୪୮୦ ଅଫିସରଙ୍କ ବଦଳି ବାତିଲ କଲେ ବିହାର ମୁଖ୍ୟମନ୍ତ୍ରୀ, ଆଭିମୁଖ୍ୟକୁ ନେଇ ବଢ଼ୁଛି ଚର୍ଚ୍ଚା
ପାଟନା,୨୬।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ରାଜ୍ୟ ଶାସନ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ରାଜ୍ୟସ୍ବ ଏବଂ ଜମି ସଂସ୍କାର ବିଭାଗରେ ହୋଇଥିବା ୪୮୦ ବଦଳିକୁ ବାତିଲ କରି ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ତେବେ…
କେନ୍ଦ୍ର ମନ୍ତ୍ରୀଙ୍କୁ ବ୍ଲାକମେଲ୍ କରିବା ଉଦ୍ୟମ, ୨ଜଣଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ
ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସେକ୍ସଟୋର୍ସନ୍ କଲ କରି ବ୍ଲାକମେଲ୍ କରିବାକୁ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ଏନେଇ ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରାଯିବା ପରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ଖାଦ୍ୟ ପ୍ରକ୍ରିୟାକରଣ…
ପରିବହନକୁ ନେଇ ଯୋଡ଼ା ଟ୍ରକ୍ ମାଲିକ ସଂଘକୁ କେନ୍ଦ୍ରର ଚିଠି
ଯୋଡ଼ା,୨୬।୭(ମାନସ ମହାନ୍ତି) କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନରେ ଥିବା ଏକାଧିକ ଖଣିରୁ ଖଣିଜ ପରିବହନ ଟ୍ରକ୍ ଜରିଆରେ ହୋଇଥାଏ। ଅଞ୍ଚଳରେ ବଡ଼ବିଲ, ଯୋଡା, କାଳିମାଟି, ଗୁଆଲି, ଭଦ୍ରାସାହି ସମେତ କେନ୍ଦୁଝରରେ ମଧ୍ୟ ଟ୍ରକ୍ ମାଲିକ ମାନଙ୍କର ସଂଘ ରହିଛି।…
ଷ୍ଟମ୍ପ ଭାଙ୍ଗି ଅମ୍ପାୟାରଙ୍କ ସହ କଥା କଟାକଟି…ଭାରତୀୟ ଅଧିନାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆଇସିସି
ନୂଆଦିଲ୍ଲୀ,୨୬।୭: ନିକଟରେ ଭାରତୀୟ ମହିଳା କ୍ରିକେଟ ଟିମ୍ ବାଲାଂଦେଶ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜ ଯେତିକି ରୋମାଞ୍ଚକର ଥିଲା ସେତିକି ଥିଲା ବିବାଦୀୟ। ସିରିଜର ପ୍ରଥମ ଦୁଇ ମ୍ୟାଚ୍ରେ ଦଳଦ୍ୱୟ ୧-୧ ମ୍ୟାଚ୍ ଜିତିଥିଲେ।…
ବର୍ଷାରେ ପୁଣି ବେହାଲ ରାଜଧାନୀ; ନୋଏଡାର ସମସ୍ତ ସ୍କୁଲ ଛୁଟି ଘୋଷଣା
ନୂଆଦିଲ୍ଲୀ,୨୬।୭: କିଛି ଦିନର ବ୍ୟବଧାନରେ ପୁଣି ଦିଲ୍ଲୀ-ଏନ୍ସିଆର୍କୁ ଫେରିଛି ବର୍ଷା। ବୁଧବାର ସକାଳୁ ପ୍ରବଳ ବର୍ଷା ଲାଗି ରହିଥିବାରୁ ନର୍ସରୀଠାରୁ ଆରମ୍ଭ କରି ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଇ ନୋଏଡା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।…
ଯୁବରାଜଙ୍କ ମା’ଙ୍କୁ ବ୍ଲାକ୍ମେଲ କରି ମାଗିଥିଲେ ୪୦ ଲକ୍ଷ, ମହିଳାଙ୍କୁ ବାନ୍ଧିଲା ପୋଲିସ
ନୂଆଦିଲ୍ଲୀ,୨୬।୭: ଭାରତୀୟ ଟିମ୍ର ପୂର୍ବତନ ତାରକା ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କ ମା’ ଶବନମ ସିଂହଙ୍କୁ ଧମକ ଦେବା ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ମହିଳାଜଣଙ୍କ ତାଙ୍କୁ ମିଥ୍ୟା କେସ୍ରେ ଫସାଇଦେବାକୁ ଧମକ…
ଶ୍ରେଣୀଗୃହରେ ପାଟି କରିବାରୁ ପିଲାଙ୍କୁ ମାଡ଼
ବେତନଟୀ,୨୬।୭(ଧରଣୀଧର ମହାନ୍ତି): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଆମ୍ବଯୋଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ପାଟି କରିବାରୁ ସୋମବାର ଜଣେ ଶିକ୍ଷୟିତ୍ରୀ ୫ଛାତ୍ରୀଛାତ୍ରଙ୍କୁ ଏକ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକ ତଥା ଗ୍ରାମବାସୀ…
ଖାଦ୍ୟ ସୁରକ୍ଷା ଯୋଜନାରୁ ମୃତକଙ୍କ ନାଁ କାଟିବାକୁ ନିର୍ଦ୍ଦେଶ
କେନ୍ଦୁଝର,୨୬।୭(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନିକାନ୍ତ ସାହୁ ମଙ୍ଗଳବାର କେନ୍ଦୁଝର ଜିଲା ଦିନିକିଆ ଗସ୍ତ କରିଛନ୍ତି। ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଓ ଜିଲା…
ମାସେ ପରେ ଅବସର ନେଇଥାନ୍ତେ, ନିଲମ୍ବନ ହେଲେ
ବାସୁଦେବପୁର, ୨୬।୭ (ନାରାୟଣ ପ୍ରସାଦ ବାରିକ): ମାସେ ପରେ ଅବସର ନେଇଥାନ୍ତେ ଶିକ୍ଷକ। କିନ୍ତୁ ଏହା ପୂର୍ବରୁ ଚାକିରି ପାଇଁ ଦେଇଥିବା ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିବାରୁ ନିଲମ୍ବିତ ହୋଇଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୁଆଗଡ଼ିଆ ପଞ୍ଚାୟତ ବୀଣାପଦାସ୍ଥିତ…
ଉପ ବାଚସ୍ପତିଙ୍କ ଘର ଆଗରେ ଖଣ୍ଡା ବୁଲାଇ ଆତଙ୍କ
ଅନୁଗୋଳ,୨୬।୭(ଅମିତ କୁମାର ସାମଲ): ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ମଙ୍ଗଳବାର ୨ ଜଣ ଯୁବକ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି। ସେମାନେ ଖଣ୍ଡା ବୁଲାଇବା ସହ ଗାଳିଗୁଲଜ କରିଥିବା ଅଭିଯୋଗରେ…
୪ ମାସ ମଧ୍ୟରେ ୨ ଥର ପାଇଁ ଆମେରିକା ଡ୍ରୋନକୁ ଟାର୍ଗେଟ କଲା ରୁଷିଆ ବାୟୁସେନା
ଓ୍ବାଶିଂଟନ,୨୬।୭: ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି କ୍ରମରେ ରୁଷିଆର ଏକ ଯୁଦ୍ଧ ବିମାନ ସିରିଆ ଉପରେ ଆମେରିକାର ଡ୍ରୋନ ନିକଟରେ ବିପଜ୍ଜନକ ଭାବରେ ଉଡାଣ ଭରିଛି ଏବଂ ଏହାର ପ୍ରୋପୋଲରକୁ କ୍ଷତି ପହଞ୍ଚାଇଛି। ଆମେରିକା ସେନା…
ନାବାଳିକା ଝିଅଙ୍କୁ ତଣ୍ଟି ଚିପି ହତ୍ୟା କଲା ବାପା
ନୂଆପଡ଼ା,୨୫।୭(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବଳିପଡିଲେ ନାବାଳିକା ଝିଅ। ନିଜ ୧୩ ବର୍ଷର ଝିଅ ଜ୍ୟୋତି ମାଝିଙ୍କୁ ତଣ୍ଟି ଚିପି ହତ୍ୟା କରିଛି ବାପା।…
Archives


