Home Left

ଏହି ସୁପରଷ୍ଟାର କେବେ କେଉଁ ବ୍ରାଣ୍ଡ୍‌ ପାଇଁ କରିନାହାନ୍ତି ପ୍ରମୋଶନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ୭୨ ବର୍ଷ ବୟସରେ ମଧ୍ୟ ତାଙ୍କର ଜଲ୍‌ଓ୍ବା ଜାରି ରଖିଛନ୍ତି। ଆଜି ବି ସେ ସିଲ୍‌ଭର ସ୍କ୍ରିନ୍‌ରେ କେବଳ ହିରୋ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷରେ ବଲିଉଡ୍‌ରେ ଏପରି ଅନେକ ଷ୍ଟାର୍‌ ଅଛନ୍ତି, ଯେଉଁମାନେ ଏହି ବୟସରେ…

ଛାତ୍ର ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ

ବାଲିଗୁଡ଼ା,୨୭ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା। ନ୍ୟାୟ ଦାବିରେ ସ୍କୁଲ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ବାଂଲାଦେଶରେ ଡେଙ୍ଗୁ ଅଣାୟତ, ଅଗଷ୍ଟରେ ୬୦ ହଜାରରୁ ଅଧିକ ସଂକ୍ରମିତ

ଢାକା,୨୭।୮: ବାଂଲାଦେଶରେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି। ଏବେ ଏହା ଅଣାୟତ୍ତ ସ୍ଥିତିକୁ ଚାଲି ଗଲାଣି। ଦେଶରେ ବହୁ ସଂଖ୍ୟାରେ ଲୋକେ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ପ୍ରତିଦିନ ଶହ ଶହ ମାମଲା ସାମ୍ନାକୁ ଆସୁଛି। ଢାକା ଟ୍ରିବ୍ୟୁନ ରିପୋର୍ଟ କରିଛି…

ଏମିତି ଗାଁ, ଯେଉଁଠି ପ୍ରଥମେ ରାକ୍ଷସଙ୍କୁ କରାଯାଏ ପୂଜା, ପରେ ଦେବତା

ଆମ ଦେଶରେ ଏମିତି ଏକ ଗାଁ ରହିଛି, ଯେଉଁଠି ପ୍ରଥମେ ରାକ୍ଷସଙ୍କୁ ଏବଂ ପରେ ଦେବତାଙ୍କୁ ପୂଜା କରାଯାଇଥାଏ। ଏପରି ଗାଁ ବିହାରରେ ରହିଛି। ବିହାରର ସିଓ୍ବାନ ଜିଲାର ଦାରୁଲି ଗାଁ। ଏଠାରେ ଦୁଇ ଚାରି ବର୍ଷ ନୁହେଁ, ଶତାବ୍ଦୀ ଧରି…

୨୬୦୦ କୋଟି କ୍ଷତି, ୯୦ ଟଙ୍କାରେ ବିକ୍ରି ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ମଦ ନିର୍ମାତା କମ୍ପାନୀ ହେନକେନ!

ଆମଷ୍ଟରଡାମ,୨୭।୮: ବିଶ୍ୱର ଦ୍ୱିତୀୟ ବୃହତ୍ତମ ମଦ କମ୍ପାନୀ ହେନକେନ ରୁଷିଆରେ ଏହାର ବ୍ୟବସାୟକୁ ଦୃଢ କରିପାରିଛି। ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବାର ୧୮ ମାସ ପରେ, ଡଚ ମଦ ନିର୍ମାତା ହେନେକେନ ରୁଷିଆରୁ ତା’ର ପ୍ରତ୍ୟାହାର ଶେଷ କରିଛି।…

ଧୋନୀଙ୍କ ପାଦ ଛୁଇଁଲେ ପ୍ରଶଂସକ: ଏମିତି ପ୍ରତିକ୍ରିୟା ଦେଲେ ମାହି

ରାଞ୍ଚି,୨୭।୮:ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ପରଠାରୁ ବିରତିରେ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଅଧିକାଂଶ ସମୟ ଘରେ ବିତାଇଥାନ୍ତି। ବେଳେବେଳେ ସେ ମଧ୍ୟ ବୁଲିବାକୁ ବାହାରକୁ ଯାଆନ୍ତି।…

ଆତଙ୍କବାଦୀ ଓସାମା ବିନ ଲାଡେନଙ୍କୁ ମାରିଥିବା ପୂର୍ବତନ ଆମେରିକୀୟ କମାଣ୍ଡର ଗିରଫ

ଓ୍ବାଶିଂଟନ୍‌,୨୭।୮: ଆମେରିକାର ନୌସେନା ସିଲ କମାଣ୍ଡର ରବର୍ଟ ଜେ ଓନିଲ ଗିରଫ ହୋଇଛନ୍ତି। ମଦ୍ୟପାନରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ପୂର୍ବତନ କମାଣ୍ଡରଙ୍କୁ ଟେକ୍ସାସ ସିଟିରେ ଗିରଫ କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିଲ ଗିରଫ ହେବାର କିଛି ଘଣ୍ଟା ପରେ…

ବାବର ଆଜମ ୪ କୋଟି ଟଙ୍କାର ବଡ ଚୁକ୍ତି କଲେ ପ୍ରତ୍ୟାଖ୍ୟାନ…

ଇସଲାମାବାଦ,୨୭।୮ : ବାବର ଆଜମ ବର୍ତ୍ତମାନ ଏକଦିବସୀୟ କ୍ରିକେଟରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ। ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନର ଦଳ ମଧ୍ୟ ଏକ ନମ୍ବର ଏକଦିବସୀୟ ଦଳ ହୋଇପାରିଛି। ସମ୍ପ୍ରତି ବାବର ୪ କୋଟି ଟଙ୍କାର ବଡ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି…

ଅଜିତ ପାଓ୍ବାରଙ୍କୁ ସ୍ବାଗତ କରିବାକୁ କ୍ରେନରେ ୪୫ ମିନିଟ ଲଟକି ରହିଲେ ସମର୍ଥକ

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ ପାଓ୍ବାର ପ୍ରଥମଥର ଲାଗି ପିମ୍ମରି-ଛିଂଦଓ୍ବାଡା ପହଞ୍ଚିଥିଲେ, ସେଠାରେ ତାଙ୍କ ସମର୍ଥକମାନେ ତାଙ୍କୁ ଜୋରସୋରରେ ସ୍ବାଗତ କରିଥିଲେ। ତାଙ୍କୁ ସ୍ବାଗତ କରିବାକୁ ସମର୍ଥକମାନେ ଅନେକ ପ୍ରସ୍ତୁତି କରିଥିଲେ। ତାଙ୍କ ସମର୍ଥକମାନେ ପିମ୍ମରିରେ ପହଞ୍ଚିବା…

ଖୁବଶୀଘ୍ର ରିଲିଜ ହେବ ଡିଡିଏଲଜିର ରିମେକ୍‌, ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିବେ କାଜୋଲ ଓ ଶାହାରୁଖଙ୍କ ଝିଅ-ପୁଅ

ମୁମ୍ବାଇ: ଲୋକପ୍ରିୟ ଫିଲ୍ମ ଦିଲ୍‌ ବାଲେ ଦୁଲହନିଆ ଲେ ଜାଏଙ୍ଗେକୁ ବା ଡିଡିଏଲଜିକୁ ବଲିଉଡର ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଏଥିରେ କାଜୋଲ ଓ ଶାହାରୁଖ ଖାନ୍‌ଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏବେ ବି ସତେଜ ରହିଛି। ସୂଚନା…

ଭିଏଚ୍‌ପିର ଘୋଷଣା: ପ୍ରତି ଜିଲାରେ ବାହାରିବ ଜଳାଭିଷେକ ଯାତ୍ରା

ଚଣ୍ଡିଗଡ,୨୭।୮: ହରିୟାଣା ସରକାର ଅଗଷ୍ଟ ୨୮ରେ ପୁନର୍ବାର ଜଳାଭିଷେକ ଯାତ୍ରା କରିବାକୁ ଅନୁମତି ଦେଇନାହାଁନ୍ତି। ତେବେ କେତେକ ସଂଗଠନ ଏହି ଯାତ୍ରାକୁ ନେଇ ଜିଦ ଧରିଛନ୍ତି। ଅନ୍ୟପକ୍ଷରେ, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ସମ୍ବନ୍ଧରେ…

ଚନ୍ଦ୍ରୟାନ-୩ର ସଫଳତା ପରେ ମନ୍ଦିରରେ ପହଞ୍ଚିଲେ ଇସ୍ରୋ ମୁଖ୍ୟ

ଥିରୁଭାନନ୍ତପୁରମ୍‌,୨୭।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ ସୋମନାଥ ଚନ୍ଦ୍ରୟାନ-୩ର ସଫଳତା ପରେ ରବିବାର କେରଳର ଏକ ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ସେ ପୂଜା-ଅର୍ଚ୍ଚନା କରିଥିଲେ। ଇସ୍ରୋ ମୁଖ୍ୟ ସୋମନାଥ ଥିରୁଭାନନ୍ତପୁରମର ପୁର୍ଣ୍ଣାମିକାଭୁ ଭଦ୍ରକାଳୀ ମନ୍ଦିରରେ ପ୍ରାର୍ଥନା କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri