ବିବାହରେ ଯୋଗଦେଲେ ୩୦୦ପାଉଣ୍ଡ, ରଶମ-ଖାଦ୍ୟ-ରହିବା ପାଇଁ ରହିଛି ଅଲଗା ଚାର୍ଜ, ନିମନ୍ତ୍ରଣ କାର୍ଡ ଦେଖି ଅତିଥି ହତବାକ୍
ଧୁମଧାମରେ ଚାଲିଛି ବିବାହ ଋତୁ। କେବଳ ବର-କନ୍ୟା ନୁହେଁ ସେମାନଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ପାଇଁ ଏହା ବିଶେଷ ମୂହୁର୍ତ୍ତ ଅଟେ। ଦେଶରେ ବିବାହଖଉ ଏଖ ଉତ୍ସବ ଭାବେ ପାଳନ କରିବା ସହ ପୁରା ପରିବାର ଏହାକୁ ନାଚି, ଗାଇ…
ପାକିସ୍ତାନରେ ପୋଲିଓ ଆତଙ୍କ
ଇସଲାମାବାଦ,୩୦।୧୨: ପାକିସ୍ତାନର ୪ଟି ଜିଲାରେ ପୋଲିଓ ଜୀବାଣୁ ଚିହ୍ନଟ ହୋଇଛି। ପାକିସ୍ତାନର ଜାତୀୟ ସ୍ବାସ୍ଥ୍ୟ ସେବା ନିୟମାବଳୀ ଏବଂ ସମନ୍ବୟ ମନ୍ତ୍ରଣାଳୟ ଅନୁଯାୟୀ, ସେଠାକାର ୪ ଜିଲାର ପରିବେଶ ନମୁନାରେ ପୋଲିଓ ଜୀବାଣୁ ଦେଖିବାକୁ ମିଳିଛି। ସିହ୍ନୁଆ ନ୍ୟୁଜ ଏଜେନ୍ସିର ସୂଚନାଅନୁଯାୟୀ…
ଫ୍ଲାଟମେଟ ପାଇଁ ଟିଣ୍ଡରରେ ପ୍ରୋଫାଇଲ ଖୋଲିଲେ ମହିଳା, କ୍ରିଏଟିଭି ଦେଖିଲେ…
ବେଙ୍ଗାଲୁରୁ,୩୦।୧୨: ରୁମମେଟ୍ କିମ୍ବା ଫ୍ଲାଟମେଟ୍ ଖୋଜିବା ପାଇଁ ଆପଣ କିଛି ବନ୍ଧୁଙ୍କୁ କହୁଥିବେ କିମ୍ବା ଓଏଲକ୍ସ ବା ଘର ସାମ୍ନାରେ କାର୍ଡ ଲଗାଉଥିବେ। ଘରଭଡା ଅଧିକ ଯୋଗୁ ବହୁଲୋକ ରୁମମେଟ୍ ସହ ରୁମ୍ ଶେୟାର କରି ରହିବାକୁ ପସନ୍ଦ କରନ୍ତି। ବେଙ୍ଗାଲୁରୁ…
ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, ଦଳରୁ ବାଦ୍ ପଡ଼ିଲେ ଏହି ଦ୍ରୁତ ବୋଲର
ସେଞ୍ଚୁରିଅନ୍,୩୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କେପଟାଉନରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ଜେରାଲ୍ଡ କୋଏଟଜୀ ଦଳରୁ ବାଦ୍ ପଡିଛନ୍ତି। ଜାନୁୟାରୀ ୨ରୁ ଭାରତ…
ଜବରଦଖଲ ଉଚ୍ଛେଦ, ୧୦ ଏକର ଜମିରେ ଏନ୍ଏସି ପୋତିଲା ଲାଲଝଣ୍ଡା
କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ଅଧୀନ ବସ୍ଷ୍ଟାଣ୍ଡ ନିକଟ ଜାତୀୟ ରାଜପଥକୁ ଲାଗି ରହିଥିବା ୧୦ ଏକର ଜମି ଜବରଦଖଲମୁକ୍ତ ହୋଇଛି। ଦୀର୍ଘ ୩୦ ବର୍ଷ ଧରି କୁର୍ଲୁପଡା ଗ୍ରାମର କେତେକ ବ୍ୟକ୍ତି ସମ୍ପୃକ୍ତ ଜମିକୁ ଜବରଦଖଲ କରି…
ବିନା ମାଲିକରେ ଶପିଙ୍ଗ କରି ଇଣ୍ଟରନେଟରେ ୟୁଜର୍ସଙ୍କ ହୃଦୟ ଜିତୁଛି କୁକୁର
ବିନା ମାଲିକରେ ଶପିଙ୍ଗ କରୁଛି କୁକୁର। ଏମିତି ଏକ ଭିଡିଓ ଏବେ ସୋସେିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଗୋଟିଏ କୁକୁର ଏହାର ମାଲିକ ବିନା ସପିଂ କରୁଥିବା ଦେଖାଯାଉଛି। ବିଶେଷ କଥା ହେଉଛି ମାଲିକ ଯାହା ପସନ୍ଦ କରନ୍ତି…
ମୁସଲିମ ଦେଶ ଫେଲ, ଏବେ ମୋଦି କରିବେ ଯୁଦ୍ଧର ଶେଷ, ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇମାମ ବୁଖାରିଙ୍କ ଅପିଲ
ନୂଆଦିଲ୍ଲୀ,୩୦।୧୨: ମଧ୍ୟ ପୂର୍ବର ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ଆର୍ମି (ଆଇଡିଏଫ)ର ଆକ୍ରମଣ ଗତ ୩ ମାସ ଧରି ଚାଲିଆସୁଛି। ଏହି ଯୁଦ୍ଧରେ ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ବର୍ତ୍ତମାନ ଏହା ଉପରେ ଦିଲ୍ଲୀର ଜାମା…
ବ୍ୟାଣ୍ଡ-ବାଜା ନେଇ ଗ୍ରାହକଙ୍କ ଘରେ ପହଞ୍ଚିଲା ସ୍ବିଗି, ଦେଲା ହଟ୍ ସରପ୍ରାଇଜ, ଭିଡିଓ ଭାଇରାଲ
ଫୁଡ ଡେଲିଭରି କମ୍ପାନୀ ଭାବେ ପରିଚିତ ସ୍ବିଗି ତାଙ୍କ ଗ୍ରାହକଙ୍କୁ ଠିକ୍ ସମୟରେ ଫୁଡ ଡେଲିଭରି କରି ଲୋକପ୍ରିୟ ହୋଇପାରିଛି। ବେଳେବେଳେ ସ୍ବିଗି ନିଜ ଗ୍ରାହକଙ୍କୁ ଫୁଡ ଡେଲିଭରି ସହ ଆକର୍ଷଣୀୟ ଅଫର ମଧ୍ୟ ଦେଇଥାଏ। ଯେପରି ଖାଦ୍ୟରେ ଡିସକାଉଣ୍ଟ ଦେବା…
ରିଜୱାନଙ୍କ ଆଉଟ୍ ନିଷ୍ପତ୍ତି ଉପରେ ପାକିସ୍ଥାନ ନେବ କାର୍ଯ୍ୟାନୁଷ୍ଠାନ, ଆଇସିସିରେ କରିବ ଅଭିଯୋଗ
ନୂଆଦିଲ୍ଲୀ,୩୦।୧୦: ମେଲବନର୍ର୍ରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ମହମ୍ମଦ ରିଜୱାନଙ୍କୁ ଆଉଟ୍ ଦେବା ନିଷ୍ପତ୍ତି ଉପରେ ବିବାଦ ଥମି ନଥିବା ଜଣାପଡିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସହିତ ଆଲୋଚନା…
ଗୀତ ଗାଇବେ ଆମିର
ମୁମ୍ବାଇ: ଭେଟେରାନ ଅଭିନେତା ଆମୀର ଖାନ ତାଙ୍କର ତିନି ଦଶନ୍ଧି ଧରି କ୍ୟାରିଅରରେ କ୍ରମାଗତ ଭାବରେ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଭିନ୍ନ ଭିନ୍ନ ମୁଭି ଭେଟିଦେଇ ସେ କେବଳ ଦର୍ଶକଙ୍କୁ ଆକର୍ଷିତ କରନ୍ତି ନାହିଁ ବରଂ ବକ୍ସ ଅଫିସ…
ସମୁଦ୍ରରେ ଓଲଟିଲା ଡଙ୍ଗା: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ
ଗୋପାଳପୁର,୩୦।୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ସମୁଦ୍ରରେ ଶନିବାର ଭୋରରେ ଏକ ଅଘଟଣ ଘଟିଛି l ଏକ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଅଳ୍ପକେ ବଞ୍ଚି ଯାଇଛନ୍ତି। ମୃତକ ହେଲେ ଗୋପାଳପୁର ଅଞ୍ଚଳର…
ଫିଲ୍ମ ଇଣ୍ଡଷ୍ଟ୍ରିରେ ୭ ବର୍ଷ ପୂରଣ, ସୋସିଆଲ ମିଡିଆରେ ଖୁସି ଜାହିର କଲେ ଅଭିନେତ୍ରୀ ରଶ୍ମିକା
ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଯିଏ କେବଳ ଦକ୍ଷିଣରେ ନୁହେଁ ବଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଖୁବ୍କମ ସମୟ ମଧ୍ୟରେ ରଶ୍ମିକା ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ଅଭିନେତ୍ରୀ ଏହି ବର୍ଷ ଇଣ୍ଡଷ୍ଟ୍ରିରେ ୭ ବର୍ଷ…

