Home Left

ମାଛ ମାରୁଥିବା ବେଳେ ହେଲା ବଜ୍ରପାତ: ବାପ-ପୁଅଙ୍କ ଜୀବନ ଗଲା

ବାଲୁଗାଁ,୩୧ା୭(ସଂଗ୍ରାମ ପାଇକରାୟ): ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଚିଲିକା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଚିଲିକା ମଝିକୁ ମାଛ ଧରିବା ପାଇଁ ଯାଇଥିବା ବାପ-ପୁଅଙ୍କର ବଜ୍ରପାତରେ ଅକାଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ବିଳମ୍ବିତ ରାତିରେ ବାଲୁଗାଁ ବିଜ୍ଞାପିତ…

କରଣ, ରଣବୀରଙ୍କ ଫଟୋ ଶେୟାର କରି ଏମିତି ଲେଖିଲେ ଆଲିଆ

ମୁମ୍ବାଇ: ଜୁଲାଇ ୨୮ରେ ରିଲିଜ ହେବା ପରଠାରୁ କରଣ ଜୋହରଙ୍କ ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ସମାଲୋଚକ ଏବଂ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି। ଆଲିଆ ତାଙ୍କ ସହ-ଷ୍ଟାର ରଣବୀର ସିଂ ଏବଂ ନିର୍ଦ୍ଦେଶକ କରଣ ଜୋହରଙ୍କ…

ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ନବାଦା,(ବିହାର)୩୧।୭: ବିହାରର ବିରାଜୁଲି ଥାନା ଅଧୀନ ଗାରିବା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଘଟଣାରେ ୧୨ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛ। ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ…

କାଉଣ୍ଟି ଖେଳିବେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୩୧।୭: ଦୀର୍ଘ ଦିନ ଧରି ଦଳକୁ ଫେରିବାକୁ ଚେଷ୍ଟା କରୁଥିବା ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କୁ ଏବେ କାଉଣ୍ଟି ଚାମ୍ପିଅନଶିପରେ ଖେଳୁଥିବା ଦେଖିବାକୁ ମିଳିବ। ଶ’ ଅଗଷ୍ଟ ରେ କାଉଣ୍ଟି କ୍ରିକେଟରେ ଡେବ୍ୟୁ କରିବେ। ନର୍ଥମ୍ପଟସାୟର କାଉଣ୍ଟି…

‘ଡ୍ରିମ ଗର୍ଲ ୨’ର ଜବରଦସ୍ତ ଟିଜର

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁାନାଙ୍କ ଅଭିନୀତ ମୁଭି ‘ଡ୍ରିମ ଗର୍ଲ ୨’ର ଟିଜର ରିଲିଜ ହୋଇଛି। ପୁଣିଥରେ ଆୟୁଷ୍ମାନ ପୂଜା ଅବତାରରେ ପ୍ରଶଂସକଙ୍କ ଦିଲ କି ଧଡକନ ବଢାଇ ଦେଇଛନ୍ତି। ଏଥର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ…

ଏଲ୍‌ଜି ସାକ୍ସେନାଙ୍କୁ ଭେଟିବାକୁ ପହଞ୍ଚିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩୧।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ଗୃହରେ ଦିଲ୍ଲୀ ସେବା ସହ ଜଡିତ ଏକ ବିଲ ଟେବୁଲର ରିପୋର୍ଟ ମଧ୍ୟରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଦିଲ୍ଲୀ ଅଧ୍ୟାଦେଶ ଉପରେ…

କୋଲାକାତା ହାଇକୋର୍ଟରୁ ଅଭିଷେକ ବାନାର୍ଜୀଙ୍କୁ ଝଟକା

କୋଲକାତା,୩୧।୭: କୋଲକାତା ହାଇକୋର୍ଟ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଅଗଷ୍ଟ ୫ରେ ବରୋଧ ପ୍ରଦର୍ଶନ ଉପରେ ରୋକ ଲଗାଇ ଦେଇଛନ୍ତି। ୨୧ ଜୁଲାଇରେ ଟିଏମସିର ଶହୀଦ ଦିବସ କାର୍ଯ୍ୟକ୍ରମ ସମୟରେ ସେ ୫ଅଗଷ୍ଟରେ ଭାଜପା ନେତାଙ୍କ ବାସଭବନକୁ ‘ଘେରାଉ’ ଘୋଷଣା କରିଥିଲେ।…

ଆମେରିକାରେ ପାଳନ ହେବ ଶ୍ରୀ ଶ୍ରୀ ରବିଶଙ୍କର ଡେ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୧।୭: ଐତିହାସିକ ଗର୍ବର ମୁହୂର୍ତ୍ତରେ, ଭାରତୀୟ ଆଧ୍ୟାତ୍ମିକ ଗୁରୁ ଓ ମାନବତାବାଦୀ ଶ୍ରୀ ଶ୍ରୀ ରବିଶଙ୍କର ଏମିତି ପ୍ରଥମ ଓ ଏକମାତ୍ର ଆଧ୍ୟାତ୍ମିକ ଗୁରୁ, ଯାହାଙ୍କୁ ୩୦ ୟୁଏସ କାନାଡିଆନ ସିଟିରେ ସମ୍ମାନୀତ କରାଯାଇଛି। ହୋଓ୍ବାର୍ଡ କାଉଣ୍ଟି, ମେରିଲ୍ୟାଣ୍ଡ ଓ ଟେକ୍ସାସ…

ମଣିପୁର ପ୍ରସଙ୍ଗକୁ ନେଇ ଗୋଆ ବିଧାନାସଭାରେ ହଟ୍ଟଗୋଳ: ସମସ୍ତ ବିରୋଧୀ ଦଳର ନେତା ୨ ଦିନ ପର୍ଯ୍ୟନ୍ତ ନିଲମ୍ବିତ

ପାଣାଜୀ,୩୧।୭: ମଣିପୁର ପ୍ରସଙ୍ଗରେ ସୋମବାର ଗୋଆ ବିଧାନସଭାରେ ହଟ୍ଟଗୋଳ ଦେଖାଦେଇଛି। ସମସ୍ତ ୭ ଜଣ ବିରୋଧୀ ଦଳର ସଦସ୍ୟଙ୍କୁ ହଙ୍ଗାମା ସୃଷ୍ଟି ପାଇଁ ଦୁଇ ଦିନ ପର୍ଯ୍ୟନ୍ତ ଗୃହରୁ ନିଲମ୍ବିତ କରାଯାଇଛି। ବିଧାନସଭା କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ନେତାଙ୍କ ମଧ୍ୟରେ ବିରୋଧୀ…

ମଣିପୁର ମହିଳାଙ୍କ ଭିଡିଓ ଭାଇରାଲ ମାମଲା: ଶୁଣାଣି ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୩୧।୭: ମଣିପୁରର ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ମାମଲାର ଶୁଣାଣି ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାରଙ୍କ ଅନୁରୋଧ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରୁଛନ୍ତି। ବର୍ତ୍ତମାନ…

ମଣିଷରୁ କୁକୁର ହେବା ପାଇଁ ଖର୍ଚ୍ଚ କଲେ ୧୨ ଲକ୍ଷ ଟଙ୍କା

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ସଉକ ପୂରଣ ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଥାନ୍ତି। ଜାପାନରେ ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ମଣିଷରୁ କୁକୁର ହେବା ପାଇଁ ୧୨ ଲକ୍ଷ…

ଜ୍ଞାନବ୍ୟାପୀକୁ ନେଇ ଯୋଗୀ ଦେଇଥିବା ବୟାନ ଅସାମ୍ବିଧାନିକ: ଓଓ୍ବାଇସି

ନୂଆଦିଲ୍ଲୀ,୩୧।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବ୍ୟାପୀ ମସଜିଦକୁ ନେଇ ଦେଇଥିବା ବୟାନକୁ ନେଇ ଏବେ ବିବାଦ ଉପୁଜିଛି। ଏହାରି ଭିତରେ ଯୋଗୀ ଆଦିତ୍ୟନାଥ ପ୍ରଶ୍ନ ବି କରିଛନ୍ତି କି ସେଠାରେ ତ୍ରିଶୂଳ କ’ଣ କରୁଛି। ଏବେ ଏହା ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri