Home Left

ଇସ୍ରୋର ଚନ୍ଦ୍ରୟାନ -୩ ମିଶନକୁ ନେଇ ପରିହାସ କଲେ ପାକିସ୍ତାନୀ ନେତା

ଇସଲାମାବାଦ,୨୨।୮: ଭାରତର ଚନ୍ଦ୍ରୟାନ -୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ପ୍ରସ୍ତୁତ। ବାସ୍ତବରେ, ଚନ୍ଦ୍ରୟାନ -୩ ଅଗଷ୍ଟ ୨୩ରେ ଅବତରଣ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମଗ୍ର ଦେଶ ଏହା ଉପରେ ନଜର ରଖିଛି। ଏହା ହେଉଛି ଭାରତର ତୃତୀୟ ଚନ୍ଦ୍ର…

‘ମାସେ ଦୁଇମାସ ପିଆଜ ନ ଖାଇଲେ କିଛି ଅସୁବିଧା ହେବ ନାହିଁ’, ପୂର୍ବତନ କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ମୁମ୍ବାଇ,୨୨।୮: ମହାରାଷ୍ଟ୍ରରେ ଲଗାତାର ଭାବେ ପିଆଜର ଦାମ ବଢିବାରେ ଲାଗିଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ କୃଷିମନ୍ତ୍ରୀଙ୍କର ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯଦି ଲୋକେ ମାସେ ଦୁଇମାସ ପିଆଜ ନ ଖାଇବେ ତେବେ କିଛି…

ମା ତାରିଣୀଙ୍କ ମନ୍ଦିରରେ ଅଘଟଣ

ଘଟଗାଁ, ୨୨।୮(ନରେଶ ପଟ୍ଟନାୟକ): କେନ୍ଦୁଝରର ପ୍ରସିଦ୍ଧ ମା’ ତାରିଣୀଙ୍କ ପୀଠରେ ମଙ୍ଗଳବାର ପୂଜାର୍ଚ୍ଚନା ଓ ଆଳତି ଚାଲିଥିବା ବଳେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଗଞ୍ଜାମ ଜିଲା ଗୋଲାଙ୍ଗ ଥାନା ଥାନା ଅଧୀନ ଛେଲିଆ ଗ୍ରାମର…

ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁବାର କାରଣ କହିଲେ ରଜନୀକାନ୍ତ

ମୁମ୍ବାଇ,,୨୨।୮: ଏବେ ମୁଭି ‘ଜେଲର’କୁ ନେଇ ପ୍ରଶଂସା ସାଉଁଟୁଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ଟ୍ରୋଲର ବି ଶିକାର ହୋଇଛନ୍ତି। ଘଟଣା ହେଉଛି ନିକଟରେ ରଜନୀକାନ୍ତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଏହି ସମୟରେ ରଜନୀକାନ୍ତ ଯୋଗୀ ଆଦିତ୍ୟନାଥଙ୍କ ପାଦ…

ବିହାରରେ ହିଂସା: ମହାବୀର ଶୋଭାଯାତ୍ରା ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ସଂଘର୍ଷ, ୪ ପୋଲିସକର୍ମୀଙ୍କ ସମେତ ଅନେକେ ଆହତ

ବଗହା(ପଶ୍ଚିମ ଚମ୍ପାରନ),୨୨।୮: ନାଗ ପଞ୍ଚମୀ ଅବସରରେ ସୋମବାର ମଧ୍ୟାହ୍ନରେ ମହାବୀର ଶୋଭାଯାତ୍ରାକୁ ବନ୍ଦ କରିବାକୁ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଓ ପଥରମାଡ ହୋଇଛି। ଏଥିରେ ୪ ପୋଲିସ କର୍ମୀଙ୍କ ସମେତ ଏକ ଡଜନରୁ ଅଧିକ ଲୋକ ଆହତ ହୋଇଛନ୍ତି। ସସ୍ତଙ୍କର…

ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

ମେକ୍ସିକୋ ସିଟି,୨୨।୮: ମେକ୍ସିକୋରେ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମେକ୍ସିକୋ ସିଟିରେ ଅଜଣା ଆକ୍ରମଣକାରୀଙ୍କ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି। ଅପରାଧୀଙ୍କୁ ଶୀଘ୍ର ଧରିବା ପାଇଁ ଭାରତୀୟ କର୍ତ୍ତୃପକ୍ଷ ସେମାନଙ୍କ ମେକ୍ସିକୋ…

ସମବାୟ ସମିତିରେ ମିଳୁନି ସାର, ଚାଷୀକୁଳ ହତାଶ

ପଟ୍ଟାମୁଣ୍ଡାଇ,୨୨ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗଛନ୍ତି। ଚଳିତ ଖରିଫ ଋତୁରେ…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଗଦର-୨’

ମୁମ୍ବାଇ: ବକ୍ସ ଅଫିସରେ ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର-୨’ ଭଲ ରୋଜଗାର କରୁଛି। ଏହି ଚଳଚ୍ଚିତ୍ରଟି ଖୁବ କମ ସମୟ ମଧ୍ୟରେ ୩୦୦ କୋଟି ଅତିକ୍ରମ କରିଛ।‘ଗଦର-୨’କୁ ନେଇ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ ରହିଛି। ସେ…

ଦୁର୍ବଳ ରାସ୍ତା ଉପରେ ତାଳି ପକାଇଲେ ଠିକାଦାର

ରସୁଲପୁର,୨୨ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଜନ-୨ ଓ କୁଆଖିଆ ସେକ୍ସନ ଅଧୀନ ହାଟ ସିଂହାପୁରଠାରୁ ଦନେଇପୁରକୁ ସଂଯୋଗ କରୁଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଅନୁଦାନରେ ସୁଦୃଢୀକରଣ କରାଯାଇଛି। ଉକ୍ତ ରାସ୍ତାର ୮କିମି.କୁ ପ୍ରଶସ୍ତୀକରଣ…

ଏସିଆ କପ ପୂର୍ବରୁ ବାବର ଆଜମଙ୍କ ଚେତାବନୀ, କହିଲେ ପାକିସ୍ତାନୀ ଟିମ…

ଇସଲାମାବାଦ,୨୨।୮: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ୨୦୨୩ର ଆରମ୍ଭକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଗଷ୍ଟ ୩୦ରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଏକ ମ୍ୟାଚ ସହିତ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ପାକିସ୍ତାନ ଦଳ ଏଥର ଏହି ଟୁର୍ନାମେଣ୍ଟ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନ ଭଉଣୀ

ନୂଆଦିଲ୍ଲୀ,୨୨।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ତିକ୍ତତାର ଖବର ଆସିଥାଏ। କିନ୍ତୁ ଏଥର ରକ୍ଷାବନ୍ଧନ ଅବସରରେ ଦୁଇ ଦେଶ ମଧ୍ୟରେ ପ୍ରେମ ଦେଖିବାକୁ ମିଳିବ। ପାକିସ୍ତାନର କମର ମୋହସିନ ଶେଖ ଅର୍ଥାତ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାକ୍ଷୀ…

‘ସିଏଏ ଲାଗୁ ହେବ, ମମତା ବାନାର୍ଜି ରୋକିପାରିବେନି’

କୋଲକତା,୨୨।୮: ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ତୁମେ (ମମତା ବାନାର୍ଜୀ) ବିରୋଧୀ ମେଣ୍ଟ ଇଣ୍ଡିଆର ଅଂଶ କିନ୍ତୁ ଇଣ୍ଡିଆ ଆପଣଙ୍କ ସହ ନାହିଁ। ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri