Home Left

ୟୁରୋପ ଗସ୍ତରେ ଯିବେ ରାହୁଲ

ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବର ପ୍ରଥମ ସପ୍ତାହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁରୋପର ପାଞ୍ଚ ଦିନିଆ ଯାତ୍ରା କରିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀ ତାଙ୍କର ବିଦେଶ ଗସ୍ତ ସମୟରେ ବେଲଜିୟମରେ ୟୁରୋପୀୟ କମିଶନ ସାଂସଦଙ୍କୁ ଭେଟିବେ। ଏଥି ସହିତ…

ହୋଟେଲରେ ଛକିଥିଲା ମୃତ୍ୟୁ

ଭୁଜ୍‌,୨୮ା୮: ପ୍ରବାସୀ ଭାରତୀୟ କିଷନ ହାଲାଇ ଓ ତାଙ୍କର ୨୫ ବର୍ଷୀୟା ଭାବୀ ସ୍ତ୍ରୀ ରୁପାଲ ଭେକରିଆ ରବିବାର ମୁମ୍ବାଇରୁ ବିମାନ ଯୋଗେ ନାଇରୋବି ଯିବାର ଥିଲା। ହେଲେ ଭାଗ୍ୟ କିଛି ଅଲଗା ଚାହୁଁଥିଲା। ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନ ଛାଡ଼ିବା ସମୟରେ…

ସେପ୍ଟେମ୍ବର ୨୮ରେ ପ୍ରଭାସଙ୍କ ‘ସାଲାର’

ମୁମ୍ବାଇ: ସାଉଥ୍‌ ଅଭିନେତା ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ପରେ ଏବେ ତାଙ୍କୁ ପ୍ରଶାନ୍ତ ନିଲଙ୍କ ନିର୍ଦ୍ଦେଶିତ ସିନେମା ‘ସାଲାର’ରେ ଦେଖିବାକୁ ମିଳିବେ। ମୁଭି ସେପ୍ଟେମ୍ବର ୨୮ରେ ରିଲିଜ୍‌ ହେବାକୁ ଯାଉଛି। ରିଲିଜ୍‌ ପୂର୍ବରୁ ବକ୍ସ ଅଫିସରେ ୪୦୦ ହଜାର ଡଲାର ରୋଜଗାର…

ନାବାଳିକାଙ୍କୁ ଅସଦାଚଣ,ଜଣେ ଗିରଫ

ଭୁବନେଶ୍ୱର,୨୮।୮ (ସୂର୍ଯ୍ୟକାନ୍ତ ବେହେରା) ଘରେ ଭିତରେ ବଳପୂର୍ବକ ପଶି ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ କଟକ ଜିଲାର ଜୟରାମ ବେହେରା (୪୩) ।…

ଯୁକ୍ତ୩ ନାମଲେଖା ଶେଷ

ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ) :  ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ(ୟୁଜି) ଚତୁର୍ଥ ପର୍ଯ୍ୟାୟ ନାମଲେଖା ସୋମବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୩୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ ଲେଖାଇଥିବା ଜଣାପଡିଥିଲେ ମଧ୍ୟ ମୋଟ କେତେ ସଂଖ୍ୟକ ଛାତ୍ରୀଛାତ୍ର ନାମଲେଖାଇଲେ ତାହା…

ଘର ଭାଙ୍ଗିଲା ହାତୀ

ମୋରଡ଼ା,୨୮ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କମାରଡିହା ପଞ୍ଚାୟତର ପାଞ୍ଚମାଣିଆ ଗ୍ରାମରେ ସୋମବାର ଭୋର ସମୟରେ ହାତୀ ପଶି ୨ ଜଣଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି…

ଗଞ୍ଜେଇ ଜବତ, ଜଣେ ଗିରଫ

ଚାନ୍ଦବାଲି,୨୮।୮(କିଶାନ ପାତ୍ର): ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ନିରୀକ୍ଷକ ଦିଲୀପ କୁମାର ନାୟକଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଚାନ୍ଦବାଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିଳାଷ ପାଲଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌…

ଓଲଟିଲା ଚିପ୍ସ ବୋଝେଇ ହାଇୱା

ନାକଟିଦେଉଳ,୨୮ା୮(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ବ୍ଲକ ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥର ଚମ୍ପାଳି ପୋଲ ନିକଟ ହାତୀମରାଠାରେ ରାସ୍ତା ମଝିରେ ଏକ ଚିପ୍ସ ବୋଝେଇ ହାଇୱା (ଓଡି୧୫ଡବ୍ଲ୍ୟୁ-୭୫୨୩) ଓଲଟି ପଡ଼ିଛି। ହାଇଓ୍ବା ରେଢ଼ାଖୋଲରୁ ନାକଟିଦେଉଳ ଆସୁଥିବା ବେଳେ ହାତୀମରା ବୁଲାଣି ରାସ୍ତାରେ ଆଗଚକ…

ପୂର୍ବ ଶତ୍ରୁତାରୁ ହତ୍ୟା

କୁଳିଅଣା,୨୮ା୮(ଆଦିକନ୍ଦ ସାହୁ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଢିପାସାହିରେ ପୂର୍ବ ଶତ୍ରୁତାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ ପରେ ସୋମବାର କୋର୍ଟଚାଲାଣ କରିଛି। ମୃତକ ହେଲେ ଅଜିତ କୁମାର…

ବାଂଲାଦେଶ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ,୨୮ା୮: ଓମାନର ସାଲାହାଠାରେ ବାଂଲାଦେଶ ବିପକ୍ଷ ଏସିଆନ ୫ଏସ୍‌ ପୁରୁଷ ହକି ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ଭାରତୀୟ ମଙ୍ଗଳବାର ବାଂଲାଦେଶ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ପ୍ରତିଯୋଗିତାର ଏଲିଟ୍‌ ପୁଲ୍‌’ରେ ଭାରତ ସହ ମାଲେସିଆ, ପାକିସ୍ତାନ, ଜାପାନ, ଓମାନ ଓ ବାଂଲାଦେଶ…

ପଦ୍ମ ଛାଡ଼ି ଶଙ୍ଖ ଧରିଲେ କାଉନ୍‌ସିଲର

ଚାନ୍ଦବାଲି, ୨୮ା୮( କିଶାନ ପାତ୍ର): ଚାନ୍ଦବାଲି ଏନ୍‌ଏସି ୯ ନମ୍ବର ୱାର୍ଡ କାଉନସିଲର ଆନନ୍ଦ ବେହେରା ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗ ଦେଇଛନ୍ତି।  ସେମାନେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ବିଧାୟକ ବ୍ୟୋମକେଶ ରାୟଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।  ଏ…

ଫାଇନାଲରେ ଭାରତ

ସାଲାଲା(ଓମାନ),୨୮ା୮: ଏସିଆନ ୫ଏସ୍‌ ମହିଳା ହକି ଟୁର୍ନାମେଣ୍ଟରେ ଭାରତର ଅଧିନାୟିକା ନବଜୋତ କୌରଙ୍କ ହ୍ୟାଟ୍ରିକ୍‌ ସହାୟତାରେ ୯-୫ ଗୋଲ୍‌ରେ ମାଲେସିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଭାରତ ଆସନ୍ତା ବର୍ଷ ହେବାକୁଥିବା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri