‘ପ୍ରଥମେ ମଣିପୁର ଯାଆନ୍ତୁ, ତା’ ପରେ ଆମ ସହ ଲଢନ୍ତୁ’,ଭାଜପାର ବୟାନକୁ ନେଇ ଜବାବ ରଖିଲେ ଅଧିର ରଞ୍ଜନ
ନୂଆଦିଲ୍ଲୀ,୩୧।୭: ଲୋକ ସଭାରେ ବିରୋଧୀ ନେତା ଅଧିର ରଞ୍ଜନ ଚୌଧୁରୀ ସୋମବାର ମଣିପୁର ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତାମାନେ ଦେଇଥିବା ବୟାନ ଉପରେ ଜବାବ ରଖିଛନ୍ତି। ସେ କହିଛନ୍ତି ଆମେମାନେ ତ ଏମପିଙ୍କ ପ୍ରତିନିଧି ମଣ୍ଡଳକୁ ନେଇ ମଣିପୁର…
ସରକାରୀ ନିର୍ଦ୍ଦେଶନାମାକୁ ଫୁ
ସୋନପୁର,୩୧।୭(ମୃତ୍ୟୁଞ୍ଜୟ ଶତପଥୀ): ସ୍କୁଲ ପିଲାଙ୍କ ଉପରେ ବହି, ଖାତା ବୋଝ ଲଦି ଦିଆଯାଉଛି। କୋମଳମତି ଛାତ୍ରୀଛାତ୍ର ମାନେ ବାଧ୍ୟ ହୋଇ ଅଧିକ ଓଜନର ସ୍କୁଲ ବ୍ୟାଗ୍ କାନ୍ଧରେ ବୋହୁଛନ୍ତି। ଉଚ୍ଚ ନ୍ୟାୟାଳୟ ଓ କେନ୍ଦ୍ର ଶିକ୍ଷା ବିଭାଗ ସ୍କୁଲ ଛାତ୍ରୀଛାତ୍ରଙ୍କ ବ୍ୟାଗ୍…
ଜବରଦଖଲ ପଛରେ ବଡ଼ କେଳେଙ୍କାରୀ
ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଲେଙ୍ଗୁ ମିଶ୍ର ଛକରୁ ନୂଆ ଜିରା ବ୍ରିଜ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ଜବରଦଖଲ ଉଚ୍ଛେଦ ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହାକୁ ନେଇ ସହର ଉଠୁଛି ପଡ଼ୁଛି। ସମ୍ପୃକ୍ତ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ଦୀର୍ଘଦିନର ଦାବି…
ଗାଡ଼ି ପୋଡ଼ି ନେଇ ୩୬୬ ଜଣଙ୍କ ନାମରେ ମାମଲା
ଅନୁଗୋଳ,୩୧ା୭(ଅମିତ କୁମାର ସାମଲ): ଆଠମଲ୍ଲିକ ବ୍ଲକ କିଆକଟା ଥାନା ନିକଟସ୍ଥ ଜଙ୍ଗଲରୁ ନାବାଳକ ସଞ୍ଜୀବ ବିଶ୍ୱାଳଙ୍କ ମୃତଦେହ ଠାବ କରାଯିବା ପରେ ଘଟଣାସ୍ଥଳକୁ ପୋଲିସ ଯାଇଥିଲା। ହେଲେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକୋ କହିବା ସହ କିଆକଟା ପୋଲିସ ଭ୍ୟାନ୍ (ନଂ ଓଡି୦୫ପି-୨୭୪୮)ରେ…
ପଟିଆଲା ହାଉସ କୋର୍ଟରେ ପହଞ୍ଚିଲେ ନୋରା ଫତେହି
ନୂଆଦିଲ୍ଲୀ,୩୧।୭: ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପହଞ୍ଚିଛନ୍ତି।ଏହା ପୂର୍ବରୁ ନୋରା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖାରେ…
କରନ ଜୋହର ଟଙ୍କା ବଳରେ କରି ପାରିବେ ସବୁ କିଛି: କଙ୍ଗନା ରାଣାଓ୍ବତ…
ମୁମ୍ବାଇ : ନିକଟରେ କରନ ଜୋହରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନି’ ରିଲିଜ ହୋଇଛି, ଯାହା ଦିନକୁ ଦିନ ଭଲ ରୋଜଗାର କରୁଛି। ଆରମ୍ଭରୁ ୧୧ କୋଟି ସଂଗ୍ରହ କରିବା ପରେ, ବର୍ତ୍ତମାନ ଏହି ଚଳଚ୍ଚିତ୍ର ତିନି…
ମଣିପୁର ହିଂସା: ମହିଳାଙ୍କ ଭିଡିଓ ଭାଇରାଲ ଘଟଣା ଶୁଣାଣି ଆଜି, ଅନ୍ୟ ରାଜ୍ୟକୁ ମାମଲା ଟ୍ରାନ୍ସଫର କରିବାକୁ ଅନୁରୋଧ
ନୂଆଦିଲ୍ଲୀ,୩୧।୭: ଦୀର୍ଘ ୩ ମାସ ପରେ ବି ଶାନ୍ତ ପଡିନି ମଣିପୁର। ଆଜିବି ସେଠାରେ ସ୍ଥାନେ ସ୍ଥାନେ ହିଂସାର ବାତାବରଣ ଦେଖିବାକୁ ମିଳୁଛି। ଗୋଟିଏ ପଟେ ହିଂସାକୁ ନେଇ ଦେଶ ଚିନ୍ତିତ ଥିବା ବେଳେ ଅନ୍ୟପଟେ ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ…
ଏତିକି କୋଟି ଟଙ୍କାର ମାଲିକାଣୀ କିଆରା
ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ କିଆରା ଆଡଭାନୀ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ ସେ କଠିନ ପରିଶ୍ରମ ଆଧାରରେ ବଲିଉଡ୍ରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ‘ଫୁଗଲି’ (୨୦୧୪) ଜରିଆରେ ବଲିଉଡରେ ଡେବ୍ୟୁ…
ପୁଣି ବାଛୁରୀକୁ ମାରି ଖାଇଲା ବାଘ
ନୂଆପଡା,୩୧।୭(ମକାରୁ ବେମାଲ): ନୂଆପଡ଼ା ସଦର ରେଞ୍ଜ ଅଧିନ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ଜଙ୍ଗଲରେ ମାତିଛି ବାଘ। ସୋମବାର ତରିଆମହୁଆଭଟା ଗାଁରେ ପୁଣି ବାଘୁଣୀ ଏକ ବାଛୁରୀକୁ ମାରି ଖାଇଥିବା ସୂଚନା ମିଳିଛି । ରବିବାର ରାତିରେ ଆମାନାରା ବିଟ ଅଧିନ ତରିଆମହୁଆଭଟା…
ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଟାର୍ଗେଟ କଲେ କହ୍ନେୟା କୁମାର
ଭୋପାଳ,୩୧।୭: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏବେ ପ୍ରତିଦ୍ୱନ୍ଦି ଦଳ ଗୁଡିକ ପରସ୍ପରକୁ ନେଇ କଥା କଟାକଟିରେ ଲାଗି ପଡିଲେଣି। ଇନ୍ଦୋରରେ ହୋଇଥିବା କଂଗ୍ରେସର ଆଦିବାସୀ ମହାପଞ୍ଚାୟତରେ ବି ଏମିତି କିଛି ଦେଖିବାକୁ ମିଳିଛି। କଂଗ୍ରେସ ନେତା କହ୍ନେୟା କୁମାର…
ଲାଇଭ୍ ମ୍ୟାଚ୍ବେଳେ ଚହଲଙ୍କୁ ମାଡ ମାରିଲେ ରୋହିତ: ଭିଡିଓ ଭାଇରାଲ୍
ବାର୍ବାଡୋସ୍,୩।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରୁ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ଦ୍ୱିତୀୟ…
ରିଜିଜୁଙ୍କୁ ଜବାବ ଦେଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୩୧।୭: ମଣିପୁର ହିଂସାକୁ ନେଇ ପାର୍ଲାମେଣ୍ଟରେ ହଙ୍ଗାମା ମଧ୍ୟରେ ବିରୋଧୀ ଦଳ ମେଣ୍ଟର ଏକ ପ୍ରତିନିଧି ମଣ୍ଡଳ ମଣିପୁର ଗସ୍ତ କରିଛନ୍ତି। ଯେଉଁଥିରେ କିଛି ଦଳର ବଡ ବଡ ନେତା ଏଥିରେ ସାମିଲ ଥିଲେ। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସରକାରଙ୍କୁ ଘେରିବା…
Archives


