Home Left

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ କଟକଣା

ଭୁବନେଶ୍ୱର,୨୩ା୧(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆସନ୍ତା ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟାତ ନିମନ୍ତେ କଟକଣା ଲାଗୁ କରାଯାଇଛି। ସକାଳ ସାଢେ ୬ଟାରୁ ପରେଡ଼ ସରିବା ପର୍ଯ୍ୟନ୍ତ କୌଣସି ଭାରୀଯାନ ଜନପଥ ରାସ୍ତା…

ତରୁଣ ଖୁଲ୍‌ବେ ଜେଏସ୍‌ଏଲ୍‌ର ନୂଆ ସିଇଓ

ଯାଜପୁର,୨୩।୧ (ହର୍ଷବର୍ଦ୍ଧନ ବେହେରା): ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କମ୍ପାନୀର ବରିଷ୍ଠ ଅଧିକାରୀ ତରୁଣ ଖୁଲ୍‌ବେଙ୍କୁ ନିଯୁକ୍ତି ଦିଆଯାଇଛି। ବିଶେଷକରି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ଖୁଲ୍‌ବେଙ୍କର ସିଇଓ ଏବଂ ସମ୍ପୂର୍ଣ୍ଣ ଅବଧି ନିର୍ଦ୍ଦେଶକର ପଦୋନ୍ନତିକୁ…

ପୁଅ ଜିଦ୍‌ କଲେ ଏମିତି ଖେଳନା, କ୍ରେନ୍‌ ସାହାଯ୍ୟରେ ଘରକୁ ଆଣିଲେ ବାପା

ଖେଳନା ପିଲାମାନଙ୍କ ପ୍ରିୟ ଜିନିଷ ମଧ୍ୟରୁ ଅନ୍ୟତମ। ଏମିତି କୌଣସି ପିଲା ନାହାଁନ୍ତି ଯିଏ ଖେଳନା ପାଇଁ ଜିଦ୍‌ କରନ୍ତି ନାହିଁ। ପ୍ରାୟତଃ କାଛି ମା’ବାପା ପିଲାଙ୍କ ଜିଦ୍‌ ପୂରଣ କରିଥାନ୍ତି। କିନ୍ତୁ ଆଜିକାଲି ଜଣେ ବାପା ଚର୍ଚ୍ଚାରେ ଅଛନ୍ତି। ସେ…

ଗାଲାକ୍ସି ଏଆଇ ସହ ସାମ୍‌ସଙ୍ଗ୍‌ ଏସ୍‌୨୪ ସିରିଜ ଉନ୍ମୋଚିତ

ଭୁବନେଶ୍ୱର,୨୩।୧: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ‘ସାମ୍‌ସଙ୍ଗ୍‌’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌-ନ୍ୟୁ ଗାଲାକ୍ସି ଏସ୍‌୨୪ ସିରିଜର ଉନ୍ମୋଚନ ସହ ବଜାର ପ୍ରବେଶ ସୋମବାର ଆନୁଷ୍ଠାନିକ ଭାବେ ହୋଇଯାଇଛି। ଏପରିକି ପ୍ରତି ଥର ଭଳି ଏଥର ମଧ୍ୟ ୩ଟି ସ୍ମାର୍ଟଫୋନ୍‌…

ସି ଜି ମୋଟର୍ସ ସହ ହିରୋ ମୋଟକର୍ପର ସହଭାଗିତା

ନୂଆଦିଲ୍ଲୀ,୨୩।୧ (ଅଭୟ ଦାଶ): ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା (କମ୍ପାନୀ) ତଥା ହିରୋ ମୋଟକର୍ପ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ ଏବଂ ଦି ଚୌଧୁରୀ ଗ୍ରୁପ (ସିଜି)ର ଅଗ୍ରଣୀ ସଂସ୍ଥା ସି.ଜି. ମୋଟସର୍ର୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ହୋଇଯାଇଛି।…

ମାଲାବାରରେ ଜେମ୍‌ଷ୍ଟୋନ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୨୩।୧(ଅନୁରାଧା ମହାରଣା): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ଏକ ସ୍ବତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ ‘ଜେମ୍‌ଷ୍ଟୋନ୍‌ ଫେଷ୍ଟିଭାଲ’ର ଶୁଭାରମ୍ଭ କରାଯାଇଛିି। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ଏକ୍ସକ୍ଲୁସିଭ ଶୋ’ରୁମ୍‌ ଭୁବନେଶ୍ୱରସ୍ଥିତ ଶହୀଦନଗର ଷ୍ଟୋରରରେ ଉକ୍ତ ଫେଷ୍ଟିଭାଲ ସୋମବାର ଠାରୁ…

ସୋନିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୩।୧: ସୋନି ପକ୍ଷରୁ ନୂଆ ଓୟାରଲେସ୍‌ ନଏଜ୍‌ କ୍ୟାନ୍‌ସେଲିଂ ସୁବିଧା ଥିବା ଗେମିଂ ଇୟରବଡ୍‌ ଇନ୍‌ଜୋନ୍‌ ବଡ୍‌ସକୁ ଉନ୍ମୋଚନ କରାଯାଇଛି। ଏଥିରେ ଥିବା ବ୍ୟାଟେରି ୧୨ ଘଣ୍ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ ଏବଂ ତାହାକୁ ବ୍ୟବହାର କରି ପିସି,…

‘ଦି ୱେଡେଡ୍‌ ରକ୍‌ସ’

ଟୋକିଓ: ଦି ୱେଡେଡ୍‌ ରକ୍‌ସ ତଥା ମେଓଟୋ ଇୱା ନାମକ ଜାପାନର ଦୁଇଟି ପବିତ୍ର ଚଟାଣ ରହିଛି, ଯାହାକୁ ‘ସ୍ତ୍ରୀ ଏବଂ ସ୍ବାମୀ’ କିମ୍ବା ବିବାହିତ ଚଟାଣ ମଧ୍ୟ କୁହାଯାଏ। ଏହି ଚଟାଣକୁ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ମିଳନ, ଭଲ…

ସ୍ବାଧୀନତାର ବହ୍ନି ପ୍ରଜ୍ୱଳିତ କରିଥିଲେ ସୁରେନ୍ଦ୍ର ସାଏ

ସ୍ବାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏ ଜଣେ ଅଗ୍ରଣୀ ବ୍ୟକ୍ତିତ୍ୱ ଥିଲେ। ତାଙ୍କ ମୋଟ ଜୀବନକାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷ ସେ କାରାଗାରରେ ବିତାଇଥିଲେ। ୧୮୫୭ ସିପାହି ବିଦ୍ରୋହର ୩୦ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର…

ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଆନୁଷ୍ଠାନିକ ଭାବରେ ପରାକ୍ରମ ଦିବସ ଭାବରେ ଜଣାଶୁଣା। ବିଶିଷ୍ଟ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ନେତାଜୀଙ୍କ ଜନ୍ମଦିନ ପାଳନ ପାଇଁ ଭାରତରେ ପାଳିତ ହେଉଥିବା ଏହା ଏକ ଜାତୀୟ କାର୍ଯ୍ୟକ୍ରମ। ଏହା ପ୍ରତିବର୍ଷ ୨୩ ଜାନୁଆରୀରେ…

ଶିନ୍ଦେଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧: ୨୦୨୨ ଜୁନ୍‌ରେ ଶିବସେନା ବିଭାଜିତ ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀକୁ ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ପ୍ରକୃତ ରାଜନୈତିକ ଦଳ ଘୋଷଣା କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ…

ଆତ୍ମସମର୍ପଣ କଲେ ୧୧ ବଳାତ୍କାରୀ

ଗୋଧ୍ରା,୨୩।୧: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ରବିବାର ରାତିରେ ଗୁଜରାଟ ପଞ୍ଚମହଲ ଜିଲାର ଗୋଧ୍ରା ସବ୍‌ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପାଇଁ ସମୟ ବଢ଼ାଇବା ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?