Home Left

କୋରାପୁଟ ମ୍ୟୁନିସିପାଲଟିକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୨୮।୮(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ଜାଗାମିଶନ ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ମ୍ୟୁନିସିପାଲଟିକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ମ୍ୟୁନିସିପାଲଟିକୁ ପୁରସ୍କୃତ କରିଥିଲେ।…

ସ୍ବାମୀଙ୍କ ଆଗରେ ଚାଳିଗଲା ସ୍ତ୍ରୀଙ୍କ ଜୀବନ

କେନ୍ଦୁଝର,୨୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅଧୀନ ଡଙ୍ଗାପାଣି ନିକଟ ୪୯ ନମ୍ବର ରାଜପଥରେ ଏକ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମହିଳାଙ୍କ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସ୍ବାମୀ,…

ଜି -୨୦ ସମ୍ମିଳନୀରେ ସାମିଲ ହେବେ କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୨୮।୮: ସେପ୍ଟେମ୍ବର ୯ଏବଂ ୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାମିଲ ହେବେ। ଏହାକୁ ଜଷ୍ଟିନ ଟ୍ରୁଡୋ ନିଶ୍ଚିତ କରିଛନ୍ତି। ପ୍ରକାଶ ଥାଉକି, ଏହି ସମୟରେ ୟୁକ୍ରେନକୁ ଜି -୨୦ ଶିଖର…

ଗୋଟିଏ ଫିଲ୍ମକୁ ୫୦ କୋଟି!

ମୁମ୍ବାଇ: ବଲିଉଡର ଦମଦାର ଅଭିନେତା ସନ୍ନି ଦଓ୍ବେଲ ଏବେ ‘ଗଦ୍ଦର-୨’ର ସକସେସ ଏନଜୟ କରୁଛନ୍ତି। ଏହି ମୁଭିରେ ସନ୍ନିଙ୍କ ଦମଦାର ପରଫରମାନ୍ସ ସମସ୍ତଙ୍କ ଦିଲ୍‌ ଜିତି ନେଇଛି। ତାରା ସିଂ କ୍ୟାରେକ୍ଟରରେ ଅଭିନେତାଙ୍କୁ ଦର୍ଶକଙ୍କ ଖୁବ ଭଲପାଇବା ମିଳିଛି। ଏହି ସଫଳତା…

ଚିକିତ୍ସା ପାଇଁ ଆସିଥିଲେ: ଡାକ୍ତର ନ ଥିବାରୁ ନିରାଶ ହୋଇ ଫେରିଲେ

ଦାରିଙ୍ଗବାଡି,୨୮।୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ଜରୁରୀ ସେବା। ସୋମବାର ଶ୍ରମିକ ପବୀର ପ୍ରଧାନ ଟାଙ୍ଗିଆରେ କାଠ ହାଣୁଥିଲେ। ହେଲେ ଦେହରେ ଟାଙ୍ଗିଆ ବାଜି ଗଭୀର ଆଘାତ ଲାଗିଥିଲା। ସମ୍ପର୍କୀୟ ଅରୁଣ ପ୍ରଧାନ…

ବିଶ୍ୱକପ ପାଇଁ ପାକିସ୍ତାନର ନୂଆ ଜର୍ସି ଉନ୍ମୋଚିତ

ହାଇଦ୍ରାବାଦ,୨୮।୮: ବିଶ୍ୱକପ ପାଇଁ ସୋମବାର ପାକିସ୍ତାନ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ବିଶ୍ୱକପ ସମୟରେ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ନୂଆ ଜର୍ସିରେ ନଜର ଆସିବେ। ଲାହୋରର ଗଦାଫି ଷ୍ଟାଡିୟମରେ ପାକିସ୍ତାନ କ୍ରିକେଟ ଦଳର ନୂଆ ଜର୍ସି…

ମାନବାଧିକାର ଆଇନଜୀବୀ ମଜାରି, ପୂର୍ବତନ ସାଂସଦ ଓ୍ବଜିରଙ୍କୁ ଆଶ୍ୱସ୍ତି

ଇସଲାମାବାଦ,୨୮।୮: ସୋମବାର ପାକିସ୍ତାନର ମାନବାଧିକାର ଆଇନଜୀବୀ ଇମାନ ମଜାରୀ ଏବଂ ପୂର୍ବତନ ସାଂସଦ ଅଲି ୱଜିରଙ୍କୁ ଇସଲାମାବାଦ ଆତଙ୍କବାଦ ନିରୋଧୀ କୋର୍ଟ ଏକ ଦେଶଦ୍ରୋହ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସଲାମାବାଦର ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି)…

ଝିଅଙ୍କୁ ହତ୍ୟା କରି ଜେଲ୍‌ ଗଲେ ମା’ ବାପା

ମୁଜାଫରନଗର,୨୮।୮: ଉତ୍ତରପ୍ରଦେଶର ସାହାପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟରେ ପ୍ରେମିକଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ମନା କରିବାରୁ ଜଣେ ଗର୍ଭବତୀ ଝିଅଙ୍କୁ ନିଜ ମା’ ବାପା ହତ୍ୟା କରିଛନ୍ତି। ଏନେଇ ପୋଲିସ ହତ୍ୟା ମାମଲା ରୁଜୁ କରି…

ଆଫଗାନିସ୍ତାନରେ ଭୂକମ୍ପ

କାବୁଲ,୨୮।୮: ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେ ମାପ କରାଯାଇଛି। ସୂଚନା ଦେଇ ଭୂକମ୍ପ କେନ୍ଦ୍ର କହିଛି ଯେ, ସକାଳ ୮.୦୫ରେ ଏହି ଭୂକମ୍ପ ହୋଇଛି। ଭୂକମ୍ପର ଗଭୀରତା ୧୭୩ କିଲୋମିଟର…

ଇଂଲଣ୍ଡରେ ଭାରତୀୟ ମୂଳ ବାସିନ୍ଦା ଡେଲିଭରି ଡ୍ରାଇଭରଙ୍କ ମୃତ୍ୟୁ, ହତ୍ୟା ସନ୍ଦେହରେ ୪ ଗିରଫ

ଲଣ୍ଡନ,୨୮।୮: ପଶ୍ଚିମ ଇଂଲଣ୍ଡର ଶୃସ୍ବରୀରେ ଜଣେ ୨୩ ବର୍ଷିୟ ଭାରତୀୟ ମୂଳ ବାସିନ୍ଦା ଡେଲିଭରି ଡ୍ରାଇଭରଙ୍କ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ପଶ୍ଚିମ ଇଂଲଣ୍ଡର ଶୃସ୍ବରୀରେ ହୋଇଥିବା ଆକ୍ରମଣ ପରେ ୨୩ ବର୍ଷ ବୟସ୍କା ଭାରତୀୟ ଡେଲିଭରି ଡ୍ରାଇଭରଙ୍କୁ…

ସ୍ବର୍ଣ୍ଣ ଜିତିବା ପରେ ଏମିତି କାମ କରି ସମସ୍ତଙ୍କ ହୃଦୟ ଜିତିଲେ ନୀରଜ ଚ୍ରୋପା

ବୁଦାପେଷ୍ଟ,୨୮।୮: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରା ତ୍ରିରଙ୍ଗାକୁ ସମ୍ମାନ ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବୁଦାପେଷ୍ଟରେ ଆୟୋଜିତ ଇଭେଣ୍ଟରେ ନୀରଜ ଚୋପ୍ରା ୮୮.୧୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ…

କୋଚି-ବାଙ୍ଗାଲୋର ଯାଉଥିବା ବିମାନକୁ ମିଳିଲା ବୋମା ଧମକ

ଥିରୁଭାନନ୍ତପୁରମ୍‌,୨୮।୮: କୋଚିରୁ ବାଙ୍ଗାଲୋରକୁ ଯାଉଥିବା ଏକ ଇଣ୍ଡିଗୋ ବିମାନ ବୋମା ଧମକ ପାଇବା ପରେ ଉତ୍ତେଜନା ଦେଖାଯାଇଛି। ବିମାନରେ ସମୁଦାୟ ୧୩୯ ଜଣ ଯାତ୍ରୀ ଥିଲେ। ସୋମବାର କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଧମକ ମିଳିବା ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri