ଦୀପାବଳିରେ ପ୍ରଥମ ରଙ୍ଗୋଲି କଲେ ପିସିଙ୍କ କୁନି ଝିଅ ମାଳତୀ, ଫଟୋ ଦେଖି ପ୍ରଶଂସକ କହିଲେ ‘wow’
ବମ୍ବେ: ବିଦେଶରେ ରହି ବି ନିଜର ସଂସ୍କୃତିକୁ ଭୁଲି ନ ଥାନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ସେ ହୋଲି ହେଉ କି ଦୀପାବଳି ସେ ବେଶ ଧୁମ୍ଧାମ୍ରେ ପାଳନ କରିଥାନ୍ତି। ଏବେ ତାଙ୍କ ସହ କୁନି ଝିଅ ମାଳତୀ ମୈରୀ…
ମ୍ୟାଚ୍ ପୂର୍ବରୁ ପରିବାର ସହ ଦୀପାବଳି ସେଲିବ୍ରେଟ୍ କଲେ ଟିମ୍ ଇଣ୍ଡିଆର କ୍ରିକେଟର, ଦେଖନ୍ତୁ ଜବରଦସ୍ତ ଭିଡିଓ…
ବେଙ୍ଗାଲୁରୁ,୧୨।୧୧: ନେଦରଲାଣ୍ଡ ବିପକ୍ଷରେ ଅନ୍ତିମ ଲିଗ୍ ମ୍ୟାଚ୍ ଖେଳିବା ପୂର୍ବରୁ ଦୀପାବଳି ସେଲିବ୍ରେଶନ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ସମସ୍ତ ଖେଳାଳି ପାରମ୍ପରିକ ପୋଷାକ ପିନ୍ଧି ପରିବାର ସହ ଏକତ୍ରିତ ହୋଇଥିଲେ। ସେଠାରେ ସେମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଭିଡିଓ…
ଲୋକପ୍ରିୟ ଓ୍ବେବ ସିରିଜ ‘ଫୌଦା’ର କ୍ରୁ ମେମ୍ବର ମାତନ ମିରଙ୍କ ପରଲୋକ, ହମାସ ବିରୋଧରେ ଲଢୁଥିଲେ ଯୁଦ୍ଧ
ତେଲ ଆଭିଭ,୧୨।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଏପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଏଥି ସହିତ, ଗାଜାରେ ହୋଇଥିବା ଅପରେସନ ସମୟରେ ଇସ୍ରାଏଲର ଲୋକପ୍ରିୟ ୱେବ ସିରିଜ…
ଟିମ୍ ଇଣ୍ଡିଆ ଯଦି ଏଥର ନ ଜିତେ ତେବେ ଆଉ ୩ ବିଶ୍ୱକପ୍ ଯାଏ ଅପେକ୍ଷା କରିବାକୁ ପଡ଼ିବ: ଶାସ୍ତ୍ରୀ
ନୂଆଦିଲ୍ଲୀ,୧୨।୧୧: ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପ୍ରେ ଚାମ୍ପିୟନ ହେବାର ସୁଯୋଗ ହରାଇଲେ ଏଥିଲାଗି ଆଉ ୩ ବିଶ୍ୱକପ୍ ଯାଏ ଅପେକ୍ଷା କରିବାକୁ ପଡ଼ିବ। କିଛି ଏଭଳି ବୟାନ ଦେଇ ଚର୍ଚ୍ଚାରେ ଭାରତର ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ। ଏକ ଗଣମାଧ୍ୟମ ସହ…
କ୍ରିକେଟ ଫିଲ୍ଡ ଛାଡି ଟେନିସ ଖେଳିଳେ ମାହି
ନୂଆଦିଲ୍ଲୀ,୧୨।୧୧: ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବା ପରେ ମହେନ୍ଦ୍ର ସିଂ ଧୋନି ପଡ଼ିଆରେ ଆଉ କିଛି ଖେଳ ଖେଳୁଥିବା ଦେଖାଯାଇଛି। ବର୍ତ୍ତମାନ ପୂର୍ବତନ ଭାରତୀୟ ଅଧିନାୟକ ଟେନିସ କୋର୍ଟରେ ହାଜର ହୋଇଗଲେଣି। ଆଜିକାଲି ଆଇପିଏଲର ପରବର୍ତ୍ତୀ ସିଜନରେ ଧୋନିଙ୍କ ବିଷୟରେ ଅନେକ…
ଅର୍ଦ୍ଧଶତକ କରି ପାଭିଲିୟନ ଫେରିଲେ ବିରାଟ
ବେଙ୍ଗାଲୁରୁ,୧୨ା୧୧: ବିଶ୍ୱକପ୍ ୨୦୨୩ର ଅନ୍ତିମ ଲିଗ୍ ମ୍ୟାଚରେ ନେଦରଲାଣ୍ଡ୍ସ ବିପକ୍ଷରେ ଟିମ୍ ଇଣ୍ଡିଆ ଏକ ଶକ୍ତିଶାଳୀ ସ୍କୋର୍ କରିଛି। ଅର୍ଦ୍ଧଶତକ ହାସଲ କରିବା ପରେ କ୍ୟାପ୍ଟେନ୍ ରୋହିତ ଶର୍ମା ଏବଂ ଶୁଭମନ ଗିଲ୍ ଆଉଟ ହୋଇଥିଲେ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ…
ଓ୍ବାର୍ଲଡ କପ କ୍ଲୋଜିଂ ସେରିମନିରେ ପରଫର୍ମ କରିବେ ଦୁଆ ଲିପା!
ନୂଆଦିଲ୍ଲୀ,୧୨।୧୧: ବିଶ୍ୱକପର ଶେଷ ଲିଗ ମ୍ୟାଚରେ ନେଦରଲ୍ୟାଣ୍ଡର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ଟିମ ଇଣ୍ଡିଆ। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏଥି ସହିତ, ଏହି ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ୧୯ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ…
ଗିଲ ମାରିଲେ ୯୫ ମିଟର ଲମ୍ବା ଛକା, ଆଖି ପିଛୁଳାକେ ଷ୍ଟାଡିୟମ ବାହାରକୁ ଚାଲିଗଲା ବଲ୍; ଦେଖନ୍ତୁ ଭିଡିଓ…
ବେଙ୍ଗାଲୁରୁ,୧୨।୧୧: ଭାରତୀୟ କ୍ରିକେଟ ଟିମ୍ ବାଙ୍ଗାଲୁରୁର ଏମ୍. ଚିନ୍ନସ୍ବାମୀ ଷ୍ଟାଡିୟମରେ ରବିବାର ଅନ୍ତିମ ଲିଗ୍ ମ୍ୟାଚ୍ ଖେଳୁଛି। ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏଯାବତ ଟିମ୍ ଇଣ୍ଡିଆ ୮ ମ୍ୟାଚ୍ ଖେଳିଥିବା…
ଗୋଟିଏ ପରିବାରର ୪ ମୃତ ଦେହ ଉଦ୍ଧାର
ବେଙ୍ଗାଲୁରୁ,୧୨।୧୧: କର୍ନାଟକର ଉଡୁପି ଜିଲାରୁ ଏକ ହୃଦୟ ବିଦାରକ ଖବର ଆସିଛି। ମାଲପେ ପୋଲିସ ଷ୍ଟେଶନ ଅନ୍ତର୍ଗତ ତୃପ୍ତି ନଗରରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଘରେ ମିଳିଛି। ପୋଲିସ ଏକ ବିବୃତ୍ତିରେ କହିଛି ଯେ, ମୃତକଙ୍କ ମଧ୍ୟରେ…
ନେଦରଲାଣ୍ଡ୍ସ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ: ରୋହିତ-ଗିଲ ଆଉଟ୍
ବେଙ୍ଗାଲୁରୁ,୧୨।୧୧: ବିଶ୍ୱକପ୍ ୨୦୨୩ର ନେଦରଲାଣ୍ଡ୍ସ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଉଭୟ ଟିମ୍ ବିନା ପରିବର୍ତ୍ତନ ସହ ଓହ୍ଲାଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଭାରତୀୟ ଟିମ୍ ଦୁଇ ଉଇକେଟ ହରାଇ…
ଶରଦ ପାୱାରଙ୍କ ଜାତି ପ୍ରମାଣପତ୍ର ଭାଇରାଲ
ମୁମ୍ବାଇ,୧୨।୧୧: ଗୋଟିଏ ପଟେ ମରାଠା ସଂରକ୍ଷଣ ପ୍ରସଙ୍ଗକୁ ନେଇ ରାଜ୍ୟରେ ଏକ ହଟ୍ଟଗୋଳ ହୋଇଥିବାବେଳେ ଅନ୍ୟ ପଟେ ଏହି ପ୍ରସଙ୍ଗରେ ଚାଲିଥିବା ରାଜନୀତି ବନ୍ଦ ହେବାର କୌଣସି ଚିହ୍ନ ଦେଖାଉ ନାହିଁ। ଏହି ପ୍ରସଙ୍ଗରେ ବିରୋଧ କରିଥିବା ମନୋଜ ଜାରଙ୍ଗେ ଦାବି…
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
ଶିମ୍ଲା,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚି ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ସେ ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଏକ…

