Home Left

କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଲୋକପ୍ରିୟ ଟିଭି ଶୋ ‘କପିଲ ଶର୍ମା ଶୋ’ରେ ‘ଡଃ ଗୁଲାଟି’ ଭୂମିକାରେ ଲୋକଙ୍କ ହୃଦୟରେ ରାଜ କରିଥିବା ଅଭିନେତା ତଥା କମେଡିଆନ୍‌ ସୁନୀଲ ଗ୍ରୋଭର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସୁନୀଲ କେତେବେଳେ ‘ଗୁଥୀ’ ତ ଆଉ କେତେବେଳେ ‘ସାନ୍ତୋଶୀ…

‘ଭୋଗ’ର କଭର ପେଜରେ ବିନ୍ଦି-ଶାଢି ପିନ୍ଧି ନଜର ଆସିଲେ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାଁ ମୁଭି ‘କେଦାରନାଥ’ରେ ଡେବ୍ୟୁ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏହି ମୁଭିରେ ତାଙ୍କର ପରଫରମାନ୍ସ ଦର୍ଶକଙ୍କୁୁ ବେଶ ପସନ୍ଦ ଆସିଥିଲା। ଏହାପରେ ଆକ୍ଟ୍ରେସ ଆଚ୍ଛା ଖାସା ଫ୍ୟାନ ବନାଇ ପାରିଥିଲେ। ନିକଟରେ ସାରାଙ୍କୁ…

ବଢିଲା ବ୍ରିଜ୍‌ଭୂଷଣଙ୍କ ସମସ୍ୟା, ବେଆଇନ ଖନନ ଅଭିଯୋଗର ଯାଞ୍ଚ କରିବ ଏନ୍‌ଜିଟି

ଲକ୍ଷ୍ନୌ, ୩।୮ଷ: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ ହେଉଥିବା ବ୍ରିଜ୍‌ଭୂଷଣଙ୍କ ବିରୋଧରେ ବେଆଇନ ଖନନ ମାମଲାର ତଦନ୍ତ ପାଇଁ ଗୁରୁବାର ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ,…

ରିଭଲଭର ରାଣୀ!

ଆଗ୍ରା,୩।୮: ବନ୍ଧୁକ ଆମର, ଗୁଳି ଆମର ଆଉ ସମୟ ବି ଆମର ହେବ… ଏମିତି ଡାଏଲଗ କହୁଥିବା ଜଣେ ମହିଳାଙ୍କ ଭିଡିଓ ଏବେ ଭାଇରାଲ ହେଉଛି। କେବଳ ସେତିକି ନୁହେଁ ମହିଳା ଜଣକ ହାତରେ ରିଭଲଭର ଧରିଥିବା ନଜର ଆସିଛି। ତାଙ୍କର…

ଗାଁରେ ପଶିଲେ ହାତୀ, ଲୋକେ ଆତଙ୍କିତ

ଢେଙ୍କାନାଳ,୩ା୮(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଖଜୁରିଆକଟା , ବେଡ଼ା ଗ୍ରାମ ମଧ୍ୟରେ ଯାଇଥିବା ରାସ୍ତାରେ ଗୁରୁବାର ସକାଳେ ୨ଟି ବଡ଼ ହାତୀ ଉପଦ୍ରବ କରୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ୨ଟି ଯାକ ଦନ୍ତାହାତୀ ଗୋଠଛଡ଼ା ହୋଇ ଗ୍ରାମ…

ନୁହ ଦଙ୍ଗା ମାମଲା: ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଚଣ୍ଡିଗଡ,୩।୮: ହରିୟାଣାର ନୁହରେ ସୋମବାର ହୋଇଥିବା ଶୋଭାଯାତ୍ରା ହିଂସା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ୨ ଦିନ ରିମାଣ୍ଡରେ ନେଇଛି। ଏହି ମାମଲାରେ ପୋଲିସ ୧୧୬ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଯଦି ବୁମ୍‌ରା ନ ଖେଳିବେ, ଆମେ ବିଶ୍ୱକପ ହାରିଯିବୁ: ଟିମ୍‌ ଇଣ୍ଡିଆର ପୂର୍ବ ତାରକାଙ୍କ ବୟାନ

ନୂଆଦିଲ୍ଲୀ,୩।୮: ଚଳିତ ମାସରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତକୁ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ। ଜସପ୍ରୀତ ବୁମ୍‌ରା ୧୦ ମାସ ପରେ ଟିମ ଇଣ୍ଡିଆକୁ ଫେରୁଛନ୍ତି। ରିଟର୍ନ ସିରିଜରେ ବୁମ୍‌ରାଙ୍କୁ ଅଧିନାୟକ କରାଯାଇଛି। ସମସ୍ତ ପ୍ରଶଂସକଙ୍କ ନଜର ତାଙ୍କ…

ରାଧାଦେଇପୁରରେ ପଶିଲା ବ୍ରାହ୍ମଣୀ ବନ୍ୟାଜଳ: ବୁଡ଼ିଲା ମନ୍ଦିର, ଭାସିଗଲେ ଜଣେ

ଢେଙ୍କାନାଳ,,୩ା୮(ରତନ ନାୟାର): ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ କରି କରମୁଳ, କଙ୍କା, ଓ ସଦର ବ୍ଲକ ରାଧାଦେଇପୁର ଅଞ୍ଚଳରେ ବ୍ରାହ୍ମଣୀ ନଦୀର ବନ୍ୟାଜଳ ପ୍ରବେଶ କରିଛି। ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କଙ୍କା ଓ ବାଇସିଙ୍ଗା ଗ୍ରାମ ମଧ୍ୟରେ ଯୋଗାଯୋଗ…

ନୁହ, ଫରିଦାବାଦ, ପଲଓ୍ବଲ, ଗୁରୁଗ୍ରାମରେ ଇଣ୍ଟରନେଟ ସେବା ଚାଲୁ, ଦିନ ୧ଟାରୁ ୪ଟା ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଲେ ସରକାର

ଗୁରୁଗ୍ରାମ,୩।୮: ନୁହରେ ଶୋଭଯାତ୍ରା ସମୟରେ ହୋଇଥିବା ହିଂସା ଧିରେ ଧିରେ ଶାନ୍ତ ହେବାରେ ଲାଗିଛି। ହରିୟାଣା ସରକାର ନୁହ, ଫରିଦାବାଦ, ପଲଓ୍ବଲ ଜିଲା ଓ ଗୁରୁଗ୍ରାମର ଉପମଣ୍ଡଳ ସୋହନା, ପଟୌଦି ଓ ମାନେସରର ଆଞ୍ଚଳିକ ଅଧିକାର କ୍ଷେତ୍ରରେ ମୋବାଇଲ ଇଣ୍ଟରନେଟ ସେବାକୁ…

ଦୂଷିତ ପାଣି ପିଇ ମୃତ୍ୟୁ ଅଭିଯୋଗ ପରେ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୩।୮: କର୍ନାଟକର ଚିତ୍ରଦୁର୍ଗ ଜିଲାର ଏକ ଗାଁରେ ଦୂଷିତ ପାଣି ପିଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅଧିକାରୀଙ୍କୁ…

କ୍ରିକେଟରୁ ସନ୍ୟାସ ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୩।୮: ଭାରତୀୟ କ୍ରିକେଟ ଦଳର ଖେଳାଳି ମନୋଜ ତିୱାରୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ମନୋଜ ଟିମ ଇଣ୍ଡିଆ ପାଇଁ ୧୨ ଟି ଦିନିକିଆ ଏବଂ ୩…

୨ ଦିନର ଅସନ୍ତୋଷ ପରେ ଆଜି ବାଚସ୍ପତି ଚେୟାରରେ ବସିବେ ଓମ ବିର୍ଲା

ନୂଆଦିଲ୍ଲୀ,୩।୮: ଲୋକ ସଭା ବାଚସ୍ପତି ଓମ ବିର୍ଲା ଗୁରୁବାର ଅପରାହ୍ନ ୨ଟାରେ ଗୃହର ପ୍ରକ୍ରିୟା ଆରମ୍ଭ କରିବେ। ଶାସକ ଦଳର ଏମ୍‌ପି ତଥା ବିରୋଧୀ ଦଳ ତାଙ୍କୁ ଭେଟି ଗୃହର ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ବିରୋଧୀ ଦଳର ସମସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri