ମିଳୁନି ଶଯ୍ୟା, ଦୁର୍ଦ୍ଦଶାରେ ରୋଗୀ
ରାୟଗଡ଼ା,୩୧।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। ବର୍ଷା ଦିନେ ଶିଶୁଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଶଯ୍ୟା ଅଭାବରୁ ନାହିଁ…
ଅଫିସ୍ରେ ହେଉଛି ପାଠପଢ଼ା
ପଡିଆ, ୩୧ା୭(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ଭି ୫୯ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘ ବର୍ଷ ଧରି ସ୍କୁଲର ବିଭିନ୍ନ ଭିତ୍ତିଭୂମିର ବିକାଶ ସହ…
ମାନବୀୟ ଅଭିବୃଦ୍ଧିରେ ଜୈବପ୍ରଯୁକ୍ତି ବିଜ୍ଞାନ
ଯୁବ ବର୍ଗଙ୍କୁ ଭବିଷ୍ୟତ ଜୈବ ପ୍ରଯୁକ୍ତି ବିଜ୍ଞାନୀ ରୂପେ ଗଢ଼ି ତୋଳିବାକୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ଶ୍ରେଣୀରେ ପାଠପଢ଼ା ସୁଯୋଗ ସହିତ ଗବେଷଣା ବ୍ୟବସ୍ଥା ମଧ୍ୟ କରାଇଛନ୍ତି। ଭାରତ ବାୟୋଟେକ ପ୍ରଥମ ଦଫାରେ ଅଦ୍ୟାବଧି ୭୦୦…
ବିଲୁପ୍ତିର ପଥେ ଶାଗୁଣା
ଚାଳିଶ ପଚାଶ ବର୍ଷ ତଳେ ଶାଗୁଣା ଆମ ଗାଁ ଗହଳିରେ ବହୁ ସଂଖ୍ୟାରେ ଦେଖାଯାଉଥିଲେ। ଗୋରୁ ଆଦି ଗୃହପାଳିତ ଜୀବ ମରିଗଲେ, ଶାଗୁଣାମାନେ କିପରି ସୁରାକ ପାଇ ଦଳଦଳ ଚକ୍କର କାଟନ୍ତି ଆକାଶରେ, ଆଉ ମୃତ ଜୀବକୁ ଘେରି କେଇ ଘଣ୍ଟା…
ଲୋକ ସଭା ନିର୍ବାଚନ ପୂର୍ବରୁ ୟୁସିସି ଲାଗୁ ହେବା ସମ୍ଭାବନା କମ
ନୂଆଦିଲ୍ଲୀ,୩୧।୭: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ଖୁବ ଚର୍ଚ୍ଚା ଚାଲିଛି। ଯଦିଓ ଲୋକେ ଏହି ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଅଧିକ କିଛି ଜାଣି ନାହାନ୍ତି। ହେଲେ…
୩ କି.ମି. ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଯାଆନ୍ତି ପିଲା
ନୂଆପଡ଼ା,୩୧।୭(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଆମାନାରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀପ୍ରବଣ ଉପାନ୍ତ ଅଞ୍ଚଳ ଗୋଡାପାହାଡ ପାଦଦେଶରେ ରାଜୁନଗର ଅବସ୍ଥିତ। ଏହି ଗାଁରେ ଆଦିବାସୀ ସମ୍ପ୍ରଦାୟରଏ ୪୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ରାଜୁନଗରବାସୀ ସ୍ବାଧୀନତାର ଦୀର୍ଘ ବର୍ଷ…
ତୃତୀୟ ସ୍ତ୍ରୀଙ୍କଠାରୁ ବି ଛାଡପତ୍ର ନେବେ ରାହୁଲ ମହାଜନ
ବିଗ ବସ ଜରିଆରେ ଖ୍ୟାତି ଅର୍ଜନ କରିଥିବା ରାହୁଲ ମହାଜନ ଏବେ ଚର୍ଚ୍ଚାରେ ଅଛନ୍ତି। ରାହୁଲ ତାଙ୍କ ତୃତୀୟ ସ୍ତ୍ରୀ ତଥା କାଜାଖସ୍ତାନର ମଡେଲ ନାତାଲ୍ୟା ଇଲିନା ଛାଡପତ୍ର ନେବେ ବୋଲି ଆଲୋଚନା ହେଉଛି। ଉଭୟ ଚାରି ବର୍ଷ ପର୍ଯ୍ୟନ୍ତ ଏକ…
ନାମକୁ ମାତ୍ର ଯାଞ୍ଚ, ମିଳୁନି ସୁରକ୍ଷା
ରାଉରକେଲା, ୩୧।୭(ସଙ୍ଗୀତା ଜେନା): ଶିଳ୍ପ ସହର ରାଉରକେଲାରେ ନିର୍ମାଣ କାର୍ଯ୍ୟ ଅହରହ କରାଯାଉଛି। ରାଉରକେଲା ଇସ୍ପାତ କାରଖାନା ବ୍ୟତୀତ ଶତାଧିକ ଘରୋଇ ଓ ବେସରକାରୀ ସଂସ୍ଥାରେ ଲକ୍ଷାଧିକ ନିର୍ମାଣ ଶ୍ରମିକ କାମ କରୁଛନ୍ତି। ଏହାସହ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ…
ଇନ୍ଦୋରରେ ଗର୍ଜିଲେ ଶାହା, କହିଲେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ କରିଛନ୍ତି ସୁରକ୍ଷିତ
ଇନ୍ଦୋର,୩୧।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପ୍ରଦେଶର ଭାରତୀୟ ଜନତା ପାର୍ଟି(ଭାଜପା) ୟୁନିଟକୁ ସବୁଠାରୁ ଭଲ ସଂଗଠନ ବୋଲି କହିଛନ୍ତି। ଇନ୍ଦୋରରେ ଆୟୋଜିତ ବୁଥ ସ୍ତରର କର୍ମକର୍ତ୍ତାଙ୍କ ସମ୍ମିଳନୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ମଧ୍ୟପ୍ରଦେଶର ଦଳ ସଂଗଠନ…
ଭିତ୍ତିଭୂମି ଅଭାବ, ପ୍ରାଣୀ ଚିକିତ୍ସା ପ୍ରଭାବିତ
ରାଉରକେଲା,୩୧।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ଅଧୀନ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟରେ ଭିତ୍ତିଭୂମି ଅଭାବ ଯୋଗୁ ପ୍ରାଣୀ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। କେଉଁଠି ନିଜସ୍ବ ଘର ନାହିଁ ତ ଆଉ କେଉଁଠି ଭଡାରେ ଚାଲିଛି। ସେହିପରି କର୍ମଚାରୀଙ୍କ ଅଭାବ…
‘ମେଜର ଲିଗ କ୍ରିକେଟ’ର ପ୍ରଥମ ସିଜିନ ଚାମ୍ପିଅନ୍ ହେଲା ମୁମ୍ବାଇ
ନ୍ୟୁୟର୍କ,୩୧।୭: ଆମେରିକାରେ ଆରମ୍ଭ ହୋଇଥିବା ନୂଆ ଟି-୨୦ ଲିଗ ‘ମେଜର ଲିଗ କ୍ରିକେଟ’ର ପ୍ରଥମ ସିଜିନରେ ମୁମ୍ବାଇ ନ୍ୟୁୟର୍କ ଚାମ୍ପିଅନ୍ ହୋଇଛି। ଫାଇନାଲରେ ସିଆଟେଲ ଅର୍କାସକୁ ୭ ଉଇକେଟରେ ପରାସ୍ତ କରିଛି ମୁମ୍ବାଇ। ମୁମ୍ବାଇ ନ୍ୟୁୟର୍କ ପାଇଁ ଅଧିନାୟକ ନିକୋଲାସ ପୁରନ…
ବୌଦ୍ଧ କିଆକଟା ମହାନଦୀ ସେତୁ ପାଲଟିଛି ମରଣଯନ୍ତା
ବୌଦ୍ଧ,୩୧ା୭(ଅଜିତ କୁମାର ବାରିକ): ଜିଲା ପ୍ରଶାସନ ପକ୍ଷରୁ ଐତିହାସିକ ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ଜିଲାର ପ୍ରମୁଖ ପ୍ରବେଶ ଦ୍ୱାର କୁହାଯାଉଥିବା ବୌଦ୍ଧ କିଆକଟା ମହାନଦୀ ସେତୁ ବର୍ତ୍ତମାନ ମରଣଯନ୍ତା ପାଲଟିଛି। ଏହି…
Archives


