ନେହେରୁ କେବଳ ବଡ଼ ବଡ଼ କଥା କହିନାହାଁନ୍ତି, ନିଷ୍ପତ୍ତି ମଧ୍ୟ ନେଇଛନ୍ତି: ଜୟରାମ ରମେଶ
ନୂଆଦିଲ୍ଲୀ,୨୮।୮: ଭାରତୀୟ ମହାକାଶ ଗବେଷଣା ଏଜେନ୍ସି (ଆଇଏସଆରଓ) ଗଠନରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଅବଦାନକୁ ହଜମ କରିବାରୁ ନ ଥିବା ଭାଜପାକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଏମ୍ପି ତଥା ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ। ଜୟରାମ ରମେଶ…
ସୌରଜଗତକୁ ବୁଝିବାରେ ‘ଭୋୟେଜର-୨’ର ଭୂମିକା
ସୌରଜଗତର ଆଠଟି ଗ୍ରହ ମଧ୍ୟରୁ ୪ଟି ଗ୍ରହ-ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ସାଧାରଣତଃ ପଥୁରିଆ ଉପାଦାନକୁ ନେଇ ଗଠିତ ହୋଇଥିଲା ବେଳେ ଗ୍ରହାଣୁପୁଞ୍ଜ ପରେ ରହିଥିବା ବୃହସ୍ପତି, ଶନି, ୟୁରାନସ୍ ଓ ନେପ୍ଚୁନ୍ ଗ୍ରହଗୁଡ଼ିକର ଗଠନ ଧାରା ଭିନ୍ନ ଧରଣର।…
ଅଗଷ୍ଟ ୩୧ରେ ଉନ୍ମୋଚିତ ହେବ ‘ଇଣ୍ଡିଆ’ ଲୋଗୋ
ନୂଆଦିଲ୍ଲୀ,୨୮।୮:୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ଦଳ ‘ଇଣ୍ଡିଆ’ର ତୃତୀୟ ବୈକ ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠରେ ‘ଇଣ୍ଡିଆ’ର ଲୋଗୋ ମଧ୍ୟ ଉନ୍ମୋଚିତ ହେବ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏହି ସୂଚନା ଦେଇଛନ୍ତି।…
‘ଏପଟ ସେପଟ ନ କହି କୁହନ୍ତୁ କାରଗିଲକୁ କିଏ ଲୁଟିଛି’, ନ୍ୟାଶନାଲ କନଫରେନ୍ସ କଂଗ୍ରେସକୁ ଟାର୍ଗେଟ କଲେ ଭାଜପା ଏମପି
ନୂଆଦିଲ୍ଲୀ,୨୮।୮: କାରଗିଲ ହିଲ ଡେଭଲପମେଣ୍ଟ କାଉନସିଲ ପାଇଁ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବରରେ ନିର୍ବାଚନ ହେବ। ଏହାକୁ ନେଇ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ରବିବାର ଭାଜପା ଏମପି ଜାମିଆଙ୍ଗ ସେରିଙ୍ଗ ନାମଗ୍ୟାଲ ଜାତୀୟ ସମ୍ମିଳନୀ ତଥା କଂଗ୍ରେସ ମିଳିତ ମଞ୍ଚ ଉପରେ…
ହିମାଚଳ ପ୍ରଦେଶରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ କୌଣସି ଔପଚାରିକ ସ୍ବାଗତ ସମାରୋହ ହେବ ନାହିଁ: ସୁଖୁ ସରକାର
ଶିମଲା,୨୮।୮: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ରବିବାର କହିଛନ୍ତି କି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି କି ଅଫିସିୟାଲ କାର୍ଯ୍ୟକ୍ରମ ସମୟରେ ଗଣମାନ୍ୟ ଲୋକଙ୍କୁ ଶାଲ, ପଗଡି ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସେମାନଙ୍କୁ ସ୍ବାଗତ କରିବାର ପରମ୍ପରା…
ଭୟ: ଏକ ବୈଜ୍ଞାନିକ ବିଶ୍ଳେଷଣ
ଭୟ ମଣିଷର ଏକ ସହଜାତ ପ୍ରବୃତ୍ତି। ଏପରି କୌଣସି ବ୍ୟକ୍ତି ନାହିଁ ଯାହା ମନରେ ଏହା କେବେ ନା କେବେ ସଞ୍ଚରିତ ନ ହୋଇଛି। ସାଧାରଣତଃ ଏହାକୁ ‘ନିରାନନ୍ଦ ଭାବପ୍ରବଣତା’ ବୋଲି ମନେକରାଯାଏ। ତେବେ ବେଳେବେଳେ ଏଥିରୁ ଆମେ ଆନନ୍ଦ ମଧ୍ୟ…
ବିବାହର ୯ ବର୍ଷ ପରେ ପରେ ସ୍ତ୍ରୀଙ୍କଠାରୁ ଅଲଗା ହେବେ ଏହି ଅଭିନେତା
‘ଇସ୍କବାଜ୍’ ଫେମ୍ ଅଭିନେତା ମଲ୍ହାର ପାଣ୍ଡ୍ୟା ବିବାହର ୯ ବର୍ଷ ପରେ ପତ୍ନୀ ପ୍ରିୟା ପଟିଦାରଙ୍କଠାରୁ ଅଲଗା ହେଉଛନ୍ତି। ଡିସେମ୍ବର ୨୦୧୪ରେ ବିବାହ କରିଥିବା ମଲ୍ହାର ଏବଂ ଗାୟିକା ପ୍ରିୟା ଦୀର୍ଘ ଦିନ ହେବ ଅଲଗା ରହୁଥିଲେ। ବର୍ତ୍ତମାନ ବିବାହର ନଅ…
ତମାଖୁରେ ବର୍ଷକୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ
ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ): ଜାତୀୟ ଓ ରାଜ୍ୟସ୍ତରୀୟ ନୀତିରେ ପରିବର୍ତ୍ତନ ଆଣି ତମାଖୁ ସେବନ ହ୍ରାସ କରିବା ଉଦ୍ଦେଶ୍ୟରେ କୋଆଲିଶନ୍ ଫର୍ ଟବାକୋ ଫ୍ରି ଓଡ଼ିଶା ଏବଂ ‘ପିକକ୍’ର ମିଳିତ ଉଦ୍ୟମରେ ଏକ ଜନ ପରାମର୍ଶ କାର୍ଯ୍ୟକ୍ରମ ରବିବାର ଭାରତୀୟ ବିଦ୍ୟାଭବନଠାରେ…
ତାଇଓ୍ବାନର ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହେଲେ ଫକ୍ସକନର ସଂସ୍ଥାପକ ଟେରି ଗୋ, ନିଜେ କଲେ ଘୋଷଣା
ତାଇପେଇ ସିଟି,୨୮।୮: ଫକ୍ସକନ ଟୋକ୍ନୋଲୋଜି ଗ୍ରୁପର ସଂସ୍ଥାପକ ଟେରି ଗୋ ସୋମବାର ଘୋଷଣା କରିଛନ୍ତି କି ସେ ୨୦୨୪ରେ ଏକ ସ୍ବାଧିନ ପ୍ରାର୍ଥୀ ଭାବେ ତାଇଓ୍ବାନର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଜାନୁୟାରୀରେ ତାଇଓ୍ବାନରେ…
ବ୍ରେକ୍ଅପ୍ ଚର୍ଚ୍ଚା ମଧ୍ୟରେ ପୁଣି ଏକାଠି ଅର୍ଜୁନ-ମଲାଇକା
ମଲାଇକା ଆରୋରା-ଅର୍ଜୁନ କପୁରଙ୍କ ମଧ୍ୟରେ ବ୍ରେକଅପକୁ ନେଇ ଆଜିକାଲି ବଲିଉଡରେ ଚର୍ଚ୍ଚା ହେଉଛି। ୬ ବର୍ଷ ଡେଟିଂ ପରେ ଏହି ଯୋଡି ପରସ୍ପରଠାରୁ ଅଲଗା ହୋଇଥିବା ଖବର ଆସିଥିଲା। କିନ୍ତୁ ବର୍ତ୍ତମାନ ଉଭୟ ଏହି ଖବରକୁ ଖଣ୍ଡନ କରିଛନ୍ତି। ନିକଟରେ ମୁମ୍ବାଇର…
ଲାଇଭ ଟେଲିକାଷ୍ଟରେ ଆଙ୍କରଙ୍କୁ ପ୍ରପୋଜ କଲେ ରିପୋର୍ଟର, ଭିଡିଓ ଭାଇରାଲ
ଓ୍ବାଶିଂଟନ,୨୮।୮: ଜଣେ ସାଧାରଣ ନାଗରିକ ନିଜ ଖୁସି ପ୍ରକାଶ କରିବା ପାଇଁ ଯେ କୌଣସି ସୀମାକୁ ଯାଇପାରେ। ଯଦି ପ୍ରେମର କଥା ଉଠିଲା ତେବେ ମଣିଷ ନିଜ ପାର୍ଟନରକୁ ସ୍ପେଶାଲ ଫିଲ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥାଏ। ସେ ନିଜ…
୩୧ରେ ଉତ୍କେଲା ବିମାନବନ୍ଦର ଲୋକାର୍ପଣ
ଭବାନୀପାଟଣା,(ଉତ୍ତମ କୁମାର ଦାଶ)/ ଭୁବନେଶ୍ୱର,୨୮।୮(ଅସମାପିକା ସାହୁ): ରାଜ୍ୟ ବିମାନ ସେବାରେ ଯୋଡ଼ିହେବ ନୂଆ ଅଧ୍ୟାୟ। କଳାହାଣ୍ଡି ଉତ୍କେଲାରୁ ଉଡ଼ିବ ବିମାନ। ଆଉ ୩ଦିନ ପରେ କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ। ୩୧ ତାରିଖରେ ଲୋକାର୍ପଣ ହେବ ଜିଲାର ପ୍ରଥମ…
Archives


