Home Left

ବର୍ଷାରେ ଭାଙ୍ଗିଲା ଘର: ସମ୍ପର୍କୀୟଙ୍କ ଘରେ ଆଶ୍ରୟ

କୁଚିଣ୍ଡା,୨୫ା୯(ବିରଞ୍ଚି ଦର୍କା): ଲଗାଣ ବର୍ଷାରେ ସମ୍ବଲପୁର ଜିଲା କୁଚିଣ୍ଡା ତହସିଲ କୁନ୍ତରା ଗ୍ରାମର ଦଶରଥ ଭଇଁଷାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଘଟଣା ଦିନରେ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ପରିବାର ଲୋକେ ବର୍ତ୍ତିଯାଇଛନ୍ତି। ଅନ୍ୟପକ୍ଷେ ପରିବାର ଲୋକେ ଅସହାୟ ଅବସ୍ଥାରେ ସମ୍ପର୍କୀୟଙ୍କ…

ଟ୍ରେନରେ ଯାତ୍ରା କଲେ ରାହୁଲ

ରାୟପୁର,୨୫।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡ ଗସ୍ତରେ ଅଛନ୍ତି। ଏହି ସମୟରେ ଟ୍ରେନରେ ଯାତ୍ରା କରିବାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଟ୍ରେନରେ ସେ ସାଧାରଣ ଲୋକଙ୍କ ମଧ୍ୟରେ ବସି ସେମାନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।…

ଘରୁ ୫୦ ଭରି ସୁନା ଗହଣା ଚୋରି: ମିଳୁନି ସୁରାକ, ଚିନ୍ତାରେ ପୋଲିସ

ବ୍ରହ୍ମପୁର,୨୫।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବୌଦ୍ୟନାଥପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବଢିବାରେ ଲାଗିଛି। ପୋଲିସ ପାଟ୍ରୋଲିଂକୁ ଜୋରାଦାର କରୁଥିବା କହୁଥିବା ବେଳେ ଚୋରମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି। ପୂର୍ବରୁ ୪ଟି ଚୋରି ଘଟଣା ଘଟିଥିବା…

ବ୍ରହ୍ମାଣ୍ଡରେ ଅସଂଖ୍ୟ ତାରା, ମାତ୍ର ରାତିରେ ଘନଅନ୍ଧାର, ଜାଣନ୍ତି କି ଏହାର କାରଣ…

ବ୍ରହ୍ମାଣ୍ଡରେ ଅସଂଖ୍ୟ ତାରା ଅଛନ୍ତି। ଅନେକ ସୂର୍ଯ୍ୟଙ୍କ ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ। ଯାହାକୁ ଆମେ ରାତିରେ ଆକାଶରେ ଝଲସି ଉଠୁଥିବାର ଦେଖୁ। ତେବେ ପୃଥିବୀରେ ରାତି କାହିଁକି କଳା ଏବଂ ଅନ୍ଧକାର? ଏହି ପ୍ରଶ୍ନ ଶତାବ୍ଦୀ ଧରି ବୈଜ୍ଞାନିକମାନଙ୍କୁ ଅସୁବିଧାରେ…

୫ ବର୍ଷ ପରେ ଘରକୁ ଫେରିଲେ ନିଖୋଜ ଆଦିବାସୀ ଝିଅ

କେନ୍ଦୁଝର,୨୫ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ଗ୍ରାମର ଗୁରୁବା ମୁଣ୍ଡାଙ୍କ ଝିଅ ୨୦୧୯ରୁ ନିଖୋଜ ଥିବା ବେଳେ ସୋମବାର ଶିଶୁମଙ୍ଗଳ ସମିତିର ହସ୍ତକ୍ଷେପ ପରେ ପରିବାର ନିକଟକୁ ଫେରିଛନ୍ତି। ଫଳରେ ପରିବାରରେ ଖୁସିର ଲହରି ଖେଳିଯାଇଛି।…

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କ  ବଢ଼ିଲା ଅଡ଼ୁଆ

କଟକ,୨୫।୯:  ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡ଼ୁଆ  ବଢ଼ଛି। ପ୍ରତାପଙ୍କ ନାମରେ ମାମଲା ଚାଲୁ ରଖିବାକୁ  କୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି। ତେବେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ  ଦଫାରେ ଏହି ମାମଲା ଚାଲୁ ରହିବ। ଧର୍ତ୍ତବ୍ୟ …

ଦୋକାନରେ ପଶି ଆକ୍ରମଣ: ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବ୍ରହ୍ମପୁର,୨୫ା୯(ସୁବାସ ଚନ୍ଦ୍ର ପାଢ଼ୀ): ଦୋକାନରେ ଭାଇ ଓ ସାଙ୍ଗ ସହ ବସିଥିବା ବେଳେ କେତେକ ଯୁବକ ସଂଘବଦ୍ଧ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ଯଶୋଦାନଗର ଅଞ୍ଚଳର ବ୍ରହ୍ମ ନାରାୟଣ ସାହୁଙ୍କ ଏତଲା…

ରାହୁଲଙ୍କୁ ପରିହାସ କଲେ କବିତା

ହାଇଦ୍ରାବାଦ,୨୫।୯: ନିଜାମାବାଦରେ ଏକ ରାଲିକୁ ସମ୍ବୋଧିତ କରି ବିଆରଏସ ଏମଏଲସି କେ. କବିତା ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବାର ଶ୍ରେୟ ତାଙ୍କ ପାର୍ଟିକୁ ଦେଇଛନ୍ତି। ଏହି ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପରିହାସ କରିଛନ୍ତି। ମହିଳା…

ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନକୁ ଆଶ୍ୱସ୍ତି, ଭାରତ ପକ୍ଷରୁ ଖେଳାଳିଙ୍କୁ ପ୍ରଦାନ କରାଯିବ ଭିଜା

ନୂଆଦିଲ୍ଲୀ,୨୫।୯: ଅକ୍ଟୋବର ୫ରୁ କ୍ରିକେଟ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ମାଟିରେ ଚଳିତ ବର୍ଷ ବିଶ୍ୱକପ୍‌ ମ୍ୟାଚ ଖେଳାଯିବ। ଏଥି ସହିତ ବାବର ଆଜାମଙ୍କ ଅଧିନାୟିକତ୍ୱ ପାକିସ୍ତାନୀ କ୍ରିକେଟ ଦଳକୁ ଭିଜା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ବର୍ତ୍ତମାନ…

୩ୟ ଦିନିକିଆରେ ରୋହିତ, କୋହଲିଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ

ନୂଆଦିଲ୍ଲୀ,୨୫।୯: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଆଗୁଆ ରହିଛି। ବର୍ତ୍ତମାନ ଟିମ ଇଣ୍ଡିଆକୁ ଏହି ସିରିଜର ଶେଷ ମ୍ୟାଚ ୨୭ ସେପ୍ଟେମ୍ବରରେ ରାଜକୋଟ ଗ୍ରାଉଣ୍ଡରେ ଖେଳିବାକୁ…

ଲଣ୍ଡନ ହସ୍ପିଟାଲରେ ଭାରତୀୟ ବଂଶୋଭବଙ୍କ ମୃତ୍ୟୁ

ଲଣ୍ଡନ,୨୫ା୯: ଲଣ୍ଡନର ଏକ ଡାକ୍ତରଖାନାରେ ଜଣେ ଭାରତୀୟ ବଂଶୋଭବଙ୍କର ମୃତ୍ୟୁ ଘଟିଛି। ଏନେଇ ପିତା ବ୍ରିଟେନରେ ‘ରୋଗୀଙ୍କ ଅଧିକାର’ ପାଇଁ ପ୍ରଚାର କରିଛନ୍ତି। ଭାରତୀୟ ବଂଶୋଭବ ଜୟ ପଟେଲ ଏଥିପାଇଁ ଏକ ନୂତନ ଦାନ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଜୟ…

୫ ଦିନ ପରେ ମିଳିଲା ନିଖୋଜ ଅଶୋକଙ୍କ ମୃତଦେହ

ରାୟଗଡ଼ା,୨୫ା୯(ଆଶିଷ ରଞ୍ଜନ ପଣ୍ଡା): ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ସହର ଉପକଣ୍ଠ ନାଗାବଳୀ ନଦୀରେ ଭାସି ନିଖୋଜ ହୋଇଯାଇଥିଲେ ମାଙ୍କ ବସ୍ତିର ଶ୍ରୀନିବାସ ଦିଲେଶ୍ୱର ରାଓଙ୍କ ପୁଅ ଶ୍ରୀନିବାସ ଅଶୋକ କୁମାର(୩୨)। ଏହାପରେ ୫ ଦିନ ବିତିଯାଇଥିଲେ ମଧ୍ୟ ଅଶୋକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri