ପଞ୍ଜାବ କଂଗ୍ରେସର ବିଦ୍ରୋହ ମଧ୍ୟରେ ବଦଳିଲା ନବଜୋତ ସିଦ୍ଧୁଙ୍କ ସ୍ବର, ଏଏପି ସହିତ ମେଣ୍ଟ ଉପରେ ଦେଲେ ବଡ ବୟାନ
ଚଣ୍ଡିଗଡ,୬।୯: କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଦିଲ୍ଲୀ ଭଳି ପଞ୍ଜାବର ନେତାମାନେ ମଧ୍ୟ ବିଦ୍ରୋହୀ ମନୋଭାବରେ ଅଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପଞ୍ଜାବ କଂଗ୍ରେସ ନେତାମାନେ ଆମ ଆଦମୀ ପାର୍ଟି ସହ…
ଏ ବର୍ଷ ୭ ସ୍ଥାନରେ ଇକୋ ରିଟ୍ରିଟ୍
ଭୁବନେଶ୍ୱର,୬।୯(ଶର୍ମିଷ୍ଠା ପାଣିଗ୍ରାହୀ): ଚଳିତ ବର୍ଷ ରାଜ୍ୟର ୫ ସ୍ଥାନରେ ଇକୋ ରିଟ୍ରିଟ୍ ହେବ। ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଇକୋ ରିଟ୍ରିଟ୍ର ପଞ୍ଚମ ସଂସ୍କରଣ ପାଇଁ ବାର୍ଷିକ କ୍ୟାମ୍ପେନ୍ ଖୁବ୍ଶୀଘ୍ର ଆରମ୍ଭ କରିବାକୁ ଯାଉଛି। କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ,…
ଜି-୨୦: ଦିଲ୍ଲୀର ଡାକ୍ତର, ପାରାମେଡିକାଲ ଅଫିସର ୩ଟି ସିପ୍ଟରେ କରିବେ କାମ
ନୂଆଦିଲ୍ଲୀ,୬।୯: ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ମଙ୍ଗଳବାର ଦିଲ୍ଲୀ ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ମନ୍ତ୍ରୀ ସୌରଭ ଭରଦ୍ୱାଜ ସମସ୍ତ ଡାକ୍ତର ଏବଂ…
ମଣିପୁରର ୫ ଜିଲାରେ କର୍ଫ୍ୟୁ, କଂଗ୍ରେସ କହିଲା ଫେଲ୍ ହୋଇଗଲେ ଡବଲ ଇଞ୍ଜିନ ସରକାର
ନୂଆଦିଲ୍ଲୀ,୬।୯: ଜାତୀୟ ରାଜଧାନୀ ଦିଲ୍ଲୀରେ ଜି -୨୦ ବୈଠକକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗୁରୁବାର ଠାରୁ ତିନି ଦିନିଆ ଶିଖର ସମ୍ମିଳନୀ ପାଇଁ ବିଦେଶୀ ଅତିଥିମାନେ ଦେଶରେ ପହଞ୍ଚିବା ଆରମ୍ଭ କରିବେ। ଏହି ସମୟରେ ଦେଶର ଉତ୍ତର-ପୂର୍ବ ରାଜ୍ୟ…
ବିଭିନ୍ନ ଆର୍ଟିଓ ଅଧୀନରେ ଖୋଲିବ ୫୪ କ୍ୟାମ୍ପ ଅଫିସ୍
ଭୁବନେଶ୍ୱର, ୬।୯(ସୁନିତ୍ ମିଶ୍ର): : ରାଜ୍ୟର ବିଭିନ୍ନ ଜିଲା ମୁଖ୍ୟାଳୟରେ ଆର୍ଟିଓ(ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ) ଥିଲେ ମଧ୍ୟ ଲୋକଙ୍କ ସୁବିଧା ଦୃଷ୍ଟିରୁ ରାଜ୍ୟ ସରକାର ଆଉ ୫୪ ସ୍ଥାନରେ କ୍ୟାମ୍ପ ଅଫିସ(ଆର୍ଟିଓ) ଖୋଲିବାକୁ ଅନୁମତି ଦେଇଛନ୍ତି। ଏହି କ୍ୟାମ୍ପ ଅଫିସ୍ଗୁଡ଼ିକ ସମ୍ପୃକ୍ତ…
ସିଡିସି ନିୟମ ପାଳନ କରି ଜି-୨୦ ସମ୍ମିଳନୀରେ ଯୋଗ ଦେବେ ବାଇଡେନ
ଓ୍ବାଶିଂଟନ,୬।୯: ଜି -୨୦ ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦିଲ୍ଲୀରେ ପ୍ରସ୍ତୁତି ଶେଷ ହୋଇଛି। ଏଥି ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନେକ ଦେଶର ନେତା ଏହି ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି।…
ସୁପର ଫୋର୍ ପାଇଁ ପ୍ଲେ-୧୧ ଘୋଷଣା କଲା ପାକିସ୍ତାନ
ଇସଲାମାବଦ,୬।୯: ଆଜିଠାରୁ ଏସିଆ କପରେ ସୁପର ଫୋର୍ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର ଫୋର୍ରେ ସ୍ଥାନ ପାଇଛନ୍ତି। ଆଜି ଲାହୋରରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସୁପର -୪ ର ପ୍ରଥମ ମ୍ୟାଚ ଖେଳାଯିବ।…
ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ
ସିଡ଼ନୀ,୬।୯: ବର୍ତ୍ତମାନ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍କୁ ଏକ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ମେଗା ଇଭେଣ୍ଟ ପାଇଁ ଏହାର ୧୫ ଖେଳାଳିଙ୍କ ନାମ ଘୋଷଣା କରିଛି। ଅଷ୍ଟ୍ରେଲିଆ ପାଖରେ ୨୭ସେପ୍ଟେମ୍ବର ପର୍ଯ୍ୟନ୍ତ…
ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୬।୯(ଅନିଲ ଦାସ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲାର କେତେକ ସ୍ଥାନରେ ଅତି ପ୍ରବଳ…
୧୭୦ ସଶସ୍ତ୍ର ପୁନରୁଦ୍ଧାର ଯାନ କିଣିବ ଭାରତୀୟ ସେନା
ନୂଆଦିଲ୍ଲୀ,୬।୯: ଭାରତୀୟ ସେନା ଏହାର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ୧୭୦ ସଶସ୍ତ୍ର ପୁନରୁଦ୍ଧାର ଯାନ (ଏଆରଭି) କ୍ରୟର ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ କରିଛି। ସୂଚନା ପ୍ରଦାନ କରି ଅଧିକାରୀମାନେ କହିଛନ୍ତି ଯେ, ‘ମେକ ଇନ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭରଶୀଳ ଭାରତ’ ପଦକ୍ଷେପ…
ପ୍ରଧାନମନ୍ତ୍ରୀ କିଶିଦାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ
ଟୋକିଓ,୬।୯: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ହୋଇଥିବା ଆକ୍ରମଣରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୁଧବାର ଜାପାନର ଓକିଲମାନେ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ହୋଇଥିବା ବିସ୍ଫୋରକ ଆକ୍ରମଣ ଘଟଣାରେ ୨୪ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ହତ୍ୟା…
ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯିବେ କେନ୍ଦୁଝରର ୫ ମେଧାବୀ
କେନ୍ଦୁଝର, ୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା ୫ ମେଧାବୀ ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯିବେ। ସେମାନେ ବିଶ୍ୱର ସୁନାମଧନ୍ୟ ଶିକ୍ଷା ପ୍ରତିଷ୍ଠାନ କର୍ଟିନ ବିଶ୍ୱବିଦ୍ୟାଳୟ…
Archives


