ସୁପ୍ରିମକୋର୍ଟରୁ ସ୍ପାଇସ ଜେଟକୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୩୦।୯: କିଛି କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଦିଆଯାଇଥିବା ବମ୍ବେ ହାଇକୋର୍ଟଙ୍କ ଆଦେଶରେ ପରିବର୍ତ୍ତନ ପାଇଁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କୋଭିଡ -୧୯ ମହାମାରୀ ପରେ ଏହି କର୍ମଚାରୀଙ୍କ ସେବା ଚୁକ୍ତିନାମା ସମାପ୍ତ ହୋଇଛି କିମ୍ବା…
ଏହା ହେଉଛି ଦୁନିଆର ସବୁଠାରୁ ଛୋଟ ନଦୀ, ଲମ୍ବା କେବଳ ୬୧ ମିଟର
ଦୁନିଆର ସବୁଠାରୁ ଛୋଟ ନଦୀର ନାମ ‘ରୋ ନଦୀ’ ଅଟେ। ଏହା ଆମେରିକାର ମୋଣ୍ଟାନା ରାଜ୍ୟରେ ପ୍ରବାହିତ ହେଉଛି। ଏହା ମାତ୍ର ୬୧ ମିଟର ଲମ୍ବ। ସେହିଭଳି ଏହା ୧.୮-୨.୪ ମିଟର ଗଭୀର। ଲିଟିଲ୍ ବେଲ୍ଟ ପର୍ବତରୁ ଏହାର ଉତ୍ପତ୍ତି ହୋଇଛି।…
ହାତୀ ଉପଦ୍ରବ: ଭାଙ୍ଗିଲା ଘର
ମୋରଡା,୩୦।୯(ସ୍ମାରକ ମାଝୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ଚିତ୍ରଡା ପଞ୍ଚାୟତରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଉକ୍ତ ପଞ୍ଚାୟତର ତଳସାହି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚାରି ଟିକିଆ ଶିମିଳିପାଳ ହାତୀପଲ…
ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ବର୍ଷା ଯୋଗୁ ଅଟକିଛି ମ୍ୟାଚ୍
ଗୁଆହାଟି,୩୦।୯: ଆଇସିସି ଦିନିକିଆ ବିଶ୍ୱକପ୍ ପୂର୍ବରୁ ପ୍ରଥମ ଓ୍ବାର୍ମଅପ୍ ମ୍ୟାଚ୍ରେ ଇଂଲଣ୍ଡକୁ ଭେଟିବ ଭାରତ। ଶନିବାର ଖେଳାଯିବାକୁ ଥିବା ଏହି ମୁକାବିଲାରେ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବର୍ଷା ହେବା କାରଣରୁ…
ଜମ୍ମୁ-କଶ୍ମୀରର ମାଛିଲ ସେକ୍ଟରରେ ଦୁଇ ଅନୁପ୍ରବେଶକାରୀ ନିହତ
ଜମ୍ମୁ,୩୦।୯: ଜମ୍ମୁ-କଶ୍ମୀରର କୁଓ୍ବାଡାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ ଆତଙ୍କବାଦୀ ନିହତ ହୋଇଛନ୍ତି।ଯେତେବେଳେ ସେନା ଯବାନ ଏଠାରେ ଥିବା ମାଛିଲ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ ଘେରି ରହିବାକୁ ଚେଷ୍ଟା କରିଥିଲେ, ସେତେବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।…
କାର୍ଯ୍ୟ ସମାପ୍ତି ତାରିଖ ଶେଷ, ସରିନି ନିର୍ମାଣ
ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ମୁଖ୍ୟାଳୟ ଭବାନୀପାଟଣାଠାରେ ଗତ ଦେଢବଷରୁ ଊର୍ଦ୍ଧ୍ୱ ଧରି ଚାଲିଥିବା ଆଦର୍ଶ ବସ୍ ଟର୍ମିନାଲ ନିର୍ମାଣ କାମ ବିଳମ୍ବିତ ହୋଇଛି। ଏହି ଟର୍ମିନାଲ ନିର୍ମାଣ କାର୍ଯ୍ୟର ଶେଷ (ସମାପ୍ତି) ତାରିଖ ଗତ ଜୁନ୍ ୩୦ ତାରିଖ…
ଛୋଟିଆ ଗାଁ ପରେ ହୋଇଥିଲା କାନାଡା ଦେଶ, ଜାଣନ୍ତୁ କ’ଣ ଥିଲା ନାମ…
ଭାରତ ସହ ବିବାଦକୁ ନେଇ ଚର୍ଚ୍ଚାରେ ରହିଛି କାନାଡା। ହେଲେ ବେଶ କମ୍ ଲୋକ ଏଭଳି ଅଛନ୍ତି ଯିଏ କି କାନାଡାର ଅତୀତ ବିଷୟରେ ଅବଗତ। ଏକଦା କାନାଡା ଏକ ଛୋଟ ଗାଁ ଥିଲା, ଯାହାର ନାଁ ରହିଥିଲା ‘ଷ୍ଟାଡାକୋନା’। ପରେ…
ସରିଲା ନୂଆଁଖାଇ, ଗାଁ ଗାଁରେ ଦାଦନ ସର୍ଦ୍ଦାର
ଖଡ଼ିଆଳ,୩୦।୯(ସୁଜିତ୍ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ଅଞ୍ଚଳରେ ବେସ ଉତ୍ସାହର ସହ ଲୋକେ ଗଣପର୍ବ ନୂଆଁଖାଇ ପାଳନ କରିଛନ୍ତି। ନୂଆଁଖାଇ ସରିବା ପରେ ଦାଦନ ସର୍ଦ୍ଦାର ଗାଁ ଗାଁରେ ଏଜେଣ୍ଟ ରଖି ମୁଣ୍ଡ ପିଛା ୨୦ରୁ ୩୦ ହଜାର ଟଙ୍କା…
ଜାଣନ୍ତି କି ମଣିଷର ହାତ ଲାଲ୍ ଆଉ ଶିରା କାହିଁକି ନୀଳ
ଆମ ଶରୀର ମଧ୍ୟ ଏକ ପଜଲଠାରୁ କମ୍ ନୁହେଁ। ଶରୀରରେ ଏପରି ଅନେକ ଜିନିଷ ଦେଖିଥିବେ ଯାହା ସାଧାରଣ ଦେଖାଯାଏ, କିନ୍ତୁ ଏହା ପଛରେ ଥିବା ତର୍କଟି ଅଲଗା ଏବଂ ଆଶ୍ଚର୍ଯ୍ୟଜନକ। ଆପଣ କେବେ ନିଜ ହାତରେ ଥିବା ଶିରାକୁ ଲକ୍ଷ୍ୟ…
ଜନ୍ମ ପ୍ରମାଣପତ୍ରରୁ କ୍ଷୁଦ୍ର ସଞ୍ଚୟ ଯୋଜନା ଯାଏ… ଅକ୍ଟୋବରରୁ ବଦଳିବ ଏହି ୫ ନିୟମ; ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ନୂଆଦିଲ୍ଲୀ,୩୦।୯: ରବିବାରଠାରୁ ଅକ୍ଟୋବର ୨୦୨୩ ଆରମ୍ଭ ହେବ। ସବୁ ମାସ ପରି ଏହି ନୂଆ ମାସରେ ଅନେକ କିଛି ବଦଳିବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସ ଉପରେ ପଡ଼ିପାରେ। ବିଶେଷକରି ଏଲ୍ପିଜିଠାରୁ ଆରମ୍ଭ କରି ସ୍ମଲ ସେଭିଂ ସ୍କିମ୍ ଆଦିରେ…
ଝାଡ଼ାବାନ୍ତିରେ ୩ ମୃତ, ୫୦ ଆକ୍ରାନ୍ତ
ଅମରପାଲି,୩୦।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କମିରା ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଛି। ପ୍ରାୟ ୫୦ରୁ ଅଧିକ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ କମିରା ଗ୍ରାମର ଦର୍ଶନି ବେହେରା(୫୦) ଓ…
ବିଗ୍ବସ୍ ଫେମ୍ ଅର୍ଚ୍ଚନାଙ୍କୁ କଂଗ୍ରେସ ମୁଖ୍ୟାଳୟ ସମ୍ମୁଖରେ ଆକ୍ରମଣ, କିଏ ଭିଡିଲା ଚୁଟି ତ କିଏ ଦେଲା ଧକ୍କା
ବମ୍ବେ: ପୁଣି ଚର୍ଚ୍ଚାରେ ବିଗ୍ ବସ୍ ଫେମ୍ ଅର୍ଚ୍ଚନା ଗୌତମ। ଏଥର ଅଭିନେତ୍ରୀ ପ୍ରିୟଙ୍କା ଚାହର ଚୌଧୁରୀଙ୍କ ସହ କୋଲ୍ଡଓ୍ବାର୍କୁ ନେଇ ନୁହେଁ ବରଂ କଂଗ୍ରେସ ପାର୍ଟି ଅଫିସ ଭିତରକୁ ଯିବାକୁ ଚେଷ୍ଟା କରି ମାର୍ପିଟ୍ର ସମ୍ମୁଖୀନ ହେବା ଖବର ଶିରୋନାମା…
Archives


