Home Left

ଆମେରିକୀୟ ସେନା ସହିତ ଯୁଦ୍ଧ ଅଭ୍ୟାସ କରିବ ଭାରତୀୟ ସେନା

ନୂଆଦିଲ୍ଲୀ/ନ୍ୟୁୟର୍କ,୨୫।୯: ସୋମବାର ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଲାସ୍କାରେ ଆମେରିକାର ସେନା ସହିତ ବ୍ୟାୟାମ ଆରମ୍ଭ କରିବାକୁ ଯାଉଛି ଭାରତୀୟ ସେନା। ଏହାର ନାମ ଯୁଦ୍ଧାଭ୍ୟାସ ୨୩। ଯୁଦ୍ଧ ସମୟରେ ସାମରିକ କାର୍ଯ୍ୟ ଏବଂ ଜଟିଳ ଡ୍ରିଲ ଠାରୁ ସାମରିକ-ଏକାଡେମିକ ମଧ୍ୟ…

ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଓଓ୍ବାଇସି

ନୂଆଦିଲ୍ଲୀ,୨୫।୯: ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ୱାୟାନାଡରୁ ନୁହେଁ ବରଂ ହାଇଦ୍ରାବାଦରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ଏଆଇଏମଆଇଏମ ମୁଖ୍ୟ ତାଙ୍କ…

ପୋଲିସ କର୍ମଚାରୀଙ୍କ ଦାୟିତ୍ୱହୀନତା: ନାବାଳିକା ଅପହରଣ ଅଭିଯୁକ୍ତ ଫେରାର

ଦେବଗଡ଼,୨୫।୯(ଶଶାଙ୍କ ଶେଖର ଝାଙ୍କର ): ପୋଲିସ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ଜଣେ ନାବାଳିକା ଅପହରଣ ଅଭିଯୁକ୍ତ ଦେବଗଡ ସ୍ବତନ୍ତ୍ର ଉପକାରାଗାର ସମ୍ମୂଖରୁ ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମର ଜଣେ…

ଜଗତ ଜ୍ୟୋତି ଚାମ୍ପିୟନ

ଭୁବନେଶ୍ୱର, ୨୫।୯ (ତପନ ସ୍ବାଇଁ): ଖୋର୍ଦ୍ଧାର ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଅନୁଷ୍ଠିତ ସର୍ବଭାରତୀୟ ୧୪ ବର୍ଷରୁ କମ୍‌ ଟ୍ୟାଲେଣ୍ଟ ସିରିଜ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଜଗତ ଜ୍ୟୋତି ପତି ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ଜଗତ ଜ୍ୟୋତି ନିଜ ରାଜ୍ୟର…

ଅଷ୍ଟ୍ରେଲିଆକୁ ପଞ୍ଚମ ଟାଇଟଲ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ଏକାଦଶ ସଂସ୍କରଣ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଇଥିଲା। ଦ୍ୱିତୀୟ ଆୟୋଜକ ଦେଶ ଭାବରେ ଅଷ୍ଟ୍ରେଲିଆ ଚାମ୍ପିୟନ ଆଖ୍ୟା ଅର୍ଜନ କରିବା ସହ ନିଜର ପଞ୍ଚମ ଟାଇଟଲ ହାସଲ କରିଥିଲା। ଉଭୟ ଆୟୋଜକ ଦେଶ ଫାଇନାଲରେ ପହଞ୍ଚି…

ଜାପାନିଜ୍‌ ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ସୁଜୁକା,୨୫ା୯(ପି.ଟି.): ରବିବାର ଜାପାନିଜ୍‌ ଗ୍ରାଁ ପ୍ରି ଟାଇଟଲ ବିଜୟୀ ହୋଇଛନ୍ତି ମାକ୍ସ ଭର୍ଷ୍ଟାପେନ୍‌। ସେ ନିଜର ଚମତ୍କାର ଫର୍ମ ଜାରି ରଖିବା ସହ କ୍ରମାଗତ ତୃତୀୟ ଡ୍ରାଇଭର୍ସ ଚାମ୍ପିୟନଶିପ୍‌ ବିଜୟୀ ହେବାକୁ ଯାଉଛନ୍ତି। ଏକ ସପ୍ତାହ ତଳେ ସିଙ୍ଗାପୁରରେ ପୋଡିୟମ ଫିନିଶରୁ…

ନିଖତଙ୍କ ବିଜୟ ଅଭିଯାନ

ହାଙ୍ଗଝୋ,୨୫ା୯(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ବକ୍ସରଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଦୁଇ ଦୁଇ ଥର ବିଶ୍ୱ ଚାମ୍ପିୟନ ନିଖତ ଜରିନ୍‌ ଦମଦାର ବିଜୟ ସହିତ ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରୀତି ପଓ୍ବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।…

ଏବିଡି-ପୂଜା ସୁପର ଓ୍ବିନର ନୂଆ ଚେହେରା

ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ତଥା ଅନ୍‌ଲାଇନ ଗେମିଂ ପ୍ଲାଟଫର୍ମ ସୁପର ଓ୍ବିନର ନୂଆ ଚେହେରା ଭାବେ ବଲିଉଡ ଅଭିନେତ୍ରୀ ପୂଜା ହେଗ୍‌ଡେ ଏବଂ ଜଣାଶୁଣା କ୍ରିକେଟିୟର ଏବି ଡି ଭିଲିୟର୍ସ ଯୋଡ଼ି ହୋଇଛନ୍ତି। ବିଶେଷକରି ଉଭୟ ପୂଜା ଏବଂ ଏବିଡିଙ୍କ ସହଭାଗିତା…

ଜନପଥରେ ଦି ଏଥନିକ୍‌ ରୟାଲ

ଭୁବନେଶ୍ୱର,୨୫।୯: ରାଜ୍ୟର ପ୍ରମୁଖ ମହିଳା ଗାର୍ମେଣ୍ଟ୍‌ସ ବ୍ରାଣ୍ଡ୍‌ ‘ଦି ଏଥନିକ୍‌ ରୟାଲ’ର ନୂତନ ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ଜନପଥ(ଗିରିଦୁର୍ଗା ମନ୍ଦିର ସମ୍ମୁଖ)ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ…

ମାଷ୍ଟର କ୍ୟାଣ୍ଟିନ୍‌ରେ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ ରୁମ୍‌

ଭୁବନେଶ୍ୱର,୨୫।୯: (ଅଭୟ ଦାଶ): କଲ୍ୟାଣ ଜୁଏଲର୍ସର ନୂତନ ଶୋ’ ରୁମ୍‌ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍‌ଠାରେ ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଲିଉଡ୍‌ ଅଭିନେତ୍ରୀ ଜାହ୍ମବୀ କପୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ।…

ସୁପ୍ତ ଅବସ୍ଥାରେ ୩ ଦଳର ଯୁବ ସଙ୍ଗଠନ

ଭୁବନେଶ୍ୱର, ୨୫।୯ (ସୁନିତ୍‌ ମିଶ୍ର):ଆସନ୍ତା ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଯୁବ ସଙ୍ଗଠନ ଏକପ୍ରକାର ନିଷ୍କ୍ରିୟ ହୋଇ ରହିଛନ୍ତି, ଯଦ୍ଦ୍ବାରା ଯୁବ ନେତୃତ୍ୱକୁ ଆଗକୁ ଯିବା ଲାଗି ସେତେଟା…

ପିଏନ୍‌ବି ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨୫।୯: ସର୍ବଭାରତୀୟ ପିଏନ୍‌ବି (ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ) ଅବସରପ୍ରାପ୍ତ କର୍ମଚାରୀ ସଂଘ ଭୁବନେଶ୍ୱର ମଣ୍ଡଳର ପ୍ରଥମ ବାର୍ଷିକ ଉତ୍ସବ (ସମ୍ମିଳନୀ) ରବିବାର ଭୁବନେଶ୍ୱରର ଶିରିପୁରସ୍ଥିତ ଇମେଜ ସଭାକକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପିଏନ୍‌ବିର ଆଞ୍ଚଳିକ ମୁଖ୍ୟ ଏ. ଉଦୟ ଭାସ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri