ଜୁନାଗଡ଼ରେ ଟ୍ରିପଲ୍ ମର୍ଡର: କାରଣ ଖୋଜୁଛି ପୋଲିସ
ଭବାନୀପାଟଣା/ଜୁନାଗଡ଼,୨ା୧୦(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗ୍ରାମରେ ରବିବାର ଟ୍ରିପଲ ମର୍ଡର ହୋଇଥିବା ସୂଚନା ମିଳିଛି। କେହି ଦୁର୍ବୃତ୍ତ ୩ଜଣଙ୍କୁ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଛି। ମୃତକମାନେ ହେଲେ ଶଙ୍କରପଲା ଗ୍ରାମର ରାଏମତି…
ନିଖୋଜର ୮ ଦିନ ପରେ ବୈତରଣୀରୁ ମିଳିଲା ବୃଦ୍ଧଙ୍କ ମୃତଦେହ
ପାଟଣା,୨ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡ଼ାଳପକା ଗାଁ ବୈତରଣୀ ନଦୀର ଘୁର୍ଣ୍ଣିଦର ଘାଟରୁ ସୋମବାର ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସାହାରପଡ଼ା ବ୍ଲକ କପୁଣ୍ଡି ପଞ୍ଚାୟତ ଧାନ ବେଣୀ…
ବିରଳ ଘଣ୍ଟା: ଯାହା ୧୨ଟି ଉଲ୍କାପିଣ୍ଡରେ ହୋଇଛି ତିଆରି, ଦାମ୍ ଜାଣିଲେ…
ଆକାଶରୁ ଉଲ୍କାପିଣ୍ଡ ଖସିବା ବଡ଼ କଥା ନୁହେଁ। ଅନେକ ଥର ଆମେ ଆକାଶରେ ଏକ ବିରାଟ ଅଗ୍ନି ପେଣ୍ଡୁ ଦେଖିଛେ। ଯାହା ଖସିବା ହେତୁ ଛୋଟ ଖଣ୍ଡଗୁଡ଼ିକ ପୃଥିବୀ ଉପରେ ପଡ଼ିଥାଏ। ଏମାନଙ୍କୁ ଉଲ୍କାପିଣ୍ଡ କୁହାଯାଏ। ବେଳେବେଳେ ଏହି ଉଲ୍କାପିଣ୍ଡଗୁଡ଼ିକ ଏତେ…
ଲୋକ ସଭା ନିର୍ବାଚନ ପାଇଁ ଆକ୍ସନ ମୁଡରେ ରାଜ ଠାକରେ
ମୁମ୍ବାଇ,୨।୧୦: ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ ବା ମନସେ) ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଲୋକ ସଭା ନିର୍ବାଚନ ସମ୍ପର୍କରେ ରାଜ ଠାକରେ ଏମଏନଏସ ନେତାଙ୍କ ଏକ ବୈଠକ ଡାକିଛନ୍ତି। ଏମଏନଏସ ନେତା ରାଜ ଠାକରେ ଏମଏନଏସ…
ସମୁଦ୍ରରେ ୨୪ ଘଣ୍ଟା: ଗଣେଶଙ୍କ ମୂର୍ତ୍ତି ଯୋଗୁ ବଞ୍ଚିଲା ୫ମ ଶ୍ରେଣୀ ଛାତ୍ରଙ୍କ ଜୀବନ…
ଅହମଦାବାଦ,୨।୧୦ : ସୁରଟର ଏକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଡୁମାସ ବେଳାଭୂମିରେ ଥିବା ମନ୍ଦିରକୁ ଯାଇଥିଲେ। ଲଖନ ନାମକ ଏହି ବାଳକ ସମୁଦ୍ର କୂଳରେ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବା ପାଇଁ ଅଜାଣତରେ ଗଭୀର ଜଳକୁ ପଳାଇ ଯାଇଥିଲେ। ପରଦିନ…
ଛତିଶଗଡ଼ର ସମସ୍ତ ଆସନ ପାଇଁ ନାମ ଚୁଡାନ୍ତ, ରାଜସ୍ଥାନର ୫୪ ପ୍ରାର୍ଥୀଙ୍କ ନାମରେ ଲାଗିଲା ମୋହର
ନୂଆଦିଲ୍ଲୀ,୨।୧୦: ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ରାଜସ୍ଥାନ ପାଇଁ ପ୍ରାୟ ୫୪ଜଣ ପ୍ରାର୍ଥୀଙ୍କ ନାମରେ ମୋହର ଲଗାଇଛି। ସୂଚନାନୁସାରେ, ଏମପିମାନେ ପ୍ରାୟ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇପାରିବେ। ରାଜସ୍ଥାନର ନିର୍ବାଚନ କମିଟିରେ ଆଲୋଚନା ହୋଇଥିବା ଆସନଗୁଡ଼ିକ ହେଉଛି ବି…
ବିଶ୍ୱକପ୍ରେ ଭାରତ ପାଇଁ ଏହି ୩ ଖେଳାଳି ହୋଇପାରନ୍ତି ଗେମ୍ଚେଞ୍ଜର
ନୂଆଦିଲ୍ଲୀ,୨।୧୦:ଟିମ ଇଣ୍ଡିଆ ବିଶ୍ୱକପ ୨୦୨୩ ପାଇଁ ପ୍ରାୟ ପ୍ରସ୍ତୁତି ଶେଷ କରିସାରିଛି। ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ପୂର୍ବରୁ ଏସୀୟ କପ ଟାଇଟଲ ଜିତିଥିଲା। ଏସିଆ କପ୍ରେ ଭାରତ ପାଇଁ ମହମ୍ମଦ ସିରାଜ ଚମତ୍କାର…
ମେଲ୍ର ଜବାବ ନ ଦେବାରୁ ଗ୍ରାହକଙ୍କୁ ୧ ଟଙ୍କା କ୍ଷତିପୂରଣ ହେବ ଆପଲ୍
ବେଙ୍ଗାଲୁରୁ,୨।୧୦: ମେଲ୍ର ଜବାବ ନ ଦେବାରୁ ଗ୍ରାହକଙ୍କୁ ୧ ଟଙ୍କା କ୍ଷତିପୂରଣ ହେବ ଆପଲ୍ ଷ୍ଟୋର। ବେଙ୍ଗାଲୁରୁର ଫ୍ରେସର ଟାଉନର ବାସିନ୍ଦା ଆଭେଜ ଖାନଙ୍କୁ ଆପଲ ଷ୍ଟୋର ୧ ଲକ୍ଷ ଟଙ୍କା ଦେବ। ୩୦ ବର୍ଷୀୟ ଆଭେଜ୍ ୨୦୨୧ ଆପଲ ଷ୍ଟୋରରୁ…
ପୁର୍ବ ଶତ୍ରୁତାରୁ ୬ ଜଣଙ୍କୁ ନିର୍ମମ ହତ୍ୟା
ଲକ୍ଷ୍ନୌ,୨।୧୦: ଉତ୍ତରପ୍ରଦେଶର ଦେଓରିଆ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରୁଦ୍ରପୁର ନିକଟ ଫତେହପୁର ଗ୍ରାମରେ ପୁରୁଣା ଶତ୍ରୁତା କାରଣରୁ ୬ ଜଣଙ୍କୁ ନିର୍ମମ ଭାବେ ହତ୍ୟା ମାମଲା ସାମ୍ନାକୁ ଆସିଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଘସିପୁରା,୨ l୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ବସନ୍ତପୁର ସ୍ଥିତ ବଳଦେବଜୀଉ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି l ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପିଣ୍ଡିରେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ…
ଏଣିକି ରାଶନରେ ମିଳିବ ୨ ଲିଟର ସୋରିଷ ତେଲ
ଚଣ୍ଡିଗଡ,୨।୧୦: ହରିୟାଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସମସ୍ତ ବିପିଏଲ ରାଶନ କାର୍ଡ ଧାରକ ପରିବାର ପ୍ରତିମାସରେ ଦୁଇ ଲିଟର ମାଗଣା ସୋରିଷ ତେଲ ପାଇବେ। ଏହାଦ୍ୱାରା ରାଜ୍ୟର ପ୍ରାୟ ୨୮ ଲକ୍ଷ ଲୋକ ଉପକୃତ ହେବେ। ଫରିଦାବାଦର…
ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିବାକୁ ବୃଦ୍ଧା ଉଷାଙ୍କ ଘୋଷଣା
ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଣେ ବୃଦ୍ଧା ନିଜ କୋହଭରା କଣ୍ଠରେ କହିଛନ୍ତି, ନିଜର ଜନ୍ମକଲା ଝିଅପୁଅ ପଚାରିଲେ ନାହିଁ। ପରିଣତ ବୟସରେ ଜୀବନ ବଞ୍ଚାଇବା ଦୁର୍ବିଷହ ହୋଇପଡ଼ିଥିଲା। ଏହି ସମୟରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀସ୍ଥିତ ବରିଷ୍ଠ ନାଗରିକ ନିବାସ ମୋର…
Archives


