୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ସମୟସୀମା ବଢ଼ାଇଲା ଆର୍ବିଆଇ, ଜାଣନ୍ତୁ କେବେ ଯାଏ…
ନୂଆଦିଲ୍ଲୀ,୩୦।୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ଏବଂ ବ୍ୟାଙ୍କରେ ଜମା କରିବାର ସମୟସୀମାକୁ ବୃଦ୍ଧି କରିଛି। ପୂର୍ବ ଘୋଷଣା ମୁତାବକ ୨୦୨୩ ସେପ୍ଟେମ୍ବର ୩୦ ଏହାର ଶେଷ ତାରିଖ ଥିବା ବେଳେ ଏବେ ଏହାକୁ ୨୦୨୩ ଅକ୍ଟୋବର…
ପିଓକେରେ ସରକାର ବିରୋଧୀ ପ୍ରଦର୍ଶନ, ବିଜୁଳି ବିଲ୍କୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ
ଇସଲାମାବାଦ,୩୦।୯: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ପ୍ରଥମେ ମହଙ୍ଗା ମାଡ଼ ପରେ ଏବେ ବିଜୁଳି ବିଲ୍କୁ ନେଇ ପାକିସ୍ତାନ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ଲୋକେ। ଏପରିକି ସେମାନେ ବିଜୁଳି ଦେୟ ନଦେବା ଲାଗି ସ୍ଥିର କରି ବିଲ୍କୁ…
ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୯(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର…
ତୋଟାରୁ ମିଳିଲା ନରକଙ୍କାଳ
ବିଷମକଟକ,୩୦ା୯(ବିଭୂତି ନାୟକ): ରାୟଗଡ଼ା ଜିଲା ବିଷମକଟକ ଥାନା ନିର୍ଗୁଣ୍ଡି ଗ୍ରାମ ୧୨ ବଖରା ଅଞ୍ଚଳର ନୀଳଗିରି ତୋଟାରେ ଏକ ନର କଙ୍କାଳ ଠାବ କରିଛି ପୋଲିସ। ଏହି ନରକଙ୍କାଳ ନିର୍ଗୁଣ୍ଡି ଗ୍ରାମର ସ୍ବାମ ମାଣ୍ଡିକାର ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି। ତେବେ…
ଟ୍ରେନ୍ ରହଣି ଦାବିରେ ଅକ୍ଟୋବର ୨ରେ ଧାରଣା
ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବି ଜୋର ଧରିଛି। ପୂର୍ବରୁ ଏହି ଷ୍ଟେଶନରେ ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ୍ ଟ୍ରେନ୍ ରହି ଆସୁଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଦ୍ରୁତଗାମୀ…
ଗୋଟିଏ ଦିନରେ ୨କୋଟି ଲୋକ କଲେ ଟ୍ରେନରେ ଯାତ୍ରା, ରେକର୍ଡ ସୃଷ୍ଟି କଲା ଚାଇନା ରେଲଓ୍ବେ
ବେଜିଂ,୩୦।୯: ଚାଇନାରେ ଗୋଟିଏ ଦିନରେ ୨କୋଟି ଲୋକ ଟ୍ରେନରେ ଯାତ୍ରା କରିଛନ୍ତି। ସେପ୍ଟେମ୍ବର ୨୯ର ଏହି ତଥ୍ୟ ଚାଇନା ରେଲଓ୍ବେରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୮୫୪ ଅତିରିକ୍ତ ଟ୍ରେନ ସହିତ ସମୁଦାୟ ୧୨ହଜାର ୫୩୭ଟି ଟ୍ରେନ ଚଳାଚଳ କରିଥିଲା।…
ଘରେ ବୁଢ଼ିଆଣୀ ଜାଲ ଅଛି କି?
ଘରକୁ କିଛିଦିନ ସଫାସୁତୁରା ନ କଲେ ଘରେ ଧୂଳିମଳି ଜମିବା ସହ କାନ୍ଥରେ ବୁଢ଼ିଆଣୀ ଜାଲ ହୋଇଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ବୁଢ଼ିଆଣୀ ଜାଲ ବି ଘର ପାଇଁ ଅନେକ ସମସ୍ୟା ନେଇ ଆସିଥାଏ। ପ୍ରଥମତଃ ଘରେ ନକାରାତ୍ମକ ଊର୍ଜାର…
ଖବରଦାତାଙ୍କୁ ହତ୍ୟାଧମକ ଘଟଣା:ଅତିରିକ୍ତ ଏସ୍ପିଙ୍କୁ ଭେଟିଲେ ସାମ୍ବାଦିକ ସଂଘ କର୍ମକର୍ତ୍ତା
ବେହେରା, ୩୦।୯(ଭୂପେଶ ତିୱାରୀ)-ଏକ ଦୈନିକ ଖବର କାଗଜର କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରତିନିଧିଙ୍କୁ ହତ୍ୟା ଧମକ ଓ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦେଷୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଶୁକ୍ରବାର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ…
ମାଲିକଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ହାତୀ, ଭିଡିଓ ଦେଖିଲେ…
ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ପଶୁମାନେ କଦାପି ପ୍ରତାରଣା କରନ୍ତି ନାହିଁ। ଥରେ ସେମାନେ ପ୍ରେମରେ ପଡ଼ିଲେ, ସେମାନେ ସେହି ବ୍ୟକ୍ତିଙ୍କୁ କେବେ ବି ଛାଡ଼ି ପାରନ୍ତି ନାହିଁ। ଏହାର ପ୍ରମାଣ ଏକ ଭାଇରାଲ ଭିଡିଓରେ ଦେଖିବାକୁ…
ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଜାଣିନିଅନ୍ତୁ ଏହି ୫ କଥା, ନଚେତ…
ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ମଧ୍ୟ ବହୁତ ସହାୟକ ହୋଇଥାଏ। ଚାଣକ୍ୟ ନୀତିରେ ଗୃହସ୍ଥ ଜୀବନର ଛୋଟରୁ ବଡ଼…
ଟାଇଗର-୩ ପାଇଁ ସଲମାନଙ୍କ ପାରିଶ୍ରମିକ ୧୦୦ କୋଟିରୁ ଅଧିକ, କ୍ୟାଟରିନାଙ୍କର ୨୧ କୋଟି…
ମୁମ୍ବାଇ : ଏବେ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଟାଇଗର -୩’ ରେ ବହୁତ ବ୍ୟସ୍ତ ଅଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇଥିଲା, ଯାହା ପ୍ରଶଂସକଙ୍କଠାରୁ…
ହସ୍ପିଟାଲ ଫାଟକ ବାହାରେ ନାବାଳିକା ମୃତ୍ୟୁ ମାମଲା: ସିଲ୍ ହେଲା ହସ୍ପିଟାଲ
ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶ ମୈନପୁରୀସ୍ଥିତ ଏକ ହସ୍ପିଟାଲରେ ଦୁଃଖଦ ଘଟଣା ଘଟିଛି। ଦୁଇଦିନ ଚିକିତ୍ସା ପରେ ହସ୍ପିଟାଲ କର୍ମଚାରୀ ଜଣେ ୧୭ ବର୍ଷୀୟା ଅସୁସ୍ଥ ନାବାଳିକାଙ୍କୁ ତଡ଼ିଦେବା ପରେ ଫାଟକ ବାହାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ କର୍ତ୍ତୃପକ୍ଷ ମୈନପୁରୀର ଘିରୋର…
Archives


