Home Left

ନାଲ୍‌କୋରେ ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଦେବଗଡ଼,୨୮ା୮(ଶେଖର ଝାଙ୍କର): ନାଲ୍‌କୋରେ ଚାକିରି ଦେବାକୁ କହି ଜଣେ ଦୁର୍ବୃତ୍ତ ଦେବଗଡ଼ ଜିଲା ହଦମୁଣ୍ଡା ଗ୍ରାମର ଜଣେ ଯୁବକଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ…

ଗର୍ଲଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କଲେ ଅରମାନ

ମୁମ୍ବାଇ: ବଲିଉଡର ଗାୟକ ଅରମାନ ମଲିକ ତାଙ୍କ ଗୀତ ପାଇଁ ସମସ୍ତଙ୍କ ହୃଦୟରେ ରାଜ କରନ୍ତି। ନିଜ ସ୍ବର ସହିତ ସେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦିଅନ୍ତି। ଏହି ସମୟରେ ଅରମାନ ମଲିକ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ତଥା ଫ୍ୟାଶନ ଇନ୍‌ଫ୍ଲଏନ୍ସର…

ଶୋଇବା ସମୟରେ ମୋବାଇଲ ଚାର୍ଜ କରୁଥିଲେ ରୁହନ୍ତୁ ସତର୍କ, ନଚେତ୍‌…

ଆଜିର ସମୟରେ ମୋବାଇଲ ମାନବ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି। କାହା ହାତରେ କିଛି ଥାଉ ନ ଥାଉ ସ୍ମାର୍ଟ ଫୋନ ସମସ୍ତଙ୍କ ପାଖରେ ଅଛି। ଲୋକମାନଙ୍କୁ ମୋବାଇଲ ନିଶା ଏତେ ଘାରିଛି ଯେ, ଉଠିବାଠାରୁ ଶୋଇବା ପର୍ଯ୍ୟନ୍ତ ସମସ୍ତ…

ଇମ୍ରାନ୍‌ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ଜେଲରେ ସୁବିଧା ବୃଦ୍ଧି କଲେ ସରକାର

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଜେଲରେ ଅନେକ ସୁବିଧା ଦିଆଯାଇଛି। ଇମ୍ରାନ୍‌ଙ୍କ କୋଠରୀରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି। ପଞ୍ଜାବର ଆଇଜି ଜେଲ ମିଆନ ଫାରୁକ ନଜିର ରବିବାର ଅଟକ ଜେଲ ପରିଦର୍ଶନ କରିଛନ୍ତି। ଇମ୍ରାନ୍‌ ଖାନ ଅଟକ…

ଇମ୍ରାନ୍‌ ଖାନଙ୍କୁ ଆଶ୍ୱସ୍ତି

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ସୋମବାର କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ପାକିସ୍ତାନୀ କୋର୍ଟ ତେହେରିକ-ଇ-ଇନସାଫ ଅଧ୍ୟକ୍ଷ ଇମ୍ରାନ୍‌ ଖାନଙ୍କ ବିରୋଧରେ ହୋଇଥିବା ହତ୍ୟା ମାମଲାକୁ ଖାରଜ କରିଦେଇଛନ୍ତି। ଇମ୍ରାନ୍‌ ଖାନଙ୍କ ଓକିଲ ଲତିଫ ଖୋସା ଏକ୍ସ…

ଆପଲ ସିଇଓ ଟିମ କୁକଙ୍କ ଫେକ ଆକାଉଣ୍ଟ ଡିଲିଟ କଲା ଇନଷ୍ଟାଗ୍ରାମ

ଓ୍ବାଶିଂଟନ,୨୮।୮: ସୋସିଆଲ ମିଡିଆରେ ବହୁ ବଡ ବଡ ଲୋକଙ୍କ ଫେକ ଆକାଉଣ୍ଟ ମଧ୍ୟ ଦେଖିବାକୁ ମିଳିଥାଏ। ଇନଷ୍ଟାଗ୍ରାମ ନିକଟରେ ଟେକ୍ନୋଲୋଜି କମ୍ପାନୀ ଆପଲର ସିଇଓ ଟିମ କୁକଙ୍କ ଫେକ ଆକାଉଣ୍ଟକୁ ଡିଲିଟ କରିଛି। , ଏହି ନକଲି ଆକାଉଣ୍ଟ tim.d.cook ନାମରେ…

‘ଦିନରେ ସ୍ବପ୍ନ ଦେଖୁଛନ୍ତି ଅମିତ ଶାହା’

ହାଇଦ୍ରାବାଦ୍‌,୨୮।୮: ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା ରଭୁଲା ଶ୍ରୀଧର ରେଡ୍ଡୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅମିତ ଶାହା ଦିନରେ ସ୍ବପ୍ନ ଦେଖୁଛନ୍ତି। ଚଳିତ ବର୍ଷ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭାଜପା ୫ରୁ…

ଡ୍ରିମ୍‌ଗର୍ଲ ୨ ସିନେମାରେ ସୋନପୁରର ରାଜକିଶୋର

ସୋନପୁର,୨୮।୮(ମୃତ୍ୟୁଞ୍ଜୟ ଶତପଥୀ): କଳା, ସଂସ୍କୃତିର ମାଟି ସୁବର୍ଣ୍ଣପୁରରେ ଆଉ ଜଣେ ଯୁବକ ଚଳଚ୍ଚିତ୍ର ଦୁନିଆରେ ନିଜର ପାଦ ଥାପି ସଫଳତା ପାଇଛନ୍ତି। ଚଳଚ୍ଚିତ୍ର ଦୁନିଆକୁ ଏହି ମାଟିର ସୁଯୋଗ୍ୟ ସନ୍ତାନ ସବ୍ୟସାଚୀ ମହାପାତ୍ର, ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଓ ସୂର୍ଯ୍ୟ ଦେଓ…

ଭଙ୍ଗା ବ୍ରିଜ୍‌, ଭୟରେ ଯାତାୟାତ

ରାଉରକେଲା,୨୮।୮(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ବସ୍ତି ଓ ତଳି ଅଞ୍ଚଳଗୁଡିକରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। କେଉଁଠି ଗୋଷ୍ଠୀ ଶୌଚାଳୟ ତ ଆଉ କେଉଁଠି ପକ୍କା ରାସ୍ତା ତିଆରି କରାଯାଉଛି। ଏସବୁ ଉନ୍ନତୀକରଣ ସତ୍ତ୍ୱେ ଉଦିତନଗର ସ୍ଥିତ ଶୀତଳପଡା…

ଏଥର ଧାନ ବିକିବେ ୧୭, ୨୬୩ ଚାଷୀ

ଭେଡେନ,୨୮।୮(ସୁଦନ ମହାକୁର): ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ଭେଡ଼େନ ବ୍ଲକର ୫ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ଗୁଡ଼ିକରେ ଚଳିତ ଖରିଫ ଋତୁ ଧାନ ବିକ୍ରି ପାଇଁ ଶୁକ୍ରବାର ସୁଦ୍ଧା ୧୭,୨୬୩ ଜଣ ଚାଷୀ ପଞ୍ଜୀକରଣ…

‘ଓମକାରା’ ଫିଲ୍ମରେ ମୋ ଝିଅ କାମ କରିନାହିଁ: ସ୍ପଷ୍ଟ କଲେ ମେହବୁବା ମୁଫତି

ଶ୍ରୀନଗର,୨୮।୮: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଇ ଇରଟିକା ମୁଫତି ଓମକାରା ଫିଲ୍ମରେ ଅଭିନୟ କରିନାହାଁନ୍ତି। ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି ମେହବୁବା। ସୋସିଆଲ ମିଡିଆ ୟୁଜର୍ସ ଇମତିଆଜ ମେହମୁଦଙ୍କୁ ଟାର୍ଗେଟ କରି ମୁଫତି କହିଛନ୍ତି ଯେ, ମୁଁ…

ରାସ୍ତା ନାହିଁ, ଗ୍ରାମରେ ପହଞ୍ଚତ୍ପାରୁନି କୌଣସି ଯୋଜନା

ଦଶମନ୍ତପୁର,୨୮ା୮ (ଅରବିନ୍ଦ ନାୟକ ): ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଗ୍ରାମବାସୀଙ୍କୁ ଏଯାଏ ମୌଳିକ ସୁବିଧା ସୁଯୋଗ ମିଳିନାହିଁ। ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସୁଫଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri