ବେଲଣା କାଠି, ଚପଲ, ଝାଡୁରେ ଆଙ୍କିଲେ ଚିତ୍ର, ଭିଡିଓ ଦେଖିଲେ
ଜଣେ ଚିତ୍ରକର କିଛି ଏପରି ଅଦ୍ଭୁତପୂର୍ବ ଚିତ୍ର କରନ୍ତି ଯେ, ଜଣେ ସାଧାରଣ ମଣିଷ ତାକୁ କେବେ ବି କଳ୍ପନା ମଧ୍ୟ କରିପାରିବ ନାହିଁ। କଳ୍ପନା ସାଗରରେ ବୁଡି ଚିତ୍ରକର ଏମିତି କିଛି ଆଙ୍କି ଦିଅନ୍ତି ଯାହାକୁ ବୁଝିବା ଆମ ପକ୍ଷେ…
ରଣପୁର ବିଡିଓଙ୍କ ଅନିୟମିତତା ଧରାପଡ଼ିଲା
ନୟାଗଡ଼/ରଣପୁର, ୩୦।୧୨(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବ୍ଲକରେ ୫ମ ରାଜ୍ୟ ଅର୍ଥ କମିଶନ(ଏସ୍ଏଫସି) ପ୍ରକଳ୍ପ ପାରିତରେ ଅନିୟମିତତା ହୋଇଥିବା ଜିଲାପାଳଙ୍କ କୋର୍ଟ ରାୟ ପରେ ସ୍ପଷ୍ଟ ହୋଇଛି। ରଣପୁର ବ୍ଲକ ଅଧ୍ୟକ୍ଷାଙ୍କ ଅଗଚୋରରେ ପାରିତ ହୋଇଥିବା…
୨ ମାସ ଯାଏ ନାବାଳିକାଙ୍କୁ ବନ୍ଧକ ରଖି ଦୁଷ୍କର୍ମ କରୁଥିଲେ ଯୁବକ
ଲକ୍ଷ୍ନୌ,୩୦।୧୨: ଉତ୍ତରପ୍ରଦେଶର କାନପୁରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। କାନପୁରରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜଣେ ଯୁବକ ୧୪ ବର୍ଷ ବୟସ୍କା ନାବାଳକାଙ୍କୁ ବନ୍ଧକ ରଖି ଦୁଇମାସ ଧରି ଦୁଷ୍କର୍ମ କରିଥିବା ଜଣାପଡିଛି। ପୀଡିତା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ…
ଏମିତି ଗବେଷଣା କରାଯିବ, ମଣିଷ ଜୀବିତ ରହିବ ୧୫୦ ବର୍ଷ, ୨୦୨୪କୁ ନେଇ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ
୨୦୨୩ବର୍ଷ ଶେଷ ହେଉଛି ଏବଂ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ୨୦୨୪ବର୍ଷ ବିଶ୍ୱ ପାଇଁ କିପରି ହେବ ସେନେଇ ଫ୍ରାନ୍ସର ଜ୍ୟୋତିଷ ନୋଷ୍ଟ୍ରାଡାମସ ଅନେକ ଭବିଷ୍ୟବାଣୀ କରିଛନ୍ତି। ଷୋଡଶ ଶତାବ୍ଦୀର ନୋଷ୍ଟ୍ରାଡାମସ ତାଙ୍କର ଭବିଷ୍ୟବାଣୀ ପାଇଁ ଜଣାଶୁଣା। ୧୫୫୫ରେ ଭବିଷ୍ୟତ…
ଧୂଳିଧୂଆଁରେ ପଥଚାରୀ ନୟାନ୍ତ
ଯାଜପୁର,୩୦ା୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ (ଏନ୍ଏଚ୍) ସମ୍ପ୍ରସାରଣ କାର୍ଯ୍ୟ ପ୍ରାୟ ୭ ବର୍ଷ ହେବ ଚାଲିଛି। କିନ୍ତୁ ଶିଳ୍ପ ଓ ଲଘୁ ଖଣି କରିଡର ଭାବେ ପରିଚିତ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର…
ଦୁହ୍ଲନିୟା-୩ରେ ଧମାଲ କରିବେ ବରୁଣ
ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କର ଦମଦାର ଅଭିନୟ ପାଇଁ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ଅଭିନେତା ତାଙ୍କ କ୍ୟାରିୟରରେ ଅନେକ ହିଟ ମୁଭି ଦେଇଛନ୍ତି। ‘ହମ୍ପ୍ଟି ଶର୍ମା କି ଦୁହ୍ଲନିଆ’ ଏବଂ ‘ବଦ୍ରିନାଥ କି ଦୁହ୍ଲନିଆ’…
ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ
ହାଟଡ଼ିହୀ,୨୯l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ହୀ ବ୍ଲକ୍ ଶଢ଼ା ପଞ୍ଚାୟତରେ ୨୦୧୭-୧୮ ରୁ ୨୦୨୦-୨୧ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଆର୍ଥିକ ଅନିୟମିତତା ଏବଂ ପ୍ରକଳ୍ପ ଅସମ୍ପୂର୍ଣ ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ମାମଲା ଦାୟର ହୋଇଥିଲା। ବଳରାମ ଦାସ…
ଯାତ୍ରୀଙ୍କ ପାଇଁ ଖୁସିଖବର: ଅଯୋଧ୍ୟା ପାଇଁ ଏହି ୩ ସହରରୁ ଆରମ୍ଭ ହେବ ବିମାନ ସେବା, ବିମାନବନ୍ଦର ଉଦ୍ଘାଟନ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ଘୋଷଣା
ନୂଆଦିଲ୍ଲୀ,୩୦।୧୨: ଡିସେମ୍ବର ୩୦ ଅଯୋଧ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୨.୧୫ ରେ ଅଯୋଧ୍ୟାରେ ନିର୍ମିତ ନୂତନ ବିମାନବନ୍ଦର ଏବଂ ରେଳ ଷ୍ଟେଶନର ଉଦଘାଟନ କରିବାକୁ ଯାଉଛନ୍ତି। ଅଯୋଧ୍ୟାର ଏହି ବିମାନବନ୍ଦରର ନାମ ହେଉଛି…
୪ ଦିନରେ ମ୍ୟାଚ ଶେଷ: ଅଧିନାୟକ ପ୍ୟାଟ କୁମିନଙ୍କ ପୁଣି ରେକର୍ଡ
ମେଲବୋର୍ନ,୩୦ା୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚର ଖେଳ ୪ ଦିନ ମଧ୍ୟରେ ଶେଷ ହୋଇଛି। ଏଥିରେ ଅଷ୍ଟ୍ରେଲିଆ ୭୯ ରନରେ ବିଜୟ ଲାଭ କରିଛି। ଅଧିନାୟକ ପ୍ୟାଟ କୁମିନ୍ସ ମ୍ୟାଚରେ…
ସାଇକେଲରେ ଏମିତି ଷ୍ଟଣ୍ଟ କଲେ ଯୁବତୀ…
ପ୍ରତିଦିନ ଆମେ ସୋସିଆଲ ମିଡିଆରେ ଏପରି ଅଦ୍ଭୁତ ଭିଡିଓ ଦେଖିଥାଉ ଯାହା ଆମକୁ ହସାଇଥାଏ। ବେଳେବେଳେ ଆମେ ମଧ୍ୟ କିଛି ସୂଚନାପୂର୍ଣ୍ଣ ଭିଡିଓ ପାଇଥାଉ ଯାହାକୁ ଦେଖିବା ଦ୍ୱାରା ଆମେ କିଛି ଶିଖିଥାଉ। ବେଳେବେଳେ ଏହା ଘଟେ ଯେ କିଛି ଭିଡିଓ…
ସ୍ବାମୀଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ଓଢଣା ତଳେ ଗୁଟଖା ଖାଉଥିଲେ ବୋହୂ, ମାମଲା ପହଞ୍ଚିଲା…
ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ସେମାନଙ୍କ ବୋହୂଙ୍କ ବିରୋଧରେ ଅଭିଯୋଗ ଆଣି ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ଅଭିଯୋଗ ହୋଇଛି ଯେ ଘରର ବୋହୂ ଲୁଚାଇ ଲୁଚାଇ ଓଢଣା ତଳେ…
କ୍ରିଷ୍ଣାଙ୍କ ଡବଲରେ ଓଏଫ୍ସି ବିଜୟୀ
ଭୁବନେଶ୍ୱର, ୩୦।୧୨ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଚଳିତ ସିଜନରେ ଓଡ଼ିଶାର ଏଫ୍ସିର ଚମତ୍କାର ପ୍ରଦର୍ଶନ ବଜାୟ ରହିଛି। ରୟ କ୍ରିଷ୍ଣାଙ୍କ ଡବଲ ଗୋଲ ବଳରେ ଏହି ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫ୍ସିକୁ…

