ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଅନିୟମିତତା ଅଭିଯୋଗ
ଢେଙ୍କାନାଳ,୩୦।୯(ରତନ ନାୟାର): ବଲାଙ୍ଗୀର ଠାରେ ଗତ ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଢେଙ୍କାନାଳ ଦଳରେ ୧୭ବର୍ଷରୁ କମ୍ ବିଭାଗରେ ଚୟନ ହୋଇଥିବା ହିନ୍ଦୋଳ ଉଚ୍ଚ ବିଦ୍ୟାଳୟର ବିଶ୍ୱରଞ୍ଜନ ପାଳଙ୍କୁ ସୁଯୋଗ ଦିଆଯାଇ ନ ଥିବା ସେ…
ରାସ୍ତା ତଳକୁ ଖସିଲା ବସ୍
ଗଜପତି,୩୦।୯: ଗଜପତି ଜିଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ରାସ୍ତା ତଳକୁ ଖସିପଡ଼ିଛି। ଏଥିରେ ୩୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭାରସାମ୍ୟ ହରାଇ ବସ୍ଟି ରାସ୍ତା ତଳକୁ ଖସି ପଡ଼ିଥିଲା।…
ଯୁକ୍ତ୩ରେ ନାମ ଲେଖାଇବାକୁ ଅର୍ଥ ସାଜିଛି ବାଧକ
ମୋହନା,୩୦ା୯(ମନ୍ମଥ ମିଶ୍ର): ପାଠପଢି ଶିକ୍ଷୟତ୍ରୀ ହେବାର ବହୁତ୍ ସ୍ବପ୍ନ ଦେଖୁଛନ୍ତି ଦିବ୍ୟାଙ୍ଗ ସଜନୀ। ହେଲେ ଅର୍ଥାଭାବରୁ ପାଠରେ ଏବେ ଡୋରି ଲାଗିଯିବା ସହ ସବୁ ସ୍ବପ୍ନ ଅଧୁରା ରହିଯାଇଛି। ସରକାର ଯଦି ସହାୟତା ଯୋଗାଇ ଦିଅନ୍ତେ ତେବେ ସଜନୀ ଆଗକୁ ପାଠ…
ଶାହାଙ୍କୁ ଭେଟିବା ପରେ ବସୁନ୍ଧରା କହିଲେ ଭଗବାନଙ୍କ ଘର ଦୂର ସତ କିନ୍ତୁ ଅନ୍ଧାର ନୁହେଁ
ଜୟପୁର,୩୦।୯: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶୁକ୍ରବାର ଦାବି କରିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବ। ଅଲୱର ଜିଲାର ବାରୱା ଡୁଙ୍ଗ୍ରି ଗାଁର ନାରାୟଣ ମାତା…
ଖାଲଖମା ରାସ୍ତା, ଲୋକେ ହୀନସ୍ତା
ଯୋଡା,୩୦ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଆଜାଦବସ୍ତିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ପୌର ପାଳିକା କୌଣସି ପଦକ୍ଷେପ ନେଉନାହିଁ। ଫଳରେ ୫ନଂ. ୱାର୍ଡବାସୀ…
ଇରାନ ଜେଲରେ ଦଙ୍ଗା, ଫୁଟିଲା ଗୁଳି
ତେହେରାନ,୩୦।୯: ଜଣେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପରେ ଇରାନର ରାମହାର୍ମୋଜ ଜେଲରେ ଦଙ୍ଗା ଆରମ୍ଭ ହୋଇଥିଲା। ଇରାନର ଏକ ନ୍ୟୁଜ ଏଜେନ୍ସି ଶୁକ୍ରବାର ରିପୋର୍ଟ କରିଛି ଯେ ଦକ୍ଷିଣ-ପଶ୍ଚିମ ଇରାନର ଏକ କାରାଗାରରେ ଥିବା ଅନ୍ତେବାସୀମାନେ ଅନ୍ୟ ଜଣେ ଅନ୍ତେବାସୀଙ୍କ ବିରୋଧରେ…
କାନାଡାକୁ ଆଇନା ଦେଖାଇଲେ ଜୟଶଙ୍କର
ଓ୍ବାଶିଂଟନ୍,୩୦।୯: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ୱାଶିଂଟନ୍ ଡିସିରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଖାଲିସ୍ତାନ ବିଷୟରେ ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ ସେ ଶିଖ ସମ୍ପ୍ରଦାୟକୁ ପ୍ରଶଂସା କରି କହିଛନ୍ତି, ଆତଙ୍କବାଦୀଙ୍କ ସଂଖ୍ୟା ବହୁତ କମ ଏବଂ…
ଖବର ପ୍ରକାଶ ପରେ ରାସ୍ତାର ଗର୍ତ୍ତ ମରାମତି
ଯାଜପୁରରୋଡ୍,୩୦।୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦର ଯାଜପୁର-କେନ୍ଦୁଝର ରୋଡ୍ ଷ୍ଟେଶନ ବଜାର ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଗର୍ତ୍ତର ମରାମତି କରାଯାଇଛି। ଏହି ଗର୍ତ୍ତରେ ବର୍ଷା ଜଳ ରହି ଯାତାୟାତରେ ବାଧା ସୃଷ୍ଟି କରିବା ସହ ଦୈନିକ ଛୋଟ ବଡ଼…
ଜଙ୍ଗଲ ଜମିରେ ବିଧାୟକଙ୍କ ହୋଟେଲ ଅଭିଯୋଗ
ରାଜନଗର, ୩୦ା୯ (ଭାସ୍କର ରାଉତରାୟ): ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ବେଆଇନ ଭାବେ ନିଜସ୍ବ ହୋଟେଲ କରିଥିବା ଅଭିଯୋଗ ଆଣି ରାଜନଗର କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶ ପୁତଳିକା ଶୁକ୍ରବାର ଦାହ କରାଯିବା ସହ ରାଜନଗର ଡିଏଫ୍ଓଙ୍କୁ ଦାବିପତ୍ର…
ବିନା ପ୍ରକଳ୍ପରେ ଟଙ୍କା ଆତ୍ମସାତ୍ ଅଭିଯୋଗ
ଆଳି,୩୦ା୯(ବନମାଳୀ ସେନାପତି): ରାଜ୍ୟ ସରକାର ପଞ୍ଚାୟତର ବିକାଶ ନିମନ୍ତେ ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତଗୁଡିକୁ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି। ହେଲେ ସରକାରୀ ଅର୍ଥକୁ ବାଟମାରଣା କରବାରେ ଲାଗି ପଡିଛନ୍ତି ପଞ୍ଚାୟତ ପ୍ରତିନିଧି ଓ ସରକାରୀ କର୍ମଚାରୀ। ସାଧାରଣ ଲୋକଙ୍କ ସୁବିଧା…
ଦର୍ଶକଙ୍କୁ ପସନ୍ଦ ଆସୁନାହିଁ ‘ଦ ଭ୍ୟାକସିନ୍ ଓ୍ବାର’
ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଭ୍ୟାକସିନ୍ ଓ୍ବାର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ସେପ୍ଟେମ୍ବର ୨୮ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ସମାଲୋଚକମାନଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ପାଇଛି, କିନ୍ତୁ ବୋଧହୁଏ ଦର୍ଶକ ଏହି ଫିଲ୍ମକୁ ଅଧିକ…
ଦିନିକିଆ ବିଶ୍ୱକପ୍ରେ ସର୍ବାଧିକ ଶତକ ହାସଲ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୩୦।୯: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୫ରୁ ଆରମ୍ଭ ହେବ। ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳ ଦିନିକିଆରେ ବହୁତ ଭଲ ଫର୍ମରେ ଦେଖାଦେଇଛି। ବିଶ୍ୱକପ୍ରେ ଭାରତରୁ ମଧ୍ୟ ଏହିପରି ଭଲ ପ୍ରଦର୍ଶନ ଆଶା କରାଯାଉଛି। ୨୦୧୯ରେ ଖେଳାଯାଇଥିବା ବିଶ୍ୱକପ୍ରେ…
Archives


