ବାସ୍ତୁଦୋଷ ଥିଲେ ଲାଗି ରହେ ଘରେ କଳହ, ଜାଣନ୍ତୁ କ’ଣ କଲେ ପାଇହେବ ମୁକ୍ତି…
ବାସ୍ତୁଶାସ୍ତ୍ର କହେ, ଘରେ ବାସ୍ତୁଦୋଷ ଥିଲେ କଳହ ଲାଗି ରହେ। ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଏ, ରୋଗବ୍ୟାଧି ଲାଗି ରହେ ଇତ୍ୟାଦି। ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇହେବ ଜାଣନ୍ତୁ…
ପୁଣି ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ: ‘୫୬ ଇଞ୍ଚର ଛାତି ଥିଲେ ଗୃହରେ ଆସି ଜବାବ ଦିଅନ୍ତୁ’
ଇମ୍ଫାଲ,୨୨।୭: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲା ପୁରା ଦେଶକୁ ସ୍ତବ୍ଧ କରି ଦେଇଛି। ସୁପ୍ରିମକୋର୍ଟଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ଏହି ମାମଲା…
ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିଲେ ଆମ୍ରପାଲି-ନିରହୁଆ
ବମ୍ବେ: ବାଗେଶ୍ୱର ଧାମ୍ର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଭେଟିଛନ୍ତି ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ(ନିରହୁଆ) ଏବଂ ଅଭିନେତ୍ରୀ ଆମ୍ର୍ରପାଲି ଦୁବେ। ଏହାର ଫଟୋ ଅଭିନେତ୍ରୀ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ତିନିଜଣ ଯାକ ହାତ ଯୋଡ଼ି…
ସୁମ୍ବୁଲଙ୍କୁ ମିଳିଲା ବଡ ଶୋ’
ବମ୍ବେ: ବିଗ୍ବସ୍ରୁ ଆସିବା ପରେ ମିଳିଲା ବଡ ବ୍ରେକ୍। ଆମେ କହୁଛୁ ଅଭିନେତ୍ରୀ ସୁମ୍ବୁଲ ତୌକିର ଖାଁଙ୍କ ବିଷୟରେ। ‘ଇମଲି’ ଚରିତ୍ରରେ ଘରେ ଘରେ ପରିଚିତ ହୋଇଥିବା ସୁମ୍ବୁଲ ଖୁବ୍ଶୀଘ୍ର ସୋନି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏକ ଧାରାବାହିକରେ ନଜର…
୫୦ ଘଣ୍ଟାରେ ୩ ପିଲା ନିଖୋଜ, ଟେର୍ ପାଉନି ପୋଲିସ
ଲକ୍ଷ୍ନୌ,୨୨ା୭: ଉତ୍ତରପ୍ରଦେଶର ଆମେଠି ଜିଲାର ଜୟସ କୋଟଓ୍ବାଲି ଅଞ୍ଚଳରୁ ପ୍ରାୟ ୫୦ ଘଣ୍ଟା ଭିତରେ ତିନିଜଣ ଶିଶୁ ନିଖୋଜ ହୋଇଯାଇଛନ୍ତି। ପୋଲିସ ଏପର୍ଯ୍ୟନ୍ତ କୌଣସି ଟେର୍ ପାଉନାହିଁ। ଯଦିଓ ଆମେଠି ପୋଲିସ କହିଛି ଯେ, ନାବାଳକ ପିଲାମାନଙ୍କୁ ଖୋଜିବା ପାଇଁ ଅନେକ…
ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଦୁଇ ଶିଶୁଙ୍କୁ ଧରି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ
କେନ୍ଦୁଝର,୨୨ା୭(ନରେଶ ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଡ଼ା ପଞ୍ଚାୟତର ବଡ଼କୁମୁଣ୍ଡୁ ଗ୍ରାମର ଡିଲେଶ୍ୱର ମହାକୁଡ଼ ନାମକ ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଗତ ୧୮ ଜୁନ୍ ୨୦୨୨ରେ ସେ କାମ କରିବାକୁ ଯାଇଥିଲେ। ସେ ଅନ୍ୟମାନଙ୍କ ସହିତ…
ନିଯୁକ୍ତି ନ ମିଳିଲେ ଜୋରଦାର ହେବ ଆନ୍ଦୋଳନ
କେନ୍ଦୁଝର,୨୨ା୭(ନରେଶ ପଟ୍ଟନାୟକ): ନିଯୁକ୍ତି ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଓଡ଼ିଶା ଖଣି ନିଗମ, ଦୈତାରୀ ଆଗରେ ପ୍ରତିବାଦ ସଭା ପ୍ରଦର୍ଶନ କରିଛନ୍ତି। ଏହି ଖଣିରେ ୧୨୫୦ ଜଣ ନିଯୁକ୍ତି ପାଇଥିବା ବେଳେ ସେଥିରୁ ୩୫୦ଜଣ ସ୍ଥାୟୀ ଓ ୯୦୦ ଜଣ…
ଏହି ସ୍କୁଲରେ ସବୁ ଛାତ୍ରୀଛାତ୍ର ଦେଖିବାକୁ ଏକାପରି, ଜଣେ ଭୁଲ କଲେ ଆଉ ଜଣଙ୍କୁ ମିଳେ ଦଣ୍ଡ
କୁହାଯାଏ, ଏହି ଦୁନିଆରେ ସମାନ ଚେହେରାର ଅନେକ ଲୋକ ଅଛନ୍ତି, ଏହା ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ। ଯଦି ବିଶ୍ୱାସ ହେଉନି ତେବେ ଆଜି ଏମିତି କିଛି ଫଟୋ ଶେୟାର କରିବୁ ଯାହା ଦେଖିଲେ ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିବେ।…
ଟମାଟୋ ଖାଉଥିଲେ ଜାଣି ରଖନ୍ତୁ
ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ। -ଟମାଟୋରେ କ୍ୟାଲ୍ସିୟମ ଓ ଫସ୍ଫରସ୍ ରହିଥାଏ। ଏହା ହାଡ଼କୁ ମଜଭୂତ କରିଥାଏ। -ଟମାଟୋରେ ଭିଟାମିନ୍ ଏ ପ୍ରଚୁର ମାତ୍ରାରେ…
ରବିବାର ଖୋଲାଯିବ ହୀରାକୁଦ ଡ୍ୟାମ୍ର ୫ଟି ଗେଟ୍
ସମ୍ବଲପୁର,୨୨।୭: ରବିବାର ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ…
କମେଡି ବାଦଶାହ ଚାର୍ଲି ଚାପଲିନଙ୍କ ଝିଅଙ୍କ ମୃତ୍ୟୁ
ଲୋକପ୍ରିୟ କଳାକାର ଏବଂ କମେଡିର ବାଦଶାହ ଚାର୍ଲି ଚାପଲିନ୍ଙ୍କ ନାଁ ତ ଶୁଣିଥିବେ। ହସେଇ ହସେଇ ବେଦମ କରୁଥିବା ଏହି କଳାକାର ଦର୍ଶକଙ୍କ ମନ କିଣି ନେଇଥିଲେ। ଜୀବନରେ ସବୁ ଅସୁବିଧା ଏବଂ ଯନ୍ତ୍ରଣାରେ ସେ ଲୋକଙ୍କୁ ହସାଇବାକୁ ଶିଖିଥିଲେ। ତେବେ…
ପୋଲ ଭୁଶୁଡିବା ଘଟଣା: ଏନ୍ଏଚଏଆଇ ଟିମ୍ର ଯାଞ୍ଚ
ଯାଜପୁର ୨୨।୭ (ରଞ୍ଜିତ ରାଉତ): ଯାଜପୁର କୁଆଖିଆ ଛକ ୧୬ ନମ୍ବର ଜାତୀୟ ରାଜପଥରେ ପୋଲ ଭୁଶୁଡିବା ଘଟଣାରେ ଏନ୍ଏଚଏଆଇର ଟିମ୍ ଶନିବାର ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି । ତେବେ ବିଶେଷଜ୍ଞ ଦଳ ଆସିବା ପୂର୍ବରୁ ଏନ୍ଏଚ୍ଏର ଆଞ୍ଚଳିକ…
Archives


