Home Left

ରେକର୍ଡ ଭୋଟରେ ଜିତିଲେ ଚାଣ୍ଡି ଓମେନ୍‌

ଥିରୁଭାନନ୍ତପୁରମ୍‌,୮।୯: କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ୟୁଡିଏଫ୍‌) ପ୍ରାର୍ଥୀ ଚାଣ୍ଡି ଓମେନ କେରଳରେ ପୁଥୁପାଲ୍ଲି ବିଧାନସଭା ନିର୍ବାଚନରେ ରେକର୍ଡ ୩୬,୪୫୪ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି। ୨୦୧୧ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ୱାଣ୍ଡି ସିପିଏମର ସୁଜା ସୁଜନ ଜର୍ଜଙ୍କ ବିପକ୍ଷରେ…

୧୨ରେ ପୁଣି ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୮।୯: ରାଜ୍ୟରେ ଧୀରେ ଧୀରେ ଲଘୁଚାପ ଦୁର୍ବଳ ହୋଇଛି । ତେବେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ଢେଙ୍କାନାଳ, ବାରିପଦା, କଟକ ଭଳି ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଛି ।…

‘ଯଦି ସାହସ ଅଛି ନାଁ ପରିବର୍ତ୍ତନ କରି ଦେଖାଅ’

ନୂଆଦିଲ୍ଲୀ,୮।୯: ନ୍ୟାଶନାଲ୍‌ କନଫରେନ୍ସ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଇଣ୍ଡିଆ ବନାମ ଭାରତ ବିତର୍କ ଉପରେ ନିଜ ମତ ରଖିଛନ୍ତି। ସେ ଚ୍ୟାଲେଞ୍ଜ କରି କହିଛନ୍ତି, ଯଦି ଭାଜପା କିମ୍ବା ପ୍ରଧାନମନ୍ତ୍ରୀଙ୍କ ସାହସ ଅଛି,…

ଚିହ୍ନିଲେ ଦେଖି ଫଟୋଟି କେଉଁ ନେତାଙ୍କର? ଏବେ ସେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ

ସୋସିଆଲ ମିଡିଆରେ ଜଣେ ରାଜନେତାଙ୍କ ଯୁବକ ସମୟର ଫଟୋ ବେଶ ଭାଇରାଲ ହେଉଛି। ଉକ୍ତ ଫଟୋ ଦେଖି ତାଙ୍କୁ ଚିହ୍ନିବା ଲାଗି ଚ୍ୟାଲେଞ୍ଜ ଦିଆଯାଉଛି। ସେ ଏବେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ସୂଚନା ଦିଆଯାଇଛି। ଏମିତିରେ ଅନେକେ ତାଙ୍କୁ ଚିହ୍ନିବାରେ…

ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ସରପଞ୍ଚ, ସଭ୍ୟସଭ୍ୟା

ମୋରଡା,୮।୯(ସ୍ମାରକ ମାଜୀ): ବହୁ ବାଦବିବାଦ ମଧ୍ୟରେ ମୟୂରଭଞ୍ଜ ଜିଲା ମୋରଡା ପଞ୍ଚାୟତ ସମିତିର ଷଷ୍ଠତମ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ତବେ ବୈଠକ ଆରମ୍ଭରୁ ବିଭିନ୍ନ ସମସ୍ୟା  ଦେଖାଦେଇଥିଲା। ପ୍ରଥମେ ବ୍ଲକର ୨୦ ପଞ୍ଚାୟତର ସରପଞ୍ଚମାନେ ଏକ ଦାବିପତ୍ର ମୋରଡା ବଡିିଓ…

ଭାଜପା-ଜେଡିଏସ୍‌ ମଧ୍ୟରେ ବୁଝାମଣା: ୪ ଆସନ ଦେବାକୁ ଶାହା ରାଜି

ବେଙ୍ଗାଲୁରୁ,୮।୯: କର୍ନାଟକରେ ଭାଜପା ଏବଂ ଜେଡି (ଏସ) ମଧ୍ୟରେ ବୁଝାମଣା ହୋଇଛି। ଭାଜପା ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଘୋଷଣା କରିଛନ୍ତି ଯେ, ଲୋକସଭା ନିର୍ବାଚନ ପାଇଁ ଜେଡିଏସକୁ ୪ଟି ଆସନ ଦେବାକୁ ଭାଜପା ରାଜି ହୋଇଛି।…

ସିନେମାଜଗତ ଛାଡ଼ିବେ ସାମନ୍ଥା ! ଆଗକୁ ଏହି ଫିଲ୍ଡରେ…

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଗ୍ଲାମରର୍ସ ଅଭିନେତ୍ରୀଙ୍କ ମଧ୍ୟରୁ ସାମନ୍ଥା ରୁଥ ପ୍ରଭୁ ଜଣେ। ସେ ନିଜର ଦମ୍‌ଦାର ଅଭିନୟ ସହ ବ୍ୟକ୍ତିତ୍ୱକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। କେବଳ ସେତିକି ନୁହେଁ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ରହିଥାଏ…

ଚପଲର ଦାମ୍‌ ୧୦୦ କୋଟି ଟଙ୍କା, ଜାଣନ୍ତୁ କ’ଣ ପାଇଁ ଏତେ ଦାମ୍‌…

ମହିଳାମାନେ ବିଭିନ୍ନ ପ୍ରକାରର ଚପଲ କିଣିବାକୁ ବହୁତ ପସନ୍ଦ କରନ୍ତି। ଏହି କାରଣରୁ, ଅନେକ ମହିଳା ବିଭିନ୍ନ ଦାମ୍‌ ଏବଂ ଡିଜାଇନର ଚପଲ ପିନ୍ଧିବାକୁ ପସନ୍ଦ କରନ୍ତି। ତା’ପରେ ବି ଚପଲର ଦାମ୍‌ ମଧ୍ୟ ଦେଖନ୍ତି ନାହିଁ, ଯଦି ସେ ଏହାକୁ…

ଜି -୨୦ରେ ସାମିଲ ହେବାକୁ ଭାରତ ଆସୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଆସୁଛନ୍ତି। ବିଶେଷ କଥା ହେଉଛି ତାଙ୍କ ସାଙ୍ଗରେ ତାଙ୍କ ଝିଅ ସାଇମା ୱାଜେଦ ମଧ୍ୟ ତାଙ୍କ ସହ ଦିଲ୍ଲୀ ଆସୁଛନ୍ତି। ବିଶ୍ୱାସ କରାଯାଏ ଯେ…

ଟିମ ଇଣ୍ଡିଆ ପାଇଁ ଖୁସି ଖବର, ଦଳକୁ ଫେରିଲେ ଯସପ୍ରୀତ

ନୂଆଦିଲ୍ଲୀ,୮।୯: ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ୨୦୨୩ର ତୃତୀୟ ସୁପର ଫୋର୍‌ ମ୍ୟାଚ ଖେଳାଯିବ। ଏହାର ଠିକ୍‌ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି। ଦ୍ରୁତ ବୋଲର ଯସପ୍ରୀତ ବୁମ୍ରା ଫେରିଛନ୍ତି। ବ୍ୟକ୍ତିଗତ…

ଭାଜପାରୁ ଅଲଗା ହେବା ପରେ ପ୍ରଥମ ଥର ଲାଗି ନୀତୀଶଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସାରା ଦେଶରେ ଭାଜପା ବିରୋଧୀ ଦଳକୁ ଏକତ୍ର କରି ପାଟନାରେ ବିରୋଧୀ ଏକତାର ପ୍ରଥମ ବୈଠକ ଆୟୋଜନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ବିହାର ମୁଖ୍ୟମନ୍ତ୍ରୀଙ୍କ…

ଭାରତର ‘ଜାତୀୟ ଖାଦ୍ୟ’ ଖେଚୁଡି, ବାଲାଂଦେଶର ଜାଣିଲେ…

‘ଖେଚୁଡି’ ଏଭଳି ଏକ ବ୍ୟଞ୍ଜନ, ଯାହା ଭାରତୀୟମାନଙ୍କୁ ବେଶ ପସନ୍ଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଏହା ପ୍ରିୟ ଖାଦ୍ୟ। ଲୋକପ୍ରିୟତା ଯୋଗୁ ‘ଖେଚେଡି’କୁ ଭାରତର ‘ଜାତୀୟ ଖାଦ୍ୟ’ ମାନ୍ୟତା ମିଳିଛି। ହେଲେ ଯଦି କେହି ଆପଣଙ୍କୁ ବାଲାଂଦେଶର ‘ଜାତୀୟ ଖାଦ୍ୟ’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri