Home Left

ବର୍ଷା ଅଭାବ, ଚାଷ ସ୍ଥିତି ସଙ୍ଗିନ

ପଦ୍ମପୁର,୧।୯(ପ୍ରଦୀପ୍ତ ଦାଶ): ଶ୍ରାବଣ ମାସ ସରିଗଲା। ମାତ୍ର ଯେତିକି ବର୍ଷା ହେବା କଥା ତାହା ହେଲାନାହିଁ। ଅଗଷ୍ଟ ମାସରେ ପଦ୍ମପୁର ଉପଖଣ୍ଡରେ ୩୭୪ ମିମି ବର୍ଷା ହେବା କଥା। ମାତ୍ର ୨୩୧ ମିମି ବର୍ଷା ରେକର୍ଡ ହୋଇଛି। ଏହି ମାସରେ ମାତ୍ର…

ରାସ୍ତା ଶୋଚନୀୟ: ଯାତାୟାତ ବାଧାପ୍ରାପ୍ତ

ଅମରପାଲି,୧ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲିଠାରୁ ବୁରୋଘାଟକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ପିଚୁ ଉଠିଯିବା ସହ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଯାଇଛି। ଫଳରେ ଯାତାୟାତ…

କେନ୍ଦ୍ରମନ୍ତ୍ରୀ ପୁଅଙ୍କ ପିସ୍ତଲରୁ ବାଜିଲା ଗୁଳି: ଜଣେ ମୃତ

ଲକ୍ଷ୍ନୌ,୧।୯: ଲକ୍ଷ୍ନୌର ଡୁବାଗାରେ କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବିନୟ ଶ୍ରୀବାସ୍ତବ ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲା ଠାକୁରଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳର…

ମହାନଦୀ ଉପରେ ନିର୍ମାଣ ହେବ ସୁଉଚ୍ଚ ସେତୁ

ସୋନପୁର,୧।୯(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାବାସୀଙ୍କ ପାଇଁ ଖୁସି ଖବର। ବୌଦ୍ଧ ଜିଲାର ବାଉଁଶୁଣୀରୁ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁରକୁ ମହାନଦୀ ଉପରେ ନିର୍ମାଣ ହେବ ହାଇ ଲେବୁଲ(ସୁ ଉଚ୍ଚ) ସେତୁ। ସୋନପୁର ନିକଟସ୍ଥ ମହାନଦୀ ସେତୁଠାରୁ ବୀରମହାରାଜପୁରରେ ପ୍ରସ୍ତାବିତ ସେତୁର…

ପାଣି ଅଭାବରୁ ଚାଷ ଜମି ଫାଟି ଆଁ

ଭବାନୀପାଟଣା,୧।୯(ଉତ୍ତମ କୁମାର ଦାଶ): ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଛି। ଯେଉଁ ଜମିରେ ପ୍ରତିବର୍ଷ ଭଲ ଫସଲ ହେଉଥିଲା, ସେଠାରେ ଏବର୍ଷ ଗଜା ମରୁଡିର ଆଶଙ୍କା ଦେଖାଦେଇଛି। ବିଲରେ ତଳି ଶୁଖି ନଷ୍ଟ ହେବାକୁ ବସିଥିବା ବେଳେ ବଞ୍ଚାଇ…

‘ଇଣ୍ଡିଆ’ର ବୈଠକ ପରେ ଆସିଲା ଅଖିଳେଶଙ୍କ ପ୍ରଥମ ପ୍ରତିକ୍ରିୟା

ମୁମ୍ବାଇ,୧।୯: ଆଗାମୀ ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଏନଡିଏକୁ ପରାସ୍ତ କରିବାକୁ ଦେଶର ୨୬ଟି ବଡ ଦଳ ଏକଜୁଟ ହୋଇ ମେଣ୍ଟ ଗଠନ କରିଛନ୍ତି। ଯାହାର ନାମ ‘ଇଣ୍ଡିଆ’ରଖାଯାଇଛି । ଗୁରୁବାର ଠାରୁ ମହାରାଷ୍ଟ୍ରର ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ଦୁଇ…

୨ ଖଲିସ୍ତାନୀ ସମର୍ଥକ ଗିରଫ

ନୂଆଦିଲ୍ଲୀ,୧।୯: ଦିଲ୍ଲୀର ପାଞ୍ଚଟି ମେଟ୍ରୋ ଷ୍ଟେଶନରେ ଜାତୀୟ ବିରୋଧୀ ସ୍ଲୋଗାନ ଲେଖିବା ପାଇଁ ପଞ୍ଜାବର ଦୁଇଜଣ ଖଲିସ୍ତାନୀ ସମର୍ଥକଙ୍କୁ ପୋଲିସ ସ୍ପେଶାଲ ସେଲ ଗିରଫ କରିଛି। ଗିରଫ ପ୍ରୀତପାଲ ସିଂ ଏବଂ ରାଜବିନ୍ଦର ସିଂ ଶିଖ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ) ନିୟନ୍ତ୍ରକ…

ଚାଇନା-ପାକିସ୍ତାନ ସୀମାରେ ମେଗା ସମରାଭ୍ୟାସ ଆୟୋଜନ କରିବ ବାୟୁସେନା

ନୂଆଦିଲ୍ଲୀ,୧।୮: ଚାଇନା ଏବଂ ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ମେଗା ସମରାଭ୍ୟାସ ଆୟୋଜନ କରିବ। ବାୟୁସେନା ସମରାଭ୍ୟାସ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ, ଯାହାକି ୧୧ ଦିନ ଧରି ଚାଲିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ବାୟୁସେନାର ୱେଷ୍ଟର୍ଣ୍ଣ କମାଣ୍ଡ ଏହି…

କେନ୍ଦୁପତ୍ର ଶ୍ରମିକ ପରିବାର ପିଲା ପାଇବେ ଛାତ୍ରବୃତ୍ତି

ସମ୍ବଲପୁର,୧ା୯(ଶୁଭାଶିଷ ପାଢ଼ୀ): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଦାବି ମାନି ନେଇଛନ୍ତି ରାଜ୍ୟ ସରକାର। ଉଚ୍ଚସ୍ତରୀୟ ବୈଠକରେ ଛାତ୍ରବୃତ୍ତି ପାଇବା କ୍ଷେତ୍ରରେ ଛାତ୍ରୀଛାତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା ହେବା ସହ ଶୀଘ୍ର ବୃତ୍ତି ଟଙ୍କା ଦିଆଯିବାକୁ ସ୍ଥିର…

ଅଭାବରେ ଚାଲିଛି ଅଗ୍ନିଶମ ସେବା

ରାଉରକେଲା,୧।୯(ସଙ୍ଗୀତା ଜେନା): ଝଡ଼ବତାସ, ଅଗ୍ନିକାଣ୍ଡ, ଜଙ୍ଗଲ ନିଆଁ, ବନ୍ୟା ଓ ଅନ୍ୟ ଆପାତକାଳୀନ ପରିସ୍ଥିତିରେ ଅଗ୍ନିଶମ ବା ଦମକଳ ବାହିନୀଙ୍କୁ ଖୋଜାପଡେ। ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ କରିବା ସହ ପରିସ୍ଥିତିକୁ ଆୟତ୍ତ କରିଥାନ୍ତି। ଏପରିକି ଦମକଳ ବାହିନୀ…

ବର୍ଷା ନାହିଁ, ଚାଷଜମି ଶୁଖିଲାଣି

ବରଗଡ଼/ଝାରବନ୍ଧ,୧।୯(ପ୍ରେମାନନ୍ଦ ଖମାରୀ/ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଅଭାବିବିକ୍ରୀ ଯୋଗୁ ଚାଷୀଙ୍କୁ ବିକ୍ରିଧାନର ଉଚିତ୍‌ ମୂଲ୍ୟ ମିଳିପାରୁ ନାହିଁ ତ ଆଉକେବେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଜିଲାରେ ମରୁଡ଼ି ସ୍ଥିତି ଉପୁଜିବାରେ ଲାଗିଛି। ରାଜ୍ୟର ଭାତହାଣ୍ଡି…

ସୁରକ୍ଷାକର୍ମୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ: ୯ ମୃତ

ଇସଲାମାବାଦ୍‌,୧।୮: ଉତ୍ତର ପଶ୍ଚିମ ପାକିସ୍ତାନର ଏକ ସୁରକ୍ଷା କନଭେନ ଉପରେ ଆତ୍ମଘାତୀ ଆକ୍ରମଣରେ ୯ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଜଣେ ମୋଟରସାଇକେଲ ଯୋଗେ ଆତ୍ମଘାତୀ ବିସ୍ଫୋରଣକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri