Home Left

ରାଘବ ଚଢା, ସଞ୍ଜୟ ସିଂଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ସମୟରେ ଆମ ଆଦମୀ ପାର୍ଟିର ରାଜେନ୍ଦ୍ର ନାଗରରୁ ବିଧାୟକ ଦୁର୍ଗେଶ ପାଠକ ଏହି ବିତର୍କରେ ସାମିଲ ହୋଇ ଦଳର ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଏବଂ ସଞ୍ଜୟ ସିଂଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ…

ଇଡିକୁ ଚେତାବନୀ ଦେଲେ ହେମନ୍ତ ସୋରେନ

ରାଞ୍ଚି,୧୬।୮: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ଇଡିକୁ ଚେତାବନୀ ଦେଇଛନ୍ତି। ଝାଡଖଣ୍ଡର ରାଞ୍ଚିରେ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ ଜାରି କରିଥିଲା। ଗତ ସୋମବାର ତାଙ୍କୁ ତଦନ୍ତକାରୀ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିବାର ଥିଲା। କିନ୍ତୁ ସେ…

ପରଫେକ୍ଟ ହସ୍‌ବ୍ୟାଣ୍ଡ ସିଦ୍ଧାର୍ଥ, ସ୍ତ୍ରୀଙ୍କ ଲାଗି…

ବମ୍ବେ: ପ୍ରେମର ସଫଳତା ବିବାହ ବୋଲି କୁହାଯାଏ। କିଛି ସେଭଳି ଘଟିଛି ବଲିଉଡର ଚର୍ଚ୍ଚିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀଙ୍କ କ୍ଷେତ୍ରରେ। କିଛି ମାସ ତଳେ ଦୁହେଁ ହାତକୁ ଦୁଇହାତ ହୋଇଛନ୍ତି। ଏମିତିରେ ଉଭୟଙ୍କ ବୈବାହିକ ଜୀବନ କିଭଳି…

ଶ୍ରୀଦେବୀ ରଖିଥିଲେ ଏହି ଅଭିନେତାଙ୍କ ପାଇଁ ଉପବାସ

ଅଭିନେତା ରଜନୀକାନ୍ତ  ଏବଂ ଅଭିନେତ୍ରୀ ଶ୍ରୀଦେବୀ  ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ପ୍ରାୟ ୨୦ରୁ ଅଧିକ ଫିଲ୍ମରେ ଏକାଠି କାମ କରିଥିଲେ। କୁହାଯାଏ ଯେ,…

ଆକ୍ଟିଂରୁ ବ୍ରେକ୍‌ ନେବେ ପ୍ରଭାସ!

ଟଲିଉଡ ଇଣ୍ଡଷ୍ଟ୍ରିର ପ୍ରଭାବଶାଳୀ ଅଭିନେତା ହେଉଛନ୍ତି ପ୍ରଭାସ। ବହୁ ବ୍ଲକବଷ୍ଟର ଫିଲ୍ମରେ ସେ ଅଭିନୟ କରିଛନ୍ତି। ରାଧେ ଶ୍ୟାମ ଏବଂ ଆଦିପୁରୁଷ ଭଳି ଚଳଚ୍ଚିତ୍ର ସହିତ ବକ୍ସ ଅଫିସରେ ବିଫଳତା ସତ୍ତ୍ୱେ ପ୍ରଭାସ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ଚମତ୍କାର ଅଭିନେତା ଭାବେ…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୧୬।୮: କମିଶନରେଟ ପୋଲିସ ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଦୀପକ ବେହେରା। ଦୀପକଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର କମିଶନରେଟ ପୋଲିସ ଜବତ କରିଛି । ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ…

ଆଜି ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ୫ ରାଜ୍ୟର ବିଧାନସଭା ନିର୍ବାଚନ ରଣନୀତି ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୮: ବୁଧବାର ଦଳର ମୁଖ୍ୟାଳୟରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଭାଜପାଧ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ନିର୍ବାଚନ କମିଟିର ସମସ୍ତ…

ତ୍ୱଚା ପାଇଁ ବରଦାନ ରସୁଣ

ରସୁଣ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ ବରଂ ଏଥିରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପଦାନ। ଜାଣନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ… ଦୁଇ କୋଲା ରସୁଣକୁ ଛେଚି ରସ ବାହାର କରି ସମ ପରିମାଣରେ ହ୍ବାଇଟ୍‌…

ଗୋ ଫାର୍ଷ୍ଟ ବିମାନ ଉଡାଣ ଅଗଷ୍ଟ ୧୮ ପର୍ଯ୍ୟନ୍ତ ବାତିଲ

ନୂଆଦିଲ୍ଲୀ,୧୬।୮: ଗୋ ଫାର୍ଷ୍ଟ ବିମାନର ଉଡାଣ ସଙ୍କଟ ଶେଷ ହେବାର ନାଁ ଧରୁନାହିଁ। ପୁଣିଥରେ ଅଗଷ୍ଟ ୧୮ ପର୍ଯ୍ୟନ୍ତ ବିମାନ ଉଡାଣ ବନ୍ଦ ରହିବ ବୋଲି ଗୋ ଫାର୍ଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ପୁଣି ଯାତ୍ରୀମାନଙ୍କୁ କ୍ଷମା ମାଗିଛି। ଗୋ…

ପୁଣି ଆଉ ଏକ ଲଘୁ ଚାପ

ଭୁବନେଶ୍ୱର ୧୬।୮ : ପୁଣି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୮ ତାରିଖ ବେଳକୁ ଏହି ଲଘୁଚାପ ହେବାର ସମ୍ଭାବନା ରହିଛି । ଯାହାଫଳରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଖବର ଅନୁଯାୟୀ, ଉତ୍ତର-ପୂର୍ବ…

ଅକ୍ଷୟଙ୍କ ଫିଲ୍ମରେ ସୁନୀଲଙ୍କ ଏଣ୍ଟ୍ରି b

ବମ୍ବେ: ‘ଓଏମ୍‌ଜି ୨’ର ସଫଳତା ପରେ ଏବେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ୍ବେଲକମ୍‌ ୩’ ଉପରେ ପ୍ରଶଂସକଙ୍କ ନଜର। କିଛିଦିନ ତଳେ ଫିଲ୍ମରେ ଦୀଶା ପଟାନୀ ଏବଂ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସଙ୍କ ଏଣ୍ଟ୍ରି ହୋଇଥିଲା। ଏବେ ଅଭିନେତା ସୁନୀଲ ସେଟ୍ଟୀ ମଧ୍ୟ…

ସୁପ୍ରିୟା ସୁଲେଙ୍କୁ କ୍ୟାବିନେଟ୍‌ ପଦ ଅଫର୍‌ କରିଥିଲା କି ଭାଜପା: ନିଜେ କଲେ ସ୍ପଷ୍ଟ

ନୂଆଦିଲ୍ଲୀ,୧୬।୮: ଏନସିପି ନେତା ସୁପ୍ରିୟା ସୁଲେଙ୍କୁ କୌଣସି କ୍ୟାବିନେଟ ପୋଷ୍ଟ ଅଫର କରି ନ ଥିଲା ଭାଜପା। ଏକଥା ସୁପ୍ରିୟା ନିଜେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମୋତେ କେହି କିଛି ଅଫର ଦେଇ ନାହାଁନ୍ତି କିମ୍ବା ମୋ ସହ କଥାବାର୍ତ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri