Home Left

ପ୍ରାଣୀଧନ ଚିକିତ୍ସକଙ୍କ ପ୍ରଶିକ୍ଷଣ ଅବଧି ୧୨ମାସକୁ ହ୍ରାସ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର, ୨୨।୧ (ବନ୍ଦନା ସେଠୀ): ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ଅନ୍ତର୍ଗତ ଏକ ପ୍ରସ୍ତାବ ରଖାଯାଇଥିଲା। ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା (ନିଯୁକ୍ତି ସର୍ତ୍ତାବଳୀ) ନିୟମ, ୧୯୮୩ର ପ୍ରସ୍ତାବିତ ସଂଶୋଧନ…

ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିନ୍ଦା କଲା ପାକିସ୍ତାନ

ଇସ୍‌ଲାମାବାଦ,୨୨।୧ : ଅଯୋଧ୍ୟାରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାକିସ୍ତାନ ନିନ୍ଦା କରିଛି। ପ୍ରାଣ ପ୍ରତିଷ୍ଠା ଉତ୍ସବ ଭାରତରେ ସଂଖ୍ୟାଗରିଷ୍ଠବାଦ ବଢ଼ୁଥିବାର ସୂଚନା ଦେଉଛି ବୋଲି ପାକ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉଗ୍ରବାଦୀ ଚିନ୍ତାଧାରାର ଲୋକମାନେ ବାବ୍ରୀ ମସ୍‌ଜିଦ ଭାଙ୍ଗିଥିଲେ।…

ପୁଣି ଫେରିଲେ ୨ ଗୋଠଛଡ଼ା ଦନ୍ତା

ବଣାଇଁ, ୨୨ା୧ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ରେଞ୍ଜ ଅଧୀନ ଧରଣୀଧର ସେକ୍ସନରେ ଦୀର୍ଘଦିନ ଧରି ହାତୀ ଉପଦ୍ରବ ବୃଦ୍ଧି ପାଉଛି। ହାତୀ ବହୁ ଘର ଭାଙ୍ଗିବା ସହ ବ୍ୟାପକ ଧାନ, ଚାଉଳ ଖାଇ ନଷ୍ଟ କରିବା ଏକ ନିତି…

ଗାଡି ଭଡାରେ ଆଣି ଲକ୍ଷାଧିକ ଟଙ୍କା ଠକେଇ,୨ ଗିରଫ

ଭୁବନେଶ୍ୱର,୨୨।୧(ସୂର୍ଯ୍ୟକାନ୍ତ ବେହେରା): ଏଜେନ୍ସିଗୁଡ଼ିକରୁ ଭଡା ସୂତ୍ରରେ ଗାଡି ଆଣୁଥିଲେ। ପରେ ସେହି ଗାଡିକୁ ନିଜର କହି ଅନ୍ୟମାନଙ୍କୁ ଭଡାରେ ଲଗାଇ ମୋଟା ଅଙ୍କର ଟଙ୍କା ଆଣୁଥିଲେ। ହେଲେ ଗାଡିର ପ୍ରକୃତ ମାଲିକାନାକୁ ଟଙ୍କା ନ ଦେଇ ଚଳୁ କରି ଦେଉଥିଲେ। ଦୀର୍ଘଦିନ…

ବଡ଼ଭାଇଙ୍କୁ କାଠ ଫାଳିଆରେ ମାରି ବନ୍ଧାହେଲେ ସାନ ଭାଇ

ହିଞ୍ଜିଳିକାଟୁ,୨୨।୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ପାରିବାରିକ କଳହ ଏବଂ ଶତ୍ରୁତାକୁ କେନ୍ଦ୍ର କରି ସାନ ଭାଇର କାଠ ଫାଳିଆ ମାଡ଼ରେ ବଡଭାଇ ଗୁରୁତର ଆହତ ହୋଇଛନ୍ତି। ପିତଳ ବଜାର ସାହି ଛକରେ ବଡ ଭାଇ ରବିନ୍ଦ୍ର…

ସନ୍ନିଙ୍କ ରେଷ୍ଟୁରାଣ୍ଟ ଭିଡିଓ ଭାଇରାଲ

ଅଭିନେତ୍ରୀ ସନ୍ନି ଲିଓନ ବର୍ତ୍ତମାନ ଏକ ରେଷ୍ଟୁରାଣ୍ଟର ମାଲିକିଆଣୀ, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସ୍ବାମୀ ଡାନିଏଲ ୱେବରଙ୍କ ସହ ନୋଏଡାରେ ସନ୍ନି ଏହି ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି। ସେ ଏହାର ନାମ ‘ଚିକାଲୋକା’ ରଖିଛନ୍ତି।…

ଭାରତୀୟଙ୍କ ହୃଦୟ ଜିତିଲେ ଡେଭିଡ ୱାର୍ନର

ସିଡନୀ,୨୨।୧: ଆଜି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରର ପ୍ରସିଦ୍ଧ ଚେହେରାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସଚିନ ତେନ୍ଦୁଲକରଙ୍କ ବ୍ୟତୀତ…

ସୁରଟକୁ ଗଞ୍ଜେଇ ଚାଲଣ ବେଳେ ୨ ଯୁବକ ଗିରଫ

ଭୁବନେଶ୍ୱର,୨୨।୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡରେ ଚଢାଉ କରି ଭରତପୁର ଥାନା ପୋଲିସ ୨ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲଣ କରିଛି। ସେମାନେ ହେଲେ ଗଞ୍ଜାମର କାହ୍ନୁ ବେହେରା ଓ ବିହାରର ସୁରଜ ଯାଦବ। ଉଭୟଙ୍କଠାରୁ ସାଢେ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜାଣନ୍ତୁ କ’ଣ କହିଲେ ଅରୁଣ ଯୋଗୀରାଜ

ଅଯୋଧ୍ୟା,୨୨।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଖ୍ୟାତନାମା ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ପ୍ରତିକ୍ରିୟା ଆସିଛି। ରାମ ଲାଲାଙ୍କ ମୂର୍ତ୍ତି ନିର୍ମାତା ଅରୁଣ ନିଜକୁ ପୃଥିବୀର ସବୁଠୁ ଭାଗ୍ୟବାନ ବ୍ୟକ୍ତି ବୋଲି ଅନୁଭବ କରୁଥିବା ସୋମବାର ପ୍ରକାଶ କରିଛନ୍ତି। ଭଗବାନ ରାମ ହିଁ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ, କହିଲେ ଆଜି ଜୀବନ ଧନ୍ୟ ହୋଇଗଲା…

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲା ବିରାଜମାନ କରିଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭାବୁକ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସିଏମ ଯୋଗୀ ଲେଖିଛନ୍ତି, ଅଯୋଧ୍ୟା…

ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ୱାର୍ଟରରେ ପହଞ୍ଚିଲେ ଅଲକାରାଜ, ଜେଭରେଭ୍‌

ମେଲବୋର୍ନ,୨୨ା୧: ଅଷ୍ଟ୍ରେଲିଆନ୍‌ ଓପନ କ୍ୱାର୍ଟର ଫାଇନାଲ ଲାଇନ୍‌ଅପ୍‌ ସୋମବାର ଚୂଡାନ୍ତ ହୋଇଛି। ସୋମବାର ପୁରୁଷ ସିଙ୍ଗଲ୍ସ ପ୍ରି କ୍ୱାର୍ଟର ମ୍ୟାଚ୍‌ରେ ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ ଗାର୍ଫିଆ ଓ ଜର୍ମାନୀର ଆଲେକଜାଣ୍ଡାର ଜେଭରେଭ୍‌ ବିଜୟୀ ହୋଇଛନ୍ତି। ଓ୍ବିମ୍ବେଲଡନ୍‌ ବିଜେତା ତଥା ବିଶ୍ୱମାନ୍ୟତାର ୨…

ଜଳିଲା ସାଢ଼େ ୬ ଫୁଟ୍‌ର ଦୀପ

ବାସୁଦେବପୁର,୨୨ା୧(ନାରାୟଣ ପ୍ରସାଦ ବାରିକ୍‌):ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଭଦ୍ରକ ଜିଲାର ବାସୁଦେବପୁର ସହର ମଧ୍ୟରେ ବ୍ଲକରୋଡ୍‌ ପୂଜା ମଣ୍ଡପ ସାମ୍ନାରେ ସାଢ଼େ ୬ ଫୁଟ୍‌ର ଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏହି ବିଶାଳ ଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?