ବିମାନ ଦୁର୍ଘଟଣା, ସିନେଟର, ପତ୍ନୀଙ୍କ ସହ ଦୁଇ ଶିଶୁ ମୃତ
ଓ୍ବାଶିଂଟନ,୩।୧୦: ଆମେରିକାର ପୂର୍ବ ୟୁଟାରେ ରବିବାର ସାରେ (ସ୍ଥାନୀୟ ସମୟ) ଏକ ବିମାନ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ମୋୟାବ ଉପକଣ୍ଠରେ ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଉତ୍ତର ଡକୋଟା ରାଜ୍ୟ ସିନେଟର ଡଗ ଲାର୍ସନ, ତାଙ୍କ ପତ୍ନୀ…
‘ଟ୍ରାନ୍ସଜେଣ୍ଡରଙ୍କ ଯୋଗୁ ପଦକରୁ ବଞ୍ଚିତ ହେଲି’
ହାଙ୍ଗ୍ଝୋ, ୩ା୧୦ ଭାରତର ସ୍ବପ୍ନା ବର୍ମନ ସୋମବାର ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଚଳିତ ଏସିଆନ ଗେମ୍ସରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ଯୋଗୁ ବ୍ରୋଞ୍ଜ ପଦକ ହାସଲରୁ ସେ ବଞ୍ଚିତ ହୋଇଛନ୍ତି। ଜାକର୍ତ୍ତାରେ ଏସିଆନ ଗେମ୍ସର ୨୦୧୮ ସଂସ୍କରଣରେ ଏକ ସ୍ବର୍ଣ୍ଣ ପଦକ…
ପୋଖରୀରେ ବୁଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ
ଛତ୍ରପୁର,୩।୧୦(ଦିଲିପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଘଡଘଡ଼ାପଲ୍ଲୀ ଗ୍ରାମ ନିକଟରେ ଥିବା ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଘଡଘଡ଼ାପଲ୍ଲୀ ଗ୍ରାମର ଏସ. କୁରମେୟା ପାତ୍ର (୬୮)। ସେ ଗତକାଲି ସନ୍ଧ୍ୟାରେ ପୋଖରୀକୁ…
ଓପନର, ସ୍ପିନରଙ୍କୁ ନେଇ ଚିନ୍ତାରେ ପାକିସ୍ତାନ
ହାଇଦ୍ରାବାଦ,୩ା୧୦:ପାକିସ୍ତାନକୁ ବିଶ୍ୱ କ୍ରିକେଟର ଏକ ମହାଶକ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ନିକଟ ଅତୀତରେ ଆଇସିସି ଟୁର୍ନାମେଣ୍ଟ ଗୁଡିକରେ ଦଳର ପ୍ରଦର୍ଶନ ବେଶ୍ ଭଲ ମଧ୍ୟ ରହିଛି। ତେବେ ସଦ୍ୟ ସମାପିତ ଏସିଆ କପରେ ପାକିସ୍ତାନ ଦଳର ଦୁର୍ବଳତା ପଦାରେ ପଡିଛି। ଦଳର…
ଚାଇନା ସାହାରାରେ ଚନ୍ଦ୍ରକୁ ଛୁଇଁବାକୁ ଇଚ୍ଛା କରୁଛି ପାକିସ୍ତାନ
ବେଜିଂ/ଇସଲାମାବାଦ,୩।୧୦: ଚାଇନାର ସ୍ପେସ ଏଜେନ୍ସି କହିଛି ଯେ ଆସନ୍ତା ବର୍ଷ ଦେଶର ପ୍ରସ୍ତାବିତ ଚନ୍ଦ୍ର ମିଶନରେ ପାକିସ୍ତାନ ମଧ୍ୟ ଏକ ଭାର ବହନ କରିବ। ଦୁଇ ବନ୍ଧୁ ଦେଶ ମଧ୍ୟରେ ମହାକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଉଥିବା ଦେଖାଯାଉଛି। ଚାଇନା ଅଫିସିଆଲ…
ଆମେରିକା-ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନ୍ସର ରୋଗୀ
ନୂଆଦିଲ୍ଲୀ,୩।୧୦: ଆମେରିକା ଏବଂ ଚାଇନା ପରେ ଭାରତରେ ବିଶ୍ୱର ସର୍ବାଧିକ କ୍ୟାନସର୍ ରୋଗୀ ଅଛନ୍ତି। ୨୦୨୦ରେ ୧.୯୩ କୋଟି ନୂତନ କ୍ୟାନସର୍ ରୋଗୀ ଚିହ୍ନଟ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୧୪ ଲକ୍ଷରୁ ଅଧିକ ଭାରତୀୟ। କେବଳ ଏତିକି ନୁହେଁ, ଭାରତରେ ବାର୍ଷିକ…
୧୧୪ ବର୍ଷ ପରେ ଖୋଲିଲା ମେଡିକାଲ ଷ୍ଟୋର
ଲଣ୍ଡନ: ନିକଟରେ ଏକ ଇତିହାସ ସହ ଜଡ଼ିତ ସ୍ଥାନ ମିଳିଛି, ଯାହା ୧୧୪ ବର୍ଷର ପୁରୁଣା। ୧୮୮୦ ମସିହାରେ ଖୋଲାଯାଇଥିବା ଏକ ମେଡିକାଲ ଷ୍ଟୋର ୧୯୦୯ ମସିହା ପରେ ବନ୍ଦ ହୋଇଯାଇଥିଲା। ଏହାକୁ ବ୍ରିଟେନରେ ୱିଲିୟମ୍ ୱାଇଟ୍ ନାମକ ଜଣେ ବ୍ୟକ୍ତି…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଥିବା ଉପହାର ଇ-ନିଲାମ
ନୂଆଦିଲ୍ଲୀ,୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ କିଛି ଦିନ ହେବ ମିଳିଥିବା ଗୁଜରାଟର ମୋଢେରା ସୂର୍ଯ୍ୟ ମନ୍ଦିରର ପ୍ରତିକୃତି ଏବଂ ଚିତ୍ତୌଗଡ଼ର ବିଜୟ ସ୍ତମ୍ଭ ଏବଂ ବାରାଣସୀର ଏକ ଘାଟର ପେଣ୍ଟିଂ ସମେତ ୯୧୨ରୁ ଅଧିକ ଉପହାର ଏବଂ ସ୍ମରଣିକା ଇ-ନିଲାମ…
୭୮ ବର୍ଷ ପୁରୁଣା ପେଣ୍ଟିଂରେ ୪୩ ବର୍ଷୀୟାଙ୍କ ଫଟୋଚିତ୍ର
ବୋଗୋଟା: ନିଜ ଚେହେରା ଯଦି ଅନ୍ୟ ଜଣକ ଚେହେରା ସହ ଖାପ ଖାଏ, ତେବେ ତାହା ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ। କିନ୍ତୁ ଏପରି ମାମଲା ଖୁବ୍ କମ୍ ଦେଖିବାକୁ ମିଳିଥାଏ। ହେଲେ ଏହା ଚର୍ଚ୍ଚାର ପରିସରକୁ ଆସିଥାଏ। ଯଦି ଏକ ପୁରୁଣା ପେଣ୍ଟିଂ…
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ଟିଡିପି ନେତା ଗିରଫ
ହାଇଦ୍ରାବାଦ୍,୩।୧୦: ଆଜିକାଲି ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟିର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ସମୟରେ ଗୁଣ୍ଟୁର ପୋଲିସ ଟିଡିପି ନେତା ତଥା ପୂର୍ବତନ ମନ୍ତ୍ରୀ ବନ୍ଦାରୁ ସତ୍ୟନାରାୟଣ ମୁର୍ତ୍ତୀଙ୍କୁ ଗିରଫ କରିଛି। ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଜଗନ…
ଏମ୍ଜିଏମ୍ ମିନେରାଲ୍ସକୁ ଜନହିତକାରୀ ଉଦ୍ୟୋଗ ଆଓ୍ବାର୍ଡ
ଭୁବନେଶ୍ୱର,୩।୧୦: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଏମଜିଏମ ମିନେରାଲ୍ସ ପ୍ରାଇଭେଟ ଲିମିଟେଡକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ମାସିକ ପତ୍ରିକା ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ୧୨ତମ ବାର୍ଷିକ ଉତ୍ସବ ତଥା ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ…
ଧଉଳି ଛକରେ ପୁଷ୍ପକ ହୋଟେଲ ଆଣ୍ଡ୍ କନ୍ଭେନ୍ଶନ ଉଦ୍ଘାଟିତ
ଭୁବନେଶ୍ୱର,୩।୧୦: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଶ୍ୱେତପଦ୍ମା ୟୁନାଇଟେଡ ପ୍ରାଇଭେଟ ଲିମିଟେଡର ଅଗ୍ରଣୀ ହୋଟେଲ ବ୍ୟବସାୟ ୟୁନିଟ ‘ପୁଷ୍ପକ’ର/ ପୁଷ୍ପକ ଗ୍ରୁପର ନୂତନ ହୋଟେଲ ‘ପୁଷ୍ପକ ହୋଟେଲ ଆଣ୍ଡ କନ୍ଭେନଶନ’ ରବିବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ…
Archives


