Home Left

ବିଶ୍ୱକପ୍‌ ପୂର୍ବରୁ ଆଫଗାନିସ୍ତାନ ଟିମ୍‌ର ବଡ଼ ନିଷ୍ପତ୍ତି, ମେଣ୍ଟର ଭାବେ ଏହି ଭାରତୀୟ କ୍ରିକେଟରଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ,୩।୧୦: ଦିନ କେଇଟା ପରେ ଆରମ୍ଭ ହେବ ବିଶ୍ୱକପ୍‌ ୨୦୨୩। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅକ୍ଟୋବର ୫ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହାପୂର୍ବରୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ସୋମବାର ଦଳର ପରାମର୍ଶଦାତା(ମେଣ୍ଟର)ଙ୍କ ନାମ ଘୋଷଣା…

ବାଲିଚୋରି ଲାଗି କୂଳଘାଇକୁ ହାଣିଦେଲେ ବାଲିମାଫିଆ

ପୁରୁଷୋତ୍ତମପୁର,୩।୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୁଲ୍ୟା ନଦୀକୁ ବାଲିମାଫିଆମାନେ କବଜାକରି ବିଭିନ୍ନ ସ୍ଥାନରେ କୂଳଘାଇକୁ ଭାଙ୍ଗି ବାଲିଚୋରି କରି ନେବାରେ ଲାଗିଛନ୍ତି। ଏହି ବାଲିକୁ ଚଢାଦରରେ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରିବାରେ ଲାଗିଛନ୍ତିା ଏପରିକି ପ୍ରତାପୁର…

୧୧୦ର କେଜି ମାଛ ଦେଖିବା ପାଇଁ ଭିଡ

ବାଲେଶ୍ୱର,୩।୧୦: ମତ୍ସ୍ୟଜୀବୀଙ୍କ ଜାଲରେ ୧୧୦ କେଜିର ବିରାଟ ମାଛ ପଡ଼ିଛି। ଯାହାକୁ ଦେଖିବାକୁ ଦୀଘା ମୁହାଣରେ ଥିବା ମାଛ ମାର୍କେଟରେ ଲୋକଙ୍କ ଭଡ଼ି ଜମିଥିବା ଦେଖିବାକୁ ମିଳିଥିଲା। ଏହି ବିରାଟ ମାଛଟିକୁ ଭୋଲା ମାଛ ବୋଲି କୁହାଯାଉଛି। ପାରାଦ୍ୱୀପ ପୋର୍ଟରୁ ମତ୍ସ୍ୟଜୀବୀମାନେ…

ଟିମ୍‌ ଇଣ୍ଡିଆ ପ୍ରସ୍ତୁତିକୁ ଜୋରଦାର ଝଟ୍‌କା; ଦ୍ୱିତୀୟ ଓ୍ବାର୍ମଅପ୍‌ ମୁକାବିଲା ମଧ୍ୟ ବାତିଲ

ତିରୁବନନ୍ତପୁରମ୍‌,୩।୧୦: ବିଶ୍ୱକପ୍‌ ୨୦୨୩ ଲାଗି ଟିମ୍‌ ଇଣ୍ଡିଆର ପ୍ରସ୍ତୁତିକୁ ଲାଗିଛି ବଡ ଝଟ୍‌କା। କେରଳର ତିରୁବନନ୍ତପୁରମ୍‌ରେ ଖେଳାଯିବାକୁ ଥିବା ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ମଧ୍ୟ ବର୍ଷା ଯୋଗୁ ବାତିଲ ହୋଇଛି। ପୂର୍ବରୁ ଗୁଆହାଟୀରେ ଦଳର ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ ମଧ୍ୟ ବାତିଲ…

ଦୁବାଇରେ ଶ୍ରୀଦେବୀଙ୍କ ସହ ହୋଟେଲ୍‌ରେ କ’ଣ ଘଟିଥିଲା? ସାମ୍ନାକୁ ଆସିଲା ସେହି କାଳରାତ୍ରୀର ସତ

ବମ୍ବେ: ବଲିଉଡର ‘ଚାନ୍ଦନୀ’ ହଠାତ୍‌ ଦୁନିଆରୁ ବିଦାୟ ନେବେ ବୋଲି କେହି ବି ଭାବି ନ ଥିଲେ। ଶ୍ରୀଦେବୀଙ୍କ ଦେହାନ୍ତ ତାଙ୍କ ପ୍ରଶଂସକ, ପରିବାର ସହ ସିନେମା ଜଗତକୁ ଏକ ଗଭୀର ଆଘାତ ଦେଇଥିଲା। ୨୦୧୮ ଫେବୃଆରୀ ୨୪ରେ ଦୁବାଇରେ ସୁପରଷ୍ଟାର…

ନିଚୁଆପଦାରେ ଉଦ୍‌ଘାଟନ ହେଲା ଛଉ ନୃତ୍ୟ ତାଲିମ କେନ୍ଦ୍ର

ମୋରଡା,୩।୧୦(ସ୍ମାରକ ମାଜୀ): ଭାରତ ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନରେ ଛଉ ନୃତ୍ୟ ତାଲିମ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଜଳଶକ୍ତି ଓ଼ ଆଦିବାସୀ ଶସକ୍ତିକରଣ ମନ୍ତ୍ରୀ ବିଶେଶର…

ରାଇରଙ୍ଗପୁର ଡି.ଏଫ.ଓ. ନଳିନୀକାନ୍ତ ବେହେରାଙ୍କ ଦେହାନ୍ତ

ରାଇରଙ୍ଗପୁର,୩।୧୦( ମାନସ ମହାନ୍ତି ) ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡି. ଏଫ. ଓ ନଳିନୀ କାନ୍ତ ବେହେରା (୪୬)ଙ୍କ ଦେହାନ୍ତ ହୋଇଛି। ସୋମବାର ବିଳମ୍ବିତ ରାତି ୧.୩୦ ସମୟରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ…

ଟ୍ରେନ ରହଣୀ ଦାବିରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ

ହେମଗିର,୩।୧୦(ଚୈତନ୍ୟ ପଟେଲ୍‌): ସୁନ୍ଦରଗଡ ଜିଲାସ୍ଥିତ ହେମଗିର ରେଳଷ୍ଟେସନରେ ଟ୍ରେନ ରହଣୀ ଦାବିକୁ ନେଇ ମଙ୍ଗଳବାର ରେଲଓ୍ବେ ସଂଗ୍ରାମ ସମିତି ହେମଗିର ତରଫରୁ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପଯ୍ୟନ୍ତ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ କରାଯାଇଛି । ଏହି ଅବସରରେ…

ଲୁଚିଛପି ନିର୍ବନ୍ଧ କଲେ ଉର୍ଫି !

ବମ୍ବେ: ପୁଣି ଚର୍ଚ୍ଚାରେ ଟେଲି ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନ୍‌ସେଶନ୍‌ ଉର୍ଫି ଜାଭେଦ। ସର୍ବଦା ନିଜର ଅଜବ ତଥା ବୋଲ୍ଡ ପୋଷାକକୁ ନେଇ ସେ ଲାଇମଲାଇଟ୍‌ରେ ଥାନ୍ତି। ହେଲେ ଏଥର ଅନ୍ୟ କିଛି କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି ସେ।…

ଆଶା କରୁଛି ଆପଣ ସମସ୍ତେ ସୁରକ୍ଷିତ ଅଛନ୍ତି: ଭୂକମ୍ପ ପରେ କହିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩।୧୦: ଦିଲ୍ଲୀ- ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସେ ଏହି…

ଆଇଆଇଟି ବମ୍ବେ ହଷ୍ଟେଲରେ ନିରାମିଷ ଟେବୁଲ୍‌ରେ ଆମିଷ ଖାଇବାକୁ ନେଇ ହଙ୍ଗାମା, ଛାତ୍ରଙ୍କ ଉପରେ ଲାଗିଲା ୧୦ହଜାର ଟଙ୍କାର ଜରିମାନା 

ବମ୍ବେ,୩।୧୦: ଭାରତର ଅନ୍ୟତମ ପ୍ରମୁଖ ଇଞ୍ଜିନିୟରିଂ କଲେଜ ଆଇଆଇଟି ବମ୍ବେ ଏହାର ଫୁଡ୍‌ ପଲିସି(ଖାଦ୍ୟ ନୀତି ) ପାଇଁ ଚର୍ଚ୍ଚାର ପରିସରକୁ ଆସିଛି। କଲେଜ୍‌  ହଷ୍ଟେଲରେ ଆମିଷ ଖାଇବାକୁ ନେଇ ଛାତ୍ରମାନଙ୍କଠାରୁ ୧୦,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଛାତ୍ରମାନେ କଲେଜରେ…

ସ୍ବଦେଶୀ ମୁସଲମାନଙ୍କ ଆର୍ଥିକ-ସାମାଜିକ ସ୍ଥିତିର ମୂଲ୍ୟାଙ୍କନ କରିବେ ଆସାମ ସରକାର

ଗୁଆହାଟୀ,୩।୧୦: ଆସାମ ସରକାର ମଙ୍ଗଳବାର କହିଛନ୍ତି, ରାଜ୍ୟରେ ୫ ସ୍ବଦେଶୀ ମୁସଲମାନ ସମ୍ପ୍ରଦାୟର ଆର୍ଥିକ-ସାମାଜିକ ସ୍ଥିତିର ମୂଲ୍ୟାଙ୍କନ କରିବେ। ଯାହାଦ୍ୱାରା ସେମାନଙ୍କର ଉନ୍ନତି ପାଇଁ ସରକାରୀ ଯୋଜନା ପ୍ରସ୍ତୁତ ହୋଇପାରିବ। ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri