Home Left

ଲିଫ୍ଟରେ ଫସିଗଲେ ଥାର୍ଡ ଅମ୍ପାୟାର,ଆଉ ତା’ପରେ ଘଟିଲା ଏମିତି

ମେଲବୋର୍ନ,୨୮।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ମେଲବୋର୍ନରେ ଖେଳାଯାଉଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୬୪ ରନ ସ୍କୋର କରିବା ପରେ ପାକିସ୍ତାନ ଦଳ ଅଲଆଉଟ ହୋଇଯାଇଥିଲା। ଏହା ପରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ…

ଦୁନିଆର ସବୁଠୁ ବିପଜ୍ଜନକ ଶିଡ଼ି, ସାହସୀ ଲୋକ ହିଁ ଚଢ଼ିପାରିବେ, ଥରେ ଦେଖନ୍ତୁ ଏହି ଭିଡିଓ…

ଅଷ୍ଟ୍ରିଆରେ ଏକ ଶିଡ଼ି ଅଛି। ଯାହାକୁ ‘ସ୍କାଏ ଲ୍ୟାଡର’ କୁହାଯାଏ। ଏହା ଦୁନିଆର ସବୁଠାରୁ ବିପଜ୍ଜନକ ବୋଲି କୁହାଯାଏ। ଯାହାର ଲମ୍ବ ୧୪୦ ଫୁଟ ଏବଂ ଭୂମିରୁ ଉଚ୍ଚତା ୨,୨୯୬ ଫୁଟ। ଏହି ଶିଡ଼ିଟି ଦୁଇଟି ପର୍ବତ ଶିଖରକୁ ସଂଯୋଗ କରୁଛି।…

କୁନି ପ୍ରଶଂସକଙ୍କ ସ୍ବପ୍ନ ପୂରଣ କଲେ କୋହଲି

ସେଞ୍ଚୁରିଅନ, ୨୮।୧୨: ସେଞ୍ଚୁରିଅନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ ସମୟରେ ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଫଟୋରେ ଦକ୍ଷିଣ ଆଫ୍ରିକାର କୁନି କ୍ରିକେଟ ପ୍ରଶଂସକଙ୍କୁ ବିରାଟ କୋହଲିଙ୍କ ସହ ଦେଖାଯାଇଛି। ମ୍ୟାଚ୍‌ରେ…

ପ୍ଲେନରୁ ଖସି ପଡିଲା ମୋବାଇଲ, କ୍ୟାମେରାରେ ରେକର୍ଡ ହେଉଥିଲା ସବୁକିଛି, ଶେଷ ଦୃଶ୍ୟ ଦେଖିଲେ ତାଜୁବ ହେବେ

ପ୍ରତିଟି ଦୃଶ୍ୟକୁ ଲୋକେ ଏବେ କ୍ୟାମେରାରେ କ୍ୟାପଚର କରି ରଖୁଛନ୍ତି। ଯାତ୍ରା କରୁଥିବା ଲୋକ ନିଜର ଫୋନ କ୍ୟାମେରାକୁ ବନ୍ଦ କରିବାକୁ ଭୁଲନ୍ତି ନାହିଁ। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଠି ପ୍ଲେନରେ ବସିଥିବା ଜଣେ ବ୍ୟକ୍ତି ବାହାର ଦୃଶ୍ୟ…

କିଛି ନ କରି ବି ୮୩୦୦ କୋଟି ରୋଜଗାର କରିବେ ଏହି ଧନକୁବେର, ଦେବେ ୧୬୦୦ କୋଟି ଟିକସ…

ଓ୍ବାଶିଂଟନ,୨୮।୧୨ : ଜଣେ ସାଧାରଣ ବ୍ୟକ୍ତିଙ୍କୁ ରୋଜଗାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ। ଏଥି ସହିତ, କିଛି ଲୋକ ଅଛନ୍ତି ଯେଉଁମାନେ କିଛି ନ କରି ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି। ଏହି ଲୋକମାନଙ୍କ ମଧ୍ୟରୁ…

ବୟଫେଣ୍ଡ୍‌ଙ୍କ ଉପରେ ନଜର ପକାଇବାରୁ ସାଙ୍ଗଙ୍କ ସହ ଏମିତି ଝଗଡା କଲେ ଛାତ୍ରୀ: ଯୁକ୍ତିତର୍କର ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ପ୍ରାୟତଃ ମଜାଳିଆ ଭିଡିଓଗୁଡ଼ିକ ଭାଇରାଲ ହୋଇଥାଏ। ଲୋକମାନେ ଏପରି ଭିଡିଓ ଦେଖିବା ପରେ ହସିବାକୁ ବାଧ୍ୟ ହୁଅନ୍ତି। ଆଜିକାଲି ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦୁଇ କଲେଜ୍‌ ଛାତ୍ରୀ ଝଗଡା କରୁଥିବା ଦେଖିବାକୁ ମିଳିଛି। ପ୍ରେମିକଙ୍କ…

ପୁଣି ଥରେ ଲମ୍ବା କେଶ ରଖିବାର କାରଣ କହିଲେ ଏମ୍‌.ଏସ୍‌ ଧୋନୀ, ଶୁଣି ଭାବୁକ ହେଲେ ଫ୍ୟାନ୍ସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୮।୧୨: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌ ଧୋନୀ ଲମ୍ବା ଚୁଟି ରଖିବାକୁ ଖୁବ୍‌ ପସନ୍ଦ କରନ୍ତି। ହେଲିକପ୍ଟର ସଟ୍‌ ମାରିବା ସହ ଲମ୍ବା ଚୁଟି ପାଇଁ ଧୋନୀ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୨୦୦୭ ଟି୨୦ବିଶ୍ୱକପ ପାଇଁ ଧୋନୀ ତାଙ୍କ ଚୁଟି…

ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ୧୦ ଛାତ୍ର ଆହତ

କେନ୍ଦୁଝର,୨୮ା୧୨: କଲେଜ ଛାତ୍ରଙ୍କୁ ନେଇ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଏକ ବସ୍‌ ଗୁରୁବାର ଭୋର୍‌ରୁ କେନ୍ଦୁଝର ଜିଲା ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥର ଧକୋଠା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୦ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ,…

ଶୂନ୍‌ଶାନ୍‌ ରାସ୍ତାରେ ସାଇକେଲରେ ଏମିତି ବିପଜ୍ଜନକ ଷ୍ଟଣ୍ଟ କଲେ ଯୁବତୀ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଅନେକ ଥର ଭୟଙ୍କର ଷ୍ଟଣ୍ଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଲୋକମାନଙ୍କୁ ଏହି ଭିଡିଓ ହସିବାର ଖୋରାକ ଯୋଗାଇଥାଏ। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ଯୁବତୀ ଏକ ନିଛାଟିଆ ରାସ୍ତାରେ ସାଇକେଲରେ…

ପାର୍ଲେ-ଜି ପ୍ୟାକେଟରୁ ହଟିଲା ପାର୍ଲେ-ଗାର୍ଲର ଫଟୋ!

ନୂଆଦିଲ୍ଲୀ,୨୮।୧୨: ମାର୍କେଟରେ ଅନେକ ବିସ୍କୁଟ ବ୍ରାଣ୍ଡ ଥିଲେ ମଧ୍ୟ ‘ପାର୍ଲେ-ଜି’ର ଚାହିଦା ଅଧିକ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଁଏ ଏହି ବିସ୍କୁଟ ଖାଇବାକୁ ପସନ୍ଦ କରିଥାନ୍ତି। ପାର୍ଲେ-ଜି ବିସ୍କୁଟ ଯେତିକି ପସନ୍ଦ ନୁହେଁ ପ୍ୟାକେଟରେ ଥିବା ପାର୍ଲେ ଗାର୍ଲର ଫଟୋକୁ ଅଧିକାଂଶ…

Viral Video: ଭୋକ ଲାଗିଲା ବୋଲି ସାଥୀର ହାତ ଖାଇଦେଲା କୁମ୍ଭୀର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

କୁମ୍ଭୀରକୁ ସବୁଠାରୁ ଆକ୍ରମଣାତ୍ମକ ଶିକାରୀ ଭାବେ ବିବେଚନା କରାଯାଏ। ପାଣି ଭିତରେ ହେଉ ବା ବାହାରେ ଏହା ବେଶ ସହଜରେ ଶିକାର କରିଦିଏ। ସୋସିଆଲ ମିଡିଆରେ ଏହି ସମୟର ଅନେକ ଭିଡିଓ ଭାଇରାଲ ହୋଇଥାଏ। ହେଲେ ଏବେ ଏକ ଚକିତ କଲାଭଳି…

ରଣବୀରଙ୍କ ସମେତ ପୁରା ପରିବାର ନାମରେ ମାମଲା ରୁଜୁ, ଜାଣନ୍ତୁ କ’ଣ ରହିଛି…

ବମ୍ବେ: ‘କ୍ରିସମାସ’ ଅବସରରେ କେକ୍‌ ଉପରେ ମଦ ଢ଼ାଳି ନିଆଁ ଲଗାଇ ‘ଜୟ ମାତା ଦି’ ନାରା ଦେଇଥିଲେ ରଣବୀର। ଏହାକୁ ନେଇ ସେ ବିବାଦରେ ଫସିଥିବା ବେଳେ ଏବେ ତାଙ୍କ ସହ ପୁରା ପରିବାର ନାମରେ ମାମଲା ରୁଜୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?