Home Left

ଜି -୨୦ ରାତ୍ରୀ ଭୋଜନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଦେବେ ଗୌଡାଙ୍କୁ ପଠାଗଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୮।୯: ସେପ୍ଟେମ୍ବର ୯ଏବଂ ୧୦ରେ ଜି -୨୦ଶିଖର ସମ୍ମିଳନୀ ଆୟୋଜନ ହେବା ନେଇ ଜାତୀୟ ରାଜଧାନୀକୁ ଅତି ସୁନ୍ଦର ଭାବରେ ସଜାଯାଇଛି। ଏହି ମେଗା ଇଭେଣ୍ଟରେ ଭାଗ ନେବାକୁ ସାରା ବିଶ୍ୱରୁ ମାନ୍ୟଗଣ୍ୟ ବ୍ୟକ୍ତି ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଛନ୍ତି। ବର୍ତ୍ତମାନର…

ସିସିଟିଭି ଲାଗିଲା, ସୁବିଧା ମିଳିଲାନି

ରାଉରକେଲା,୮ା୯(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲାର ପ୍ରତ୍ୟେକ ଛକ ଓ ଜନଗହଳିପୂର୍ଣ୍ଣ ରାସ୍ତାମାନଙ୍କରେ (ସର୍ଭିଲାନ୍ସ ସିଷ୍ଟମ) ସିସିଟିଭି ଲଗାଇବା ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ସହରରେ ଟ୍ରାଫିକ ସୁପରିଚାଳନା, ଲାଲବତୀ ନିୟମ ପାଳନ ନ କରିବା, ଏମର୍ଜେନ୍ସି କଲ ବକ୍ସ ଓ ସହରବାସୀଙ୍କ…

ଶହେ ମିଟରକୁ ୪ଶହ ଟଙ୍କା ଭଡ଼ା

ରାଉରକେଲା,୮।୯(ଦିନେଶ ମିଶ୍ର): ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌) ସହରର ଏକ ପ୍ରମୁଖ ଡାକ୍ତରଖାନା। ରାତି ପାହିଲେ ଏଠାକୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ତେବେ ଜରୁରୀକାଳୀନ ପରିସ୍ଥିତିରେ କୌଣସି ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲେ ସେଠାରେ ଥିବା…

ମମତାଙ୍କୁ ରାଜ ଭବନ ଭିତରେ ବିରୋଧ କରିବାକୁ ନିମନ୍ତ୍ରଣ କଲେ ରାଜ୍ୟପାଳ

କୋଲକାତା,୮।୯: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷ ଗୁରୁବାର ଦିନ ରାଜ ଭବନ ଭିତରେ କୌଣସି ବିରୋଧ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ସମ୍ମାନିତ ଅତିଥି’ ଭାବରେ ନିମନ୍ତ୍ରଣ କରିଛନ୍ତି। ନିକଟରେ ମମତା ବାନାର୍ଜୀ ରାଜଭବନ ବାହାରେ ବିଧାନସଭା ଦ୍ୱାରା ପାରିତ…

ଜି -୨୦ ରାତ୍ରୀ ଭୋଜନରେ ସାମିଲ ହେବେନି ଖାର୍ଗେ

ନୂଆଦିଲ୍ଲୀ,୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜି -୨୦ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପଠାଯାଇନାହିଁ। ରିପୋର୍ଟ ଅନୁଯାୟୀ ଖାର୍ଗେଙ୍କ କାର୍ଯ୍ୟାଳୟ ଏହା ନିଶ୍ଚିତ କରିଛି। ଶନିବାର ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ରାତ୍ରୀ ଭୋଜନ ଆୟୋଜନ…

ନାହିଁ ନାହିଁରେ ଚାଲିଛି ସଂସ୍କୃତ ଶିକ୍ଷା

କୋଦଳା,୮ା୯(ଅମିତ କୁମାର ପଟ୍ଟନାୟକ ): ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫-ଟି ରୁପାନ୍ତରଣ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପିଲାଙ୍କୁ ସଂସ୍କୃତ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଆଗ୍ରହ ନ ଥିବା ଭଳି ମନେ…

କରୋନା ନେଗେଟିଭ ହେଲେ ଆମେରିକାର ଫାଷ୍ଟ ଲେଡି

ଓ୍ବାଶିଂଟନ,୮।୯: ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନଙ୍କର କିଛି ଦିନ ପୂର୍ବରୁ କରୋନା ଟେଷ୍ଟ କରାଯାଇଥିଲା ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ ମିଳିଥିଲା। ହେଲେ ଏବେ ତିନି ଦିନ ପରେ, ଜିଲ ବାଇଡେନଙ୍କ କରୋନା ଟେଷ୍ଟ ପୁଣି ଥରେ କରାଯାଇଛି ଯେଉଁଥିରେ…

ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଏଲନ ମସ୍କଙ୍କ ସିକ୍ରେଟ ଯାଆଁଳା ଶିଶୁଙ୍କ ଫଟୋ

ଓ୍ବାଶିଂଟନ,୮।୯: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲା ସିଇଓ ଏଲନ ମସ୍କ ତାଙ୍କ ବ୍ୟବସାୟ ତଥା ବ୍ୟକ୍ତିଗତ ଜୀବନ ପାଇଁ ହେଡଲାଇନରେ ରହିଛନ୍ତି। ଏବେପୁଣି ଥରେ ସେ ତାଙ୍କ ଯାଆଁଳା ପିଲାମାନଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ପ୍ରଥମ ଥର ପାଇଁ…

ଚାଇନାରେ ହାଇକୁଇ ତାଣ୍ଡବ: ୩ ଲକ୍ଷ ସ୍ଥାନାନ୍ତରିତ

ଫୁଝୋଉ,୮।୯:ଚାଇନାର ଫୁଜିଆନ ପ୍ରଦେଶରେ ହାଇକୁଇ ଝଡ଼ ତାଣ୍ଡବ ରଚିଛି। ଝଡ଼ ପ୍ରଭାବରେ ବୁଧବାର ଅପରାହ୍ନ ୫ଟାରୁ ଜାରି ରହିଥିବା ଲଗାଣ ବର୍ଷାରେ ପ୍ରାୟ ୧.୬ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାଦେଶିକ ବନ୍ୟା ନିୟନ୍ତ୍ରଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାଇ ୧୦…

ୟୁରୋପୀୟ ନେତାଙ୍କ ସହ ରାହୁଲଙ୍କ ରୁଦ୍ଧଦ୍ୱାର ବୈଠକ

ଲଣ୍ଡନ,୮।୯:ୟୁରୋପ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ୟୁରେପିଆନ ପାର୍ଲାମେଣ୍ଟ ସଦସ୍ୟ(ଏମ୍‌ଇପି) ମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ତ୍ରିରାଷ୍ଟ୍ରୀୟ ୟୁରୋପ ଯାତ୍ରା ଆରମ୍ଭରେ ପାଶ୍ଚାତ୍ୟ ନେତାଙ୍କ ସହ ରାହୁଲଙ୍କ ଏହି ମନ୍ତ୍ରଣାକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।…

ବାତ୍ୟା, ବଜ୍ରପାତର ହେବ ଠିକ୍‌ ନିରୂପଣ

ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ହିଡ଼ିଗାଁ ଅଞ୍ଚଳରେ ନିର୍ମାଣ ଚାଲିଛି ‘ଡପ୍‌ଲର ରାଡାର ଷ୍ଟେଶନ’। ଏହା ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେଲେ ବଜ୍ରପାତ ପୂର୍ବରୁ ଠିକ୍‌ ଭାବେ ସ୍ଥାନ ନିରୂପଣ ସହିତ ବାତ୍ୟାକୁ ଟ୍ରାକ୍‌ କରିବାରେ ସହାୟକ ହେବ। ଫଳରେ ଓଡ଼ିଶା…

ରାଜନୀତି ଛାଡ଼ିଲେ ସନା ମରିନ୍‌

କୋପେନ୍‌ହାଗେନ,୮ା୯: ଫିନ୍‌ଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ସନା ମରିନ୍‌ ଗୁରୁବାର ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ୟୁରୋପର ସର୍ବକନିଷ୍ଠ ନେତ୍ରୀ ମାନ୍ୟତା ପାଇଥିବା ୩୭ ବର୍ଷୀୟା ସନା ଲଣ୍ଡନ୍‌ର ଏକ ଅଣଲାଭଦାୟକ ସଙ୍ଗଠନ ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଗ୍ଲୋବାଲ ଚେଞ୍ଜରେ ଉପଦେଷ୍ଟା ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri