Home Left

ମନର ଯନ୍ତ୍ରଣା ବଖାଣିଲେ ଏହି ଅନ୍ତର୍ଜାତୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୨୭।୮: ୨୦୨୦ ମସିହାରେ ପାକିସ୍ତାନ କ୍ରିକେଟ ବୋର୍ଡ ଉଇକେଟ କିପର ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ ବାସନ୍ଦ କରିଥିଲା। ଉମର ଅକମଲଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡର ଦୁର୍ନୀତି ନିବାରଣ ୟୁନିଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଥିଲା। ବର୍ତ୍ତମାନ ଉମର ଅକମଲ ସେହି ସମୟକୁ…

ପୁରୁଷଙ୍କୁ ଦେଖିଲେ ଜୋର୍‌ରେ ସିଟି ବଜାନ୍ତି ଏହି ଗାଁର ମହିଳା, କାରଣ ଜାଣିଲେ…

ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ନାଁରୁ ହିଁ ପରିଚିତ ହୋଇଥାନ୍ତି। ଦୁନିଆର ଯେକୌଣସି କୋଣକୁ ଯାଆନ୍ତୁ, ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଭିନ୍ନ ନାମ ପାଇବେ। ଏହି ନାମ ହେଉଛି ତାଙ୍କର ପରିଚୟ। ଜନ୍ମ ପରେ ପରିବାର ସଦସ୍ୟମାନେ ପ୍ରଥମେ…

କୋହଲିଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନ କ୍ରିକେଟର୍‌

ପାଲିକେଲ୍‌,୨୭।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ସେପ୍ଟେମ୍ବର ୨ରେ ପାଲିକେଲ୍‌ରେ ଖେଳାଯିବ। ଏସିଆ କପ ୨୦୨୩ର ତୃତୀୟ ମ୍ୟାଚରେ ଏହି ଦୁଇ ଦଳ ପରସ୍ପର ବିପକ୍ଷରେ ପଡ଼ିଆରେ ରହିବେ। ଏହି ମ୍ୟାଚରେ ବିରାଟ କୋହଲି ଏକ ବଡ଼ ଇନିଂସ ଖେଳିପାରିବେ।…

ସୁଶାନ୍ତଙ୍କ ଫ୍ଲାଟ୍‌ କିଣିଲେ ଅଦା ଶର୍ମା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ବିତିଗଲାଣି। ହେଲେ ଏବେ ବି ଲୋକଙ୍କ ମନରେ ସେ ଘର କରି ରହିଛନ୍ତି। ଏହି ଲୋକପ୍ରିୟ ଅଭିନେତାଙ୍କ ଘର ନିକଟରେ ବିକ୍ରି ହୋଇଯାଇଛି। ରିପୋର୍ଟ ମୁତାବକ, ଅଭିନେତ୍ରୀ…

ପେଙ୍ଗୁଇନ୍‌କୁ ମେଜର ଜେନେରାଲକୁ ପଦୋନ୍ନତି

ଇଡେନ୍‌ବର୍ଗ: ଦେଶର ସୁରକ୍ଷା ପାଇଁ ସୈନିକଙ୍କ ଯୋଗଦାନ ରହିଥାଏ। ହେଲେ ନିକଟରେ ଏକ ପେଙ୍ଗୁଇନ୍‌ର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ସେହି ପେଙ୍ଗୁଇନ୍‌ ସେନାର ଏକ ଅଂଶ ବୋଲି ଜଣାପଡିଛି। ବର୍ତ୍ତମାନ ଉକ୍ତ ପେଙ୍ଗୁଇନ୍‌କୁ ବ୍ରିଗେଡିୟର…

କ୍ୱାର୍ଟର୍ସରେ ଆତ୍ମହତ୍ୟା କଲେ କନଷ୍ଟେବଳ

ତିହିଡ଼ି,୨୭ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନାର କାର୍ଯ୍ୟରତ ଜଣେ କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି। ଥାନା ପରିସରରେ ସେ ରହୁଥିବା ସରକାରୀ କ୍ୱାର୍ଟର୍ସରେ ଶନିବାର ରାତିରେ ଫ୍ୟାନରେ ଶାଢ଼ି ସହାୟତାରେ ଆତ୍ମହତ୍ୟା କରିଛନ୍ତି। କନଷ୍ଟେବଳ ଜଣକ ହେଲେ ତୋଫାନ କୁମାର ପାତ୍ର…

ବଲିଉଡରେ ୩୫ ବର୍ଷ ପୂରଣ କଲେ ଭାଇଜାନ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁ ୨୬ ଅଗଷ୍ଟରେ ତାଙ୍କ ବଲିଉଡ କ୍ୟାରିୟରର ୩୫ ବର୍ଷ ପୂରଣ କରିଛନ୍ତି। ଅଭିନେତା ୧୯୮୮ରେ ମୁଭି ‘ବିବି ହୋତୋ ଐସି’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ମୈନେ ପ୍ୟାର କିୟା,…

ବାଣ କାରଖାନରେ ବିସ୍ଫୋରଣ ୭ ମୃତ

କୋଲକାତା,୨୭।୮: ପଶ୍ଚିମବଙ୍ଗର ଦତ୍ତପୁକୁରରେ ଥିବା ଏକ ବାଣ କାରଖାନାରେ ରବିବାର ବିସ୍ଫୋରଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ବାସିନ୍ଦାଙ୍କ ମତରେ ଅତିକମରେ ୬-୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ କିଛି ଘର କ୍ଷତିଗ୍ରସ୍ତ…

ମାଗଣାରେ ବିଦେଶ ବୁଲୁଛନ୍ତି

ଲଣ୍ଡନ: ଅନେକ ଲୋକ ବୁଲିବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ତେବେ ନିକଟରେ ଜଣେ ମହିଳା ତାଙ୍କ ସ୍ବପ୍ନ ରାଇଜରେ ବଞ୍ଚୁଛନ୍ତି। ସେ ତାଙ୍କର ଅଧିକାଂଶ ସମୟ ଦେଶ ବିଦେଶରେ ବିତାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ତାଙ୍କୁ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ…

ରିଅଲ୍‌ମିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୭।୮: ରିଅଲ୍‌ମିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦଗୁଡିକୁ ନିକଟରେ କମ୍ପାନୀ ପକ୍ଷରୁ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ହିରୋ ନମ୍ବର ସିରିଜ୍‌ ଓ ଏଆଇଓଟି ସେଗ୍‌ମେଣ୍ଟରେ ୪ଟି ବୈପ୍ଳବିକ ନୂତନ ଉପତ୍ାଦ ଯଥା ରିଅଲ୍‌ମି୧୧…

ଜେଲରେ କୌଣସି କାମ କରୁ ନ ଥିଲେ ଅମରମଣି-ମଧୁମଣି

ଗୋରଖପୁର,୨୭।୮: କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ୧୮ ବର୍ଷ ୭ ମାସ ଅପରିହାର୍ଯ୍ୟ ସଜା ସମୟରେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ୧୭ ବର୍ଷ ୯ମାସ ସଜା କାଟିଥିବା ତାଙ୍କ ପତ୍ନୀ ମଧୁମଣି ଜେଲରେ କୌଣସି କାମ କରୁ ନ…

ଟ୍ରମ୍ପଙ୍କ ଗୋଟିଏ ଫଟୋର ମୂଲ୍ୟ ପାଖାପାଖି ୫୭କୋଟି ଟଙ୍କା!

ଓ୍ବାଶିଂଟନ,୨୭।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ଫଟୋକୁ ଖୁବ ସମର୍ଥନ ମିଳିଛି। ସୂଚନାଯୋଗ୍ୟ, ଜର୍ଜିଆ ମାମଲାରେ ଡୋନାଲ୍ଡ ଟ୍ରମ୍ଫ ଗୁରୁବାର ଆତ୍ମ ସମର୍ପଣ କରିଥିଲେ। ଏହାପରେ ଟ୍ରମ୍ଫଙ୍କର ଅପରାଧୀଭାବେ ଫୋଲିସ ଏକ ମଗ ସଟ ନେଇଥିଲା। ଏବେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri