Home Left

ହାଇଓ୍ବେରେ ଟ୍ରକ୍‌ର ହେଲା ବ୍ରେକ୍‌ଫେଲ୍‌, ୩ କାର୍‌କୁ କରିଦେଲା ଚଟଣି, ଭିଡିଓ ଦେଖିଲେ…

ଆଜିର ସମୟରେ ରାସ୍ତା ଦୁର୍ଘଟଣା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ସମୟର ଅଭାବ କିମ୍ବା ଅନ୍ୟ କୌଣସି କାରଣରୁ ଲୋକଙ୍କ ଡ୍ରାଇଭିଂର ଗତି ମଧ୍ୟ ବୃଦ୍ଧି ପାଇଛି। ଯେତେ ଅସାବଧାନତା ବଢୁଛି ସେତେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢୁଛି। ଆଜିକାଲି ଦୁର୍ଘଟଣା…

ଇଣ୍ଡିଗୋ ବିମାନରେ ଏମରଜେନ୍ସି ଗେଟ ଖୋଲିବାକୁ ଚେଷ୍ଟା କରୁଥିଲେ ଯାତ୍ରୀ, ଗିରଫ କଲା ପୋଲିସ

ବେଙ୍ଗାଲୁରୁ,୨।୧୦: ନାଗପୁରରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରୁଥିବା ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ଗିରଫ ବ୍ୟକ୍ତି ଜଣଙ୍କ ସ୍ବପ୍ନିଲ ହୋଲେ…

ଫ୍ରାନ୍ସରେ ବାର୍ଡ ଫ୍ଲୁ, ଲକ୍ଷାଧିକ ବତକ, କୁକୁଡ଼ାଙ୍କୁ ଟିକାକରଣ

ପ୍ୟାରିସ୍‌,୨ା୧୦: ଫ୍ରାନ୍ସରେ ସୋମବାର ବାର୍ଡ ଫ୍ଲୁ ପ୍ରତିରୋଧ ପାଇଁ ୟୁରୋପର ଏକମାତ୍ର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଯାହା ବିଗତ ବର୍ଷଗୁଡ଼ିକଠାରୁ ବହୁତ ଅର୍ଥ ବ୍ୟୟ ହୋଇଛି। ଏସ୍‌ଏନ୍‌ଜିଟିଭି ଫାର୍ମ ଭେଟ୍‌ ଆସୋସିଏଶନର କୁକୁଡ଼ା ମୁଖ୍ୟ ଜୋକେଲିନ ମାରଗୁଏରି କହିଛନ୍ତି, ଜୀବାଣୁଙ୍କର…

‘ସୁରକ୍ଷିତ ଓଡ଼ିଶା ଗଠନ ଆମର ମୂଳ ଲକ୍ଷ୍ୟ’

ରାୟଗଡ଼ା,୨ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରିତ କରିଥିଲେ। ଏହି କାର୍ଯ୍ୟକ୍ରମରେ…

ଜାତିଗତ ଜନଗଣନାକୁ ନେଇ ବର୍ଷିଲେ ଗିରିରାଜ, କହିଲେ ଏହା ଧୂଳି ଫିଙ୍ଗିବା ସହ ସମାନ, ଗରିବଙ୍କୁ ବିଭ୍ରାନ୍ତ କରିଛନ୍ତି ଲାଲୁ-ନୀତୀଶ

ପାଟନା,୨।୧୦: ବିହାରରେ କାଷ୍ଟ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ବୟାନ ସାମ୍ନାକୁ ଆସିଛି। ଗିରିରାଜ ସିଂ କହିଛନ୍ତି- ଜାତି ଗଣନା ମଧ୍ୟ ହାସ୍ୟାସ୍ପଦ। ଏହାକୁ ଉପସ୍ଥାପନ କରିବା ପୂର୍ବରୁ ଲାଲୁ ଏବଂ ନୀତୀଶ କହିଛନ୍ତି…

ଡିଜିଟାଲ ଦୁନିଆରେ ବଢୁଛି ସାଇବର କ୍ରାଇମ୍‌

ମୋରଡ଼ା,୨ା୧୦(ସ୍ମାରକ ମାଜୀ): ଆଜିର ଡିଜିଟାଲ ଦୁନିଆରେ ଦିନକୁ ଦିନ ସାଇବର କ୍ରାଇମ୍‌ ବଢ଼ିଚାଲିଛି। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସ…

ଅମୃତସର ପହଞ୍ଚିଲେ ରାହୁଲ ଗାନ୍ଧୀ

ଚଣ୍ଡିଗଡ଼,୨।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଅମୃତସରର ଶ୍ରୀ ହରମନ୍ଦିର ସାହେବରେ ନତମସ୍ତକ ହୋଇଛନ୍ତି। ଏକ ବ୍ୟକ୍ତିଗତ ପରିଦର୍ଶନରେ ଆସିଥିବା ରାହୁଲଙ୍କୁ ପଗଡି ବଦଳରେ ତାଙ୍କ ମୁଣ୍ଡରେ ନୀଳ ରଙ୍ଗର ପତାକା ବାନ୍ଧିଥିଲେ।…

ଏଥର ଗେହଲଟ ସରକାର ନେବେ ବିଦାୟ, ଏକଥା ମୁଖ୍ୟମନ୍ତ୍ରୀ ନିଜେ ଜାଣିଛନ୍ତି: ପ୍ରଧାନମନ୍ତ୍ରୀ ମୋଦି

ଜୟପୁର,୨।୧୦: ରାଜସ୍ଥାନର ଚିତ୍ତୋରଗଡରେ ସୋମାବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱଧୀନ କଂଗ୍ରେସ ସରକାରକୁ ଟାର୍ଗେଟ୍‌ କରିଥିଲେ। ସେ କହିଛନ୍ତି ଯେ, ଗେହଲୋଟ ଜୀ ରାଜସ୍ଥାନରୁ ବିଦାୟ ନେବାକୁ ଯାଉଛନ୍ତି। ଏକଥା…

ଗଞ୍ଜାମ ଷ୍ଟେଶନରେ ଟ୍ରେନ୍‌ ରହଣି ଦାବିରେ ଧାରଣା

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ବରିଷ୍ଠ ପୌରାଞ୍ଚଳ ନାଗରିକ ପରିଷଦ ପକ୍ଷରୁ ଷ୍ଟେଶନ ସମୁଖରେ ସୋମବାର ଧାରଣା ଦିଆଯାଇଛି l ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଧାରଣା ଦିଆଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ସେହି…

ଟେବୁଲ ଟେନିସ ଡବଲ୍ସରେ ପ୍ରଥମଥର ଦେଶ ପାଇଁ ପଦକ ଆଣିଲେ ସୂତିର୍ଥା-ଅହିକା

ହାଙ୍ଗଝୋ,୨।୧୦: ଚାଇନାରେ ଚାଲିଥିବା ଏସିଆନ ଗେମ୍ସର ଆଜି ନବମ ଦିନ। ଭାରତୀୟ ଖେଳାଳିମାନେ ୩ଟି ପଦକ ଜିତିସାରିଛନ୍ତି। ଆଜି ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳିମାନେ ଇତିହାସ ସୃଷ୍ଟି କରିଛନ୍ତି। ଏସୀୟ ଗେମ୍ସରେ ଟେବୁଲ ଟେନିସରେ ମହିଳା ଡବଲ୍ସରେ ଭାରତ ପ୍ରଥମ…

‘ସ୍କାଏ ଫୋର୍ସ’ରେ ନଜର ଆସିବେ ଅକ୍ଷୟ, ଆସନ୍ତା ବର୍ଷ ରିଲିଜ ହେବ ମୁଭି

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ‘ଓଏମଜି ୨’ ହେଉଛି ୨୦୨୩ ବର୍ଷର ସୁପର-ଡୁପର ହିଟ ଫିଲ୍ମ । ବର୍ତ୍ତମାନ ଖିଲାଡି କୁମାର ତାଙ୍କର ଅପକମିଂ ମୁଭି ‘ମିଶନ ରାନିଗଞ୍ଜ: ଦି ଗ୍ରେଟ ଭାରତ ରେସକ୍ୟୁ’ ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି।…

ସାଇବର ଅପରାଧ ରୋକିବାକୁ ପ୍ରୟାସ

ଛତ୍ରପୁର,୨ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ସାମ୍ପ୍ରତିକ ସମୟରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଗଞ୍ଜାମ ପୋଲିସ ଜିଲାରେ ଗତବର୍ଷ ୬୫ଟି ସାଇବର ଅପରାଧ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିବା ବେଳେ ଚଳିତବର୍ଷ ଅଗଷ୍ଟ ୩୧ ସୁଦ୍ଧା ୯୭ଟି ସାଇବର ଅପରାଧ ମାମଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri