ଏହି ମହିଳାଙ୍କ ରହିଛି ପୁରୁଷଙ୍କ ଭଳି ନିଶ-ଦାଢ଼ି, ଗିନିଜ ରେକର୍ଡରେ ବି ରହିଛି ନାମ…
ମୁହଁରେ ଦାଢ଼ି-ନିଶ ପୁରୁଷପଣକୁ ଜାହିର କରେ। ଆଜିକାଲିର ସମୟରେ ଏହା ଏକପ୍ରକାର ଫ୍ୟାଶନ ପାଲଟିଲାଣି ବୋଲି କହିପାରିବା। ହେଲେ ଆଜି ଆମେ ଏଭଳି ଜଣେ ମହିଳାଙ୍କ ବିଷୟରେ କଥା ହେବା ଯାହାଙ୍କର ପୁଅଙ୍କ ଭଳି ବଡ଼ ନିଶ-ଦାଢ଼ି ରହିଛି। ସେ ହେଉଛନ୍ତି…
କାଠରୁ ଆରମ୍ଭ କରି କାଗଜ ଯାଏ ସବୁକିଛି ଯୋଡେ ଫେଭିକଲ୍, ହେଲେ ନିଜ ବୋତଲରେ କାହିଁକି ଲାଗେନା…
କିଛି ବସ୍ତୁ ଭାଙ୍ଗିଗଲେ, କିଛି ଚିରିଗଲେ କିମ୍ବା କିଛି ଲଗାଇବାର ଥିଲେ ଖୋଜାପଡେ ଫେଭିକଲ୍। ଏହା କାଠରୁ ଆରମ୍ଭ କରି କାଗଜ ପର୍ଯ୍ୟନ୍ତ ସବୁକିଛି ଯୋଡ଼ିଦିଏ। ପ୍ଲାଷ୍ଟିକ୍ ବି ସେଥିରୁ ବାଦ୍ ପଡେନା। ହେଲେ କ’ଣ କେବେ ଫେଭିକଲ୍ ବ୍ୟବହାର ବେଳେ…
ଉତ୍ଥାନ ପଥରେ ଭାରତୀୟ ମହିଳା ହକି
ଇତିହାସର ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ଭାରତୀୟ ମହିଳା ହକି ଦଳର ସଫଳ ଅନ୍ତର୍ଜାତୀୟ ପଦାର୍ପଣ ଆଜକୁ ପ୍ରାୟ ୫୦ବର୍ଷ ପୂର୍ବରୁ ହୋଇଛି। ‘ଓମେନ୍ ଇନ୍ ବ୍ଲୁ’ ନାମରେ ପରିଚିତ ଆମ ମହିଳା ହକି ଦଳ ଅନେକ ଉତ୍ଥାନ ପତନ ଦେଇ…
ଏହି ଗ୍ରହ ହେଉଛି ପୃଥିବୀର ଭଉଣୀ, ସ୍ବଭାବ କିନ୍ତୁ ବିଲ୍କୁଲ ଅଲଗା…
ସୌରମଣ୍ଡଳରେ ଥିବା ଶୁକ୍ର ଏବଂ ପୃଥିବୀ ଗ୍ରହର ଆକାରରେ ବହୁତ ସମାନତା ରହିଛି। ଶୁକ୍ରର ଆକାର, ବ୍ୟାସ,ଘନତ୍ୱ ପୃଥିବୀ ସହ ସମାନ। ଏହା ପୃଥିବୀର ସବୁଠାରୁ ନିକଟତର ଗ୍ରହ। ଏଥିଯୋଗୁ ଶୁକ୍ରକୁ ପୃଥିବୀର ଭଉଣୀ ବୋଲି କୁହାଯାଏ। ଉଭୟଙ୍କ ସ୍ବଭାବ କିନ୍ତୁ…
ଗୋଟିଏ ବିଜ୍ଞାପନ ପାଇଁ ମୋଟା ଅଙ୍କର ଫି’ ନିଅନ୍ତି ବଲିଉଡ୍ର ଏହି ଷ୍ଟାର
ମୁମ୍ବାଇ: ବଲିଉଡ୍ର ଆଗଧାଡ଼ିର କଳାକାରମାନେ ଗୋଟିଏ ଗୋଟିଏ ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଫି’ ନେଇଥାନ୍ତି। ଏହି ଷ୍ଟାରମାନଙ୍କ ମଧ୍ୟରେ ସବୁଠୁ ଅଧିକ ଫି’ ବିଗ୍ ବି’ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲମାନ ଖାନ, ଅମୀର ଖାନ, ଶାହାରୁଖ…
‘ଆମେ କେବଳ ସଂସଦର ଅଧିବେଶନକୁ ଡାକିଛୁ, ବିପକ୍ଷ କାହିଁକି ଏତେ ଭୟଭୀତ’
ନୂଆଦିଲ୍ଲୀ,୧ା୯: କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ବିରୋଧୀଦଳ ସରକାରଙ୍କ ଏହି ପଦକ୍ଷେପକୁ ସମାଲୋଚନା କରି ଏହାକୁ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି। ଏହାର ଜବାବରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ…
ଓ୍ବାନ୍ ନେଶନ, ଓ୍ବାନ୍ ଇଲେକ୍ସନ କମିଟିର ଘୋଷଣା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥଙ୍କୁ ଭେଟିଲେ ନଡ୍ଡା
ନୂଆଦିଲ୍ଲୀ,୧।୯: ଓ୍ବାନ୍ ନେଶନ, ଓ୍ବାନ୍ ଇଲେକ୍ସନକୁ ନେଇ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଓ୍ବାନ୍ ନେଶନ, ଓ୍ବାନ୍ ଇଲେକ୍ସନ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି ଖବର ଆସିବା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୟ ଯୋଗୁ ଏକାଠି ହୋଇଛନ୍ତି ବିପକ୍ଷ ଦଳ:ଏକନାଥ ଶିନ୍ଦେ
ମୁମ୍ବାଇ,୧।୯: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଗୁରୁବାର ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକରେ ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାଜିତ କରିବା ରଣନୀତି ଉପରେ ଆଲୋଚନା ହେଉଛି। ବିରୋଧୀ ମେଣ୍ଟକୁ ନେଇ ନିଜ ମତ ରଖିଛନ୍ତି…
‘ସାରା ବିଶ୍ୱକୁ କେବଳ ଶାହରୁଖ ଦରକାର’
ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ତାଙ୍କର ଆଗାମୀ ଫିଲ୍ମ ‘ଯବାନ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଶାହାରୁଖଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଗଷ୍ଟ ୩୧ରେ ‘ଯବାନ’ର ଟ୍ରେଲର ମୁକ୍ତିଲାଭ କରିଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।…
ଆମେରିକାରେ ଭାରତୀୟ ବଂଶୋଭବ କରିଛନ୍ତି ୮୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଘୋଟାଲା, ୭ ହଜାର ଲୋକ ଦେଇଛନ୍ତି ଠକେଇ ମାମଲା
ଓ୍ବାଶିଂଟନ,୧ା୯: ଆମେରିକାର ନ୍ୟୁ ଜର୍ସିରେ ଜଣେ ଭାରତୀୟ ବଂଶୋଭବଙ୍କୁ ୭ ହଜାରରୁ ଅଧିକ ଲୋକଙ୍କୁ ଠକିବା ସହ ପ୍ରାୟ ୧୩ ମିଲିୟନ ଆମେରିକୀୟ ଡଲାର ଠକେଇ କରିଥିବା ବୈଷୟିକ ସହାୟତା କମ୍ପାନୀର ସ୍କାମରେ ସମ୍ପୃକ୍ତ ଥିବାରୁ ଗିରଫ କରାଯାଇଛି। ଏନେଇ ଜଣେ…
ଗୋଟିଏ ଦିନରେ ଜନ୍ମ ହୋଇଛନ୍ତି ପୂରା ପରିବାର, ସାଥୀ ହୋଇ ପାଳନ୍ତି ଜନ୍ମଦିନ
କୁହାଯାଏ, ଜନ୍ମ ଏବଂ ମୃତ୍ୟୁ ମଣିଷ ହାତରେ ନ ଥାଏ। ଯାହା କେବଳ ଭଗବାନ ସ୍ଥିର କରନ୍ତି। କିଏ କେଉଁଦିନ ଜନ୍ମ ହେବ ଏବଂ କେଉଁଦିନ ଏହି ଦୁନିଆ ଛାଡ଼ିବ ତାହା ଭଗବାନଙ୍କ ଦ୍ୱାରା ଯୋଜନା କରାଯାଇଛି। ମୃତ୍ୟୁରେ ଲୋକେ ଭୟଭୀତ…
‘ଇଣ୍ଡିଆ’ବୈଠକରେ ଚନ୍ଦ୍ରୟାନ -୩, ସୂର୍ଯ୍ୟ ମିଶନକୁ ନେଇ ପାରିତ ହେଲା ପ୍ରସ୍ତାବ
ମୁମ୍ବାଇ,୧।୯: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହେଉଛନ୍ତି। ଏହି କ୍ରମରେ ମୁମ୍ବାଇରେ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ବୈଠକ ଅନୁଷ୍ଠିତ ହେଉଛି। ଆଜି ବୈଠକର ଦ୍ୱିତୀୟ ଦିନ। ବୈଠକ ସମୟରେ ଚନ୍ଦ୍ରୟାନ…
Archives


