ଆମେରିକା ଗସ୍ତ କରିବେ ଜୟଶଙ୍କର
ନୂଆଦିଲ୍ଲୀ,୨୨।୯: କାନାଡା ସହିତ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ସେପ୍ଟେମ୍ବର ୨୨-୩୦ମଧ୍ୟରେ ଆମେରିକା ଗସ୍ତରେ ରହିବେ। ସୂଚନାଯୋଗ୍ୟ, ଆମେରିକାରେ ମିଳିତ ଜାତିସଂଘ ସାଧାରଣ ସଭାର ଏକ ଅଧିବେଶନରେ ଜୟଶଙ୍କର ଯୋଗଦେବେ। ଏଥିସହ ସେ ଆମେରିକାର ବହିର୍ବ୍ୟାପାର…
ଭାରତର ଆକ୍ସନ ପରେ ହୋସକୁ ଆସିଲା କାନାଡା, ହିନ୍ଦୁଙ୍କୁ ଧମକ ମାମଲାରେ ପନ୍ନୁଙ୍କୁ ଚେତବାନୀ ଦେଲେ କାନାଡା ମନ୍ତ୍ରୀ
ଓଟାଓ୍ବା,୨୨।୯: ଭାରତ ଓ କାନାଡାର ସମ୍ପର୍କ ମଧ୍ୟରେ ସବୁବେଳେ ତିକ୍ତତା ଦେଖିବାକୁ ମିଳୁଛି। ଏହି ତିକ୍ତତା ଖଲିସ୍ତାନ ଚରମପନ୍ଥୀ ହରଦିପ ସିଂ ନିଜ୍ଜରଙ୍କ ହତ୍ୟା ପରେ ବଢି ଯାଇଛି। ଇତିମଧ୍ୟରେ ହିନ୍ଦୁଙ୍କୁ ଧମକ ଦିଆଯାଉଥିବା ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ…
କେନାଲରୁ ମିଳିଲା କ୍ଷତାକ୍ତ ମୃତଦେହ
ହିଞ୍ଜିଳିକାଟୁ,୨୨ା୯(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ ନିକଟ ୧୦ ନମ୍ବର କେନାଲରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ହିଞ୍ଜିଳି ପୋଲିସ ଜବତ କରିଛି। ମୃତକ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମ ବେଲପଡ଼ା ସାହିର କୃଷ୍ଣ ସାହୁ।…
ଅଶ୍ୱିନ ଇନ୍, ଓ୍ବାଶିଂଟନ ସୁନ୍ଦର ଆଉଟ୍
ମୋହାଲି,୨୨।୯: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଟିମ୍ ୫ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ଋତୁରାଜ ଗାୟକଓ୍ବାଡ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱିନ ଏବଂ…
ଲାଇଭ୍ ପ୍ରୋଗ୍ରାମରେ ଏହି ଅଭିନେତ୍ରୀଙ୍କ ସହ ଘଟିଲା ଏମିତି…
ମୁମ୍ବାଇ: ଭୋଜପୁରୀ ଇଣ୍ଡଷ୍ଟ୍ରି ଗାୟିକା ତଥା ଅଭିନେତ୍ରୀ ଅକ୍ଷରା ସିଂଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ଅଭିନେତ୍ରୀଙ୍କଠାରୁ କମ୍ ନୁହେଁ। ତାଙ୍କର ଫିଲ୍ମ ଏବଂ ମ୍ୟୁଜିକ ଭିଡିଓଗୁଡ଼ିକ ବାହାରକୁ ଆସିବା ମାତ୍ରେ ହିଟ୍ ହୋଇଯାଏ। ସେ ଯୁଆଡେ ଯାଆନ୍ତି, ହଜାର ହଜାର ସଂଖ୍ୟାରେ…
ଗ୍ଲେନମାର୍କ ଲାଇଫ୍ ସାଇନ୍ସେଜ୍କୁ କିଣିବ ନିର୍ମା
ନୂଆଦିଲ୍ଲୀ,୨୨।୯: ଗ୍ଲେନମାର୍କ ଲାଇଫ୍ ସାଇନ୍ସେଜ୍କୁ କିଣିବ ନିର୍ମା ଲିମିଟେଡ୍। ଔଷଧ କମ୍ପାନୀ ଗ୍ଲେନମାର୍କ ଫାମାସୁଟିକାଲ୍ସର ସହଯୋଗୀ କମ୍ପାନୀ ଗ୍ଲେନମାର୍କ ଲାଇଫ ସାଇନ୍ସେଜ୍ରେ ୭୫% ଅଂଶଧନକୁ ନିର୍ମା କମ୍ପାନୀ କିଣିବ ବୋଲି ସ୍ପଷ୍ଟ ହୋଇଛି। ଏହି ବିକ୍ରି ଶେୟାର ପିଛା ୬୧୫ ଟଙ୍କାରୁ…
ମହିଳା ସଂରକ୍ଷଣ ବିଲ୍ ଉପରେ ପ୍ରତିକ୍ରିୟା ରଖିଲେ ମାୟାବତୀ
ଲକ୍ଷ୍ନୌ,୨୨।୯: ମହିଳା ସଂରକ୍ଷଣ ବିଲ୍ ପ୍ରଥମେ ଲୋକ ସଭାରେ ଏବଂ ପରେ ରାଜ୍ୟ ସଭାରେ ପାରିତ ହେବା ପରେ ବିଏସପି ମୁଖ୍ୟ ମାୟାବତୀ ଏହାକୁ ସ୍ବାଗତ ଜଣାଇଛନ୍ତି। ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷ ମାୟାବତୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି…
ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ
ତେଲକୋଇ,୨୨ା୯(ରଞ୍ଜିତ ବିଶ୍ୱାଳ): ଗାଁକୁ ରାସ୍ତା ନ ଥିବାରୁ ପହଞ୍ଚତ୍ପାରିଲାନି ଆମ୍ବୁଲାନ୍ସ। ଫଳରେ ଖଟିଆରେ ବୁହାହୋଇ ୧ କିଲୋମିଟର ଗଲେ ଗର୍ଭବତୀ। ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ତାଳପଦା ପଞ୍ଚାୟତ ଅଧୀନ ଗୁରୁମ…
ସଲମାନଙ୍କୁ ଗାଳି ଦେଇନାହିଁ,ମୋ ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିଲା: ସୋମି ଅଲ୍ଲୀଙ୍କ ସଫେଇ…
ବମ୍ବେ: ବଲିଉଡ୍ର ଦବଙ୍ଗ ଖାନ୍ଙ୍କୁ ନେଇ ବଡ଼ ଖୁଲାସା କରି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ସୋମି ଅଲ୍ଲୀ ଖାନ୍। ପ୍ରଥମେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନେତା ନିଜର କଥିତ ପ୍ରେମିକାମାନଙ୍କୁ ମାର୍ପିଟ୍ କରିଥିବା ସେ ପୋଷ୍ଟ କରିଥିଲେ। ହେଲେ ଏବେ…
ପିତାଙ୍କ ପାଇଁ ଏମିତି ପେଣ୍ଟିଂ କଲେ କୁନି ଝିଅ, ଦେଖିଲେ ପାଦତଳୁ ଖସିଯିବ ମାଟି…
ପିଲାମାନେ ସବୁବେଳେ ସେମାନଙ୍କ ପିତାଙ୍କୁ ହିରୋ ଭାବରେ ବିବେଚନା କରନ୍ତି ଏବଂ ବିଶେଷ ସମୟରେ ତାଙ୍କୁ ଏହା ବୁଝାଇବା ପାଇଁ ଚେଷ୍ଟା କରନ୍ତି ଯେ, ସେ ସେମାନଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଶିଶୁମାନେ ଏହି ଭାବନାକୁ ମୌଖିକ ଭାବରେ ପ୍ରକାଶ…
ଭାରତ-କାନାଡା ବିବାଦ ମଧ୍ୟରେ ଜଷ୍ଟିନ ଟ୍ରୁଡୋଙ୍କୁ ଭେଟିବାକୁ ପହଞ୍ଚିଲେ ୟୁକ୍ରେନ ରାଷ୍ଟ୍ରପତି
ଅଟାଓ୍ବା,୨୨।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୁଟନୈତିକ ବିବାଦ ଦିନକୁ ଦିନ ନୂଆ ମୋଡ ନେଉଛି। ଏଭଳି ସ୍ଥିତି ମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କାନାଡା ଗସ୍ତରେ ପହଞ୍ଚିଛନ୍ତି। ରୁଷିଆ ଆକ୍ରମଣ ସହ ଲଢ଼ୁଥିବା ନିଜ ଦେଶ ଲାଗି…
ପ୍ରଥମ ଓଡ଼ିଆଭାବେ ଏସିଆନ ଗେମ୍ସରେ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିଲେ ପ୍ରଣତିି
ଚାଇନାର ହାଙ୍ଗଝୋରେ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବାକୁ ଯାଉଛି ଏସିଆନ୍ ଗେମ୍ସର ୧୯ଶ ସଂସ୍କରଣ। ଏବେ ଏହି ମେଗା ଇଭେଣ୍ଟ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ। ଏସିଆନ ଗେମ୍ସ ଆସିଲେ ସ୍ବତଃ ଚର୍ଚ୍ଚାକୁ ଆସନ୍ତି ଓଡ଼ିଶାର କିମ୍ବଦନ୍ତୀ ଆଥଲେଟ୍ ପ୍ରଣତି ମିଶ୍ର।…
Archives


