Home Left

ମୋ ବାପାଙ୍କର ଅଛନ୍ତି ୬ ସ୍ତ୍ରୀ,୪୫ ସନ୍ତାନ: ରହସ୍ୟ ଉନ୍ମୋଚନ କଲେ ଝିଅ

ବିବାହ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ। ଏହି ପବିତ୍ର ବନ୍ଧନ ବିଷୟରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ବିଶ୍ୱାସ ପ୍ରଚଳିତ। ଅନେକ ଲୋକ କେବଳ ଗୋଟିଏ ବିବାହରେ ଖୁସି ଥିବାବେଳେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନେକ ବିବାହ…

ଟି -୨୦ ଫର୍ମାଟରେ ଶୁବମାନଙ୍କ ଫର୍ମ ବଢାଇଲା ଟିମ ଇଣ୍ଡିଆର ଚିନ୍ତା

ନୂଆଦିଲ୍ଲୀ,୧୫।୧୨: ଗତ ଏକ ବର୍ଷ ମଧ୍ୟରେ ଶବମାନ ଗିଲ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ବହୁତ ରନ୍‌ କରିଛନ୍ତି। ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ମଧ୍ୟ ଶବମାନ ଗିଲଙ୍କ ବ୍ୟାଟ ଭଲ…

ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଯୁବତୀ କଲେ ଏମିତି କାମ: ଲୋକେ କରୁଛନ୍ତି ବାଃ ବାଃ

ଆଜିକାଲି ଶାଶ୍ୱତ ପ୍ରେମ ଖୁବ୍‌ କମ ଦେଖିବାକୁ ମିଳୁଛି। ଯଦିଓ କିଛି ଯୁବତୀ/ଯୁବକ ଅଛନ୍ତି, ଯେଉଁମାନେ ନିଜ ପ୍ରେମକୁ ବିବାହ ରୂପ ଦେଉଛନ୍ତି। କିନ୍ତୁ ଅନ୍ୟ କେତେକ ପ୍ରେମ ସମ୍ପର୍କ ଟାଇମ୍‌ପାସ୍‌ ଭଳି ହୋଇଯାଇଛି। ଅନେକ ସମୟରେ ଏପରି ହୋଇଥାଏ, ଯଦି…

ଆଜି ଲୌହମାନବ ବଲ୍ଲଭଭାଇ ପଟେଲଙ୍କ ୭୩ତମ ଶ୍ରାଦ୍ଧବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧୨: ଦେଶର ପ୍ରମୁଖ ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତକୁ ସ୍ବାଧୀନତା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଜି ସର୍ଦ୍ଦାର ପଟେଲଙ୍କ ୭୩ ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ମନେ ପକାଇ…

ଆକ୍ସନ ମୁଡ୍‌ରେ ନୂଆ ମୁଖ୍ୟମନ୍ତ୍ରୀ: ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଘର ଉପରେ ଚଢିଲା ବୁଲଡୋଜର

ଭୋପାଳ,୧୫।୧୨: ମଧ୍ୟପ୍ରଦେଶର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଆରମ୍ଭରୁ ଆକ୍ସନ ମୁଡ୍‌ରେ ଅଛନ୍ତି। କ୍ଷମତାକୁ ଆସିବାର ଗୋଟିଏ ଦିନ ମଧ୍ୟରେ ପ୍ରଥମ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାଜପା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଘର ବୁଲ୍‌ଡୋଜର ଦ୍ୱାରା ଭଙ୍ଗାଯାଇଛି। ଅପରାଧକୁ…

ଭାଇରାଲ ହେଲା ମହିଳା ବିଚାରପତିଙ୍କ ଯୌନ ଉତ୍ପୀଡ଼ନ ଚିଠି, ଅଲ୍ଲାବାଦ ହାଇକୋର୍ଟଙ୍କ ମାଗିଲେ ରିପୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ, ୧୫।୧୨: ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ସମ୍ପର୍କରେ ଭାଇରାଲ ଚିଠି ଉପରେ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ଆହ୍ଲାବାଦ ହାଇକୋର୍ଟକୁ ରିପୋର୍ଟ ତଲବ କରିଛନ୍ତି। ସୂଚନାନୁସାରେ, ବିଳମ୍ବିତ ରାତିରେ ପ୍ରଧାନ ବିଚାରପତିଙ୍କ ସୁପ୍ରିମକୋର୍ଟର ସେକ୍ରେଟେରୀ ଜେନେରାଲ…

ଗାଜଲବାଡ଼ି ଘାଟିରେ ଅଟକିଲା ଭାରୀଯାନ

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରେ ବାରମ୍ବାର ଭାରୀଯାନ ଅଟକି ଯାଉଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭଞ୍ଜନଗର, ସୋରଡ଼ା ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ପ୍ରକାଶ ଯେ, ଏକ ଯନ୍ତ୍ରପାତି ବୋଝେଇ ଟ୍ରକ୍‌ ୫୯ ନଂ ଜାତୀୟ…

ଆତ୍ମସମର୍ପଣ କଲେ ପାର୍ଲାମେଣ୍ଟ ଉପଦ୍ରବର ମାଷ୍ଟରମାଇଣ୍ଡ୍‌

ନୂଆଦିଲ୍ଲୀ,୧୫।୧୨: ପାର୍ଲାମେଣ୍ଟ ଉପଦ୍ରବର ମାଷ୍ଟରମାଇଣ୍ଡ୍‌ ଲଲିତ ମୋହନ ଝା ଗୁରୁବାର ନୂଆଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ଅଧିକାରୀମାନେ ପଚରାଉଚରା କରୁଛନ୍ତି। କୋଲକାତାରେ ଶିକ୍ଷକତା କରୁଥିବା ଲଲିତ ଘଟଣା…

ଇସ୍ରାଏଲ୍‌କୁ ଗାଳି ଦେଉଥିଲେ ତୁର୍କୀ ସାଂସଦ, ହଠାତ୍‌ ଆସିଲା ହାର୍ଟଆଟାକ୍‌: ଆଉ ତା’ପରେ

ଆଙ୍କରା,୧୫।୧୨: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତ କିଛି ମାସ ଧରି ଚାଲିଥିବା ଏହି ଯୁଦ୍ଧ ଏବେ ବିପଜ୍ଜନକ ମୋଡ଼ ନେଇଛି। ଉଭୟ ପକ୍ଷର ଲୋକଙ୍କୁ ହତ୍ୟା କରାଯାଉଛି। ହମାସ ଆକ୍ରମଣରେ ଇସ୍ରାଏଲ ସେନାର ୫ ହଜାରରୁ…

ଆନୁଷ୍ଠାନିକ ଭାବେ ଏମଏସ ଧୋନୀଙ୍କ ୭ ଜର୍ସିକୁ ଅବସର ଦେଲା ବିସିସିଆଇ

ମୁମ୍ବାଇ, ୧୫।୧୨:ଏମଏସ ଧୋନୀଙ୍କ ଆଇକନିକ୍ ନମ୍ବର ୭ ଜର୍ସି ଅନ୍ୟ ଭାରତୀୟ କ୍ରିକେଟରରେ ପିନ୍ଧିଥିବାର ଦେଖାଯିବ ନାହିଁ। ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ତିନି ବର୍ଷ ପରେ ଭାରତୀୟ କ୍ରିକେଟ୍ ବୋର୍ଡ ଏହି କ୍ରୀଡ଼ାରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ବିଶ୍ୱକପ୍…

ଜନ୍ମଦିନରେ ବଡ଼ ରେକର୍ଡ ହାସଲ କଲେ କୁଲଦୀପ

ନୂଆଦିଲ୍ଲୀ,୧୫।୧୨:ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ ଇଣ୍ଡିଆ ଶେଷ ଟି-୨୦ ମ୍ୟାଚରେ ଏକ ଚମତ୍କାର ବିଜୟ ହାସଲ କରି ସିରିଜକୁ ୧-୧ରେ ଡ୍ର କରିଥିଲା। ଏହି ମ୍ୟାଚ୍‌ର ହିରୋ ସୁର୍ଯ୍ୟକୁମାର ଯାଦବ ଥିଲେ। ସେ ଜବରଦସ୍ତ ଶତକ ମାରିଥିଲେ। ତେବେ ବୋଲିଂରେ…

୨୦୧୪ ପରଠାରୁ ୧୪ ଟି ଦେଶର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୧୫।୧୨: ବିଶ୍ୱ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସର୍ବାଧିକ। ନିକଟରେ ହୋଇଥିବା ଏକ ସର୍ଭେରେ ତାଙ୍କୁ ସବୁଠାରୁ ଲୋକପ୍ରିୟ ନେତା ଭାବେ ଘୋଷଣା କରାଯାଇଥିଲା। କେବଳ ଏତିକି ନୁହେଁ ଅନେକ ଦେଶ ତାଙ୍କୁ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛନ୍ତି। ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?