Home Left

ଜୀବିତ ଅଛନ୍ତି ପ୍ରିଗୋଝିନ୍‌, ପୁଟିନ୍‌ଙ୍କଠାରୁ ପ୍ରତିଶୋଧ ନେବା ପାଇଁ କରୁଛନ୍ତି ପ୍ରସ୍ତୁତି!

ମସ୍କୋ,୩୦।୮: ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଝିନ୍‌ଙ୍କ ଦେହାନ୍ତ ହୋଇସାରିଛି। ରୁଷିଆ ନିଜେ ଏହା ନିଶ୍ଚିତ କରିଛନ୍ତି। ମଙ୍ଗଳବାର ରୁଷର ସେଣ୍ଟ ପିଟର୍ସବର୍ଗ ସହରରେ ପ୍ରିଗୋଝିନ୍‌ଙ୍କ ଶେଷକୃତ୍ୟ କରାଯାଇଛି। ତେବେ ସମସ୍ତ ପ୍ରମାଣ ପରେ ମଧ୍ୟ ପ୍ରିଗୋଝିନ୍‌ ଜୀବିତ ଥିବା ନେଇ…

ବିଜେଡି, ଭାଜପା ବିରୋଧରେ ଏକାକୀ ଲଢ଼ିବ କଂଗ୍ରେସ: ଶରତ

ନୂଆପଡ଼ା,୩୦।୮(ମକାରୁ ବେମାଲ): ନୂଆପଡ଼ା ଜିଲା ପଟ୍ଟନାୟକ ଫାର୍ମ ହାଉସଠାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ଜିଲା କଂଗ୍ରେସ୍‌ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ବାଗତ…

ଇସିଆଇ ଟିମ୍‌ ଗସ୍ତକୁ ନେଇ ବଢ଼ିଲା ଆଗୁଆ ନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୩୦ା୮ (ଅନିଲ ଦାସ): ଆଗୁଆ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଏକ ଟିମ୍‌ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୧୩ରେ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି।…

ପ୍ରଣୟଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ନୂଆଦିଲ୍ଲୀ, ୩୦ା୮ (ପି.ଟି.): ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ପାଇବା ପରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଏଚ.ଏସ୍‌. ପ୍ରଣୟ ମଙ୍ଗଳବାର ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି। ୩୧ ବର୍ଷୀୟ କେରଳର…

ଭାରତ, ପାକିସ୍ତାନ ମ୍ୟାଚ୍‌କୁ ନେଇ ଉତ୍କଣ୍ଠା

କଲମ୍ବୋ,୩୦ା୮(ପି.ଟି.): ବହୁ ପ୍ରତୀକ୍ଷିତ ଏସିଆ କପ୍‌ କ୍ରିକେଟ୍‌ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ଏହାକୁ ପ୍ରସ୍ତୁତିର ସିରିଜ୍‌ ଭାବରେ ବିବେଚନା କରାଯାଉଛି। ତେବେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି।…

‘ସମସ୍ତଙ୍କ ପାଇଁ କ୍ରୀଡ଼ା’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର,୩୦।୮(ତପନ ସ୍ବାଇଁ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ମଙ୍ଗଳବାର କିଟ୍‌ ଓ କିସ୍‌ ପକ୍ଷରୁ ସମସ୍ତଙ୍କ ପାଇଁ କ୍ରୀଡ଼ା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଦିଲ୍ଲୀପ ତିର୍କୀ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ପ୍ରତିଷ୍ଠାତା ତଥା ଏମ୍‌ପି…

ସ୍ବସ୍ତି ସିଂଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର, ୩୦।୮(ତପନ ସ୍ବାଇଁ): କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ତଥା ଜାତୀୟ କ୍ରୀଡ଼ା ଦିବସ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସର୍ବୋଚ୍ଚ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ତାରକା ମହିଳା ସାଇକ୍ଲିଷ୍ଟ ସ୍ବସ୍ତି…

ଦେଶର ବିକାଶରେ କ୍ଷୁଦ୍ରଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦେଶର ବିକାଶରେ କ୍ଷୁଦ୍ରଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଜିଡିପିରେ ଏହାର ଯୋଗଦାନ ମଧ୍ୟ ରହିଥାଏ। ଭାରତରେ କ୍ଷୁଦ୍ରଶିଳ୍ପଗୁଡ଼ିକର ମହତ୍ତ୍ୱ ଏବଂ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୩୦ରେ ଜାତୀୟ କ୍ଷୁଦ୍ରଶିଳ୍ପ ଦିବସ ପାଳନ କରାଯାଇଥାଏ। ଭାରତର…

ଅଭିନୟକୁ ଫେରିଲେ ଆମିର

ମୁମ୍ବାଇ: କିଛିଦିନର ବିରତି ପରେ ଅଭିନେତା ଆମିର ଖାନ୍‌ ତାଙ୍କ ପରବର୍ତ୍ତୀ ଫିଲ୍ମ ପାଇଁ କାମ କରିବାକୁ ଆରମ୍ଭ କରିଛନ୍ତି। ଆମିରଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ଫ୍ଲପ ପରେ ସେ ଅଭିନୟରୁ ବିରତି ନେଇଥିଲେ। ସେ ଏହି ଅବକାଶ ସମୟରେ…

ଜନ୍ମର ୪୨ ବର୍ଷ ପରେ ମା’-ପୁଅଙ୍କ ଭେଟ

ସାଣ୍ଟିଆଗୋ: ଜଣେ ମହିଳାଙ୍କ ପିଲା ଜନ୍ମ ହେବାର ୪୨ ବର୍ଷ ପରେ ସେ ଯଦି ତାଙ୍କୁ ପାଆନ୍ତି, ତେବେ ତା’ର ଖୁସି କିଛି ଅଲଗା ପ୍ରକାର ହୋଇଥାଏ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଚିଲିର ଭାଲ୍ଡିଭିଆରେ। ମାରିୟା ନାମକ ମହିଳା…

ମିସ୍‌ ଦିଭା ୟୁନିଭର୍ସ ଚଣ୍ଡିଗଡ଼ର ‘ଶ୍ୱେତା’

ମୁମ୍ବାଇ: ଚଣ୍ଡିଗଡ଼ର ଝିଅ ୨୨ ବର୍ଷୀୟା ଶ୍ୱେତା ଶ୍ରଦ୍ଧା ମିସ୍‌ ଦିଭା ୟୁନିଭର୍ସ ୨୦୨୩ ବ୍ୟୁଟି ପିଜାଣ୍ଟର ବିଜେତା ହୋଇଛନ୍ତି। ରବିବାର ମୁମ୍ବାଇସ୍ଥିତ ଆୟୋଜିତ ଇଭେଣ୍ଟରେ ଶ୍ୱେତା ଏହି ମୁକୁଟ ଜିତିଛନ୍ତି। ଏହି ପ୍ରତିଯୋଗିତା ଗତବର୍ଷ ନଭେମ୍ବରରେ ଏଏଲ୍‌ ସାଲଭାଡରେ ଆୟୋଜିତ…

ଯୋଗୀଙ୍କୁ ରକ୍ତରେ ଚିଠି ଲେଖିଲେ ଛାତ୍ରୀ

ଗାଜିଆବାଦ,୩୦।୮: ଉତ୍ତରପ୍ରଦେଶର ଗାଜିଆାବାଦ ଅଞ୍ଚଳରେ ଥିବା ଏକ ସ୍କୁଲର ଅଧ୍ୟକ୍ଷ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ଅଧ୍ୟକ୍ଷ ଡ. ରାଜୀବ ପାଣ୍ଡେ ଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ତାଙ୍କ ଦପ୍ତରକୁ ଡାକିବା ସହ ମନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri