୧.୭୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ଗୋଡ୍ରେଜ୍ ଗ୍ରୁପ୍ର ହୋଇପାରେ ବିଭାଜନ
ନୂଆଦିଲ୍ଲୀ,୩।୧୦: ୧.୭୬ ଲକ୍ଷ କୋଟି ମୂଲ୍ୟର ଗୋଡ୍ରେଜ୍ ଗ୍ରୁପ ୧୮୯୭ରେ ପ୍ରତିଷ୍ଠା ହୋଇଥିଲା୍। ଏବେ ଏହି ୧୨୬ ବର୍ଷର କମ୍ପାନୀର ବିଭାଜନକୁ ନେଇ ଖବର ଆସୁଛି। ପ୍ରଥମେ ଏହି କମ୍ପାନୀ ତାଲା ବିକ୍ରିରୁ ବ୍ୟବସାୟ ଆରମ୍ଭ କରିଥିଲା। ଏହି ଗ୍ରୁପ ଭାରତର…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ୫ ଜିଲାରୁ ଯିବେ ୧ ହଜାର ତୀର୍ଥଯାତ୍ରୀ
ଛତ୍ରପୁର,୩।୧୦(ସନ୍ତୋଷ ପାଢ଼ୀ,ଦିଲ୍ଲୀପ ସାମଲ): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲାର ବରିଷ୍ଠ ନାଗରିକମାନେ ତୀର୍ଥ କରିବାକୁ ଯିବେ। ଉକ୍ତ ୫ ଜିଲାର ୧ ହଜାର ବରିଷ୍ଠ ନାଗରିକ ବ୍ରହ୍ମପୁର ରେଲୱେ ଷ୍ଟେଶନରୁ ଦେଶର…
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ଜଣେ ମୃତ
ବଡ଼ଗାଁ,୩।୧୦(ଅଶୋକ ଷଡ଼ଙ୍ଗୀ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଧୀନ ଜରଙ୍ଗଲୋଇ ଗ୍ରାମରେ ରହୁଥିବା କୁରୁନାଥ କଣ୍ଟାଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସମ୍ପର୍କୀୟ ଯୁବକ…
ବାଲ୍ୟ ବିବାହକୁ ନେଇ ଆକ୍ସନ ମୋଡରେ ସରକାର, ୮୦୦ରୁ ଅଧିକ ଗିରଫ
ଗୁଆହାଟୀ,୩।୧୦: ଆସାମରେ ବାଲ୍ୟ ବିବାହ ବିରୋଧରେ ସରକାର ଆକ୍ସନ ମୋଡରେ ଅଛନ୍ତି। ଟୁଇଟ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହା ବିରୋଧରେ ଆସାମ ପୋଲିସର ଅଭିଯାନ ଜାରି ରହିଛି। ଆଜି ସକାଳେ ଏକ ଅପରେଶନ କରି…
୨୩ ଦିନରେ ପହଞ୍ଚିଲା ଆମରଣ ଅନଶନ
ଛତ୍ରପୁର,୩।୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅଧୀନ ଆର୍ଯ୍ୟପଲ୍ଲୀ ରାଜସ୍ବ ଗ୍ରାମବାସୀ ଜମି ପଟ୍ଟା ପ୍ରଦାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଳିଥିବା ଆମରଣ ଅନଶନ ମଙ୍ଗଳବାର ୨୩ ଦିନରେ ପହଞ୍ଚିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ…
ପ୍ରଶ୍ନକାଳ ଆରମ୍ଭରୁ ଗୃହ ମୁଲତବୀ
ଭୁବନେଶ୍ୱର,୩।୧୦: ବିଧାନସଭା ମୌସୁମୀ ଅଧିବେଶନରେ ବାରମ୍ବାର ଗୃହ ମୁଲତବୀ ହୋଇ ଚାଲିଛି। ବିରୋଧୀ ହେହୋହଲ୍ଲା ହଟ୍ଟଗୋଳରେ ଗୃହ କମ୍ପୁଛି । ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି । ବାଚସ୍ପତିଙ୍କ…
ଧୋନୀଙ୍କ ନୂଆ ଲୁକ୍
ନୂଆଦିଲ୍ଲୀ,୩।୧୦:ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଲୁକ୍କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଧୋନୀ କ୍ରିକେଟ୍ କ୍ୟାରିୟର୍ ଆରମ୍ଭରୁ ଲମ୍ବା କେଶ ରଖିଥିଲେ। ବର୍ତ୍ତମାନ ତାଙ୍କ ନୂଆ ଲୁକ୍ର ଫଟୋ ସୋସିଆଲ ମିଡିଆରେ…
ପ୍ରିତିଙ୍କୁ ବ୍ରୋଞ୍ଜ: ଫାଇନାଲ୍ରେ ଲଭଲିନା
ହାଙ୍ଗଝୋ,୩।୧୦: ୨୦୨୩ ଏସିଆନ୍ ଗେମ୍ସରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ଏସୀୟ ଗେମ୍ସର ଦଶମ ଦିନରେ ବକ୍ସର ପ୍ରୀତି ପାନୱାର ବ୍ରୋଞ୍ଜ ପଦକ ଜିତି ଦେଶକୁ ୬୨ତମ ପଦକ ଜିତାଇଛନ୍ତି॥ ଷ୍ଟାର ବକ୍ସର ଲଭଲିନା ବୋର୍ଗୋହେନ ମଧ୍ୟ ଫାଇନାଲରେ ପ୍ରବେଶ…
ନୀଳଗିରିକୁ ଜିଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା
ନୀଳଗିରି,୩।୧୦(ପ୍ରଶାନ୍ତ ବିଶ୍ୱାଳ): ନୀଳଗିରିକୁ ଜିଲା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରାରେ ଦୋକାନ ବଜାର ବନ୍ଦ ଓ ଗାଡି ମଟର ଚଳାଚଳ ଠପ ରହିଛି। ନୀଳଗିରିକୁ ସ୍ବତନ୍ତ୍ର ଜିଲା ଘୋଷଣା ଦାବିରେ…
ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିପାରେ ଇରାନ, ଆମେରିକାର ଦାବି
ଇରାନ ,୩।୧୦: ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଇରାନ ପରମାଣୁ ଅସ୍ତ୍ର ତିଆରି କରିପାରେ। ଆମେରିକା ଏହା ଦାବି କରିଛି। ଆମେରିକାର କହିବାନୁସାରେ, ଦୁଇ ସପ୍ତାହ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ଇରାନର ଯଥେଷ୍ଟ ସାମଗ୍ରୀ ଅଛି ।…
ମହାନଦୀ ବ୍ରିଜ୍ରେ ଝୁଲିରହିଛି ବସ୍
ଭୁବନେଶ୍ୱର, ୩।୧୦: ମହାନଦୀ ବ୍ରିଜରେ ଅଟକିଲା ବସ୍। ଟଳିଗଲା ଏକ ବଡ଼ ବିପଦ। ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଲୋକେ। ମଙ୍ଗଳବାର କଟକ ଜିଲା ବାଙ୍କୀ ନିକଟସ୍ଥ ଯାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜ ଉପରେ ଏହିଭଳି ଘଟଣା ଘଟିଛି। ବସ୍ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ…
ଏହି ଦିନ ଓଟିଟିରେ ରିଲିଜ୍ ହେବ ‘ଓଏମ୍ଜି -୨’
ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ଓଏମ୍ଜି -୨’ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା। ଯୌନ ଶିକ୍ଷା ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦର୍ଶକ ମଧ୍ୟ ବହୁତ ପସନ୍ଦ କରିଥିଲେ। ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ…
Archives


