ବ୍ୟାକ୍ଟେରିଆ ନାମ ‘ଟାଗୋର’
କୋଲକାତା,୨୩ା୧୨: ବିଶ୍ୱଭାରତୀର ୬ ଜଣ ଗବେଷକଙ୍କ ଟିମ୍ ଏକ ନୂଆ ପ୍ରଜାତିର ବ୍ୟାକ୍ଟେରିଆ ଆବିଷ୍କାର କରିଛନ୍ତି। ଉଦ୍ଭିଦକୁ ପୋଷଣ ଦେଇ ବଡ଼ କରାଇବା ଗୁଣ ଏହି ବ୍ୟାକ୍ଟେରିଆର ରହିଛି। ନୋବେଲ ବିଜୟୀ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସମ୍ମାନରେ ବିଶ୍ୱଭାରତୀ ଉକ୍ତ ବ୍ୟାକ୍ଟେରିଆର…
ଯୋରନ୍ଦା ମାଟିକୁ ପବିତ୍ର କରିଛି ମହିମା ଧର୍ମ
ଢେଙ୍କାନାଳ (ରତନ ନାୟାର)/ଭୁବନେଶ୍ୱର (ଅନିଲ ଦାସ) ୨୩ା୧୨: ସାରା ବିଶ୍ୱକୁ ଏକ ପରିବାର ଭାବେ ଗ୍ରହଣ କରିଛି ମହିମା ଧର୍ମ। ଏହା ସରଳ ଜୀବନ, ସମତା ଏବଂ ଜଗତ କଲ୍ୟାଣ ଉପରେ ବିଶ୍ୱାସ କରେ। ମହିମା ଧର୍ମର ମହାନ ସନ୍ଥ ଭୀମ…
ଛାତ୍ରୀଛାତ୍ରଙ୍କ ପାଇଁ ଭାଗବତ ଗୀତା ଉପରେ ସପ୍ଳିମେଣ୍ଟାରୀ ପାଠ୍ୟପୁସ୍ତକ ଆରମ୍ଭ
ଅହମଦାବାଦ,୨୩।୧୨: ଗୁଜରାଟ ସରକାର ଆସନ୍ତା ଶିକ୍ଷାବର୍ଷରୁ ଭାଗବତ ଗୀତାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ଯାଉଛନ୍ତି। ଏପରିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଭାଗବତ ଗୀତା ଉପରେ ସପ୍ଳିମେଣ୍ଟାରୀ ପାଠ୍ୟପୁସ୍ତକ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କୁ ଭାରତର ସମୃଦ୍ଧ, ବିବିଧତା ଏବଂ ପୁରାତନ…
ପାର୍ଟିରେ ଅଭିଷେକଙ୍କୁ ଆଲିଙ୍ଗନ କଲେ ସଲମାନ୍; ଭିଡିଓ ଭାଇରାଲ ପରେ ବଢ଼ୁଛି ଚର୍ଚ୍ଚା
ବମ୍ବେ: ବଲିଉଡରେ ଐଶ୍ୱର୍ଯ୍ୟା ରାୟ-ସଲମାନ ଖାନ୍ଙ୍କ ପ୍ରେମ ସମ୍ପର୍କ ବିଷୟରେ କାହାକୁ ବା ଅଛପା। ଏକ ସମୟରେ ଦୁହେଁ ଚର୍ଚ୍ଚିତ ଯୋଡ଼ି ଥିଲେ। ହେଲେ ଐଶ୍ୱର୍ଯ୍ୟା ବାଟ ଅଲଗା କରିବା ପରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଏବେ ଦୁହିଁଙ୍କ ଝିଅ…
ନିରାଶ ମୁହଁ, ଓଦା ଆଖି…ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟ ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ
ନୂଆଦିଲ୍ଲୀ, ୨୨ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ । ଏବେ ସେ ଏଭଳି କିଛି କରିଛନ୍ତି ଯାହାକି ଅନେକଙ୍କୁ ଚକିତ କରିଛି। ବ୍ରିଜ୍ଭୂଷଣ ଶରଣ…
ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇଲେ ସୂର୍ଯ୍ୟକୁମାର
କେପଟାଉନ୍,୨୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଆହତ ହୋଇଛନ୍ତି ଭାରତୀୟ ଟିମ୍ର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ। ଫଳରେ ସେ ଆସନ୍ତା କିଛି ସପ୍ତାହ ଯାଏ କ୍ରିକେଟରୁ ଦୂରରେ ରହିବେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ସୂର୍ଯ୍ୟକୁମାର ଆହତ…
‘ସାଧାରଣଜନତା ଖଡ୍ଗେ-ଫଡ୍ଗେଙ୍କୁ ଜାଣନ୍ତି ନାହିଁ, ନୀତୀଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ’
ନୂଆଦିଲ୍ଲୀ,୨୨।୧୨: ଗୋଟିଏ ପଟେ ‘ଇଣ୍ଡିଆ’ ମହାମେଣ୍ଟ ନାମରେ ବିରୋଧୀ ଏକଜୁଟ ହେବାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଦଳଗୁଡ଼ିକ ମଧ୍ୟରେ କନ୍ଦଳ ବଢ଼ିବାରେ ଲାଗିଛି। ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଦଳଗୁଡ଼ିକ କାହାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବେ ସେ…
ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପନ
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ) ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୪ ଜାନୁୟାରୀ ୧୫ରୁ ଆରମ୍ଭ ହେବ। ଏହି ମହୋତ୍ସବ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କ୍ରମରେ ପରମ୍ପରା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ ହାଟପଦାସ୍ଥିତ ସଞ୍ଚାର ମଣ୍ଡଳୀରେ ଶୁଭସ୍ତମ୍ଭ ସ୍ଥାପନ…
କ୍ୟାନସରରେ ଚାଲିଯାଇଛନ୍ତି ମାଆ, ମାଆର ଶେଷ ହାତରନ୍ଧା ଖାଦ୍ୟ ଦେଖି କାନ୍ଦି ଉଠିଲେ କୁନିପୁଅ
ଭଗବାନ ସବୁଠି ପହଞ୍ଚି ପାରନ୍ତି ନାହିଁ ବୋଲି ସାହାର ଦେବା ପାଇଁ ମାଆ ପଠାଇଥାନ୍ତି। ମାଆର ସ୍ଥାନ ଆଜିଯାଏଁ କେହି ବି ନେଇ ପାରି ନାହାନ୍ତି। ମାଆର କାନିରେ ସେଇ ତୃପ୍ତି ଥାଏ ଯାହା ରେଶମୀ ଶେଯରେ ନ ଥାଏ। ମାଆର…
ପୂର୍ବତନ କଂଗ୍ରେସ ବିଧାୟକଙ୍କ ନାଁରେ ବଳାତ୍କାର ଅଭିଯୋଗ
ଯୋଧପୁର,୨୨ା୧୨: ରାଜସ୍ଥାନ ଯୋଧପୁର ଅଞ୍ଚଳର ଜଣେ ମହିଳା ବର୍ମେରର ପୂର୍ବତନ କଂଗ୍ରେସ ବିଧାୟକ ମେଭାରାମ ଜୈନ ଏବଂ ଆର୍ପିଏସ୍ ଅଫିସର ଆନନ୍ଦ ସିଂ ରାଜପୁରୋହିତଙ୍କ ସମେତ ୯ ଜଣଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିବା ପରେ ଯୋଧପୁରର ରାଜୀବଗାନ୍ଧୀ ନଗର ଥାନାରେ…
କେଜ୍ରିଓ୍ବାଲଙ୍କୁ ପୁଣି ସମନ
ନୂଆଦିଲ୍ଲୀ,୨୨ା୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପୁଣିଥରେ ସମନ ଜାରି କରିଛି। ଜାନୁୟାରୀ ୩ରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ…
ରିମାଣ୍ଡରେ ଅକ୍ଷୟ, ର଼୍ୟାକେଟରେ ପୋଲିସ
ଭୁବନେଶ୍ୱର,୨୨।୧୨(ସୂର୍ଯ୍ୟକାନ୍ତ ବେହେରା): ଅଧା ଦାମରେ କାର ଓ ବାଇକ ଦେବାର ପ୍ରଲୋଭନ ଦେଖାଇ ଶତାଧିକ ଲୋକଙ୍କଠାରୁ ଗଞ୍ଜାମ ଦମ୍ପତି ଅକ୍ଷୟ ଗୌଡ ଓ ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ବହୁ କୋଟି ଟଙ୍କା ଠକିବା ମାମଲାରେ ନୟାପଲ୍ଲୀ ଥାନା ପୋଲିସ ଅଧିକ…

