Home Left

ହରମନପ୍ରୀତଙ୍କ ଉପରେ ରାଗିଗଲେ ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ,୨୬।୭:ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନ୍‌ପ୍ରୀତ କୌରଙ୍କୁ ପରବର୍ତ୍ତୀ ଦୁଇ ଅନ୍ତର୍ଜାତୀୟ ମ୍ୟାଚରୁ ସସ୍‌ପେଣ୍ଡ କରାଯାଇଛି। ଶନିବାର ଢାକାଠାରେ ବାଂଲାଦେଶ ବିପକ୍ଷ ଆଇସିସି ମହିଳା ଚାମ୍ପିୟନଶିପ୍‌ ତୃତୀୟ ମ୍ୟାଚ ବେଳେ ଦୁଇଟି ପୃଥକ୍‌ ପୃଥକ ଘଟଣାରେ ସେ ଅନ୍ତର୍ଜାତୀୟ କ୍ରିକେଟ…

ଧୋଇଗଲା କସପଙ୍କା ପୋଲ ସଂଯୋଗୀକରଣ ରାସ୍ତା: ଯାତାୟତରେ ବାଧାପ୍ରାପ୍ତ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୬।୭(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ଦୁର୍ଗମ ତାମାଙ୍ଗି ଗ୍ରାମକୁ ସଂଯୋଗୀକରଣ କରୁଥିବା କସପଙ୍କାଠାରେ ନବ ନିର୍ମିତ ପୋଲର ସଂଯୋଗୀକରଣ ରାସ୍ତା ଧୋଇହୋଇଯାଇଛି। ଫଳରେ ଉକ୍ତ ରାସ୍ତାଦେଇ ଯାତାୟାତ ଠପ୍‌ ହୋଇଛି। ତାମାଙ୍ଗି ସମେତ କୁମ୍ଭାରିପଦର,…

ପାର୍ଲାମେଣ୍ଟ ଆଗରେ ଏମ୍‌ପି ରାଘବ ଚଢାଙ୍କ ମୁଣ୍ଡକୁ ଖୁମ୍ପିଦେଲା କାଉ: ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୬।୭: ମୌସୁମୀ ଅଧିବେଶନରେ ଭାଗ ନେବାକୁ ପାର୍ଲାମେଣ୍ଟ ଭବନକୁ ଆସୁଥିବାବେଳେ ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କୁ କାଉ ଖୁମ୍ପି ଦେଇଛି। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ…

ତାରକା ଚିହ୍ନିତ ୫୦୦ ଟଙ୍କିଆ ନୋଟ ନକଲି, ଜାଣନ୍ତୁ ସୋସିଆଲ ମିଡ଼ିଆରେ ପ୍ରଚାରିତ ଗୁଜବର ପ୍ରକୃତ ସତ୍ୟ…

ନୂଆଦିଲ୍ଲୀ,୨୬।୭ : ଅନେକ ନୋଟ ଦୈନନ୍ଦିନ କାର୍ଯ୍ୟରେ ଆମ ହାତକୁ ଆସେ ଏବଂ ତା’ପରେ ବଜାରକୁ ଯାଏ। ଯେଉଁଥିରେ ୧୦ ଟଙ୍କାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ଅଛି। ଆମେ ୧୦, ୨୦, ୫୦ ଟଙ୍କିଆ ନୋଟ ପ୍ରତି ଅଧିକ ଧ୍ୟାନ…

ଝିଅ ପ୍ରେମରେ ନ ପଡ଼ିବା ପାଇଁ ଏମିତି କାମ କରୁଥିଲେ ଶ୍ୱେତା ତିଓ୍ବାରୀ

ଟିଭି ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ଶ୍ୱେତା ତିୱାରୀ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନୟରେ ସେ ଯେତିକି ଗମ୍ଭୀର ବ୍ୟକ୍ତିଗତ ଜୀବନରେ ମଧ୍ୟରେ ସେ ସେତିକି ଧୈର୍ଯ୍ୟଶୀଳ। ଝିଅ ପଲକ ଏବଂ ପୁଅ ରେୟାନ୍ସକୁ ମଧ୍ୟ ଶ୍ୱେତା ସିଙ୍ଗଲ୍‌…

 ଗାଡ଼ି ସହ ଜଳିଗଲେ ଚାଳକ 

 ଜମନକିରା,୨୬।୭:(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଢେଇସରା ପେଟ୍ରୋଲ ପମ୍ପ ବୁଲାଣିରେ ବୁଧବାର  ଦୁର୍ଘଟଣା ଘଟିଛି। ଏକ ଲୁହା ପଥର ବୋଝଇ ଟ୍ରକ (ରେଜିଷ୍ଟେଶନ ନଂ ଓଡି ୩୫ଏଫ୍‌ ୯୭୨୩) ସହ…

ଯମଜ ସନ୍ତାନର ମା’ ହେଲେ ଏହି ଅଭିନେତ୍ରୀ

ଟିଭିର ସବୁଠାରୁ ଲୋକପ୍ରିୟ ଦମ୍ପତି ଗୌତମ ରୋଡେ ଏବଂ ପଙ୍ଖୁରୀ ଅୱସ୍ତି ଯମଜ ସନ୍ତାନର ମାତାପିତା ହୋଇଛନ୍ତି। ସୋସିଆଲ ମିଡିଆରେ ଉଭୟ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଯମଜ ସନ୍ତାନ ମଧ୍ୟରେ ଗୋଟିଏ ପୁଅ ଏବଂ ଗୋଟିଏ…

ମାତ୍ର ୧୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୬।୭: ସାଧାରଣତଃ ବୟସ ବୃଦ୍ଧି ଯୋଗୁ ଖେଳାଳି ଅବସର ନେଇଥାନ୍ତି। କିନ୍ତୁ କ୍ୟାରିୟର୍‌ ଆରମ୍ଭରୁ ଯଦି କିଏ ଅବସର ନିଷ୍ପତ୍ତି ନିଏ ତେବେ ଏହା ନିଶ୍ଚିନ୍ତ ଆଶ୍ଚର୍ଯ୍ୟର ବିଷୟ। ପାକିସ୍ତାନର ଜଣେ ମହିଳା କ୍ରିକେଟର୍‌ ଏମିତି ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ…

ବିନା ହେଲମେଟ-ମଦ୍ୟପାନ କରିଥିଲେ ଷ୍ଟାର୍ଟ ହେବନି ବାଇକ୍‌: ଦିବ୍ୟାଙ୍ଗ ଦ୍ୱାଦଶ ଛାତ୍ର ବିକଶିତ କଲେ ନୂଆ ଉଦ୍ଭାବନ…

ସୋନଭଦ୍ର,୨୬।୭ : ସୋନଭଦ୍ରର ଦ୍ୱାଦଶ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଇନ୍ଦ୍ରଶ କୁମାର ଏକ ନିଆରା ଉଦ୍ଭାବନ କରିଛନ୍ତି। ଏହା ହେଉଛି ଏକ ହେଲମେଟ ଯାହା ସଡ଼କ ଦୁର୍ଘଟଣାକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହାକୁ ବାଇକ ସହିତ…

ବିଶ୍ୱକପ୍‌ ଜିତିବା ପରେ ବି ଧୋନୀଙ୍କ ଦରମା ଥିଲା ମାତ୍ର ଏତିକି

ନୂଆଦିଲ୍ଲୀ,୨୬।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତିନି ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ସେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର ତାଲିକାରେ ସ୍ଥାନ ପାଇଛନ୍ତି। ଭାରତ ପାଇଁ ତିନୋଟି ଆଇସିସି ଟ୍ରଫି ଜିତିଥିବା ଧୋନୀ…

କେବଳ ପୁଟିନ୍‌ଙ୍କ ପାଇଁ ନୁହେଁ ବେଲାରୁଷର ରାଷ୍ଟ୍ରପତିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ଓ୍ବାଗନର୍‌ ଗ୍ରୁପ୍‌

ମସ୍କୋ,୨୬।୭: ନିକଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ସେଣ୍ଟ ପିଟର୍ସବର୍ଗରେ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋଙ୍କ ସହ ସାକ୍ଷାତ କରଛନ୍ତି। ଯେଉଁଠାରେ ବେଲାରୁଷର ରାଷ୍ଟ୍ରପତି ପୁଟିନ୍‌ଙ୍କୁ କହିଥିଲେ ଯେ ୱାଗନର୍‌ ଗ୍ରୁପ ଯୁଦ୍ଧବିମାନକୁ ପଡୋଶୀ ପୋଲାଣ୍ଡ ଉପରେ ଆକ୍ରମଣରୁ ନିବୃତ୍ତ କରିବା…

ପଞ୍ଜାବର ପ୍ରସିଦ୍ଧ ଗାୟକ ସୁରିନ୍ଦର ଶିନ୍ଦାଙ୍କ ପରଲୋକ

ମୁମ୍ବାଇ: ପଞ୍ଜାବୀ ସଙ୍ଗୀତ ଶିଳ୍ପରୁ ଖରାପ ଖବର ଆସିଛି। ପ୍ରସିଦ୍ଧ ଗାୟକ ସୁରିନ୍ଦର ଶିନ୍ଦାଙ୍କର ବୁଧବାର ସକାଳେ ଲୁଧିଆନାର ଡିଏମଏଚ ହସ୍ପିଟାଲରେ ୬୪ ବର୍ଷ ବୟସରେ ପରଲୋକ ଘଟିଛି। ସୁରିନ୍ଦର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ, ଏବଂ ମୃତ୍ୟୁ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri