Home Left

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା

ବାଲେଶ୍ୱର,୮।୯: ରାଜ୍ୟରେ ଗତ କିଛି ଦିନ ହେବ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲା ବସ୍ତା ମଥାନୀ ଠାରେ ବିପଦ ସଙ୍କେତ୫.୫୦ ମିଟର ଥିଲା ବେଳେ ବିପଦ ସଙ୍କେତ…

କଂଗ୍ରେସରୁ ସୁର ରାଉତରାୟଙ୍କ ପୁଅଙ୍କୁ ନିଲମ୍ବିତ

ଭୁବନେଶ୍ୱର,୮।୯: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ଓ ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ ଆକ୍ସନ କମିଟି…

ପରଲୋକରେ ‘ଜେଲର’ର ଅଭିନେତା

ମୁମ୍ବାଇ: ଫିଲ୍ମ ‘ଜେଲର’ ର ଅଭିନେତା ଜି ମାରିମୁଥୁଙ୍କର ହୃଦଘାତ ହେତୁ ଦେହାନ୍ତ ହୋଇଛି। ନିକଟରେ ରଜନୀକାନ୍ତଙ୍କ ବ୍ଲକବଷ୍ଟର ଫିଲ‘ଜେଲର’ରେ ତାମିଲ ଅଭିନେତା-ନିର୍ଦ୍ଦେଶକଙ୍କୁ ଦେଖିବାକୁ ମିଳିଥିଲା। ତାମିଲ ଟେଲିଭିଜନ ଧାରାବାହିକରେ ଆଥିରନିଚାଲ ଭୂମିକାରେ ଜି ମାରିମାଥୁ ବହୁ ଲୋକପ୍ରିୟତା ହାସଲ କରିଥିଲେ।…

ମହାରାଣୀ ଏଲିଜାବେଥଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିବେ କିଙ୍ଗ ଚାର୍ଲସ

ଲଣ୍ଡନ,୮।୯: କିଙ୍ଗ ଚାଲର୍‌ସ ବ୍ୟକ୍ତିଗତ ଭାବରେ ତାଙ୍କ ମାଆ ମହାରାଣୀ ଏଲିଜାବେଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିବେ ଏବଂ ଶୁକ୍ରବାର ସିଂହାସନ ଆରୋହଣ କରିବେ, ଗତ ବର୍ଷ ମହାରାଣୀଙ୍କ ଦେହାନ୍ତ ହୋଇଥିବା ସ୍କଟଲ୍ୟାଣ୍ଡ ରାଜ ଘରେ ଚୁପଚାପ ଦିନ କଟାଇବେ ଚାର୍ଲସ। ବ୍ରିଟେନରେ…

‘ପ୍ରଧାନମନ୍ତ୍ରୀ ଠିକ କରିଛନ୍ତି’ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ସରକାରଙ୍କ ପକ୍ଷ ନେଲେ ମନମୋହନ

ନୂଆଦିଲ୍ଲୀ,୮।୯: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରୁଷିଆ-ୟୁକ୍ରେନ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି। ଶାନ୍ତି ପାଇଁ ଆବେଦନ କରୁଥିବାବେଳେ ଭାରତ ନିଜର ସାର୍ବଭୌମତ୍ୱ ଏବଂ ଅର୍ଥନୈତିକ ସ୍ବାର୍ଥକୁ ପ୍ରଥମ କରି ଠିକ କାର୍ଯ୍ୟ କରିଛି ବୋଲି ସେ…

ଆମେରିକାକୁ ୩୧ କିଲର ଡ୍ରୋନ୍‌ ମାଗିଲା ଭାରତ

ନୂଆଦିଲ୍ଲୀ,୮ା୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋଇ ବାଇଡେନ ଶୁକ୍ରବାର ଭାରତ ଆସୁଛନ୍ତି। ଆଜି ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ବୈଠକ ପୂର୍ବରୁ ଭାରତ ଆମେରିକା ସରକାରଙ୍କୁ ୩୧ଟି ସଶସ୍ତ୍ର ଏମ୍‌କ୍ୟୁ୯ବି…

ଭୟଙ୍କର ଷ୍ଟଣ୍ଟ୍‌: ଯୁବତୀଙ୍କ ପିଠି ଉପରେ ଏମିତି ସାଇକେଲ ପାର୍‌ କଲେ ବାଳକ, ଭିଡିଓ ଦେଖିଲେ…

ଲୋକମାନେ ସୋସିଆଲ ମିଡିଆରେ ରାତାରାତି ଭାଇରାଲ ହେବା ଆରମ୍ଭ କରିଛନ୍ତି। ପ୍ରସିଦ୍ଧ ହେବାକୁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ଅନେକ ଲୋକ ଏପରି ଷ୍ଟଣ୍ଟ କରିବା ଆରମ୍ଭ କରନ୍ତି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଆଜିକାଲି ଏକ ଭିଡିଓ ଭାଇରାଲ ହେଉଛି।…

ଭାଜପାର ଜନ ଆଶୀର୍ବାଦର ଜବାବ ଜନ ଆକ୍ରୋଶ ଯାତ୍ରାରେ ଦେବ କଂଗ୍ରେସ

ନୂଆଦିଲ୍ଲୀ,୮।୯: ମଧ୍ୟ ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନକୁ ୧୦୦ ଦିନରୁ କମ ସମୟ ବାକି ରହିଛି। ଏଠାରେ କ୍ଷମତା ପାଇଁ ସଂଗ୍ରାମ ମୁଖ୍ୟତଃ କଂଗ୍ରେସ ଏବଂ ଭାଜପା ମଧ୍ୟରେ ରହିଛି। ଉଭୟ ଦଳ ଭୋଟରଙ୍କୁ ନିଜ ଆଡକୁ କରିବାକୁ କୌଣସି ଉପାୟ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଲାନାହିଁ ପହୁଡ଼ ନୀତି, ଅନିଦ୍ରା ରହିଲେ ଶ୍ରୀଜୀଉ

ପୁରୀ, ୮।୯: ପୁରୀ ଶ୍ରୀମନ୍ଦିରରେ ଗୁରୁବାର ରାତିରେ ମହାପ୍ରଭୁ ସାରା ରାତି ଅନିଦ୍ରା ରହିଛନ୍ତି। ଗୁରୁବାର ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନାହିଁ । ନନ୍ଦୋତ୍ସବ ନୀତି ସହ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବା ହେତୁ ଶ୍ରୀଜୀଉ ମାନଙ୍କ…

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଧୋନିଙ୍କ ପ୍ରଶଂସକ, ମାହିଙ୍କ ସହ ଖେଳିଲେ ଗଲ୍ଫ

ଓ୍ବାଶିଂଟନ୍‌,୮।୯: ଭାରତୀୟ କ୍ରିକେଟ ଦଳର ଅନ୍ୟତମ ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସକ ଅଛନ୍ତି। ଧୋନି କ୍ରିକେଟ ଜଗତରେ ଅନେକ ସଫଳତା ହାସଲ କରିଛନ୍ତି। ତେବେ, ସେ ଏହି ଖେଳ ବ୍ୟତୀତ, ଅନ୍ୟାନ୍ୟ…

ଅମିତାଭ ବଚ୍ଚନଙ୍କ ପରେ ତେନ୍ଦୁଲକରଙ୍କୁ ମିଳିଲା ଗୋଲଡେନ ଟିକେଟ୍‌, ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ କଲେ ଜୟ ଶାହା

ନୂଆଦିଲ୍ଲୀ,୮।୯: ଦିନିକିଆ ବିଶ୍ୱକପ ଅକ୍ଟୋବର ୫ରୁ ନଭେମ୍ବର ୧୯ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ହେବ। ଏହି ବିଶ୍ୱକପକୁ ସ୍ବତନ୍ତ୍ର କରିବା ପାଇଁ ବିସିସିଆଇ ଏକ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଦେଖିବା ପାଇଁ ଦେଶର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ଆମନ୍ତ୍ରଣ କରିବା ଆରମ୍ଭ କରିଛି…

ଜି -୨୦ ବେଳେ ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୯: ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି। ସୂଚନାନୁସାରେ, ଯେଉଁମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସାମ୍ନାସାମ୍ନି ଆଲୋଚନା କରିବେ ସେମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri