Home Left

ଏହି କାରଣରୁ ପରିଣୀତିଙ୍କ ବିବାହରେ ସାମିଲ ହୋଇ ନ ଥିଲେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଉଦୟପୁରରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଦମ୍ପତିଙ୍କ ବିବାହରେ ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଯୋଗ ଦେଇଥିବାବେଳେ ଅଭିନେତ୍ରୀଙ୍କ ମିମି ଦିଦି ଅର୍ଥାତ୍‌…

ଓଓ୍ବାଇସିଙ୍କୁ ସଞ୍ଜୟ ରାଉତଙ୍କ ଉପଦେଶ: ରାହୁଲ ନୁହେଁ ମୋଦିଙ୍କୁ ଚ୍ୟାଲେଞ୍ଜ୍‌ ଦିଅ

ନୂଆଦିଲ୍ଲୀ,୨୫।୯: ଆସନ୍ତା ଲୋକ ସଭା ନିର୍ବାଚନରେ ହାଇଦ୍ରାବାଦରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ସେ ରାହୁଲଙ୍କୁ ଆଗାମୀ ଲୋକ ସଭା ନିର୍ବାଚନରେ ୱାୟାନାଡରୁ ନୁହେଁ…

୭୦୦ ଫୁଟ ତଳୁ ମିଳିଲା କ୍ଷୀରରେ ଭରା ରହସ୍ୟମୟ ପୋଖରୀ

ଆମେରିକାର ନିଉ ମେକ୍ସିକୋ ରାଜ୍ୟରେ କ୍ଷୀରରେ ପରିପୂର୍ଣ୍ଣ ଏକ ରହସ୍ୟମୟ ପୋଖରୀ ଦେଖିବାକୁ ମିଳିଛି। ଯାହା କାର୍ଲସବାଡ୍‌ ଗୁମ୍ଫାରୁ ୭୦୦ ଫୁଟ ତଳେ ଲେଚୁଗୁଏଲା ଗୁମ୍ଫା ଭିତରୁ ଆବିଷ୍କୃତ ହୋଇଛି। ଏହା ଦୁନିଆର ସବୁଠାରୁ ବଡ଼ ଏବଂ ଗଭୀର ଜଣାଶୁଣା ଗୁମ୍ଫା…

ବିବାହ ଫଟୋ ଶେୟାର କଲେ ରାଗନୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କରିଥିଲେ। ପ୍ରଶଂସକମାନେ ରାଗନୀତିଙ୍କ ବିବାହ ଫଟୋକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ସୋମବାର ସକାଳେ ଏହି ନବ ବିବାହିତ ଦମ୍ପତି ଶେଷରେ ସେମାନଙ୍କର ଡ୍ରିମ୍‌ ଓ୍ବେଡିଂର ପ୍ରଥମ…

ପଞ୍ଚଭୂତରେ ବିଲୀନ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର

ଭୁବନେଶ୍ୱର,୨୫ା୯(ଅସମାପିକା ସାହୁ): ଚିତ୍ରକଳା ଜଗତ ପାଇଁ ସୋମବାର ହେଉଛି ଏକ ଦୁଃଖଦ ଦିବସ। ପଞ୍ଚମହାଭୂତରେ ଲୀନ ହୋଇଛନ୍ତି ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର। ସ୍ବାଧୀନତା ପୂର୍ବ ଅର୍ଥାତ୍‌ ୧୯୪୦ରେ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲାରେ ଜନ୍ମଗ୍ରହଣ କରିଥିଲେ ପଦ୍ମନାଭ। ହାଇସ୍କୁଲ ଶିକ୍ଷା…

ବିବାଦୀୟ ବୟାନ ମାମଲାରେ କାରଣ ଦର୍ଶାଅ ନୋଟିସ ଦେଇଥିଲା ଭାଜପା, ଜବାବ ଦେବା ପାଇଁ ଭାଜପା ମୁଖ୍ୟାଳୟରେ ପହଞ୍ଚିଲେ ରମେଶ ବିଧୁରୀ

ନୂଆଦିଲ୍ଲୀ,୨୫।୯: ଭାଜପା ଏମ୍‌ପି ରମେଶ ବିଧୁରୀ ଲୋକ ସଭାରେ ଦେଇଥିବା ବୟାନ ପରେ ରାଜନୀତି ତୀବ୍ର ହୋଇଛି। ବୟାନକୁ ନେଇ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ରମେଶ ବିଧୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଯାହା ପରେ ରମେଶ ବିଧୁରୀ…

ଅନଶନରେ ବସିଲେ ଜେଲ୍‌ କର୍ମଚାରୀ

ଭଦ୍ରକ,୨୫ା୯(ସନାତନ ରାଉତ): ଜେଲ୍‌ କର୍ମଚାରୀମାନେ ସେମାନଙ୍କର ପ୍ରମୁଖ ଦାବି ପୂରଣ ପାଇଁ କଳା ବ୍ୟାଜ୍‌ ପରିଧାନ ପରେ ସୋମବାରଠାରୁ ଜେଲ୍‌ ଆଗରେ ଅନଶନରେ ବସିଛନ୍ତି। ସେମାନଙ୍କର ପଦୋନ୍ନତି, ଖାଦ୍ୟ ଭତ୍ତା ୧୪୦୦ ଶହ ଟଙ୍କାକୁ ବୃଦ୍ଧି, ବେତନ ବୃଦ୍ଧି ଆଦି ଦାବିରେ…

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ବଡ ଆଶ୍ୱସ୍ତି

ଲକ୍ଷ୍ନୌ,୨୫।୯: ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଟ୍ରାଏଲ କୋର୍ଟରୁ ମିଳିଥିବା ୧୦ବର୍ଷର ଦଣ୍ଡ ଉପରେ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି। ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଆଶ୍ୱସ୍ତି ମିଳିଛି। ଆହ୍ଲାବାଦ ହାଇକୋର୍ଟ ମୁଖତାର ଅନସାରୀଙ୍କ ଜାମିନକୁ ମଞ୍ଜୁର କରିଛନ୍ତି। ଏହା ସହିତ…

ଖଟିଆରେ ଭରା ନଦୀ ପାର୍‌ ହେଲେ ରୋଗୀ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): ସରକାର କଳାହାଣ୍ଡିକୁ ଆକାଂକ୍ଷା ଜିଲା ଭାବେ ଘୋଷଣା କଲା ପରେ ମଧ୍ୟ ଆଜି ବି’ ଲୋକଙ୍କ ପାଖରେ ବିକାଶ ପହଞ୍ଚି ପାରିନାହିଁ। ଜିଲାର ଦୁର୍ଗମ ପାହାଡିଆ ଓ ବିଚ୍ଛିନ୍ନାଞ୍ଚଳରେ ବର୍ତ୍ତମାନ ବି’ ଆବଶ୍ୟକ ସୁବିଧା ସୁଯୋଗ ମିଳିପାରୁ…

୧୭ ଚୁଲିରେ ୧୨ ରାନ୍ଧୁଣିଆ ପ୍ରସ୍ତୁତ କରିବେ ୧୫୧ କିଲୋଗ୍ରାମର ବିଶାଳକାୟ ରୁଟି, ଅକ୍ଟୋବର ୮କୁ ଅପେକ୍ଷା…

ଭିଲଓ୍ବାରା,୨୫।୯ : ମେୱାରର ଗେଟୱେ ଭାବରେ ଜଣାଶୁଣା ଭିଲୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଟେକ୍ସଟାଇଲ ସିଟି ଏବଂ ଇଣ୍ଡଷ୍ଟ୍ରିଆଲ ସିଟି ଭାବରେ ଜଣାଶୁଣା ଥିଲା। କିନ୍ତୁ ଆଗାମୀ ଦିନରେ ଭିଲୱାରା ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଆସନ୍ତା ମାସର ପ୍ରଥମ…

ସନାତନ ବିରୋଧୀଙ୍କ ସହ ଅଛି କଂଗ୍ରେସ, ଉଚିତ୍‌ ଶିକ୍ଷା ଦେବେ ଜନତା: ଚକ୍ରପାଣି ମହାରାଜ

ନୂଆଦିଲ୍ଲୀ,୨୫।୯: ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ରାଷ୍ଟ୍ରିୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜ ଲୋକ ସଭା ନିର୍ବାଚନ ପୂର୍ବରୁ ଗଠିତ ଗ୍ରାଣ୍ଡ ଆଲାଇନ୍ସ ‘ଇଣ୍ଡିଆ’କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ଏହି ମିଳିତ ମଞ୍ଚର କିଛି ଲୋକ ସନାତନ ବିରୋଧୀ…

ଇଡିତାଲ ଚିତ୍ରରେ ଝଲସିବ କଳାର ଗାଁ ରିଞ୍ଜିତାଲ

ଗୁଣପୁର,୨୫।୯(ପ୍ରଦୀପ କୁମାର ପାଢ଼ୀ):ରାୟଗଡା ଜିଲା ଗୁଣପୁର ବ୍ଲକ୍‌ ପୁଟାସିଂ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ଇଡିତାଲ ଚିତ୍ରକଳା ଜିଆଇ ଟ୍ୟାଗ୍‌ ପାଇଁ ମନୋନୀତ ହୋଇଥିବାରୁ କଳାର ଗ୍ରାମ ରିଞ୍ଜିତାଲ ଉତ୍ସବମୁଖର ହୋଇଉଠିଛି। ବିଘ୍ନନାଶ, ଗୃହଶାନ୍ତି ପାଇଁ ଲାଞ୍ଜିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri