Home Left

ପାଣି ପିଇବାକୁ ସାହାଯ୍ୟ ମାଗିଲା ସିମ୍ପାଜୀ, ଆଉ ତା’ପରେ ଯାହା ଘଟିଲା ସହଜେ ବିଶ୍ୱାସ କରିବା କଷ୍ଟକର

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କ ମନୋରଞ୍ଜନ କରେ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି କେବେଳ ମନୋରଞ୍ଜନ କରିନାହିଁ ବରଂ ଏହା ଲୋକଙ୍କୁ କିଛି ଶିକ୍ଷା ମଧ୍ୟ ଦେଇଛି। ସାଧାରଣତଃ…

ଅ ରୁ କ୍ଷ….

ଆୟୁର୍ବେଦିକ, ହୋମିଓପାଥି, ଏଲୋପାଥିଠାରୁ ଆଜିକାଲି ବ୍ୟଙ୍ଗପାଥି ଭଲ କାମଦେଉଛି ବୋଲି ଲୋକଙ୍କ ବିଶ୍ୱାସ ଓ ଭରସା ଥିବା ଜାଣି ଅଭିଜ୍ଞାନବାବୁ ଆମ୍ଭର ପରାମର୍ଶ ଲୋଡ଼ିବାରୁ ଆମ୍ଭ ଛାତି କୁଣ୍ଢେ ମୋଟ l ଅସଲକଥା ହେଲା ତାଙ୍କର ଏକମାତ୍ର ଝିଅ ବିବାହଯୋଗ୍ୟା ହୋଇଯାଇଥିବାରୁ,…

ରାଣୀ ହେବାକୁ ଚାହୁଁ ନ ଥିଲେ କାମିଲା

ଲଣ୍ଡନ,୨୩ା୭: ଗତ ସେପ୍ଟେମ୍ବରରେ ରାଣୀ ଏଲିଜାବେଥ୍‌ଙ୍କ ଦେହାନ୍ତ ହେବା ପରେ ବ୍ରିଟିଶ ଜନସାଧାରଣ ଘୃଣା କରିବେ ବୋଲି ରାଜା ଚାଲର୍‌ସଙ୍କ ରାଣୀ କାମିଲା ଚିନ୍ତିତ ଥିଲେ। ସାରା ପାର୍କର-ବୋଲ୍ସ, ପୂର୍ବତନ ସ୍ବାମୀ ଆଣ୍ଡ୍ରିୟୁ ପାର୍କର-ବୋଲ୍ସଙ୍କ ସହ କାମିଲାଙ୍କ ପୁଅ ଟମ୍‌ଙ୍କୁ ବିବାହ…

ମାଛଙ୍କ ସାଥୀ

ରାସ୍ତାର ବୁଲା କୁକୁର, ଗାଈ ଆଦିଙ୍କୁ କିଛି ଲୋକ ଖାଦ୍ୟ ଦେଉଥିବା ଏମିତିକି ସେମାନଙ୍କ ଯତ୍ନ ନେଉଥିବା ଦେଖିଥିବେ। ତେବେ ଭିଏତନାମର ମୁଓଇ ଫୁକ୍‌ ନାମକ ବ୍ୟକ୍ତି ନଦୀର ହଜାର ହଜାର ସଂଖ୍ୟକ ମାଛଙ୍କ ସାଥୀ ପାଲଟିଛନ୍ତି। ଏମିତିକି ନଦୀ କୂଳରେ…

ଗଛକୁ ଧଳା,ଲାଲ ରଙ୍ଗରେ ରଙ୍ଗାଯାଏ କାହିଁକି

ରାସ୍ତାରେ ଗଲାବେଳେ ଦୁଇପାର୍ଶ୍ୱରେ ଥିବା ବଡ଼ ବଡ଼ ଗଛକୁ ତ ଦେଖିଥିବେ। ତା’ସହ ସେଗୁଡ଼ିକର ମୂଳରୁ କିଛି ଉଚ୍ଚତା ପର୍ଯ୍ୟନ୍ତ ଲାଲ ଓ ଧଳା ରଙ୍ଗରେ ରଙ୍ଗାଯାଇଥିବା ବି ଦେଖିଥିବେ। ହେଲେ କେବେ ଭାବିଛନ୍ତି ଗଛଗୁଡିକୁ ଏଭଳି ଦୁଇଟି ରଙ୍ଗରେ କାହିଁକି…

ଋଷିକେଶ ନୀଳକଣ୍ଠ ମହାଦେବ ମନ୍ଦିର

ଉତ୍ତରାଖଣ୍ଡର ଋଷିକେଶଠାରୁ ମାତ୍ର ୩୨ କି.ମି. ଦୂରରେ ପୌରୀ ଗଢୱାଲ ଜିଲାରେ ରହିଛି ପୁରାଣ ପ୍ରସିଦ୍ଧ ନୀଳକଣ୍ଠ ମହାଦେବଙ୍କ ମନ୍ଦିର। ସମୁଦ୍ରପତ୍ତନରୁ ପ୍ରାୟ ୧୩୩୦ ମିଟର ଉଚ୍ଚରେ ଥିବା ଏହି ମନ୍ଦିରଟି ନର-ନାରାୟଣ ପର୍ବତମାଳାରେ ପଙ୍କଜା ଏବଂ ମଧୁମତୀ ନଦୀତଟର ମଧ୍ୟବର୍ତ୍ତୀ…

ଆଦିତ୍ୟଙ୍କ ସହ ଡ୍ରାଇଭିଂରେ ଗଲେ ଅନନ୍ୟା

ଆଜିକାଲି ବି’ଟାଉନ୍‌ର ନୂଆ ଲଭବାର୍ଡ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ନିକଟରେ ଦୁହେଁ ସ୍ପେନ୍‌ରେ ଛୁଟି କାଟି ମୁମ୍ବାଇ ଫେରିଛନ୍ତି। ଏବେ ମୁମ୍ବାଇ ସଡ଼କରେ ଉଭୟ ଗୋଟିଏ ଗାଡିରେ ବୁଲୁଥିବା ଦେଖାଯାଇଛି। କ୍ୟାମେରାକୁ…

ପ୍ରଥମ ଦରମା ମାଆଙ୍କୁ ଦେଇଥିଲି

ଇଞ୍ଜିନିୟରିଂ ପଢ଼ା ସରିବା ପରେ ଚାକିରି ପାଇଁ ମତେ ଷ୍ଟ୍ରଗଲ୍‌ କରିବାକୁ ପଡ଼ି ନ ଥିଲା। ମୁଁ ମୋ ଘରେ ବିଭିନ୍ନ ପ୍ରକାରର ଫୁଲଗଛ ଓ ରଙ୍ଗିନ ଗ୍ରାଫ୍ଟିଙ୍ଗ୍‌ କାକ୍‌ଟସ୍‌ ସଂଗ୍ରହ କରି ରଖିଥିଲି; ଯିଏ ବି ଦେଖୁଥିଲେ ପ୍ରଶଂସା ନ…

ଅଲିମ୍ପିକ ପଦକ ବିଜେତା ରବି ଦାହିଆଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୩।୭: କୁସ୍ତିରେ ଏକ ବଡ଼ ଓଲଟପାଲଟ ଦେଖାଯାଇଛି। ଷ୍ଟାର ରେସଲର ରବି ଦାହିଆ ଏସିଆନ ଗେମ୍ସ ଟ୍ରାଏଲ୍ସରୁ ବାଦ ବଡିଛନ୍ତି। ମହାରାଷ୍ଟ୍ରର ଆତିଶ ତୋଡକର ୫୭ କିଲୋଗ୍ରାମ ବର୍ଗରେ ଅଲିମ୍ପିକ ରୌପ୍ୟ ପଦକ ବିଜେତା ରବିଙ୍କୁ ପରାସ୍ତ କରିଛନ୍ତି। ଏବେ ରବି…

ଏମିତି ସ୍କୁଲ, ଯେଉଁଠି ୯ମ ଶ୍ରେଣୀ ପିଲା ଜାଣିନାହାନ୍ତି ଜିଲାପାଳ ଆଉ ପ୍ରଧାନମନ୍ତ୍ରୀଙ୍କ ନାଁ

ଶିକ୍ଷା କ୍ଷେତ୍ରରେ ବିହାରରେ ସରକାର କେତେ ପରିଶ୍ରମ କରୁଛନ୍ତି ତାହା କୈମୁରରେ ଘଟିଥିବା ଏକ ଘଟଣାରୁ ସହଜରେ ଅନୁମେୟ। କୈମୁର କେଡୁଲିପୁର ପଞ୍ଚାୟତରେ ଅବସ୍ଥିତ ମିଡିଲ ସ୍କୁଲ ବହୁରା ଛାତ୍ରୀଛାତ୍ର ଦେଶର ନାମ ଜାଣି ନାହାନ୍ତି କି ପ୍ରଧାନମନ୍ତ୍ରୀଙ୍କ ନାଁ ମଧ୍ୟ…

ନିଆରା ଛତା

ବର୍ଷା ହେଉ କି ଖରା ଛତାର ଆବଶ୍ୟକତା ପ୍ରାୟ ସବୁବେଳେ ରହିଥାଏ। ଖାସ୍‌ ସେଥିପାଇଁ ଏହାର ଅନେକ ଡିଜାଇନ ଆଉ ଭେରାଇଟି ଦେଖିବାକୁ ମିଳେ। କିନ୍ତୁ ଏଠାରେ ଯେଉଁ ଛତାଗୁଡ଼ିକ ସମ୍ପର୍କରେ କୁହାଯାଉଛି ତାହା ବର୍ଷା ଓ ଖରା ଦାଉରୁ ସୁରକ୍ଷା…

ସାଉଥ୍‌ ସୁପରଷ୍ଟାର ସୁରିୟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ ସୁପରଷ୍ଟାର ସୁରିୟାଙ୍କୁ ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଏବଂ ଦୁଇଟି ଜାତୀୟ ପୁରସ୍କାର ସମେତ ଅନେକ ପୁରସ୍କାର ପାଇଛନ୍ତ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri