ସାମନ୍ଥାଙ୍କୁ ମହଙ୍ଗା ପଡିଲା ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା
ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ସମାନ୍ଥା ରୁଥ ପ୍ରଭୁ ନିଜ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରାୟ ୬ ମାସ ପାଇଁ କାମରୁ ବିରତି ନେଇଛନ୍ତି। ହେଲେ ଏହି ୬ ମାସ ଭିତରେ ଅଭିନେତ୍ରୀ ପ୍ରାୟ ୧୨ କୋଟି ଟଙ୍କା…
ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କ ସ୍ଥାନରେ ଏହି ଖେଳାଳି ହେବେ ଟିମ ଇଣ୍ଡିଆର ଅଧିନାୟକ
ନୂଆଦିଲ୍ଲୀ,୨୨।୭: ଅଗଷ୍ଟ ୧୮ରୁ ୨୩ମଧ୍ୟରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ଏହି ସିରିଜରେ ଏକ ନୂଆ ଖେଳାଳିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନେତୃତ୍ୱ ନେବ। ଏହି ସିରିଜ ପାଇଁ ହାର୍ଦ୍ଦିକ…
ଖସୁଛି ପରିବା ଦର
ଗଞ୍ଜାମ,୨୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଶନିବାର ପନିପରିବା ଦର ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି । ଯାହାକୁ ନେଇ ଗ୍ରାହାକ ବେଶ ଖୁସି ଅଛନ୍ତି। ପୂର୍ବରୁ ପୋଟଳ, କାଙ୍କଡ଼, ସଜନା ଛୁଇଁ ଆଦି କିଲୋ ପିଛା ୮୦ ଟଙ୍କାରେ ବିକ୍ରି…
ମଣିପୁରରେ ପୁଣି ତେଜିଲା ହିଂସା, ଇମ୍ଫାଲରେ ରାସ୍ତା ଅବରୋଧ କଲେ ମହିଳା
ଇମ୍ଫାଲ,୨୨।୭: ମଣିପୁର ଭାଇରାଲ ଭିଡିଓ ମାମଲାରେ ଶନିବାର ପୋଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଯାହାଙ୍କୁ ମିଶାଇ ଏପର୍ଯ୍ୟନ୍ତ ଗିରଫ ୫ ଜଣଙ୍କୁ କରାଯାଇଛି। ଏହି ସମୟରେ ରାଜଧାନୀ ଇମ୍ଫାଲରୁ ପୁଣି ଥରେ ହିଂସା ଖବର ସାମ୍ନାକୁ ଆସିଛି। ରିପୋର୍ଟ…
ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଉଠାଇନେଇଥିଲେ: ଆନ୍ଧ୍ରରେ ହେଲେ ଠାବ
ଗଞ୍ଜାମ,୨୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚା’ପାନ ଦୋକାନ କରିଥିବା ୨ ଦୁଇଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଉଠାଇ ନେଇଥିଲେ।…
ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକମାତ୍ର ଉପାୟ ହେଉଛି ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ, ରାଷ୍ଟ୍ରପତି ଶାସନ ଲାଗୁ କରିବା: କପିଲ ସିବଲ
ନୂଆଦିଲ୍ଲୀ,୨୨।୭: ରାଜ୍ୟ ସଭା ଏମ୍ପି କପିଲ ସିବଲ ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାସ୍ତା ବତାଇଛନ୍ତି। ଶନିବାର ସିବଲ କହିଛନ୍ତି, ମଣିପୁରରେ ଏକମାତ୍ର ଉପାୟ ହେଉଛି ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂଙ୍କୁ ବରଖାସ୍ତ କରିବା ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ…
ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଉଠାଇନେଲେ ଦୁର୍ବୃତ୍ତ
ଗଞ୍ଜାମ,୨୨।୭(ବିଦ୍ୟାଧର ସାହୁ )- ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚା’ପାନ ଦୋକାନ କରିଥିବା ୨ ଦୁଇଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଉଠାଇ ନେଇଛନ୍ତି…
ଏମର୍ଜିଂ ଏସିଆ କପ ଫାଇନାଲରେ ଭାରତ-ପାକ୍, ରବିବାର ହେବ ମୁକାବିଲା
ନୂଆଦିଲ୍ଲୀ,୨୨।୭: ଏସୀୟ କ୍ରିକେଟର ମହାକୁମ୍ଭ ୩୦ ଅଗଷ୍ଟରୁ ଆରମ୍ଭ ହେବ। ୨୦୨୩ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ସେପ୍ଟେମ୍ବରରେ ଏକ ବଡ଼ ମ୍ୟାଚ ଖେଳାଯିବ। ଚଳିତ ବର୍ଷ ଏସିଆ କପ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏହାପୂର୍ବରୁ…
ପ୍ରେମୀଯୁଗଳଙ୍କ ବିବାହ କଲା ପୋଲିସ
ଅମରପାଲି,୨୧ା୭(ପୀତାମ୍ବର ସାହୁ): ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ସାହାନାଇ। ଅତି ନିରାଡମ୍ବର ଭାବରେ ସୁବର୍ଣ୍ଣପୁର ଜିଲାର ସୁବଳୟା ଥାନା ପରିସରରେ ପ୍ରେମୀଯୁଗଳ ପରସ୍ପରକୁ ଫୁଲମାଳ ଦେଇ ବିବାହ କରିଛନ୍ତି । ଥାନା ଅଧିକାରୀ, ପୋଲିସ ଓ ବରକନ୍ୟାଙ୍କ ପରିବାର…
ସାମନାରେ ଭାଜପାକୁ ଟାର୍ଗେଟ, ଶିବସେନା କହିଲା ଏବେ କଶ୍ମୀର ଫାଇଲ୍ସ ଭଳି ଭାଜପା ଦେଖିବ ମଣିପୁର ଫାଇଲ୍ସ
ମୁମ୍ବାଇ,୨୨।୭: ମଣିପୁର ହିଂସାକୁ ନେଇ ଉଦ୍ଧବ ଗ୍ରୁପର ଶିବସେନା ତା’ର ମୁଖପତ୍ର ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ମଣିପୁର ଘଟଣାକୁ ନେଇ ମୋଦି ଚୁପ ରହିଥିବା ବେଳେ ସାମନାରେ ପ୍ରଶ୍ନ କରାଯାଇଛି ଯେ ମୋଦି ବୋଧହୁଏ ଚାହୁଁଛନ୍ତି ‘ଦ…
ଏକ୍ସରସାଇଜ୍ କରୁଥିବା ବେଳେ ଜିମ୍ରେ ଫିଟନେସ୍ ଇନଫ୍ଲୁଏନସର୍ଙ୍କ ମୃତ୍ୟୁ
ବାଲି,୨୨।୭: ଇଣ୍ଡୋନେସିଆର ବାଲିରେ ଜଣେ ଫିଟନେସ୍ ଇନଫ୍ଲୁଏନ୍ସଙ୍କର ଜିମ୍ରେ ଏକ୍ସରସାଇଜ୍ କରିବା ସମୟରେ ମୃତ୍ୟୁ ଘଟିଛି। ୩୩ ବର୍ଷିୟ ଇଣ୍ଡୋନେସିଆର ଫିଟନେସ ଇନଫ୍ଲୁଏନ୍ସର ଜଷ୍ଟିନ ଭିକି ଜିମ୍ରେ ୨୧୦କି.ଗ୍ରା.ର ବାରବେଲ ଉଠାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କ ବେକ ଭାଙ୍ଗି…
ପୂରା ଯୋଜନାକୁ ନଷ୍ଟ କରିଦେଲେ ଜୟ ଶାହା, ଏସିସି ଅଧ୍ୟକ୍ଷଙ୍କ ଉପରେ ଏଭଳି ଅଭିଯୋଗ ଆଣିଲା ପିସିବି
ନୂଆଦିଲ୍ଲୀ,୨୨।୭: ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପ କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି। ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ଜୟ ଶାହାଙ୍କ କାର୍ଯ୍ୟସୂଚୀ ଘୋଷଣା ତାଙ୍କ ସରକାରୀ…
Archives


