Home Left

ଆତଙ୍କବାଦୀ କରନବୀରଙ୍କ ନାଁରେ ରେଡ୍‌ କର୍ନର ନୋଟିସ୍‌

ନୂଆଦିଲ୍ଲୀ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲର ସଦସ୍ୟ କରନବୀର ସିଂଙ୍କ ବିରୋଧରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ ପୋଲିସ ଅର୍ଗାନାଇଜେଶନ (ଇଣ୍ଟରପୋଲ୍‌) ରେଡ୍‌ କର୍ନର ନୋଟିସ୍‌ ଜାରି କରିଛି। ପଞ୍ଜାବର ମୂଳ ବାସିନ୍ଦା କରନବୀର ସିଂ ଏବେ ପାକିସ୍ତାନରେ ରହୁଥିବା ଜଣାପଡିଛି।…

ବନ୍ଦ  ହେଲା ହୀରାକୁଦର ୪ ଗେଟ୍‌ 

ସମ୍ବଲପୁର ୨୬।୯: ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ବନ୍ଦ ହୋଇଛି । ବର୍ତ୍ତମାନ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଫଳରେ ବାମ ପାଶର୍‌ବରେ ୬ଟି ଏବଂ ଡାହାଣ ପାଶର୍‌ବରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ଜାରି…

ବିଶ୍ୱକପ୍‌ ପୂର୍ବରୁ ପିସିବିରେ ବିବାଦ, ୪ ମାସ ହେଲା ପାକିସ୍ତାନୀ ଖେଳାଳିଙ୍କୁ ମିଳିନି ଦରମା

ଇସଲାମାବାଦ,୨୬।୯: ୨୦୨୩ କ୍ରିକେଟ ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ଏହି ସମୟରେ ପାକିସ୍ତାନ କ୍ରିକେଟ ଦଳ ସହ କିଛି ଠିକ୍‌ ଚାଲିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଦଳ…

ଏସିଆନ୍‌ ଗେମ୍ସରେ ଭାରତକୁ ଆଉ ୨ ପଦକ

ହାଙ୍ଗଝୋ,୨୬।୯: ଏସିଆନ୍‌ ଗେମ୍ସରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ସେଲିଂରେ ଇବାଦ ଅଲି ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ୱିଣ୍ଡସଫର୍ର୍‌ ଆରଏସ ଏକ୍ସ ଇଭେଣ୍ଟରେ ଇବାଦ ଅଲି ୫୨ ସ୍କୋର କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଥାଇଲ୍ୟାଣ୍ଡର…

ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି

ଲକ୍ଷ୍ନୌ,୨୬।୯: ଉତ୍ତରପ୍ରଦେଶର ଲଖିମପୁର ଖେରୀରେ କୃଷକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଆଶିଷ ମିଶ୍ରାଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି ଦେଇଛନ୍ତି। ତାଙ୍କର ଅସୁସ୍ଥ ମା’…

ବିଶ୍ୱଶାନ୍ତି ପାଇଁ ସାମୂହିକ ପ୍ରାର୍ଥନା

ରାଉରକେଲା,୨୬।୯(ଦିନେଶ ମିଶ୍ର): ରାଉରକେଲା ଓରାମପଡା ସ୍ଥିତ କୁଡୁଖ ସଭାସ୍ଥଳରେ ଦୁର୍ଗାପୁର ପାଡ୍‌ହା ପୂଜା କମିଟି ପକ୍ଷରୁ ସଭାପତି ଗାଙ୍ଗୀ ଲାକ୍ରାଙ୍କ ଅଧ୍ୟକ୍ଷତାରେ ସୋମବାର ରାଜୀବ କରମା ପୂଜା ମହୋତ୍ସବ ପାଳିତ ହୋଇଛି। ଏଥିରେ ଦୁର୍ଗାପୁର ମୌଜାର ଓରାମପଡା, ମହୁଲପାଲି, ଗାଡାଟୋଲା ଅଞ୍ଚଳର…

୫୧ ମିନିଟର ଭାଷଣରେ ୪୪ ଥର କଂଗ୍ରେସ ନାମ ନେଇଛନ୍ତି ମୋଦି: ପଓ୍ବନ ଖେରା

ନୂଆଦିଲ୍ଲୀ,୨୬।୯: ମଧ୍ୟପ୍ରଦେଶରେ ୫୧ ମିନିଟର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ୪୪ ଥର କଂଗ୍ରେସ ନାମ ନେଇଛନ୍ତି, ଅର୍ଥାତ ତାଙ୍କ ସରକାରଙ୍କ ସଫଳତା ବିଷୟରେ କହିବାକୁ କିଛି ତାଙ୍କ ପାଖରେ ନାହିଁ। ତେଣୁ ସେ କଂଗ୍ରେସ ନାଁ ଏତେଥର ନେଉଛନ୍ତି। ଆରଏସଏସ ଶାଖାରେ…

ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ କକା

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): ଅବୈଧ ସମ୍ପର୍କରୁ ହତ୍ୟାକାଣ୍ଡ। ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଶୋଇଥିବା ବେଳେ ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ କକା (ଦାଦା)। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଲବଣିସର…

ରାହୁଲଙ୍କ ଚିତ୍ରକଳାକୁ ପ୍ରଶଂସା କଲେ କିଙ୍ଗ୍‌ ଖାନ୍‌

ପାପଡ଼ାହାଣ୍ଡି,୨୬।୯(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ସଦର ମହକୁମା ନୂଆସାହିର ରାହୁଲ ପାତ୍ରଙ୍କ ଚିତ୍ରକଳା ଦେଖି ପ୍ରଶଂସା କରିଛନ୍ତ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌। ରାହୁଲ ପ୍ରଧାନୀଗୁଡ଼ା କାଜୁମିଲଠାରେ ଶାହାରୁଖଙ୍କ ଯବାନ ଚଳଚ୍ଚିତ୍ରର ୧୦ଫୁଟ୍‌ ଉଚ୍ଚତା ଓ ୬ଫୁଟ୍‌ ଲମ୍ବ ବିଶିଷ୍ଟ…

୩ ମାସ ହେଲା କର୍ମଚାରୀଙ୍କୁ ଦରମା ମିଳୁନି

ଛତ୍ରପୁର,୨୬।୯(ସନ୍ତୋଷ ପାଢ଼ୀ ):ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଟିଟାନିୟମ ପ୍ଲାଣ୍ଟରେ କର୍ମଚାରୀଙ୍କୁ ଗତ ୩ ମାସ ହେଲା ଦରମାୟ ମିଳିନି। ଏ ନେଇ କର୍ମଚାରୀ ମାନଙ୍କ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡ଼ୁଛି। ମଙ୍ଗଳବାର ଟିଟାନିୟମ ଭୂ-ବିସ୍ଥାପିତ କଲ୍ୟାଣ ସମିତି ମହାସଂଘ ଛତ୍ରପୁର…

ଶୋ’ରୁମ କାନ୍ଥ ଭାଙ୍ଗି ନେଇଗଲେ ୨୫ କୋଟିର ଅଳଙ୍କାର

ନୂଆଦିଲ୍ଲୀ,୨୬।୯: ଜାତୀୟ ରାଜଧାନୀ ଦିଲ୍ଲୀର ଏକ ଜୁଏଲରୀ ଶୋ’ରୁମରେ କୋଟି କୋଟି ମୂଲ୍ୟର ଚୋରି ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଭୋଗଲ ଅଞ୍ଚଳ ସ୍ଥିତ ଉମରାଓ ଜୁଏଲରୀ ଶୋ’ରୁମରେ ଘଟିଛି। ଲୁଟେରାମାନେ କାନ୍ଥ ଭାଙ୍ଗି ଶୋ’ରୁମ୍‌ ଲକରରେ ପ୍ରବେଶ କରିଥିଲେ।…

ରାଜସ୍ଥାନରେ ଗୃହ ରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବଙ୍କ ସହ ଜଡିତ କମ୍ପାନୀ ଉପରେ ଇଡିର ଚଢାଉ

ଜୟପୁର,୨୬।୯: ରାଜସ୍ଥାନରେ ଗୃହ ରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବଙ୍କ ସହ ଜଡିତ କମ୍ପାନୀଗୁଡିକ ଉପରେ ମଙ୍ଗଳବାର ଇଡି ଚଢାଉ କରିଛି। ଦିଲ୍ଲୀରୁ ଆସିଥିବା ଇଡି ଟିମ୍‌ କୋଟପୁତଲି ଏବଂ ବହରୋଡରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କିଛି ଦିନ ପୂର୍ବରୁ ଆୟକର ବିଭାଗ ଦ୍ୱାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri