Home Left

ନିଖୋଜ ହେବାର ୬ ବର୍ଷ ପରେ ଫ୍ରାନ୍ସରୁ ମିଳିଲେ ବିଟ୍ରେନ ନାବାଳକ

ଲଣ୍ଡନ,୧୫।୧୨: ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ୬ ବର୍ଷ ପୂର୍ବେ ସ୍ପେନରେ ପାରିବାରିକ ଛୁଟି ସମୟରେ ନିଖୋଜ ହୋଇଯାଇଥିବା ଜଣେ ନାବାଳକ ବର୍ତ୍ତମାନ ଫ୍ରାନ୍ସରୁ ମିଳିଛନ୍ତି। ୧୭ ବର୍ଷିୟ ଆଲେକ୍ସ ବ୍ୟାଟିଙ୍କୁ ଜଣେ ଡେଲିଭରି ଡ୍ରାଇଭର ତାଙ୍କୁ…

ନୀତୀଶ ଉପଅଧିନାୟକ ରହିବା ନେତୃତ୍ୱକୁ ମଜଭୁୁତ କରିବ: ଶ୍ରେୟସ

କୋଲକାତା,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)ର ଅଧିନାୟକତ୍ୱ କରିବେ ଭାରତୀୟ ମିଡଲ ଅର୍ଡର ବ୍ୟାଟର ଶ୍ରେୟସ ଆୟର। ପିଠିରେ ଇଞ୍ଜୁରୀ ଯୋଗୁ ଲଣ୍ଡନରେ ଏପ୍ରିଲରେ ଶ୍ରେୟସଙ୍କ ଅସ୍ତ୍ରୋପଚାର ଆବଶ୍ୟକ ପଡ଼ିଥିଲା। ଫଳରେ ସେ ଆଇପିଏଲ ୨୦୨୩ ସିଜନରେ…

ଟି-୧୦ ଫର୍ମାଟରେ ଆଇପିଏଲ୍-୨ ଯୋଜନା କରୁଛି ବିସିସିଆଇ, ଜାଣନ୍ତୁ କେବେ ଖେଳାଯିବ

ମୁମ୍ବାଇ,୧୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ସଫଳତା ପରେ ୨୦୨୪ ସୁଦ୍ଧା ଟାୟାର-୨ କ୍ରିକେଟ ଲିଗ୍ ଆୟୋଜନ କରିବାକୁ ଚିନ୍ତା କରୁଛି ବିସିସିଆଇ। ବିସିସିଆଇ ସଚିବ ଜୟ ଶାହା ପ୍ରସ୍ତାବିତ ଲିଗ୍ ପାଇଁ ଏକ ବ୍ଲୁ ପ୍ରିଣ୍ଟରେ ଉପରେ କାମ କରୁଛନ୍ତି…

ସାମ୍ନାକୁ ଆସିଲା ସଦ୍ଦାମ ହୁସେନଙ୍କ ସୁନାର ବନ୍ଧୁକ

ବାଗଦାଦ,୧୫।୧୨: ଦଶନ୍ଧି ଧରି ଇରାକକୁ ଶାସନ କରୁଥିବା ସଦ୍ଦାମ ହୁସେନ ତାଙ୍କର ମହଙ୍ଗା ଜୀବନଶୈଳୀ ପାଇଁ ବେଶ ଜଣାଶୁଣା ଥିଲେ। ସେ ବିଳାସପୂର୍ଣ୍ଣ କାର, ବିମାନ, ବନ୍ଧୁକ ଏବଂ ଅଳଙ୍କାରକୁ ବହୁତ ଭଲ ପାଉଥିଲେ। ସେ ଏକ ପ୍ରାସାଦ ନିର୍ମାଣ କରିଥିଲେ,…

୨୦୪୦ ସୁଦ୍ଧା ଚନ୍ଦ୍ରକୁ ମନୁଷ୍ୟ ପଠାଇବ ଭାରତ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧୨: କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଶୁକ୍ରବାର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଚନ୍ଦ୍ରଯାନ -୨ କେବଳ ଆରମ୍ଭ ମାତ୍ର, ଭାରତ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମନୁଷ୍ୟ ପଠାଇବାକୁ ପ୍ରତିଶୃତି ଦେଇଛି। ମହାକାଶ କ୍ଷେତ୍ରକୁ ସମର୍ଥନ କରାଯିବ।…

ଅଭିନେତ୍ରୀଙ୍କୁ ମାଡ, ଆହତ ଅବସ୍ଥାରେ ପହଞ୍ଚିଲେ ପୋଲିସ ଷ୍ଟେଶନ

ମୁମ୍ବାଇ: ସୋସିଆଲ ମିଡିଆରେ ଟେଲିଭିଜନ ଅଭିନେତ୍ରୀ ବୈଷ୍ଣବି ଧନରାଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀ ସାହାଯ୍ୟ ପାଇଁ ନିବେଦନ କରୁଥିବା ନଜର ଆସିଛନ୍ତି। ତାଙ୍କ ମୁହଁ ଏବଂ ଶରୀରରେ ଅନେକ ଆଘାତ ଚିହ୍ନ ରହିଛି। ଭିଡିଓରେ ଅଭିନେତ୍ରୀ କହିଛନ୍ତି…

ଅଗସ୍ତ୍ୟଙ୍କୁ ମିଳିଲା ପୁଣି ଏକ ଅଫର୍‌

ଅମିତାଭ ବଚ୍ଚନଙ୍କ ନାତି ତଥା ଶ୍ୱେତା ବଚ୍ଚନଙ୍କ ପୁଅ ଅଗସ୍ତ୍ୟ ନନ୍ଦା ନିକଟରେ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମଟି ‘ଦି ଆର୍ଚିଜ୍‌’ ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମଟି ନେଟଫ୍ଲିକ୍ସରେ ଡିସେମ୍ବର ୭ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଅଗସ୍ତ୍ୟଙ୍କ…

ହଜାର ବର୍ଷ ପରେ ପୁଣି ଆସିବ ‘ମହା ସୁନାମି’, ଯିବ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ଏହି ଦେଶ ଉପରେ ରହିଛି ବଡ ବିପଦ

ବର୍ଷ ୨୦୨୩ ଶେଷ ହେବାକୁ ଯାଉଛି। ଏହି ବର୍ଷ କରୋନା ଦ୍ୱାରା ହୋଇଥିବା କ୍ଷତି ପୂରଣ କରିବାକୁ ଚେଷ୍ଟା କଲା। କିନ୍ତୁ ଲାଗୁଛି ୨୦୨୪ ବହୁତ ଭଲ ହେବ ନାହିଁ। ଆସନ୍ତା ବର୍ଷ ସୋସିଆଲ ମିଡିଆରେ ପ୍ରାକୃତିକ ବିପର୍ଯ୍ୟୟର ଖବର ସମସ୍ତଙ୍କୁ…

କଲେଜ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା

ରାୟଗଡ଼ା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଗୌତମନଗରଠାରେ ଶୁକ୍ରବାର ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଦୁଇ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇ ଫେରାର ହୋଇଯାଇଛନ୍ତି। ମୃତକ ହେଉଛନ୍ତି ପ୍ରମୋଦ କିଲାକା(୨୧)। ପ୍ରମୋଦ ନିଜ ଭାଣିଜୀଙ୍କୁ ସ୍କୁଲରୁ ଧରି…

ଲୋକ ସଭା ନିର୍ବାଚନ ଲଢିବେ ଲାଲୁଙ୍କ ଝିଅ ରୋହିଣି!

ଔରଙ୍ଗାବାଦ,୧୫।୧୨: ଗୁରୁବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଔରଙ୍ଗାବାଦର ଦାଉଦନଗରରେ ପହଞ୍ଚିଥିଲେ। ରୋହିଣୀଙ୍କ ଆଗମନ ସହିତ ରାଜନୈତିକ ଆଲୋଚନା ପୁଣି ଥରେ ତୀବ୍ର ହୋଇଛି। ସେ କାରାକାଟ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ…

ସବୁ କଥାର ଜବାବ ଦେବେ ଅମିତ ଶାହା: ଗିରିରାଜ ସିଂହ

ନୂଆଦିଲ୍ଲୀ,୧୫।୧୨: ସଂସଦର ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି କ୍ରମାଗତ ଭାବରେ ଦାବି କରାଯାଉଛି। ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ତଥା ଭେଟେରାନ ଭାଜପା ନେତା ଗିରିରାଜ ସିଂ କହିଛନ୍ତି ଯେ ସମୟ ଆସିଲେ ସେ ସବୁ…

୭.୮ ମିଲିୟନ ଡଲାରରେ ନିଲାମ ହେଲା ଫିଫା ବିଶ୍ୱକପ ୨୦୨୨ ରେ ଲିଓନେଲ ମେସି ପିନ୍ଧିଥିବା ୬ ଟି ଜର୍ସି

ନୂଆଦିଲ୍ଲୀ,୧୫।୧୨: କତାରରେ ଚାଲିଥିବା ୨୦୨୨ ବିଶ୍ୱକପରେ ଆର୍ଜେଣ୍ଟିନା ମେଗାଷ୍ଟାର ଲିଓନେଲ ମେସି ପିନ୍ଧିଥିବା ୬ ଟି ଜାରି ନିଲାମରେ ୭.୮ ମିଲିୟନ ଡଲାରରେ ବିକ୍ରି ହୋଇଛି। “ଲିଓନେଲ ମେସି ମ୍ୟାଚ୍ ରେ ପିନ୍ଧିଥିବା ଆଇକନିକ ହାଲୁକା ନୀଳ ଏବଂ ଧଳା ରଙ୍ଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?