ଶିନ୍ଦେ
ମୁମ୍ବାଇ,୧୫।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଥାନେର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଛନ୍ତି। ଭାଜପା ସହ ମେଣ୍ଟ ଭାଙ୍ଗିବା ଏବଂ ନିର୍ବାଚନରେ ଜିତିବା ପାଇଁ ବାଲ ଠାକରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ରାତି ଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ତ
କୋରାପୁଟ,୧୫। : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୮ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ହଷ୍ଟେଲରେ ରାତି ଭୋଜନ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ…
ମହିଳା ଇଭେଣ୍ଟରେ ଟ୍ରାନ୍ସଜେଣ୍ଡରଙ୍କୁ ବାରଣ
ଏଗ୍ଲେ (ସୁଇଜରଲାଣ୍ଡ),୧୪ା୭ (ଏପି): ଏଣିକି ପୁରୁଷରୁ ମହିଳା ହୋଇଥିବା ଟ୍ରାନ୍ସଜେଣ୍ଡର ଆଥଲେଟମାନେ ମହିଳା ସୋଇକ୍ଲିଂ ରେସ୍ଗୁଡ଼ିକରେ ଅଂଶଗ୍ରହଣ କରିପାରିବେ ନାହିଁ। ବିଶ୍ୱ ସାଇକ୍ଲିଂ ପରିଚାଳନା ପରିଷଦ (ୟୁସିଆଇ) ପକ୍ଷରୁ ଶୁକ୍ରବାର ସୂଚାଇ ଦିଆଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକାର ଅଷ୍ଟିନ କିଲିପ୍ସ…
ଟୁଇନ୍ ସିଟି ଜଳମଗ୍ନ: ଆହୁରି ୩ ଦିନ ବର୍ଷିବ
ଭୁବନେଶ୍ୱର, ୧୫।୭(ଅନିଲ ଦାସ): ଟୁଇନ୍ ସିଟି ସମେତ ଉପକୂଳ ଓ ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଶନିବାର ସକାଳୁ ବର୍ଷା ଲାଗି ରହିଛି। ଶନିବାର ଠାରୁ ଆଗାମୀ ୩ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
ମୋଦିଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ, କହିଲେ ରାଫେଲକୁ ମିଳିଛି ବାଷ୍ଟିଲ ଡେ ପରେଡର ଟିକେଟ
ନୂଆଦିଲ୍ଲୀ,୧୫।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମଣିପୁର ହିଂସାକୁ ନେଇ ୟୁରୋପୀୟ ୟୁନିୟନର ସଂସଦରେ ହୋଇଥିବା ଚର୍ଚ୍ଚାକୁ ନେଇ ପ୍ରଧାନମନ୍ତ୍ରୀ କାହିଁକି ଚୁପ ବୋଲି ରାହୁଲ ପ୍ରଶ୍ନ ଉଠାଇଛନ୍ତି। ଏହାସହ କଂଗ୍ରେସ ନେତା…
ସାଇବର ସୁରକ୍ଷାରୁ ଏଆଇ ପର୍ଯ୍ୟନ୍ତ ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଛି ଆଲୋଚନା
ନୂଆଦିଲ୍ଲୀ/ପ୍ୟାରିସ,୧୫।୭: ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ସାଇବର ସୁରକ୍ଷା, ଷ୍ଟାର୍ଟ ଅପ, ଏଆଇ, ସୁପର କମ୍ପ୍ୟୁଟିଂ, ୫ଜି / ୬ଜି ଟେଲିକମ ଏବଂ ଡିଜିଟାଲ ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ସେମାନଙ୍କର ସହଯୋଗକୁ ଆହୁରି ଗଭୀର କରିବାକୁ ଭାରତ ଏବଂ ଫ୍ରାନ୍ସ ପ୍ରତିଶ୍ରୁତି…
ପ୍ରବଳ ବର୍ଷା ଯୋଗୁ ବିଗିଡିଲା ଦେଶର ଅବସ୍ଥା, ହଜାରେ ଲୋକ ପ୍ରଭାବିତ, ଅନେକଙ୍କର ଯାଇଛି ଜୀବନ
ସିଓଲ,୧୫।୭: ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ ଅନେକ ଲୋକ ପ୍ରାଣ ହରାଇବା ସହ ଅନେକ ଲୋକ ସେମାନଙ୍କର ଘର ଏବଂ ସମ୍ପତ୍ତି ହରାଇଛନ୍ତି। ଅଧିକାରୀ କହିଛନ୍ତି, ଶନିବାର ଦକ୍ଷିଣ…
ଉତ୍ତର ଡାକୋଟାରେ ଗୁଳିକାଣ୍ଡ: ୩ ପୋଲିସ କର୍ମଚାରୀ ଆହତ, ଅଞ୍ଚଳ ସିଲ୍
ଓ୍ବାଶିଂଟନ,୧୫।୭: ଆମେରିକାର ଉତ୍ତର ଡାକୋଟା ରାଜ୍ୟରେ ଗୁଳିକାଣ୍ଡରେ ତିନିଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏନେଇ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ଫାର୍ଗୋ ସହରରେ ଏହି ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ୯ମ ଆଭେନ୍ୟୁ ସାଉଥ ନିକଟ ୨୫ତମ ଷ୍ଟ୍ରିଟ…
ଓ୍ବାଗନର ମୁଖ୍ୟଙ୍କୁ ବିଷ ଦେବା ଘଟଣା, ବାଇଡେନ କହିଲେ ଖାଦ୍ୟକୁ ନେଇ ଏବେ ରହିବି ସାବଧାନ
ଓ୍ବାଶିଂଟନ,୧୫।୭: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସଫଳ ସେନା ବିଦ୍ରୋହର କିଛି ଦିନ ପରେ ଏକ ବୈଠକରେ ଓ୍ବାଗନର ଗ୍ରୁପର ସେନାଙ୍କୁ ଲଢିବାକୁ ଅବସର ଦେଇଛନ୍ତି। ଏହାସହ ସେ ପରାମର୍ଶ ଦେଇଥିଲେ କି ଓ୍ବାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କୁ ଏକ ଅଲଗା…
ବାଇକ, ଟ୍ରକ୍ ମୁହାଁମୁହିଁ: ୨ ମୃତ
ସୋର,୧୫।୭(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ତାଳନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ୨ଜଣ ବାଇକ୍ ଆରୋହୀଙ୍କର ମତ୍ୟୁ ଘଟିଛି।…
ଅଯୋଗ୍ୟଙ୍କୁ ବିଦାକରିବାକୁ ନିଷ୍ପତ୍ତି
ଅନୁଗୋଳ, ୧୫।୭(ଅମିତ ସାମଲ): ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ବିଭିନ୍ନ ସରକାରୀ ଯୋଜନାରେ ସାମିଲ କର। ଗଳିପଶି ସରକାରୀ ଯୋଜନାର ଲାଭ ଉଠାଉଥିବା ଅଯୋଗ୍ୟଙ୍କୁ ତୁରନ୍ତ ବିଦା କର ବୋଲି ଶୁକ୍ରବାର ଅନୁଗୋଳ ପୌରପାଳିକା କାଉନ୍ସିଲ ହଲ୍ରେ ଅନୁଷ୍ଠିତ ଭିଜିଲାନ୍ସ କମିଟି…
ପୁଣି ଏକ ଦନ୍ତା ଅସୁସ୍ଥ
ସାତମାଇଲ, ୧୫।୭(ସୁଶାନ୍ତ ପତି): ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍ ଅନ୍ତର୍ଗତ ଡେଙ୍ଗବୋରେଇ ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇପଡ଼ିଛି। ଏହା ଜଣାପଡ଼ିବା ପରେ ବନାଞ୍ଚଳ ଅଧିଜାରୀ ଲୋହିତ କୁମାର ରଥ ସଦଳବଳ ପହଞ୍ଚତ୍ ହାତୀର ସ୍ବାସ୍ଥ୍ୟାବସ୍ଥା ତଦାରଖ…
Archives


