Home Left

ବିଓଆଇ ମହାନଦୀ ବିହାର ଶାଖାର ନୂତନ ପରିସର

ଭୁବନେଶ୍ୱର, ୨୪।୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ଅଧୀନ ମହାନଦୀ ବିହାର ଶାଖାର ନୂତନ ପରିସର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏହି ଶାଖା ପୂର୍ବରୁ ଶିଖରପୁରସ୍ଥିତ ପ୍ରଧାନ ଟ୍ରାନ୍ସପୋର୍ଟ ବିଲ୍ଡିଂରେ କାର୍ଯ୍ୟକ୍ଷମ ଥିଲା। ବିଶେଷକରି ଗ୍ରାହକମାନଙ୍କୁ ଉତ୍ତମ ବ୍ୟାଙ୍କିଙ୍ଗ୍‌…

ସିୟୁଇଇ-୨୦୨୪ ଆବେଦନ ଆରମ୍ଭ

ଭୁବନେଶ୍ୱର, ୨୪।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ (ଓଡ଼ିଶା ଏବଂ ଏପି) ପକ୍ଷରୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା-୨୦୨୪ (ସିୟୁଇଇ-୨୦୨୪) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି। ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି ସୁପ୍ରିୟା…

ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୨୪।୯ : ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ ସମୟରେ ନିରବଚ୍ଛିନ୍ନ ଓ ଅବାଧ ବିଦ୍ୟୁତ୍‌ ଯୋଗାଣ ପାଇଁ ଟିପିସିଓଡିଏଲ୍‌ ପ୍ରତିବଦ୍ଧ ରହିଛି। ଏପରିକି…

କନ୍ୟାଶ୍ରମରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ପୋଲିସ ବସ୍‌ ପୋଡ଼ିଲେ ଗ୍ରାମବାସୀ

ରାୟଗଡ଼ା/ଟିକିରି,୨୩।୯ (ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ଶନିବାର ପୋଲିସ ଅଭିଯୁକ୍ତ ପିଅନ ଶିବପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି। ପରେ…

ବିଓଏମ୍‌କୁ ରାଜଭାଷା ‘କୀର୍ତ୍ତି ପୁରସ୍କାର’

ଭୁବନେଶ୍ୱର, ୨୪।୯: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) କୁ ନିକଟରେ ରାଜଭାଷା ‘କୀର୍ତ୍ତି ପୁରସ୍କାର’ପ୍ରଦାନ କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ରାଜଭାଷା ହିନ୍ଦୀର ଶ୍ରେଷ୍ଠ କାର୍ଯ୍ୟ ନିମନ୍ତେ ବିଓଏମ୍‌କୁ ସର୍ବୋଚ୍ଚ ସମ୍ମାନ ‘ରାଜଭାଷା କୀର୍ତ୍ତି’ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି…

ଜିଓର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର, ୨୪।୯: ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ବତନ୍ତ୍ର ଅଫରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭାରତରେ ନିର୍ମିତ ଆଇଫୋନ୧୫କୁ ରିଲାଏନ୍ସ ଡିଜିଟାଲ, ଜିଓ ମାର୍ଟ କିମ୍ବା ରିଲାଏନ୍ସ ରିଟେଲ ଷ୍ଟୋରରୁ କିଣୁଥିବା ଗ୍ରାହକମାନେ ଏହି ଆକର୍ଷଣୀୟ ଅଫରର ଲାଭ ନେଇପାରିବେ। ଏପରିକି ରିଲାଏନ୍ସ…

ବାଟବଣା କଲା ଗୁଗଲ ମ୍ୟାପ୍‌

ଓ୍ବାଶିଂଟନ: ଆଜିକାଲି ଟେକ୍ନୋଲୋଜି ବହୁତ ଆଗେଇଛି। ଲୋକେ ଆଗେ ଅଜଣା ସ୍ଥାନ ବିଷୟରେ ଲୋକଙ୍କୁ ପଚାରିବା ସହ ଅଯଥା ସମୟ ନଷ୍ଟ କରୁଥିଲେ। ମାତ୍ର ଗୁଗଲ ମ୍ୟାପ ଯୋଗୁ କାହାକୁ ନ ପଚାରି ସିଧା ଯାଇ ଠିକଣା ସ୍ଥାନରେ ପହଞ୍ଚି ଯାଉଛନ୍ତି। ମାତ୍ର…

ମଣିପୁରରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୨୪ା୯ : ହିଂସାପ୍ରବଣ ମଣିପୁରରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗିରଫ କରିଛି। ସେ ମ୍ୟାନ୍‌ମାରର ବିଦ୍ରୋହୀ ଗୋଷ୍ଠୀ ସହ ସମ୍ପୃକ୍ତ ଏବଂ ମଣିପୁର ହିଂସାର ଫାଇଦା ଉଠାଇ ସେ ଭାରତ ବିରୋଧରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର…

ଏକସଙ୍ଗେ ନିର୍ବାଚନ ଲାଗି କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ,୨୪୯: ଦେଶରେ ଏକସଙ୍ଗେ ସମସ୍ତ ନିର୍ବାଚନ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଜନୈତିକ ଦଳଗୁଡ଼ିକୁ ଆମନ୍ତ୍ରଣ କରି ଏକସଙ୍ଗେ ନିର୍ବାଚନ ନେଇ ନ୍ୟାୟିକ ଆୟୋଗ ସେମାନଙ୍କ ମତାମତ…

ହମ୍‌ସଫର ଏକ୍ସପ୍ରେସ୍‌ରେ ନିଆଁ

ଅହମଦାବାଦ,୨୪ା୯: ଗୁଜରାଟର ଭାଲସାଦ ଷ୍ଟେଶନ ନିକଟରେ ତିରୁଚିରାପଲ୍ଲୀ- ଶ୍ରୀଗଙ୍ଗାନଗର ହମ୍‌ସଫର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଶନିବାର ଅପରାହ୍ନରେ ଟ୍ରେନ୍‌ଟି ଭାଲସାଦ ଷ୍ଟେଶନ ଛାଡ଼ିବା ପରେ ଜେନେରେଟର କୋଚ୍‌ରୁ ନିଆଁ ବାହାରି ପାଖ ବଗିରେ ଲାଗିଯାଇଥିଲା। ଟ୍ରେନ୍‌କୁ ଅଟକାଯିବା ପରେ ସମସ୍ତ…

କଂଗ୍ରେସ ଏମ୍‌ପିଙ୍କ ବିରୋଧରେ ମାନହାନି ମକଦ୍ଦମା

ଗୁଆହାଟୀ,୨୪।୯: କଂଗ୍ରେସ ଏମ୍‌ପି ଗୌରବ ଗୋଗଇଙ୍କ ବିରୋଧରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସ୍ତ୍ରୀ ରିଙ୍କି ଭୁୟାଁ ଶର୍ମା ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ପ୍ରୋଜେକ୍ଟରେ ଅନିୟମିତତା ହୋଇଥିବା ନେଇ ସେ ମିଥ୍ୟା ଅଭିଯୋଗ କରିଥିବା…

ଭାତହାଣ୍ଡି ଓଲଟି ଶିଶୁ ଗୁରୁତର

ଦିଗପହଣ୍ଡି,୨୩।୯(ସଞ୍ଜୀବ କୁମାର ପାତ୍ର) ଦିଗପହଣ୍ଡି ଥାନା ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଲ୍ଲୀ ଗ୍ରାମରେ ଜଣେ ଶିଶୁ ଉପରେ ଭାତ ହାଣ୍ଡିରୁ ପେଜ ପଡି ଗୁରୁତର ଆହତ ହୋଇଛି। ଘଟଣାସ୍ଥଳରୁ ଶିଶୁକୁ ଉଦ୍ଧାରକରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri