ଆଜି ଖୋଲିବ ବିଏସ୍ଏଲ୍ର ଆଇପିଓ
ନୂଆଦିଲ୍ଲୀ,୨୯।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବାୱେଜା ଷ୍ଟୁଡିଓଜ ଲିମିଟେଡ (ବିଏସ୍ଏଲ୍)ର ଇନିସିଆଲ ପବ୍ଲିକ ଅଫର (ଆଇପିଓ) ୨୦୨୪ ଜାନୁଆରୀ ୨୯ରେ ଖୋଲିବ ବୋଲି ବିଏସ୍ଏଲ୍ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ର ନିର୍ମାଣ ଏବଂ ନବୋନ୍ମେଷୀ…
ଜେନେରେଟିଭ୍ ଏଆଇରେ ବଢ଼ୁଛି ପୁଞ୍ଜି ବିନିଯୋଗ
ଭୁବନେଶ୍ୱର,୨୯।୧(ଅନୁରାଧା ମହାରଣା): ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କମ୍ପାନୀଗୁଡିକ ଜେନେରେଟିଭ ଏଆଇରେ ପୁଞ୍ଜି ବିନିଯୋଗ ବୃଦ୍ଧି କରୁଛନ୍ତି। ଇନ୍ଫୋସିସ ରିସର୍ଚ୍ଚର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଇନ୍ଫୋସିସ ରିସର୍ଚ୍ଚ ୟୁନିଟ ଇନ୍ଫୋସିସ ନଲେଜ ଇନ୍ଷ୍ଟିଚ୍ୟୁଟ (ଇକାଇ)ର ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆ,…
୭୫ ବର୍ଷରେ ସୁପ୍ରିମକୋର୍ଟ: କମ୍ପ୍ଲେକ୍ସ ସମ୍ପ୍ରସାରଣ ଲାଗି ୮୦୦ କୋଟି ମଞ୍ଜୁର
ନୂଆଦିଲ୍ଲୀ,୨୯।୧: ସୁପ୍ରିମକୋର୍ଟ ୭୫ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ କୋର୍ଟ କମ୍ପ୍ଲେକ୍ସ ସମ୍ପ୍ରସାରଣ ଲାଗି ୮୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀକୁ ଦୃଷ୍ଟିରେ ରଖି ସରକାର ଆଇନର ଆଧୁନିକୀକରଣ କରିଛନ୍ତି।…
ମୁନାଓ୍ବର ଫାରୁକି ବିଗ୍ ବସ୍ ବିଜେତା
ମୁମ୍ବାଇ,୨୯।୧: ରିଅଲିଟି ଶୋ’ ବିଗ୍ ବସ୍ ୧୭ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ରବିବାର ରାତିରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍ ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାଓ୍ବର ଫାରୁକି ବିଗ୍ ବସ୍-୧୭ ବିଜୟୀ ଘୋଷିତ ହୋଇଛନ୍ତି। ୩୨ ବର୍ଷୀୟ…
ଆଜିଠୁ ଭାଜପା କୃଷକମୋର୍ଚ୍ଚାର ରାଜ୍ୟବ୍ୟାପୀ ଆନ୍ଦୋଳନ
ଭୁବନେଶ୍ୱର, ୨୯।୧(ଅସମାପିକା ସାହୁ): ଓଡ଼ିଶାରେ ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ଏବଂ ଧାନମଣ୍ଡିର ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥର ବାଟମାରଣା ପ୍ରତିବାଦରେ ଭାଜପା କୃଷକମୋର୍ଚ୍ଚା ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୮ଟି ସବ୍ଡିଭିଜନ…
କ୍ରିଏଟିଭିଟିରେ ଓଡ଼ିଶା ବହୁତ ଷ୍ଟ୍ରଙ୍ଗ୍
ଓଡ଼ିଶା ମାଟିର ପୁଅ, ମାତ୍ର ଜାତୀୟ ସ୍ତରରେ ବେଶ୍ ଲୋକପ୍ରିୟ। ଅଭିନୟରେ ବାନ୍ଧି ରଖିପାରୁଥିବା ଜଣେ ଅନନ୍ୟ କଳାକାର। ହିନ୍ଦୀ, ଇଂଲିଶ ଏବଂ ଓଡ଼ିଆ ଫିଲ୍ମ ସହ ବହୁ ୱେବ୍ ସିରିଜ୍ରେ ନିଖୁଣ ଅଭିନୟ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ସେ…
ହରିୟାଣାର ୯୦ ବିଧାନସଭା ଆସନରେ ଲଢ଼ିବ ଆମ୍ ଆଦ୍ମୀ ପାର୍ଟି
ଚଣ୍ଡିଗଡ଼,୨୮।୧: ଆମ୍ ଆଦ୍ମୀ ପାର୍ଟି ହରିୟାଣାରେ ସମସ୍ତ ୯୦ ବିଧାନସଭା ଆସନରେ ଲଢ଼ିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ବାଲ ରବିବାର କହିଛନ୍ତି। ତେବେ ଲୋକ ସଭା ନିର୍ବାଚନରେ ତାଙ୍କ ଦଳ ଇଣ୍ଡିଆ ବ୍ଲକ୍ର ସଦସ୍ୟ…
ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ
ଭୁବନେଶ୍ୱର, ୨୮।୧(ଅସମାପିକା ସାହୁ) : ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତା’ର ରଣନୀତି ସ୍ବରୂପ ଭୁବନେଶ୍ୱରରେ ‘ଓଡ଼ିଶା ବଞ୍ଚାଅ’ ସମାବେଶ କରୁଛି। ଏଆଇସିସି…
୨୨୦ ତୀର୍ଥ ଯାତ୍ରୀଙ୍କ ଗୟା, ବାରାଣସୀ ଯାତ୍ରା
ଭବାନୀପାଟଣା,୨୮।୧(ଉତ୍ତମ କୁମାର ଦାଶ): ଭବାନୀପାଟଣାସ୍ଥିତ ରେଡକ୍ରସ କଲ୍ୟାଣ ମଣ୍ଡପଠାରେ କଳାହାଣ୍ଡି ଜିଲାର ୨୨୦ ତୀର୍ଥ ଯାତ୍ରୀଙ୍କ ଗୟା ଓ ବାରାଣସୀ ଯାତ୍ରା ଆରମ୍ଭ କରିଛନ୍ତି। ଭତୀର୍ଥ ଯାତ୍ରୀ ବାନୀପାଟଣାରୁ ୬ଟି ବସ୍ ଯୋଗେ ରାୟଗଡ଼ାକୁ ଯାଇ ସେଠାରୁ ରେଳ ଯୋଗେ ଗୟା…
ଲାଲୁଙ୍କ ପରିବାରରେ ସବୁଠାରୁ ଧନୀ ବ୍ୟକ୍ତି କିଏ ଜାଣନ୍ତି: ପୁଅଙ୍କ ବିଏମ୍ଡବ୍ଲୁ, ସ୍ତ୍ରୀଙ୍କ ଗାଈ-ବାଛୁରୀ…
ପାଟନା,୨୮।୧: ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜେଡିୟୁ ଆରଜେଡିଙ୍କ ସହ ମେଣ୍ଟ ଭାଙ୍ଗି ଭାଜପାରେ ଯୋଗ ଦେଇଛି। ରବିବାର ନୀତୀଶ କୁମାର ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ବିହାର ରାଜନୀତିରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ…
ଫିଲ୍ମ ଫେୟାର ୨୦୨୪: ବାଜି ମାରିଲା ସାମ ବାହାଦୂର
ମୁମ୍ବାଇ: ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ପୁରସ୍କାର ଶୋ ‘ଫିଲ୍ମଫେୟାର ପୁରସ୍କାରର ଅପେକ୍ଷା ଶେଷ ହୋଇଛି। ଏଥର ଏହା ହେଉଛି ୬୯ ତମ ଫିଲ୍ମଫେୟାର ପୁରସ୍କାର ଯାହା ୨୭ ଜାନୁଆରୀରୁ ଆରମ୍ଭ ହୋଇଛି। ଏଥର ଆଓ୍ବାର୍ଡ ଶୋ’ରେ ବଛାବଛା ହିନ୍ଦୀ ଚଳଚ୍ଚିତ୍ର…
ଜେସିବି ତଳେ ଚାପିହୋଇ ଚାଲିଗଲା ଜୀବନ
ତିହିଡି,୨୮।୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ତାଳପଦା ଗ୍ରାମରେ ରବିବାର ଜେସିବି ତଳେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବୋଧ ଜେନା(୩୨)। ମିଳିଥିବା ସୂଚନା ମୁତାବକ, ସୁବୋଧ ଜେସିବି ଉପରେ ବସିଥିବା ବେଳେ ହଠାତ୍…

